ବନ୍ଧୁଙ୍କୁ ପଠାଇଲେ ୨ ହଜାର ଟଙ୍କା, କିଛି ସମୟ ପରେ ଆକଉଣ୍ଟରେ ଆସିଗଲା ୭୫୩ କୋଟି ଟଙ୍କା: ସମସ୍ତେ ଆଶ୍ଚର୍ଯ୍ୟ
ଚେନ୍ନାଇ,୯।୧୦: ତାମିଲନାଡୁରେ ପୁଣି ଥରେ ବ୍ୟାଙ୍କ ଆକାଉଣ୍ଟକୁ କୋଟି ଟଙ୍କା ଟ୍ରାନ୍ସଫର ମାମଲା ସାମ୍ନାକୁ ଆସିଛି। ଚେନ୍ନାଇରେ ଜଣେ ବ୍ୟକ୍ତି ନିଜ ବନ୍ଧୁଙ୍କ ଆକାଉଣ୍ଟକୁ ୨ ହଜାର ଟଙ୍କା ପଠାଇଥିଲେ। ଏହା ପରେ ସେ ତାଙ୍କ ବ୍ୟାଙ୍କ ଆକାଉଣ୍ଟ ବାଲାନ୍ସ ଚେକ…
ବିଶ୍ୱାସର ସାଥୀ ଡାକଘର
ଆଜିର ଦିନରେ ୧୯୨ ସଭ୍ୟ ରାଷ୍ଟ୍ର ଥିବା ଜାତିସଂଘର ଦ୍ୱିତୀୟ ସର୍ବପୁରାତନ ସଂସ୍ଥା ୟୁନିଭର୍ସାଲ ପୋଷ୍ଟାଲ ୟୁନିୟନ ବା ‘ବିଶ୍ୱ ଡାକ ସଂଘ’ ୯ ଅକ୍ଟୋବର ୧୮୭୪ରେ ପ୍ରତିଷ୍ଠିତ ଯାହାର ମୁଖ୍ୟାଳୟ ସୁଇଜରଲାଣ୍ଡର ରାଜଧାନୀ ବର୍ନଠାରେ ଅବସ୍ଥିତ। ବିଶ୍ୱ ଡାକ କଂଗ୍ରେସର…
ଦୁନିଆର ସବୁଠୁ ବଡ଼ ରୁଟି
ଜୟପୁର,୮।୧୦: ରୁଟି ପ୍ରାୟତଃ ସମସ୍ତଙ୍କ ଘରେ ତିଆରି, କିନ୍ତୁ ବିଶ୍ୱର ସର୍ବବୃହତ ରୁଟି ରାଜସ୍ଥାନର ଭିଲୱାରାଠାରେ ତିଆରି ହୋଇଛି। ଏହି ରୁଟି ତିଆରି କରିବାକୁ ଅଟା ଚକଡି ଏବଂ ବେଲିବାକୁ ପ୍ରାୟ ଦୁଇ ଘଣ୍ଟା ସମୟ ଲାଗିଥିଲା। ଏହି ରୁଟି ସେକିବାକୁ…
ମେଳାରେ ଦୋଳିର ମଜା ନେଉଥିଲେ ଯୁବତୀ, ଘଟିଥିଲା ଏମିତି, ଭିଡିଓ ଦେଖିଲେ ଥରିଉଠିବ କଲିଜା
ନବରାତ୍ରି ଉପଲକ୍ଷେ ଭାରତର ଅନେକ ସ୍ଥାନରେ ମେଳାର ଆୟୋଜନ କରାଯାଇଥାଏ। ଏହି ମେଳାରେ ଅନେକ ପ୍ରକାରର ଦୋଳି ଲାଗିଥାଏ। ପିଲାଠାରୁ ବୟସ୍କ ପର୍ଯ୍ୟନ୍ତ ସମସ୍ତେ ଏହି ଦୋଳିର ମଜା ନେଉଥିବା ଦେଖିବାକୁ ମିଳିଥାଏ। ପୂର୍ବରୁ ଭାରତରେ କେବଳ ଅଳ୍ପ କିଛି ଦୋଳି…
୫୦୦୦ କଙ୍କଡା ବିଛା ସହ ୩୩ ଦିନ
କଙ୍କଡ଼ା ବିଛା ଦେଖିବାମାତ୍ରେ ବହୁତ ଡର ଲାଗେ। କାରଣ ଏହାର ଦଶଂନ ବେଶ୍ କଷ୍ଟଦାୟକ। କିଛି କଙ୍କଡା ବିଛାର ଦଂଶନରେ ତ ବେଳେବେଳେ ମୃତ୍ୟୁ ବି ହୋଇଯାଏ। ତେବେ ଜାଣନ୍ତି କି ଏମିତି ବି ଜଣେ ମହିଳା ଅଛନ୍ତି ଯେକି ଏହି…
ସ୍ବେଟ ପାଓ୍ବାରଡ ସ୍ମାର୍ଟଓ୍ବାଚ୍
ଆଜିକାଲି ଯୁଗ ସ୍ମାର୍ଟଓ୍ବାଚ୍ର। ପ୍ରାୟ ସମସ୍ତଙ୍କ ହାତରେ ଏବେ ଏହି ଘଣ୍ଟା ଦେଖିବାକୁ ମିଳୁଛି। ତେବେ ଆଗକୁ ଏଭଳି ସ୍ମାର୍ଟଓ୍ବାଚ୍ ଆସିବାକୁ ଯାଉଛି ଯାହାକି ପିନ୍ଧୁଥିବା ବ୍ୟକ୍ତିଙ୍କ ଝାଳ ଦ୍ୱାରା ଚାର୍ଜ ହେବ। ସ୍କଟଲାଣ୍ଡର ୟୁନିଭର୍ସିଟି ଅଫ୍ ଗ୍ଲାସଗୋର ବୈଜ୍ଞାନିକମାନେ…
ଆଇରନ୍ ମ୍ୟାନ
ଏଇ ପୃଥିବୀରେ ଅନେକ ଅଜବ ମଣିଷ ଅଛନ୍ତି। ଆଉ କିଛି ବ୍ୟକ୍ତି ତ ନିଜକୁ ଖାସ୍ ଓ ସବୁଠୁ ଭିନ୍ନ କରିବା ଲାଗି ବିଭିନ୍ନ ପ୍ରକାରର ଅଜବ କାମ କରିଥାନ୍ତି। ସେହିଭଳି ଜଣେ ବ୍ୟକ୍ତି ହେଉଛନ୍ତି କ୍ୟୁବାର ୩୩ ବର୍ଷୀୟ…
ଝିଅ ନାଁର ଟାଟୁ କରି ରେକର୍ଡ
ବାପ ଝିଅର ସମ୍ପର୍କ ଖୁବ୍ ମଧୁର। ବାପା ପାଇଁ ଝିଅ କୁନି କଣ୍ଢେଇ ହୋଇଥିବାବେଳେ ଝିଅ ପାଇଁ ବାପା ସୁପର୍ ହିରୋ। ସବୁ ବାପା ନିଜ ଝିଅକୁ ଜୀବନଠୁ ବି ବେଶି ଭଲ ପାଆନ୍ତି। ଏମିତିକି ଝିଅ ପାଇଁ ସବୁକିଛି କରିବାକୁ…
ରାତିରେ ଚମକେ ଆଖି
ଅନ୍ଧାର ରାତିରେ ବିଲେଇ ହେଉକି ବିଲୁଆର ଚମକୁଥିବା ଆଖି ଦେଖି କେବେ ଡରିଛନ୍ତି? ଅନେକେ ନିଶ୍ଚୟ ଏଭଳି ସ୍ଥିତିର ସମ୍ମୁଖୀନ ହୋଇଥିବେ। ଆଉ ମନରେ ପ୍ରଶ୍ନ ବି ଉଠିଥିବ ପ୍ରାଣୀଙ୍କ ଆଖି ଅନ୍ଧାର ରାତିରେ ଚମକେ କାହିଁକି? ଏଥର ଜାଣିବା ଏହାର…
ରୋଜଗାର ଟଙ୍କାରେ ଋଣ ପରିଶୋଧ କରିଥିଲି
ସବୁ ପ୍ରଥମର ପ୍ରାଥମିକତା ଜିଇଥିବା ଯାଏ ନିଜ ବାସ୍ନାରେ ବିଭୋର କରୁଥାଏ ସଭିଙ୍କୁ। ଯେମିତି ଅମରତ୍ୱ ଲଭେ ପ୍ରଥମ ପ୍ରେମ।, ଶିହରଣ ସବୁବେଳେ ବୁଣି ଦେଉଥାଏ ପ୍ରଥମକରି ବାପାଙ୍କ କୋଳରେ ବସି ଖଡ଼ି ଛୁଇଁବା, ଘରୁ ଲୁଚିକରି ସାଙ୍ଗମାନଙ୍କ ସହିତ ପୋଖରୀରେ…
ମାଟି ଦେଇଛି ପରିଚୟ
ଖୁସିରେ ମାଟି କଣ୍ଢେଇ ଗଢିବାକୁ ଭଲ ପାଉଥିଲେ। କିନ୍ତୁ ଆଜି ସେଇ ମାଟି କଣ୍ଢେଇ ଏମାନଙ୍କର ପରିଚୟ ପାଲଟିଛି… ଦିନେ ଯେତେବେଳେ ପିଲାଟିଏ ଖେଳିବା ବୟସର ହେଉଥିଲା ମାଟି ଥିଲା ତା’ ପାଇଁ ପ୍ରଥମ ଆକର୍ଷଣ। ମାଟିରେ ଖେଳିବା ସହିତ ମାଟିକୁ…
ହେଲମେଟରେ କଳା ନାଗ, ଅଳ୍ପକେ ବଞ୍ଚିଲା ଜୀବନ, ସୋସିଆଲ ମିଡ଼ିଆରେ ଭାଇରାଲ…
ଥିରୁଭାନନ୍ତପୁରମ,୮।୧୦ : କେରଳରେ ଜଣେ ବ୍ୟକ୍ତି ବିଷାକ୍ତ କଳା ନାଗ କାମୁଡ଼ାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ବାସ୍ତବରେ ତାଙ୍କ ବାଇକ ହେଲମେଟ ଭିତରେ ଏକ କଳା ନାଗ ସାପ ଦେଖିବାକୁ ମିଳିଥିଲା। ଥ୍ରୀସୁରର ବାସିନ୍ଦା ସୋଜନ ତାଙ୍କ ଅଫିସରେ ପାର୍କିଂ ହୋଇଥିବା…
Archives


