ଫୁରସତ

କେବଳ ୨୯୫ ଟଙ୍କା ବ୍ୟୟରେ ଆରମ୍ଭ ହୋଇଥିଲା ‘ବ୍ରିଟାନିଆ’, ଏବେ ୧.୦୯ ଲକ୍ଷ କୋଟିରେ ପହଞ୍ଚିଲାଣି କମ୍ପାନୀ ମୂଲ୍ୟ…

ଏକଦା କେବଳ ‘ବିସ୍କୁଟ’ରୁ ବ୍ୟବସାୟ ଆରମ୍ଭ କରିଥିଲା ‘ବ୍ରିଟାନିଆ’। ହେଲେ ଏବେ ଏହାର ବ୍ୟବସାୟ ବ୍ରେଡ୍‌, କେକ୍‌, ରସ୍କଠାରୁ ଆରମ୍ଭ କରି କ୍ଷୀର ପର୍ଯ୍ୟନ୍ତ ପହଞ୍ଚିଲାଣି। ସାରା ଦେଶରେ ଏହା ୧୫ ମାନୁଫାକ୍ଚରିଂ ୟୁନିଟ୍‌୍‌ ଏବଂ ୩୫ କଣ୍ଟ୍ରାକ୍ଟ ଏବଂ ଫ୍ରାଞ୍ଚାଇଜ୍‌…

ଆଖି ପିଛୁଳାକେ ଛେଳିକୁ ଜିଅନ୍ତା ଗିଳିଲା ବିଶାଳକାୟ ଗୋଧି, ଭିଡିଓ ଦେଖିଲେ ଲୋମ ଟାଙ୍କୁରି ଉଠିବ…

ପ୍ରତ୍ୟେହ ସୋସିଆଲ ମିଡିଆରେ ଜୀବଜନ୍ତୁକୁ ଏଭଳି କିଛି ଭିଡିଓ ଭାଇରାଲ ହୋଇଥାଏ, ଯାହାକୁ ଦେଖିଲେ ଆଖି ଉପରେ ବିଶ୍ୱାସ ହୁଏନା। ଏବେ ସେଭଳି ଏକ ଭିଡିଓରେ ଏକ ଛେଳି ଛୁଆକୁ ବିଶାଳକାୟ ଗୋଧି(କୋମୋଡୋ ଡ୍ରାଗନ୍‌) କିଭଳି କେଇ ସେକେଣ୍ଡରେ ଜିଅନ୍ତା ଗିଳି…

୧୩୦ବର୍ଷର ପୁରୁଣା ଘରୁ ମିଳିଲା ମାଲିକଙ୍କ ଶେଷ ଚିଠି, ଏଥିରେ ଲେଖାଅଛି ଏମିତି…

ଘରଟିକୁ ଭୂତିଆ ଘର କହିଲେ ଅନ୍ୟଥା ହେବ ନାହିଁ। କୋର୍ଟନି ଏବଂ ମ୍ୟାଟ ନାମକ ଏକ ଦମ୍ପତି କିଣିଛନ୍ତି ଏହି ୧୩୦ବର୍ଷର ପୁରୁଣା ଘରକୁ। ସବୁଠୁ ଆଶ୍ଚର୍ଯ୍ୟ କଥା ହେଉଛି ଘରେ ସେମାନଙ୍କୁ ଏକ ଚିଠି ମିଳିଛି ଯାହା ଘରେ ରହିଥିବା…

ଆବ୍ରାହମ ଲିଙ୍କନଙ୍କ ଆତ୍ମାର ଫଟୋ ଉଠାଇଥିଲେ ଏହି ବ୍ୟକ୍ତି, ଭାଇରାଲ ହେଉଛି ଫଟୋ

ଓ୍ବାଶିଂଟନ୍‌, ୨୮।୧୦: ସ୍ପିରିଟି ଫଟୋଗ୍ରାଫି, ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥାଇପାରେ। ଏହା ଏକ ପ୍ରକାର ଫଟୋଗ୍ରାଫି ଯାହା ମୃତ ଲୋକମାନଙ୍କର ଆତ୍ମାକୁ ଫଟୋରେ କଏଦ କରାଯାଏ। ଫଟୋଗ୍ରାଫିର ଉଦ୍ଭାବନ ପରେ ଉନବିଂଶ ଶତାବ୍ଦୀର ମଧ୍ୟଭାଗରେ ଏହି ଫଟୋଗ୍ରାଫି ଖୁବ୍‌ ଲୋକପ୍ରିୟ ହୋଇଥିଲା। ୱିଲିୟମ…

ଖବର କାଗଜରେ ବିବାହ ବିଜ୍ଞାପନ ଦେଖି ଚମକି ପଡିଲେ ପାଠକ

ସୋସିଆଲ ମିଡିଆ ଯୁଗରେ, ଯେଉଁଠାରେ ବିଜୁଳି ବେଗରେ ଟ୍ରେଣ୍ଡ ଏବଂ ଚ୍ୟାଲେଞ୍ଜ ବଢୁଛି, ୟୁଜର୍ସ ଲଗାତାର ଭାବେ ୟୁଜର୍ସ ବଢାଇବାରେ ଲାଗିଛନ୍ତି। ଏଥିରେ ଆଶ୍ଚର୍ଯ୍ୟ ହେବାର ନାହିଁ ଯେ ଏହି ପ୍ରସଙ୍ଗରେ ଜୀବନ ସାଥୀ ଖୋଜିବା ମଧ୍ୟ ଏକ ଟୁଇଷ୍ଟ ନେଇଛି।…

କୋଟିଏ ଟଙ୍କାରେ ନିଲାମ ହେଲା ଟିପୁ ସୁଲତାନଙ୍କ ରତ୍ନ ଖଚିତ ଖଣ୍ଡା

ଇଂଲଣ୍ଡ,୨୮।୧୦: ଇଂଲଣ୍ଡର ଖ୍ରୀଷ୍ଟି ନିଲାମ ହାଉସରୁ ରତ୍ନ ଓ ଏନାମେଲରେ ନିର୍ମିତ ଖଣ୍ଡା ୧୦୦,୮୦୦ବ୍ରିଟିଶ ପାଉଣ୍ଡ (ପ୍ରାୟ ୧,୯ କୋଟି ଟଙ୍କା)ରେ ନିଲାମ ହୋଇଛି। ମହୀଶୂରର ଅଷ୍ଟାଦଶ ଶତାବ୍ଦୀର ଶାସକ ଟିପୁ ସୁଲତାନଙ୍କ ଏହି ଖଣ୍ଡା ବୋଲି କୁହାଯାଉଛି। ପୋର୍ଟ ଏଲିଅଟ…

ସମୁଦ୍ରରେ ଥିବା ଏହି ମନ୍ଦିରକୁ ସୁରକ୍ଷା ଦେଉଛନ୍ତି ସାପ

ନୂଆଦିଲ୍ଲୀ,୨୮।୧୦: ମନ୍ଦିର କେବଳ ଆମ ଦେଶରେ ନୁହେଁ ବରଂ ବିଶ୍ୱର ଅନ୍ୟାନ୍ୟ ଦେଶରେ ମଧ୍ୟ ରହିଛି ଶହ ଶହ ବର୍ଷ ପୁରୁଣା ମନ୍ଦିର। ଏହି ମନ୍ଦିରଗୁଡ଼ିକ ପଛରେ କିଛି ଭିନ୍ନ କାହାଣୀ ଏବଂ ରହସ୍ୟ ଲୁଚି ରହିଛି। ଏମିତି ଏକ ମନ୍ଦିର…

୧୮ ବର୍ଷର ବିଦ୍ୟୁତ୍‌ ବିଲ୍‌ ୧୧ ଲକ୍ଷ ଟଙ୍କା

ଲଣ୍ଡନ: କିଛି ଜିନିଷକୁ ପ୍ରଥମ ଥର ବ୍ୟବହାର କରିବାବେଳେ ସେଥିରେ କିଛି ସୁବିଧା ମିଳିଥାଏ। ଯଦି ଲୋକେ ସେହି ସୁବିଧାକୁ ସବୁବେଳ ପାଇଁ ନେବାକୁ ଚାହିଁବେ, ତେବେ ତାହା ଅସୁବିଧାରେ ପରିଣତ ହୋଇଯିବ। ନିକଟରେ ଜଣେ ଦମ୍ପତିଙ୍କ ସହ ଏପରି ଏକ ଘଟଣା…

୩୧୯ ଓ୍ବାଇନ୍‌ ଗ୍ଲାସ ମୁଣ୍ଡ ଉପରେ ରଖି ଗିନିଜ ୱାଲର୍‌ଡ ରେକର୍ଡ କଲେ ବ୍ୟକ୍ତି, ଭିଡିଓ ହେଉଛି ଭାଇରାଲ

ଦୁନିଆର ଲୋକମାନେ ଚର୍ଚ୍ଚାକୁ ଆସିବାକୁ ଏପରି କାର୍ଯ୍ୟ କରନ୍ତି ଯାହା କଳ୍ପନା ମଧ୍ୟ କରିହୁଏ ନାହିଁ। ଜଣେ ବ୍ୟକ୍ତି ଏକ ନିଆରା କୀର୍ତ୍ତିମାନ କରି ଗିନିଜ ୱାଲର୍‌ଡ ରେକର୍ଡ କରିଛନ୍ତି। ଏହି ବ୍ୟକ୍ତିଙ୍କ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଅଧିକ ଭାଇରାଲ…

୧୧ଲକ୍ଷର ଆସିଲା ଗ୍ୟାସ ବିଲ୍‌, ବିଲ୍‌ ଦେଖି ପରିବାର ଲୋକେ ହୋଇଗଲେ ତାଜୁବ

ଲାଇନ ବିଲ୍‌ ହେଉ କି ଗ୍ୟାସ ବିଲ୍‌। ମାସ ଶେଷବେଳକୁ ଗ୍ୟାସ ବିଲ୍‌ ଆସିଗଲେ ଟେନଶନ ଆସିଯାଏ। ଅଧିକ ଆସିଗଲେ ତ ଆହୁରି ଟେନଶନ ବଢିଯାଏ। ନିକଟରେ ଜଣେ ଦମ୍ପତିଙ୍କୁ ୧୧ଲକ୍ଷ ଟଙ୍କାର ଗ୍ୟାସ ବିଲ ମିଳିଛି। ଯାହାକୁ ଦେଖି ସେମାନେ…

ଡିଜେ ଜକି ଭାବେ କାମ କରୁଥିଲେ ଜଷ୍ଟିସ ଡି ଓ୍ବାଇ ଚନ୍ଦ୍ରଚୂଡ

ନୂଆଦିଲ୍ଲୀ,୨୭।୧୦: ଦେଶର ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଡି ଓ୍ବାଇ ଚନ୍ଦ୍ରଚୂଡ। ତାଙ୍କ ଖଣ୍ଡପୀଠର ପ୍ରତିଟି ମାମଲାରେ ନିଜର ସ୍ବତନ୍ତ୍ର ରାୟ ଶୁଣାଇ ଦେଶରେ ଚର୍ଚ୍ଚିତ ଚେହେରା ପାଲଟିଛନ୍ତି। ପ୍ରତିଟି ମାମଲାର ତାଙ୍କର ସ୍ବତନ୍ତ୍ର ଆଭିମୁଖ୍ୟକୁ ସମସ୍ତେ ପସନ୍ଦ କରନ୍ତି। ତାହେଲେ ଆପଣ…

ଲୋମ ଟାଙ୍କୁରା ଦୃଶ୍ୟ: ଜନ୍ମ ହେଉହେଉ ହରିଣ ଛୁଆକୁ ଗିଳିଦେଲା ଅଜଗର

ସାପ ଦେଖିଲେ ଲୋକେ ଭୟ କରିବାକୁ ଲାଗନ୍ତି। ମାତ୍ର ଉକ୍ତ ସାପଟି ଯଦି ଅନ୍ୟକୌଣସି ସାପ ନ ହୋଇ ଅଜଗର ହୁଏ ତେବେ କଥା ଶେଷ। ଅଜଗର କଥା ଉଠିଲେ ଲୋମ ଟାଙ୍କୁରି ଉଠେ। କାରଣ ଏହି ଭୟଙ୍କର ସାପ କେବଳ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri