ଫୁରସତ

ହାତ ଥିବା ବିଲୁପ୍ତପ୍ରାୟ ମାଛ

କାନବେରା: ପୃଥିବୀରେ ବିଭିନ୍ନ ପ୍ରଜାତିର ଜୀବ ବାସ କରୁଥିବାବେଳେ ଅନେକ ସମୟରେ ନୂଆ କିଛି ଜୀବ ଦୃଷ୍ଟିଗୋଚର ହୋଇଥାନ୍ତି। ନିକଟରେ ଅଷ୍ଟ୍ରେଲିଆ ସମୁଦ୍ର କୂଳରେ ୨୦ ବର୍ଷ ପରେ ଭିନ୍ନ ଏକ ମାଛ ଦେଖିବାକୁ ମିଳିଛି। ଏହି ମାଛର ପର ସ୍ଥାନରେ…

ଦୁନିଆର ସବୁଠୁ ବଡ଼ ଶପିଂ ମଲ୍‌, ରହିଛି ଏସବୁ ସୁବିଧା

ଭାରତରେ ମଲ୍‌ ସଂସ୍କୃତି ନ ଥିଲା । ଆମେରିକାରୁ ଆସିଥିବା ଏହି ଟ୍ରେଣ୍ଡ୍‌ ଭାରତରେ ଏତେ ଦ୍ରୁତ ଗତିରେ ବ୍ୟାପିଯାଇଛି ଯେ, ବର୍ତ୍ତମାନ ମଲ୍‌ଗୁଡ଼ିକ ବଡ଼ ବଡ଼ ସହରରେ ମଧ୍ୟ ନିର୍ମାଣ କରାଯାଉଥିବା ଦେଖାଯାଉଛି। ମୁମ୍ବାଇ, ଦିଲ୍ଲୀ, ନୋଏଡା, ଚେନ୍ନାଇ ଭଳି…

କୁକୁର, କୋକିଶିଆଳିର ମିଶ୍ରଣ ‘ଡଗ୍‌କ୍ସିମ୍‌’

ବ୍ରାସିଲିଆ : ଗୋଟିଏ ପ୍ରଜାତିର ଅନେକ ଜୀବ ଥା’ନ୍ତି। ସେମାନଙ୍କ ରଙ୍ଗ, ଢଙ୍ଗ ମଧ୍ୟ ଅଲଗା ହୋଇଥାଏ। ନିକଟରେ ବ୍ରାଜିଲରେ ଏକ ହାଇବ୍ରିଡ୍‌ କୁକୁରର ମୃତ୍ୟୁ ଘଟିଛି। ୨୦୨୧ରେ ଏହି ହାଇବ୍ରିଡ୍‌ କୁକୁରର ସନ୍ଧାନ ମିଳିଥିଲା। ଏକ କାର୍‌ ଧକ୍କାରେ କୁକୁରଟି…

ଯୌତୁକ ପ୍ରଥାକୁ ବିରୋଧକରି ପର୍ବତ ଚଢୁଛନ୍ତି

ପୁଣେ: ଯୌତୁକ ପ୍ରଥା ଏକ କୁପ୍ରଥା ହୋଇଥିଲେ ମଧ୍ୟ ଲୋକେ ସେଥିରୁ ନିଜକୁ ନିବୃତ୍ତ ରଖିପାରୁନାହାନ୍ତି। ଅନେକ ସମୟରେ ଏହି ପ୍ରଥା ପାଇଁ ଅନେକଙ୍କ ଜୀବନ ମଧ୍ୟ ଯାଉଛି। ହେଲେ ଲୋକେ ଏଥିପ୍ରତି ସଚେତନ ହେଉନାହାନ୍ତି। ମହାରାଷ୍ଟ୍ର ପୁଣେର ଜଣେ ଯୁବତୀ…

ଇସ୍ରୋ

ଇଣ୍ଡିଆନ୍‌ ସ୍ପେସ୍‌ ରିସର୍ଚ୍ଚ ଅର୍ଗାନାଇଜେଶନ୍‌ (ଇସ୍ରୋ) ବା ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଂଗଠନ ଗୋଟିଏ ପରେ ଗୋଟିଏ ସଫଳ ପରୀକ୍ଷଣ ଦ୍ୱାରା ସମଗ୍ର ବିଶ୍ୱରେ ଭାରତର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ଜାଣିବା ଏହା ସମ୍ପର୍କରେ କିଛି ତଥ୍ୟ… -୧୯୬୨…

ଏଗ୍ରିକଲ୍ଚର ଫିଲ୍ଡରେ ଜବ୍‌

କୃଷି ବା ଏଗ୍ରିକଲ୍ଚର ଫିଲ୍ଡରେ କ୍ୟାରିୟର ଗଢ଼ିବାକୁ ଅଧିକାଂଶ ଯୁବପିଢ଼ି ଆଗ୍ରହୀ ହେଉଥିବାର ଦେଖିବାକୁ ମିଳୁଛି। କାରଣ ଏହି କ୍ଷେତ୍ରରେ ଟେକ୍ନୋଲୋଜିର ବହୁଳ ବ୍ୟବହାର ଦ୍ୱାରା ଭଲ ରୋଜଗାର ମଧ୍ୟ କରାଯାଇପାରୁଛି। ତେଣୁ ଏ ଦିଗରେ ଆଗ୍ରହୀ ଯୁବପିଢ଼ିଙ୍କ ପାଇଁ କ’ଣ…

ସାଇଲେଣ୍ଟ କିଲର

ବର୍ତ୍ତମାନ ପ୍ରାୟ ସମସ୍ତଙ୍କୁ ବିଶେଷକରି ଯୁବପିଢ଼ିଙ୍କୁ ଘାରିଛି ମୋବାଇଲ୍‌ ଫୋନ ନିଶା। ଦିନରୁ ରାତି, ପ୍ରତି ସମୟରେ ପାଖରେ ରହୁଛି ଫୋନ। ତେବେ ଏହି ଆଡିକ୍ସନ ଅଜାଣତରେ ଧୀରେ ଧୀରେ ସେମାନଙ୍କଠାରେ ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟାର କାରଣ ସାଜୁଛି। ତେଣୁ ବିଜ୍ଞାନର…

ଦୁନିଆର ପ୍ରଥମ ଜେଲ୍‌, ଯେଉଁଠି ରହୁଥିଲେ କୁଖ୍ୟାତ ଅପରାଧି

ଓ୍ବାଶିଂଟନ୍‌: ଦଣ୍ଡାଦେଶ ପରେ ଅଭିଯୁକ୍ତର ଘର ଜେଲ୍‌ ବୋଲି କୁହାଯାଏ। କୋର୍ଟର ଶୁଣାଣି ପରେ ଦଣ୍ଡାଦେଶ ଅନୁଯାୟୀ ସେ ନିର୍ଦ୍ଧାରିତ ସମୟ କିମ୍ବା ଆଜୀବନ ଜେଲରେ କଟିଥାଏ। ପୂର୍ବାଞ୍ଚଳ ରାଜ୍ୟ ପେନିତେନତିଆରିକୁ ଦୁନିଆର ପ୍ରଥମ କାରାଗାର ବା ଜେଲ୍‌ ବୋଲି କୁହାଯାଏ।…

ଡାଇବେଟିସରେ ବ୍ୟବହାର କରୁଛନ୍ତି କି ଆର୍ଟିଫିସିଆଲ ସୁଗାର, ହୁ କଲା ସାବଧାନ

ପ୍ରତିଟି ଘରେ ଏବେ ଡାଇବେଟିସ ସମସ୍ୟା ଦେଖାଯାଉଛି। କେବଳ ବୟସ୍କ ନୁହେଁ ଯୁବପିଢି ଠାରୁ ଆରମ୍ଭ କରି ଛୋଟପିଲା ମଧ୍ୟ ଏହି ରୋଗରେ ପୀଡିତ ହେଉଛନ୍ତି। ମିଠା ଜିନିଷ ଖାଇବା ଏବଂ ପିଇବା ସ୍ବାସ୍ଥ୍ୟ ପାଇଁ ଅନେକ ଗୁରୁତର କ୍ଷତି କରିଥାଏ।…

ପାଠର ଚାପ: ନିଜର ଅପହରଣ ନାଟକ ରଚିଲେ ଛାତ୍ରୀ, ସୋସିଆଲ ମିଡ଼ିଆରେ ଭାଇରାଲ…

ରାଜକୋଟ,୧୬।୯ : ପୂର୍ବରୁ ପାଠଚାପରେ କେତେକ ଶିକ୍ଷାର୍ଥୀ ସ୍କୁଲ ଅବା କଲେଜ ଯିବାକୁ ବନ୍ଦ କରୁଥିଲେ। ଅବା ମିଛ କହୁଥିଲେ। ମାତ୍ର ଏବେ ପାଠଚାପରୁ ମୁକ୍ତି ପାଇଁ ଶିକ୍ଷାର୍ଥୀ ନୂଆ ନୂଆ କୌଶଳ ଆପଣେଉଛନ୍ତି। ସମ୍ପ୍ରତି ଗୁଜୁରାଟରେ, ଜଣେ ୧୦ ବର୍ଷର…

ମୁଣ୍ଡରେ ଫୁଟ୍‌ବଲ ରଖି ଟାଓ୍ବାର ଉପରେ ଚଢ଼ି ବିଶ୍ୱ ରେକର୍ଡ କଲେ ଏହି ବ୍ୟକ୍ତି, ଭିଡିଓ ଦେଖିଲେ…

ଦୁନିଆରେ ବହୁତ ଲୋକ ଅଛନ୍ତି, ଯେଉଁମାନେ ବିଭିନ୍ନ ପ୍ରକାରର ରେକର୍ଡ ହାସଲ କରିବାକୁ ପସନ୍ଦ କରନ୍ତି। ନାଇଜେରିଆର ଜଣେ ବ୍ୟକ୍ତି ଏକ ବିଶ୍ୱ ରେକର୍ଡ କରିଛନ୍ତି। ଏହି ବ୍ୟକ୍ତି ତାଙ୍କ ମୁଣ୍ଡରେ ବଲ୍‌ ରଖି ଏକ ରେଡିଓ ଟାଓ୍ବାର ଉପରକୁ ଚଢ଼ି…

ଓଜୋନ ରହିଲେ ଜୀବନ ରହିବ

‘ଓଜନ’ ଓ ‘ଓଜୋନ’ – ଏହି ଶବ୍ଦ ଦୁଇଟା ପରସ୍ପରଠାରୁ ସମ୍ପୂର୍ଣ୍ଣ ଅଲଗା। ‘ଓଜନ’ କହିଲେ ମାପକୁ ବୁଝାଏ, କିନ୍ତୁ ‘ଓଜୋନ’ ହେଉଛି ବାଷ୍ପ, ଯେଉଁ ବାଷ୍ପ ବାୟୁମଣ୍ଡଳରେ ରହି ଆମ ଜୀବନକୁ ରକ୍ଷା କରୁଛି। ଆମେ ବଞ୍ଚତ୍ବା ପାଇଁ ଅମ୍ଳଜାନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri