ଅଲ୍ରାଉଣ୍ଡର ଜଲାଲ୍
ଗଞ୍ଜାମ ଜିଲା ଛତ୍ରପୁର ଅଞ୍ଚଳ ବାସିନ୍ଦା ସେହନାଜ୍ ବିବି ଓ ନୁରାଅଲୀ ଖାନ୍ଙ୍କ ପୁଅ ଜଲାଲ୍ ଖାନ୍। ଜଣେ ସମାଜସେବୀ ଏବଂ ବଡିବିଲ୍ଡର ଭାବେ ସ୍ଥାନୀୟ ଅଞ୍ଚଳରେ ବର୍ତ୍ତମାନ ସେ ଜଣେ ଜଣାଶୁଣା ନାମ। ଗଞ୍ଜାମ ଲ’ କଲେଜରୁ ବିଏ.ଏଲ୍ଏଲ୍ବି....
ଦାଣ୍ଡିଆ ନାଇଟ୍ସ
ଦଶହରାରେ ମା’ ଦୁର୍ଗାଙ୍କ ପୂଜା ପାଇଁ ଗାଁଠୁ ସହର ଉତ୍ସବ ମୁଖରିତ। ପ୍ରତିଟି ପୂଜା ମଣ୍ଡପରେ ଆକର୍ଷଣୀୟ ସୁଉଚ୍ଚ ତୋରଣ ଭିତରେ ଶୋଭା ପାଉଛି ମା’ଙ୍କ ମୃଣ୍ମୟୀ ମୂର୍ତ୍ତି। ଏହାକୁ ଦର୍ଶନ କରିବା ସହ ବର୍ତ୍ତମାନ ଅଧିକାଂଶ ଯୁବପିଢ଼ିଙ୍କ ପାଇଁ...
ନାରୀ ଶକ୍ତି: ସେ ଘର ସମ୍ଭାଳିପାରେ, ଦେଶ ବି…
ସଂସ୍କୃତରେ ଏକ ଶ୍ଲୋକ ଅଛି-‘ନ ସ୍ତ୍ରୀରତ୍ନସମଂ ରତ୍ନମ’। ନାରୀ ରତ୍ନପରି ଆଉ କୌଣସି ରତ୍ନ ନାହିଁ । ସେ ଏମିତି ଏକ ରତ୍ନ ଯାହାର ଚମକରେ ସାରା ବିଶ୍ୱ ଝଲସିଯାଏ । ତା’ର ଶକ୍ତି, ସାମର୍ଥ୍ୟର କୌଣସି ସୀମା ନାହିଁ।...
ମା’ଦୁର୍ଗା
ହିନ୍ଦୁ ପୁରାଣ ଓ ଲୋକ ମାନ୍ୟତା ଅନୁଯାୟୀ ନବରାତ୍ର ଏବଂ ବିଜୟା ଦଶମୀକୁ ନେଇ ଅନେକ ବିଶ୍ୱାସ ରହିଛି। ତେବେ ସେ ସବୁର ମୂଳ କଥା ସତ୍ୟ ଉପରେ ଅସତ୍ୟର ବିଜୟ। ତା’ହେଲେ ଆସନ୍ତୁ ଜାଣିବା ଏ ସମ୍ପର୍କିତ କିଛି...
ସମୁଦ୍ରକୂଳରେ ଲାଗିଲା ବିରାଟକାୟ ଅଜବ ଜୀବ, ଲୋକେ ଦେଖି ଆଶ୍ଚର୍ଯ୍ୟ
ପାପୁଆ ନ୍ୟୁ ଗିନିରେ ଏକ ରହସ୍ୟମୟ ସାମୁଦ୍ରିକ ପ୍ରାଣୀର ମୃତଦେହ ମିଳିଛି। ଯେତେବେଳେ ଲୋକମାନେ ଏହା ଦେଖିଲେ, ସେମାନେ ଆଶ୍ଚର୍ଯ୍ୟ ହୋଇଗଲେ, କାରଣ ଏହି ବିଶାଳ ଜୀବ କେଉଁ ସାମୁଦ୍ରିକପ୍ରାଣୀ ସେ ବିଷୟରେ କେହି ଜାଣି ନ ଥିଲେ। ନ୍ୟୁ ଗିନିର...
ପେଣ୍ଡାଲର ନାଁ ‘ଋତୁବତୀ’
କୋଲକତା,୨୧।୧୦: ଋତୁସ୍ରାବ ନାରୀ ପାଇଁ ଏକ କଠିନ ସପ୍ତାହ। ମାସକ ମଧ୍ୟରେ ଏହି ୭ଦିନ ତାକୁ ଗର୍ଭଧାରଣ ପରି ପୀଡା ଅନୁଭୂତ ହୋଇଥାଏ। ଏହି ଯନ୍ତ୍ରଣାଦାୟକ କଷ୍ଟ ନାରୀ ପାଇଁ ସମସ୍ୟା ହୋଇଥିଲେ ମଧ୍ୟ ସମାଜର କେତେକ ସ୍ଥାନରେ ଏହାକୁ...
ଏହି ଦେଶର ମହିଳାଙ୍କୁ ବିବାହ କଲେ ମିଳେ ସରକାରୀ ଚାକିରୀ!
ରେକାଜାଭିକ,୨୧।୧୦: ସରକାରୀ ଚାକିରୀ ନ ହେଲେ ନ ଚଳେ। ସମସ୍ତେ ସରକାରୀ ଚାକିରି ଚାହାଁନ୍ତ। ଯେତେ ପ୍ରାଇଭେଟ ଚାକିରୀ କଲେ ମଧ୍ୟ ସରକାରୀ ଚାକିରୀ ସବୁଠି ଲୋଡା ପଡେ। ଏମିତି କି ଘରକୁ ବିବାହ ପ୍ରସ୍ତାବ ଆସିବା ପୁଅ ସରକାରୀ...
ଦୁର୍ଗା ପେଣ୍ଡାଲରେ ବଳାତ୍କାର-ଭ୍ରୁଣ ହତ୍ୟାର ମେଢ, ପୂଜା ପାଉଛନ୍ତି ଦୁର୍ଗା ନୁହେଁ ଜଣେ ମହିଳା
କୋଲକତା,୨୧।୧୦: ନାରୀର ଅନ୍ୟ ଏକ ଅବତାର ଦୁର୍ଗା। ସେ ତା ସନ୍ତାନ ପାଇଁ କେତେବେଳେ ସ୍ନେହମୟୀ ଦେବୀ ପାଲଟେ ତ କେତେବେଳେ ସଂହାରକର୍ତ୍ତୀ। ନାରୀର ସେଇ ରୂପ ଜଗତଜନନୀ ଦୁର୍ଗା ଏହି ପାର୍ବଣ ଋତୁରେ ଧରାବତରଣ କରନ୍ତି। ସବୁ ମଣ୍ଡପରେ...
ମଝି ରାସ୍ତାରେ ନାଚୁଥିଲେ ଯୁବତୀ, ପଛରୁ ଜଣେ ମଦ୍ୟପ ଆସି…
ବର୍ତ୍ତମାନ ରିଲ୍ର କ୍ରେଜ୍ ଦେଖିପବାକୁ ମିଳୁଛି। ପିଲାଠୁ ବୁଢ଼ା ରିଲ୍ ସମସ୍ତେ କରୁଛନ୍ତି। ହେଲେ ଆଜିର ଯୁବପୀଢ଼ି ଏହା ପଛରେ ପାଗଳ। ବର୍ତ୍ତମାନ ସୋସିଆଲ ମିଡିଆରେ ଏପରି ଏକ ଭିଡିଓ ଭାଇରାଲ ହେଉଛି । ଭିଡିଓରେ ଜଣେ ଯୁବତୀ ରାସ୍ତା...
ଏବେ ଚିନ୍ତାରେ ଭାରତ: ପାଣ୍ଡ୍ୟାଙ୍କ ସ୍ଥାନରେ ଖେଳିବେ…
ପୁଣେ,୨୦।୧୦: ପୁଣେରେ ଖେଳା ଯାଇଥିବା ଭାରତ-ବାଂଲାଦେଶ ମ୍ୟାଚରେ ବୋଲିଂ କରୁଥିବା ସମୟରେ ଭାରତୀୟ ଦଳର ଷ୍ଟାର ଅଲ୍ରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଆହତ ହୋଇଥିଲେ। ଏନେଇ ଶେଷରେ ତାଙ୍କୁ ମଇଦାନ ଛାଡିବାକୁ ପଡ଼ିଥିଲା। ନବମ ଓଭର ବୋଲିଂ କରିବାକୁ ଆସିଥିବା ପାଣ୍ଡ୍ୟା...
ହଠାତ୍ ପୃଥିବୀର ଗୋଟିଏ ଭାଗ ହୋଇଗଲା ଅନ୍ଧାର! ନାସା ସ୍ପେସ୍ ଷ୍ଟେଶନ ଉଠାଇଥିବା ଫଟୋ ପଛର କାହାଣୀ କ’ଣ…
ନୂଆଦିଲ୍ଲୀ,୨୧।୧୦: ମହାକାଶର ଏକ ବିରଳ ସୌର ଜାଗତିକ ଦୃଶ୍ୟ ସୂର୍ଯ୍ୟ ପରାଗ ଓ ଚନ୍ଦୟ ଗ୍ରହଣ। ଗତ ସପ୍ତାହରେ ଏକ ସୂର୍ଯ୍ୟ ଗ୍ରହଣ ଝଲକ ବିଶ୍ୱବାସୀ ଦେଖିବାକୁ ପାଇଥିଲେ। ସୂର୍ଯ୍ୟପରାଗରେ ପୃଥିବୀ ଓ ସୂର୍ଯ୍ୟ ମଝିରେ ଚନ୍ଦ୍ର ଅବସ୍ଥାନ କରିଥାଏ।...
ଚଳନ୍ତା ବାଇକ୍ରେ ସ୍ତ୍ରୀଙ୍କୁ ଟାଙ୍କି ଉପରେ ବସାଇ କରୁଥିଲେ ରୋମାନ୍ସ, ଆଉ ତା’ପରେ…
ହାପୁଡର ଦିଲ୍ଲୀ-ମୋରଡାବାଦ ରାଜପଥରେ ନବ ବିବାହିତ ଦମ୍ପତିଙ୍କ ରୋମାନ୍ସ ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓ ଦେଖିବା ପରେ ଏହାକୁ କେହି ସହଜରେ ଗ୍ରହଣ କରିପାରୁ ନାହାନ୍ତି। ଏହା ଶୋଭା ଦେଉ ନ ଥିବା ଲୋକେ କହିଛନ୍ତି। ଛୋଟ ପିଲାମାନଙ୍କ...
Archives


