ବନ୍ଧୁ ପାଇଁ ଦିନଟିଏ
ସବୁ ସମ୍ପର୍କଠୁ ନିଆରା ବନ୍ଧୁତାର ସମ୍ପର୍କ। ସେଇଥିପାଇଁ ତ ଏହି ସମ୍ପର୍କକୁ ସମ୍ମାନ ଜଣାଇ ସାରା ପୃଥିବୀରେ ପାଳନ କରାଯାଏ ବନ୍ଧୁତା ଦିବସ। ତା’ରି ସମ୍ପର୍କରେ କିଛି… ବନ୍ଧୁତା ଦିବସ କେବେଠୁ: ବନ୍ଧୁତାର ମହତ୍ୱ ସବୁବେଳେ, ସବୁଠି ସ୍ବତନ୍ତ୍ର। ତେଣୁ ଏହାକୁ…
ମହିଳାଙ୍କୁ ୧.୪୧ ଲକ୍ଷ ଦିନ ଜେଲଦଣ୍ଡ
ବ୍ୟାଙ୍କକ୍: ଅପରାଧ ପାଇଁ ଲୋକଙ୍କୁ ଅନେକ ବର୍ଷ ଜେଲଦଣ୍ଡ ଭୋଗିବାକୁ ପଡ଼ିଥାଏ। ହେଲେ ଜଣେ ମହିଳାଙ୍କୁ ତାଙ୍କ ଅପରାଧ ପାଇଁ ଏପର୍ଯ୍ୟନ୍ତ ସବୁଠୁ ଲମ୍ବା ସମୟ ପାଇଁ ଜେଲ ଦଣ୍ଡାଦେଶ ହୋଇଥିବା ଜଣାପଡ଼ିଛି। ଏହି ମହିଳା ଜଣଙ୍କ ଏହା ମଧ୍ୟରେ ୧୬…
୭୮ ବର୍ଷୀୟଙ୍କ ୯ମ ଶ୍ରେଣୀରେ ନାମଲେଖା
ଆଇଜଲ୍: ଲୋକମାନେ ବୃଦ୍ଧ ଅବସ୍ଥାରେ ତାଙ୍କର ଅଧିକାଂଶ ସମୟ ପୂଜାପାଠ ଏବଂ ଜପତପରେ ବିତାଇଥାନ୍ତି। ହେଲେ ନିକଟରେ ଜଣେ ୭୮ ବର୍ଷ ବୟସର ବ୍ୟକ୍ତି ୯ମ ଶ୍ରେଣୀରେ ନାମ ଲେଖାଇଥିବା ଜଣାପଡ଼ିଛି। ତାଙ୍କ କହିବା କଥା କି, ଇଂଲିଶ୍କୁ ଉନ୍ନତ କରିବା…
ଫ୍ରେଣ୍ଡଶିପ୍ ଡେ: ନିଆରା ସେଲିବ୍ରେଶନ୍
ଆଜି ହେଉଛି ବନ୍ଧୁତ୍ୱ ଦିବସ ବା ଫ୍ରେଣ୍ଡଶିପ୍ ଡେ’। ବନ୍ଧୁତାର ଅତୁଟ ସମ୍ପର୍କକୁ ଅଧିକ ଖାସ୍ କରିବା ଲାଗି ଅନେକେ ଯେଉଁଠି ଥାଆନ୍ତୁ ନା କାହିଁକି ଏକାଠି ଭେଟି ପରସ୍ପରକୁ ଫ୍ରେଣ୍ଡଶିପ୍ ବ୍ୟାଣ୍ଡ ବାନ୍ଧି କେକ୍ କାଟିବା ସହ ଭୋଜି କରି…
ବାସହୀନଙ୍କୁ ସାହାଯ୍ୟ ପାଇଁ ବର୍ଷେ ହେଲାଣି ଟେଣ୍ଟରେ
ଇଂଲଣ୍ଡ: ବର୍ତ୍ତମାନ ସମୟରେ ଲୋକଙ୍କୁ ସାହାଯ୍ୟ କରୁଥିବା ଖୁବ୍ କମ୍ ଲୋକଙ୍କୁ ଦେଖିବାକୁ ମିଳିବ। ତେବେ ନିକଟରେ ଜଣେ ୧୩ ବର୍ଷୀୟା ବାଳିକା ଲୋକଙ୍କୁ ସାହାଯ୍ୟ କରିବା ପାଇଁ ନିଜେ ଖରା, ବର୍ଷା, ଶୀତରେ ଘର ବାହାରେ ଟେଣ୍ଟକରି ରହୁଥିବା ଜଣାପଡ଼ିଛି।…
୧୦ ବର୍ଷରେ ସ୍ତନ୍ୟପାନ ହାରରେ ୧୦ ପ୍ରତିଶତ ବୃଦ୍ଧି, କର୍ମକ୍ଷେତ୍ରରେ ସ୍ତନ୍ୟପାନକୁ ଉତ୍ସାହିତ କଲେ ଅଧିକ ଅଗ୍ରଗତି ଆଶା: ଡବ୍ଲୁଏଚଓ…
ଜେନେଭା,୬।୮ : ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲୁଏଚଓ) କହିଛି ସ୍ତନ୍ୟପାନ ହାର ବୃଦ୍ଧି ଦିଗରେ ଅନେକ ଦେଶ ଗୁରୁତ୍ୱପୂର୍ଣ ଅଗ୍ରଗତି କରିଛନ୍ତି, କିନ୍ତୁ ଯଦି କର୍ମକ୍ଷେତ୍ରରେ ସ୍ତନ୍ୟପାନ କରାଇବାକୁ ଉତ୍ସାହିତ କରାଯାଏ ଏବଂ ସମର୍ଥନ କରାଯାଏ ତେବେ ଆହୁରି ଅଧିକ ଅଗ୍ରଗତି ହୋଇପାରିବ।…
ମିଠା ଦୋକାନରେ ବିକ୍ରି ହେଉଛି ଟମାଟୋ, ଦାମ ରସଗୋଲା-ଲଡୁଠାରୁ ଅଧିକ…
କୋରବା,୫।୮ : ଦେଶରେ ଟମାଟୋ ଦାମ ଆକାଶ ଛୁଆଁ ହୋଇଛି। ପ୍ରତିଦିନ ଟମାଟୋ ନେଇ ରୋଚକ ଖବର ମିଳିବାରେ ଲାଗିଛି। ସମ୍ପ୍ରତି ଝାଡ଼ଖଣ୍ଡର କୋରବା ଅଞ୍ଚଳରେ ଏକ ମିଠା ଦୋକାନରେ ବିଭିନ୍ନ ମିଠା ସହିତ ଟମାଟୋ ମଧ୍ୟ ବିକ୍ରି ହେଉଛି। ଦୋକାନରେ…
ଆରିଜୋନାରେ ଉତ୍ତାପ: ମହୁମାଛିଙ୍କ ଜୀବନ ବିପଦରେ, ତରଳି ଯାଉଛି ମହୁଫେଣା…
ଫିନିକ୍ସ,୫।୮ : ଅତ୍ୟଧିକ ଉତ୍ତାପ ଉଭୟ ମଣିଷ ଏବଂ ପ୍ରାଣୀଙ୍କ ଜୀବନ ଉପରେ ପ୍ରଭାବ ପକାଉଛି। ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଆରିଜୋନାରେ ଅଧିକ ତାପମାତ୍ରା ଯୋଗୁ ମହୁମାଛିଙ୍କ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇଛି। ଜୁନ ୩୦ ରୁ ଜୁଲାଇ ୩୦ପର୍ଯ୍ୟନ୍ତ,…
ଗୋଲାପି ତାବୁତ୍ର କ୍ରେଜ୍
ୱାଶିଂଟନ: ଅନେକ ସମୟରେ ବାର୍ବିକୁ ନେଇ ଲୋକଙ୍କ ମଧ୍ୟରେ ଅନେକ କ୍ରେଜ ଦେଖିବାକୁ ମିଳିଥାଏ। କିଛି ଲୋକ ବାର୍ବି ଥିମ୍କୁ ନେଇ ନିଜ ଘରକୁ ସଜାଇଥିବା ଦେଖିବାକୁ ମିଳିଛି। ନିକଟରେ ଫିଲ୍ମ ‘ବାର୍ବି’ ରିଲିଜ୍ ହେବାରୁ ଏହାର କ୍ରେଜ୍ ଅଧିକ ବଢ଼ିଯାଇଛି। ଏହାର…
ସିଗାରେଟ୍ରେ ରହିବ ସ୍ବାସ୍ଥ୍ୟ ସତର୍କତା
ଅଟାୱା: ସିଗାରେଟ୍ ସହିତ ବିଭିନ୍ନ ପ୍ରକାରର ନିଶାଦ୍ରବ୍ୟ ଶରୀର ପାଇଁ ହାନିକାରକ ହୋଇଥାଏ। ତାହା ଜାଣି ମଧ୍ୟ ଲୋକେ ତାକୁ ଆରାମରେ ଖାଇଥାନ୍ତି। ତେବେ ଏହାର ପ୍ରତିକାର ପାଇଁ କାନାଡ଼ା ଏକ ପ୍ରୟାସ ଆରମ୍ଭ କରିଛି। ସିଗାରେଟ୍ ଉପରେ ସ୍ବାସ୍ଥ୍ୟ ଚେତାବନୀ ଦେଉଥିବା…
ଘର ବିକି ପ୍ଲାଷ୍ଟିକ ସର୍ଜରି କଲେ
ଫୋଇନିକ୍ସ: ସୁନ୍ଦର ଦେଖାଯିବାକୁ କିଏ ବା ନ ଚାହେଁ। ସେଥିପାଇଁ ଅନେକେ ଟଙ୍କା ଖର୍ଚ୍ଚ କରୁଥିବା ଦେଖିବାକୁ ମଧ୍ୟ ମିଳୁଛି। ନିକଟରେ ଜଣେ ୫୦ ବର୍ଷୀୟା ସବୁଦିନ ପାଇଁ ଯୁବା ଦେଖାଯିବାକୁ ନିଜ ଘର ବିକି ଦେଇଥିବା ଜଣାପଡ଼ିଛି। ଏରିଜୋନାର ବାସିନ୍ଦା…
୭୦ ବର୍ଷିୟ ବୃଦ୍ଧଙ୍କ ପ୍ରେମରେ ଜ୍ୟାକି
ଏକ ପ୍ରେମ କାହାଣୀ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି, ଯେଉଁଥିରେ ଜଣେ ୨୮ବର୍ଷର ଝିଅ ୭୦ବର୍ଷର ବୟସ୍କ ବ୍ୟକ୍ତିଙ୍କୁ ବିବାହ କରିଛନ୍ତି। ଲୋକମାନେ ଏହି ବିବାହ ବିଷୟରେ ଭିନ୍ନ କଥା କହୁଛନ୍ତି। କିଛି ବ୍ୟବହାରକାରୀ କୁହନ୍ତି ଯେ ଝିଅଟି ଟଙ୍କା…
Archives


