ଫୁରସତ

କଲରାଡୋ ନଦୀ ୧୦ ଟ୍ରିଲିୟନ ଗ୍ୟାଲନରୁ ଅଧିକ ଜଳ ହରାଇଛି: ରିପୋର୍ଟ…

ଓ୍ବାଶିଂଟନ,୨।୮ : ଗ୍ଲୋବାଲ ୱାର୍ମିଙ୍ଗର କ୍ଷତିକାରକ ପ୍ରଭାବ ସମଗ୍ର ଆମେରିକାରେ ଅନୁଭୂତ ହେଉଛି। ଅତ୍ୟଧିକ ତାପମାତ୍ରା ଏବଂ ଉତ୍ତାପ ଲହର ଦକ୍ଷିଣ ଭାଗକୁ ଘୁଞ୍ଚିଯିବା ସହିତ ଆମେରିକୀୟମାନେ ଜଳବାୟୁ ପରିବର୍ତ୍ତନ ଅନୁଭବ କରିଛନ୍ତି। ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ତାପମାତ୍ରା ବୃଦ୍ଧି…

ଗୋଟିଏ ଷ୍ଟ୍ରବେରୀର ଦାମ୍‌ ଜାଣିଲେ…

ଏମିତି କିଛି ଫଳ ଅଛି, ଯାହା ପ୍ରତ୍ୟେକ ଋତୁରେ ମହଙ୍ଗା ରହିଥାଏ। କିନ୍ତୁ ବେଳେବେଳେ କିଛି ଫଳର ଦାମ୍‌  ବୃଦ୍ଧି ଏବଂ ହ୍ରାସ ପାଇଥାଏ। ତଥାପି ଏମିତି ଏକ ଫଳ ଅଛି, ଯାହାର ମୂଲ୍ୟ ବିଶେଷତା ହେତୁ ହଜାରେ ଏବଂ ଲକ୍ଷକୁ…

ନକଲି ନଖ ପାଇଁ ଜୀବନ ବଞ୍ଚିଲା

ଲଣ୍ଡନ: ସାଧାରଣତଃ ଲୋକେ ଯେତେବେଳେ ବିଦ୍ୟୁତ୍‌ ଆଘାତ ଖାଇଥାନ୍ତି, ସେତେବେଳେ ତାଙ୍କ ମୃତ୍ୟୁ ହୁଏ କିମ୍ବା ଗୁରୁତର ଆହତ ହୁଅନ୍ତି। ନିକଟରେ ଜଣେ କଲେଜ ଛାତ୍ରୀଙ୍କୁ ବିଦ୍ୟୁତ୍‌ ଆଘାତ ଲାଗିଥିଲା। ଫଳରେ ସେ ସେଠାରୁ ୪ ହାତ ଦୂରରେ ଛିଟିକି ପଡ଼ିଲେ,…

ମୁକ୍ତିର ଆନନ୍ଦ: ପିଞ୍ଜରାବଦ୍ଧ ପକ୍ଷୀଙ୍କୁ କିଣି ମୁକ୍ତ କରୁଛନ୍ତି ପୋଲିସ କନଷ୍ଟେବଳ…

ହରଦୋଇ,୧।୮ : ଉତ୍ତରପ୍ରଦେଶର ହରଦୋଇରେ ପୋଷ୍ଟ ହୋଇଥିବା ୟୁପି ପୋଲିସର ଜଣେ କନଷ୍ଟେବଳଙ୍କୁ ଲୋକେ ଭାରି ପ୍ରଶଂସା କରୁଛନ୍ତି। ତାଙ୍କର ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି, ଏସବୁକୁ ଲୋକମାନେ ବହୁତ ପସନ୍ଦ କରନ୍ତି। ଏସପି ମଧ୍ୟ ତାଙ୍କୁ ସମ୍ମାନିତ…

ପୃଥିବୀର ସବୁଠାରୁ କଷ୍ଟକର ପରୀକ୍ଷା ହୋଇଥାଏ ଚାଇନାରେ, ନମ୍ବର ରଖିବା କାଠିକର ପାଠ…

ବେଜିଂ,୧।୮ : ପରୀକ୍ଷା ଯେତେ କଷ୍ଟକର, ଏହାର ଫଳାଫଳ ସେତେ ଭଲ ହୋଇଥାଏ। ତେବେ ଦୁନିଆର ସବୁଠାରୁ କଷ୍ଟକର ପରୀକ୍ଷା କେଉଁ ଦେଶରେ କରାଯାଏ ଏବଂ ଏହାର ନାମ କ’ଣ? ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ସମସ୍ତଙ୍କ ସାମର୍ଥ୍ୟରେ ନ ଥାଏ।…

ହିରୋସିମା ପରେ କ୍ୱେଟାରେ ପଡ଼ିଥାନ୍ତା ପରମାଣୁ ବୋମା, ମାତ୍ର ଶେଷ ମୂହୁର୍ତ୍ତରେ ହନିମୁନ ସ୍ମୃତି ଯୋଗୁ ନାଗାସାକିରେ ରଚାଗଲା ତାଣ୍ଡବ…

ଓ୍ବାଶିଂଟନ,୧।୮ : ଏହା ୧୯୨୦ ଦଶକ ଥିଲା। ତତ୍କାଳୀନ ଆମେରିକାର ଯୁଦ୍ଧ ମନ୍ତ୍ରୀ ହେନେରୀ ଏଲ ଷ୍ଟିମସନ ତାଙ୍କ ସ୍ତ୍ରୀଙ୍କ ସହ ହନିମୁନ ପାଇଁ ଜାପାନର କ୍ୱେଟା ସହରକୁ ଯାଇଥିଲେ। ସହରର ସୌନ୍ଦର୍ଯ୍ୟ ଷ୍ଟିମସନଙ୍କୁ ଆକର୍ଷିତ କରିଥିଲା, ଏବଂ ଯେତେବେଳେ ୧୯୪୫ରେ…

ଏଆଇ ସହାୟତାରେ ସୁସ୍ଥ ହେଲେ ପକ୍ଷାଘାତ ରୋଗୀ

ୱାଶିଂଟନ: ଜଣେ ପକ୍ଷାଘାତ ବ୍ୟକ୍ତି ଏବେ ପୂର୍ବଭଳି ଜୀବନ ବଞ୍ଚୁଛନ୍ତି, ଯାହା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସି(ଏଆଇ) ସହାୟତାରେ ସଫଳ ହୋଇଛି। ଡାକ୍ତରମାନେ ଏଆଇ ମାଧ୍ୟମରେ ହୋଇଥିବା ଏହି ସର୍ଜରିକୁ ଆଧୁନିକ ମେଡିକାଲ ଦୁନିଆର ଅଲୌକିକ ବୋଲି କହିଛନ୍ତି। ନ୍ୟୁୟର୍କର ଜଣେ ଲୋକଙ୍କୁ ଡାଇଭିଂ ସମୟରେ…

ଟଙ୍କା ବଞ୍ଚାଇବାକୁ ଡଷ୍ଟବିନ୍‌ରୁ ଖାଆନ୍ତି ଖାଦ୍ୟ

ସାକ୍ରାମେଣ୍ଟୋ: ଦୁନିଆରେ ବହୁ ଲୋକ ବାସ କରୁଥିବାବେଳେ ସେମାନଙ୍କ ମଧ୍ୟରୁ କେତେକ ବହୁତ ଖର୍ଚ୍ଚି ହୋଇଥିବାବେଳେ ଆଉ କିଛି କଞ୍ଜୁସ ହୋଇଥାନ୍ତି। ହେଲେ ଏମିତି ଜଣେ ବ୍ୟକ୍ତି ଅଛନ୍ତି, ଯିଏ କଞ୍ଜୁସିର ସମସ୍ତ ସୀମା ପାର କରିଛନ୍ତି। ରିପୋର୍ଟ ମୁତାବକ, ଦକ୍ଷିଣ…

ନକଲି ନଖ ବଞ୍ଚାଇଦେଲା ଜୀବନ

ଲଣ୍ଡନ: ସାଧାରଣତଃ ଲୋକେ ଯେତେବେଳେ ବିଦ୍ୟୁତ୍‌ ଆଘାତ ଖାଇଥାନ୍ତି, ସେତେବେଳେ ତାଙ୍କ ମୃତ୍ୟୁ ହୁଏ କିମ୍ବା ଗୁରୁତର ହୁଅନ୍ତି। ନିକଟରେ ଜଣେ କଲେଜ ଛାତ୍ରୀଙ୍କୁ ବିଦ୍ୟୁତ୍‌ ଆଘାତ ଲାଗିଥିଲା। ଫଳରେ ସେ ସେଠାରୁ ୪ ହାତ ଦୂରରେ ଛିଟିକି ପଡ଼ିଲେ, ହେଲେ…

ପୂରା ଜୀବନ ମାଗଣାରେ ଖାଇପାରିବେ କୋଲ୍ଡ ଡ୍ରିଙ୍କ୍‌, ବର୍ଗର

ୱାଶିଂଟନ: ସମସ୍ତଙ୍କ ଖାଦ୍ୟର ପସନ୍ଦ ଅଲଗା ଅଲଗା ହୋଇଥାଏ। କେହି ଘର ଖାଦ୍ୟକୁ ପସନ୍ଦ କରୁଥିବାବେଳେ ଆଉ କିଛି ବାହାର ଖାଦ୍ୟ ପସନ୍ଦ କରନ୍ତି। ତେବେ କୋଲ୍ଡ ଡ୍ରିଙ୍କ୍‌ ଏବଂ ବର୍ଗର ଭଳି ଖାଦ୍ୟକୁ ପସନ୍ଦ କରୁଥିବା ଲୋକେ ଏବେ ତାହା…

ମାସକର ଫୋନ୍‌ ବିଲ୍‌ ଦେଖି ଯୁବତୀଙ୍କ ପାଦତଳୁ ଖସିଗଲା ମାଟି

ଅନେକ ଲୋକ ଅଛନ୍ତି, ଯେଉଁମାନେ ଫୋନ୍‌ରେ କଥା ହେବାକୁ ବହୁତ ପସନ୍ଦ କରନ୍ତି। ବିଶେଷକରି ଏଥିପାଇଁ ଅଧିକ ବିଲ୍‌ ଦେଇଥାନ୍ତି। ବେଳେବେଳେ ଆମେ ଜାଣିଶୁଣି ଏପରି ଭାବରେ କିଛି କରିଥାଉ ଯାହାଦ୍ୱାରା ଆମକୁ ଏକ ବଡ଼ କ୍ଷତି ସହିବାକୁ ପଡ଼େ। ଜଣେ…

ମଣିଷରୁ କୁକୁର ହେବା ପାଇଁ ଖର୍ଚ୍ଚ କଲେ ୧୨ ଲକ୍ଷ ଟଙ୍କା

ଦୁନିଆରେ ଅନେକ ଲୋକ ଅଛନ୍ତି, ଯେଉଁମାନେ ନିଜର ସଉକ ପୂରଣ ପାଇଁ ଯେକୌଣସି ସ୍ତରକୁ ଯିବାକୁ ପ୍ରସ୍ତୁତ ଥାନ୍ତି। ଜାପାନରେ ଏହାର ଏକ ନିଚ୍ଛକ ଉଦାହରଣ ଦେଖିବାକୁ ମିଳିଛି। ଏଠାରେ ଜଣେ ବ୍ୟକ୍ତି ମଣିଷରୁ କୁକୁର ହେବା ପାଇଁ ୧୨ ଲକ୍ଷ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri