ନିଟ୍ ପରୀକ୍ଷା ଦେଲେ ବାପ-ଝିଅ: ୨ ଜଣ ହେଲେ ପାସ୍, ଜାଣନ୍ତୁ କାହାର ରହିଛି ଅଧିକ ନମ୍ବର
ନୂଆଦିଲ୍ଲୀ,୧୯।୧୦: ଜଣାଶୁଣା ନ୍ୟୁରୋସର୍ଜନ ଡା ପ୍ରକାଶ ଖୈତାନ ୪୯ ବର୍ଷ ବୟସରେ ନିଜ ଝିଅକୁ ଉତ୍ସାହିତ କରିବା ପାଇଁ ନିଟ୍ ପରୀକ୍ଷା ଦେଇଥିଲେ। ଖୁସିର କଥା ହେଲା ଉଭୟ ବାପା ଏବଂ ଝିଅ ନିଟ୍ ପାସ କରିଥିଲେ। ଝିଅ ବାପାଙ୍କ ତୁଳନାରେ…
ମଙ୍ଗଳ ଗ୍ରହରେ ଅନୁଭୂତ ହେଲା ସବୁଠାରୁ ଶକ୍ତିଶାଳୀ ଭୂକମ୍ପ
ଓ୍ବାଶିଂଟନ୍,୧୯।୧୦: ଭୂକମ୍ପ! ଏହି ନାଁ ଶୁଣିଲେ ସମସ୍ତଙ୍କ ମନରେ ଛନକା ପଶେ। ନିକଟରେ ଆଫଗାନିସ୍ତାନରେ ଭୂକମ୍ପ କିପରି ପ୍ରଳୟ ରଚିଥିଲା ଆପଣ ନିଶ୍ଚେ ଜାଣିଥିବେ। ଯେଉଁଥିରେ ହଜାର ହଜାର ନିରୀହ ଲୋକଙ୍କ ଅକାଳରେ ଜୀବନ ଯାଇଛି। ତେବେ କେବଳ ଆଫଗାନିସ୍ତାନ ନୁହେଁ…
ରେଷ୍ଟୁରାଣ୍ଟରେ ଖାଇସାରିବା ପରେ କରୁଥିଲେ ହାର୍ଟଆଟାକ୍ ନାଟକ, ଆଉ ତା’ପରେ…
ସ୍ପେନର ବ୍ଲାଙ୍କୋ ଅଞ୍ଚଳରେ ଏକ ଅଜବ ଘଟଣା ଘଟିଛି। ପୋଲିସ ଏପରି ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି, ଯିଏ ସ୍ଥାନୀୟ ରେଷ୍ଟୁରାଣ୍ଟରେ ଡିନର୍ କରି ବିଲ ପୈଠ ନ କରିବା ପାଇଁ ହାର୍ଟଆଟାକ୍ ଅଭିନୟ କରୁଥିଲେ। ଏହି ୫୦ ବର୍ଷ ବୟସ୍କ…
ଖୁସିରେ ଥିଲେ ଦମ୍ପତି, ଗୋଟିଏ ଫୋନ୍ କଲ୍ ସାରିଦେଲା ସବୁ…
ବିବାହ ପରେ ବର-କନ୍ୟା ବହୁତ ଖୁସିରେ ଥିଲେ। ବିବାହର ୮ ମାସ ମଧ୍ୟରେ ଦୁହେଁ ଏପରି ନିଷ୍ପତ୍ତି ନେବେ ବୋଲି କେହି ଆଶା କରି ନ ଥିଲେ। ଉଭୟଙ୍କ ଦାମ୍ପତ୍ୟ ଜୀବନ ଭଲରେ ଚାଲିଥିଲା। ସ୍ତ୍ରୀ ତାଙ୍କ ଶାଶୁ ଘରେ ଥିବା…
ଏ ଦୁନିଆର ସବୁଠାରୁ ରାଗ ଲଙ୍କା, ଛୋଟ ଖଣ୍ଡ ଖାଇଲେ ଅବସ୍ଥା ହୋଇଯିବ ବେହାଲ
ଦୁନିଆରେ ଏମିତି କିଛି ବ୍ୟକ୍ତି ଅଛନ୍ତି, ଯେଉଁମାନେ ନିଜ ନାମରେ ନୂଆ ରେକର୍ଡ କରିବାକୁ ଚେଷ୍ଟିତ ଥାନ୍ତି। ଏଥିପାଇଁ ସେମାନେ ଯେକୌଣସି ସ୍ତରକୁ ଯାଆନ୍ତି ଏବଂ ଅନେକ ବର୍ଷ ପର୍ଯ୍ୟନ୍ତ କଠିନ ପରିଶ୍ରମ କରନ୍ତି। ଆମେରିକାରେ ମଧ୍ୟ ଏଭଳି କିଛି ଦେଖିବାକୁ…
ଆମ୍ବ, ତରଭୁଜ ଆଉ ଦେଖିବାକୁ ମିଳିବନି, କମୁଛି ପରାଗ ସଙ୍ଗମ, ଭାରତ ପାଇଁ ସଙ୍କଟ…
ଲଣ୍ଡନ,୧୯।୧୦ : ଜଳବାୟୁ ପରିବର୍ତ୍ତନ ଏବଂ ଚାଷ ଜମି ବ୍ୟବହାରରେ ପରିବର୍ତ୍ତନ ଯୋଗୁ ପରାଗ ସଙ୍ଗମରେ ସହାୟତା କରୁଥିବା କୀଟପତଙ୍ଗଙ୍କ ସଂଖ୍ୟା ୬୧.୧ ପ୍ରତିଶତ ହ୍ରାସ ପାଇଛି। ଏହି କାରଣରୁ ଆମ୍ବ, ତରଭୁଜ, କଫି ଏବଂ କୋକୋ ଭଳି ଟ୍ରପିକାଲ ଫସଲ…
ସାପର ଜୋତା ପିନ୍ଧି ରାସ୍ତାରେ ଚାଲିଲେ ଯୁବତୀ, ଭିଡିଓ ଦେଖିଲେ…
ସୋସିଆଲ ମିଡିଆରେ ଜଣେ ଯୁବତୀଙ୍କ ଏକ ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ ସେ ବହୁତ ଅଜବ ଜୋତା ପିନ୍ଧିଥିବାର ନଜର ଆସିଛନ୍ତି। ଏହି ଜୋତା ଏପରି ତିଆରି ହୋଇଛି ଯଦି କେହି ହଠାତ୍ ଦେଖିବେ ତେବେ ସେ ଭୟରେ ଚିତ୍କାର କରିବେ।…
ଜାଣନ୍ତି ଭାରତୀୟ ଗାଡ଼ିରେ କାହିଁକି ରହିଥାଏ ଅଲଗା ଅଲଗା ରଙ୍ଗର ନମ୍ବରପ୍ଲେଟ୍
ଭାରତରେ ଭିନ୍ନ ଭିନ୍ନ ପ୍ରକାରର ନମ୍ବରପ୍ଲେଟ୍ ଗାଡ଼ିରେ ଲଗାଯାଇଥାଏ। ଧଳା, ହଳଦିଆ ଏବଂ ନୀଳ ରଙ୍ଗର ନମ୍ବରପ୍ଲେଟ୍ ଦେଖିବାକୁ ମିଳିଥାଏ। ଏହାର କାରଣ ସମ୍ପର୍କରେ ଜାଣନ୍ତି କି? ଯଦି ନା ତେବେ ଜାଣନ୍ତୁ ଏ ସମ୍ପର୍କରେ… ଧଳା ନମ୍ବରପ୍ଲେଟ୍: ରାସ୍ତାରେ ଧଳା…
ପାଠ ପଢ଼ାଉଛନ୍ତି ଏଆଇ ଶିକ୍ଷକ, ୨୦୨୭ ସୁଦ୍ଧା ବିଦ୍ୟାଳୟରେ ରହିବନି ଶିକ୍ଷକଙ୍କ ଆବଶ୍ୟକତା…
ଲଣ୍ଡନ,୧୯।୧୦: ବ୍ରିଟିଶ ବୋର୍ଡିଂ ସ୍କୁଲ କୋଟେସମୋର ଅବିଗେଲ ବେଲିଙ୍କୁ ଏହାର ନୂତନ ପ୍ରଧାନ ଶିକ୍ଷକ ଭାବରେ ନିଯୁକ୍ତ କରିଛି। ବେଲିଙ୍କ ବିଷୟରେ ବିଶେଷ କଥା ହେଉଛି ସେ ଜଣେ ମଣିଷ ନୁହଁନ୍ତି ବରଂ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ଟେକ୍ନୋଲୋଜି ଉପରେ ଆଧାରିତ…
ଆଗରୁ ଟ୍ରାକ୍ଟର, ହେଲେ ପଛରୁ ଦେଖିଲେ ବସ୍; ଦେଶୀ ଯୋଗାଡର ଏହି ଭିଡିଓ ଦେଖିଲେ ମୁଣ୍ଡରେ ଦେବେ ହାତ…
ପଛରୁ ଦେଖିଲେ ଲାଗିବ ବସ୍। ହେଲେ ଆଗକୁ ଯାଇ ଦେଖିଲେ ଏହା ଟ୍ରାକ୍ଟର ମନେହେବ। ଦେଶୀ ଯୋଗାଡର ଏଭଳି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି, ଯାହାକୁ ଦେଖିଲେ ଭାରତରେ କିଛି ବି ଅସମ୍ଭବ ବୋଲି ଆପଣାଛାଏଁ ପାଟିରୁ ବାହାରି…
ଏକେ-୪୭ରୁ ନିଜ ଉପରେ ଫାୟାରିଂ କରି ଦାନ୍ତରେ ଗୁଳି ରୋକି ଦେଲେ, ଚମକାଇବ ଯବାନଙ୍କ ଏହି ଲୋମ ଟାଙ୍କୁରା ଭିଡିଓ…
ନିଜର ଗୁଳିଭର୍ତ୍ତି ଏକେ-୪୭ ବନ୍ଧୁକରୁ ନିଜକୁ ଗୁଳି କଲେ ଯବାନ। ହେଲେ ତାଙ୍କର କ୍ଷତି ହେବା ତ ଦୂରର କଥା ସାମାନ୍ୟ ଆଘାତ ଟିକିଏ ବି ହେଲା ନାହିଁ। କାରଣ ସେ ସମସ୍ତଙ୍କୁ ଚକିତ କରି ଗୁଳିଟିକୁ ନିଜ ଦାନ୍ତ ମଝିରେ…
୧୧.୨୬ ଲକ୍ଷରେ ବିକ୍ରି ହେଲା ୩୨ ଟଙ୍କାର ପୁସ୍ତକ
ଲଣ୍ଡନ: କୁହାଯାଏ ଓଲଡ ଇଜ ଗୋଲ୍ଡ। କେବଳ ଯେଉଁମାନେ ଏହାର ବିଶେଷତା ଜାଣନ୍ତି ସେମାନେ ପୁରୁଣା ଜିନିଷର ମହତ୍ତ୍ୱ ବୁଝି ପାରିବେ। ଅଧିକାଂଶ ଲୋକ ଏହିପରି, ଯେଉଁମାନେ ପୁରୁଣା ଜିନିଷର ଭଲ ସଂଗ୍ରହ ରଖନ୍ତି। ଯେତେବେଳେ ସଠିକ ସମୟ ଆସେ, ଏହି…
Archives


