ଏକ ପରିବାରକୁ ନେଇ ଗୋଟିଏ ଗାଁ, ଘରର ମୁଖିଆଙ୍କ ନାଁରେ ଗାଁ ପରିଚିତ
ସାଧାରଣତଃ ୫ରୁ ୧୦ ପରିବାର ଗାଁର ଗୋଟିଏ ସାହିରେ ରୁହନ୍ତି। କିନ୍ତୁ ମଧ୍ୟପ୍ରଦେଶରେ ୯୦ ଜଣ ଲୋକ ଏକ ଗାଁ ତିଆରି କରିଛନ୍ତି। ଆଶ୍ଚର୍ଯ୍ୟଜନକ କଥା ହେଉଛି ଏହି ଗାଁରେ ରହୁଥିବା ସମସ୍ତ ୯୦ ଜଣ ଗୋଟିଏ ପରିବାରର ଅଟନ୍ତି। ଗାଁର…
ସଫଳ ମହିଳା ଉଦ୍ୟୋଗୀ ସୁରଭି
ନିଜସ୍ବ ପ୍ରଚେଷ୍ଟା ସହ ଦୃଢ ମନୋବଳ ଥିଲେ କୌଣସି କାମ ଅସମ୍ଭବ ହୋଇ ରହେନା; ଯାହା ପ୍ରମାଣ କରି ଦେଖାଇଛନ୍ତି ନୟାଗଡ ଜିଲା ଖଣ୍ଡପଡା ବ୍ଳକ ଅନ୍ତର୍ଗତ ଖୁଦବେହେରା ପାଟଣା ଗ୍ରାମର ସୁରଭି ସାହୁ; ଯିଏକି ନିଜ ପରିଶ୍ରମ ବଳରେ ଜଣେ…
ବର୍ଷାରେ କାକ୍ଟସ୍ର ଯତ୍ନ
ପ୍ରତ୍ୟେକ ଗଛ ପାଇଁ ବର୍ଷାଜଳ ଖୁବ୍ ଉପକାରୀ। ହେଲେ କାକ୍ଟସ୍ ଏମିତି ଏକ ଗଛ ଯାହା ଖୁବ୍ କମ୍ ଜଳ ଆବଶ୍ୟକ କରେ। ତେଣୁ ବର୍ଷାଋତୁରେ କାକ୍ଟସ୍ର କେମିତି ଯତ୍ନ ନେବେ ଜାଣନ୍ତୁ ସେ ସମ୍ପର୍କରେ… ଯେକୌଣସି ଗଛ ପାଇଁ ବର୍ଷା…
ମୋ ଖୁସି ସମସ୍ତଙ୍କ ସହ ବାଣ୍ଟିଥିଲି: ଅଧ୍ୟାପିକା ସ୍ଥିରା ଦାସ
ପଢ଼ିବା ସମୟରେ ମୁଁ କେବେ ଚାକିରି କରିବା କଥା ଭାବି ନ ଥିଲି। ବାବା (ବାପା) ବି କେବେ ଚାକିରି କରିବା ବିଷୟରେ ମତେ ଜୋର୍ ଦେଇ କହି ନ ଥିଲେ। ମୁଁ କେବଳ ଭଲ ପଢ଼ୁଥିଲି ବୋଲି ବାବା ଖୁସି…
ମାତୃଭାଷାର ବିକଳ୍ପ ନାହିଁ: ପ୍ରଫେସର ବସନ୍ତ କୁମାର ପଣ୍ଡା
ଓଡ଼ିଆ ଭାଷା ସାହିତ୍ୟ ପ୍ରତି ତାଙ୍କର ପିଲାଟି ଦିନରୁ ସୃଷ୍ଟି ହୋଇଥିଲା ଅନୁରାଗ। ଛାତ୍ରାବସ୍ଥାରେ ବିଭିନ୍ନ ପୁସ୍ତକ ପଠନ ପାଲଟିଯାଇଥିଲା ଏକ ପ୍ରକାର ନିଶା। ପରବର୍ତ୍ତୀ ସମୟରେ ଓଡ଼ିଆ ଭାଷା ସାହିତ୍ୟରେ ଗବେଷଣା ଏବଂ ଅଧ୍ୟାପନାରେ ହୋଇଥିଲେ ନିମଗ୍ନ। ଏଥିସହ ଓଡ଼ିଆ…
ସ୍ମାର୍ଟ ଜିମ୍ ଗ୍ୟାଜେଟ୍ସ
ଆଜିକାଲି ନିଜକୁ ଫିଟ୍ ରଖିବା ଲାଗି ଅନେକେ ଜିମ୍ ଯିବା ସହ ଘରେ ବି ବିଭିନ୍ନ ଜିମ୍ ଗ୍ୟାଜେଟ୍ ବ୍ୟବହାର କରୁଛନ୍ତି। ତେବେ ଏକ୍ସରସାଇଜ୍ ମନିଟରିଂ କରିବା ସହ ଏଣ୍ଟରଟେନ୍ମେଣ୍ଟ ପାଇଁ ମ୍ୟୁଜିକ୍ ସୁବିଧା ଯୋଗାଇ ଦେଉଥିବା ସ୍ମାର୍ଟ ଜିମ୍ ଗ୍ୟାଜେଟ୍ର…
ରାଷ୍ଟ୍ରପତି ଭବନ
ଆମ ଦେଶର ରାଷ୍ଟ୍ରପତିଙ୍କ ଅଫିସିଆଲ ବାସସ୍ଥଳୀ ହେଉଛି ରାଷ୍ଟ୍ରପତି ଭବନ। ଏହା ହେଉଛି ପୃଥିବୀର ଦ୍ୱିତୀୟ ବୃହତ୍ତମ ବାସସ୍ଥଳି ବା ରେସିଡେନ୍ସ। ଯେଉଁଠାରେ ରହିଛି ଗାର୍ଡେନ, ମ୍ୟୁଜିୟମ୍, ସେରେମୋନିଆଲ୍ ହଲ୍ ଏବଂ ବଡିଗାର୍ଡ ଓ ଷ୍ଟାଫ୍ମାନଙ୍କ ପାଇଁ କ୍ୱାଟର୍ସ। ଜାଣିବା ଏହା…
ଅତିଥି ଦେବୋ ଭବ
ଭାରତୀୟ ସଂସ୍କୃତିରେ ଅତିଥିଙ୍କୁ ଈଶ୍ୱର ମଣି ତାଙ୍କୁ ଆଦର ସତ୍କାର ପୂର୍ବକ ଆତିଥ୍ୟ କରିବାର ପରମ୍ପରା ବହୁ ପୁରାତନ। ଯାହାର ଏକ ବଡ଼ ଉଦାହରଣ ହେଉଛି ଭଗବାନ ଶ୍ରୀକୃଷ୍ଣଙ୍କର ବନ୍ଧୁ ସୁଦାମାଙ୍କୁ କରିଥିବା ଅତିଥି ସତ୍କାର। ଏକଦା ବାଲ୍ୟବନ୍ଧୁ ତଥା ଦ୍ୱାରିକାଧିପତି…
ଅନ୍ତର୍ଜାତୀୟ ବନ୍ଧୁତ୍ୱ ଦିବସ
ପୃଥିବୀରେ ଶାନ୍ତି ପାଇଁ ବନ୍ଧୁତା ହିଁ ଏକମାତ୍ର ବିକଳ୍ପ। ଏନେଇ ସଚେତନତା ସୃଷ୍ଟି ଲାଗି ପ୍ରତିବର୍ଷ ଜୁଲାଇ ୩୦ରେ ଅନ୍ତର୍ଜାତୀୟ ବନ୍ଧୁତ୍ୱ ଦିବସ ପାଳନ କରାଯାଇଥାଏ। ପ୍ରଥମେ ଗ୍ରିଟିଂସ୍ କାର୍ଡ ଇଣ୍ଡଷ୍ଟ୍ରି ଦ୍ୱାରା ଏହି ଦିବସ ପାଳନ ପାଇଁ ପ୍ରୋତ୍ସାହିତ ହୋଇଥିଲା।…
ଟମାଟୋ ବିକି ଦେଢ଼ ମାସରେ ୪ କୋଟି ରୋଜଗାର କଲେ କୃଷକ…
ହାଇଦ୍ରାବାଦ,୨୯।୭ : ସମ୍ପ୍ରତି ଦେଶରେ ଟମାଟୋ ଦର ଆକାଶ ଛୁଆଁ ହୋଇଛି। ସାଧାରଣ ଲୋକଙ୍କ ଉପରେ ଟମାଟୋ ଦର ସାଧୁଥିବାବେଳେ ଆନ୍ଧ୍ରପ୍ରଦେଶର ଚିତୋର ଜିଲାର ଜଣେ କୃଷକଙ୍କର ଭାଗ୍ୟ ବଦଳି ଯାଇଛି। ସେ ମାତ୍ର ଦେଢ଼ ମାସ ମଧ୍ୟରେ ଟମାଟୋ ବିକି…
୧୧ ଅନ୍ଧ ପିଲାଙ୍କୁ ଜନ୍ମ ଦେଇଛନ୍ତି ଏହି ମହିଳା
ଜଣେ ମା’ ପାଇଁ ତା’ ପିଲାମାନେ ବୃଦ୍ଧାବସ୍ଥାରେ ସାହାରା ପାଲଟିଥାନ୍ତି। ସବୁ ମା’ ବହୁତ ଆଶା ରଖି ନିଜ ପିଲାକୁ ପୋଷଣ କରିଥାନ୍ତି। ଯେତେବେଳେ ବୃଦ୍ଧାବସ୍ଥାରେ କାମ କରିବାକୁ ବଳ ପାଇ ନ ଥାଏ ସେତେବେଳେ ପିଲାମାନେ ସାହାରା ହୋଇ ସବୁ…
କେବେ ଦେଖିଛନ୍ତି ବାଦଲ ଫଟା ବର୍ଷା, ଭିଡିଓ ଦେଖିଲେ ଭୟରେ ଥରି ଉଠିବେ
ବାଦଲ ଫାଟିବା ଅର୍ଥ ଏଇୟା ନୁହେଁ କି, ବାଦଲ ଖଣ୍ଡ ଖଣ୍ଡ ହୋଇଯିବ। ପାଣିପାଗ ବିଶେଷଜ୍ଞଙ୍କ ମତରେ, ଯେତେବେଳେ ଗୋଟିଏ ସ୍ଥାନରେ ଅଚାନକ ଏକାସାଙ୍ଗରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଥାଏ ସେତେବେଳେ ଏହାକୁ ବାଦଲ ଫଟା ବର୍ଷା କୁହନ୍ତି। ଉଦାହରଣ…
Archives


