ସବୁଠୁ ଚାଲାକ୍ ବାପା: ଶିଶୁ ଭାବିଲା ବାପା ଖେଳୁଛନ୍ତି, କିନ୍ତୁ ପ୍ରକୃତରେ ଘଟିଲା ଏମିତି…ଦେଖନ୍ତୁ ଭାଇରାଲ ଭିଡିଓ
ସୋସିଆଲ ମିଡିଆରେ ବେଳେବେଳେ ମଜାଦାର ଭିଡିଓ ଭାଇରାଲ ହୋଇଥାଏ। ଏପରି ଭିଡିଓ ଲୋକଙ୍କୁ ହସିବାକୁ ବାଧ୍ୟ କରିଥାଏ। ନିକଟରେ ଏମିତି ଏକ ଭିଡିଓ ଭାଇରାଲ ହୋଇଛି। ସାଧାରଣତଃ କୁନି ପିଲାମାନେ କେଶ କାଟିବାବେଳେ ବହୁତ ହଇରାଣ କରନ୍ତି। ସେମାନଙ୍କୁ ନିୟନ୍ତ୍ରଣ କରିବା…
ମଦ ଦୋକାନ ସାମ୍ନାରେ ଏମିତି ଢଳିଢଳି ଚାଲୁଛି ବିଲେଇ, ଭିଡିଓ ଦେଖିଲେ ହସିହସି ଗଡ଼ିବେ
ବିଲେଇକୁ ବଡ଼ ବିଚିତ୍ର ଜୀବ କୁହାଯାଏ। ଏଥିପାଇଁ କୁହାଯାଏ କି ଏହା ନିଜ ମାଲିକର ମଧ୍ୟ ନୁହେଁ। ଆଜି ଏମିତି ଏକ ବିଲେଇର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି, ଯାହା ଦେଖିଲେ ହସିହସି ଗଡ଼ିଯିବେ। चाबी निकाल, गाड़ी…
ବିଶ୍ୱର ସବୁଠୁ ମୂଲ୍ୟବାନ୍ ରତ୍ନ ପଥର: ହୀରା ଠାରୁ ବି ୧୦୦୦ ଗୁଣା ଅଧିକ ଦୁର୍ଲଭ
ସବୁଠାରୁ ମହଙ୍ଗା ରତ୍ନ ପଥର କଥା ଯେତେବେଳେ ଆସେ, ଲୋକମାନେ ପ୍ରାୟତଃ ହୀରାର ନାମ ନେବା ଆରମ୍ଭ କରନ୍ତି। କିନ୍ତୁ ବିଶ୍ୱରେ ଏମିତି ଏକ ପଥର ଅଛି, ଯାହା ହୀରା ଅପେକ୍ଷା ୧୦୦୦ ଗୁଣ ଦୁର୍ଲଭ। ଦୁନିଆର ଦୁର୍ଲଭ ରତ୍ନ ପଥର…
ମୃତ୍ୟୁର ୨୪ ମିନିଟ୍ ପରେ ଜୀବିତ ହୋଇଉଠିଲେ ମହିଳା, ବଖାଣିଲେ ତାଙ୍କ ସହ ଘଟିଥିବା କାହାଣୀ, ଜାଣିଲେ ହେବେ ଆଶ୍ଚର୍ଯ୍ୟ
କୁହାଯାଏ, ମୃତ୍ୟୁ ପୂର୍ବରୁ ତୁମର ଆଖି ସାମ୍ନାରେ ଏକ ଉଜ୍ଜ୍ୱଳ ଆଲୋକ ଝଲସି ଉଠେ। ଯାହା ଆଗକୁ ଯିବା ପାଇଁ ବାଟ ଦେଖାଏ। କିନ୍ତୁ ଏହା ପ୍ରକୃତରେ ଘଟେ କି? ବୈଜ୍ଞାନିକମାନେ ଅନେକ ଲୋକଙ୍କ ଅଭିଜ୍ଞତା ଉପରେ ଗବେଷଣା କରିଛନ୍ତି। ଯେଉଁମାନେ…
ଦୁନିଆର ୧୦୦ଶ୍ରେଷ୍ଠ ବ୍ୟଞ୍ଜନ ତାଲିକାରେ ୧୧ତମ ସ୍ଥାନରେ ଭାରତ, ବେଶୀ ପସନ୍ଦ ବଟର ଗାରଲିକ ନାନ୍
ନୂଆଦିଲ୍ଲୀ,୧୪।୧୨: କ୍ରୋଆଟିଆ ଆଧାରିତ ଖାଦ୍ୟ ରେଟିଂ ଏଜେନ୍ସି ଟେଷ୍ଟଆଟଲାସ, ୨୦୨୩-୨୪ର ଦୁନିଆର ଶ୍ରେଷ୍ଠ ବ୍ୟଞ୍ଜନ ତାଲିକା ଜାରି କରିଛି। ଏଥିରେ ଭାରତ ୧୧ତମ ତାଲିକାରେ ରହିଛି। ତାଲିକାର ପ୍ରଥମ ସ୍ଥାନ ଇଟାଲୀ ଅଧିକାର କରିଥିବାବେଳେ ଦ୍ୱିତୀୟ ତୃତୀୟ ସ୍ଥାନରେ ଜାପାନ ଓ…
୯୧ ପ୍ରତିଶତ ଇଞ୍ଜେକ୍ସନ ବ୍ୟବହୃତ ହେଉଛି ଡ୍ରଗ୍ସ ପାଇଁ: ପ୍ରତି ୨ ଜଣରେ ଜଣେ ହେଉଛନ୍ତି ହେପାଟାଇଟିସ ସି ସଂକ୍ରମିତ,ଯୌନ ସମ୍ପର୍କ ମୁଖ୍ୟ ମାଧ୍ୟମ…
ନୂଆଦିଲ୍ଲୀ,୧୪।୧୨ : ଦେଶରେ ଡ୍ରଗ୍ସ ପାଇଁ ୯୧ ପ୍ରତିଶତ ଇଞ୍ଜେକ୍ସନ ବ୍ୟବହୃତ ହେଇଛି। ଯେଉଁ କାରଣରୁ ପ୍ରାୟ ପ୍ରତ୍ୟେକ ଦ୍ୱିତୀୟ ବ୍ୟକ୍ତି ହେପାଟାଇଟିସ ସି ଦ୍ୱାରା ସଂକ୍ରମିତ ହେଉଛନ୍ତି। ହେପାଟାଇଟିସ ସି ସଂକ୍ରମଣର ଘଟଣା ଏଚ.ଆଇ.ଭି ତୁଳନାରେ ଅନେକ ଗୁଣା ବୃଦ୍ଧି…
ସାମୂହିକ ଉଦ୍ୟମ ଲୋଡ଼ା
ବିଶ୍ୱର ବଢୁଥିବା ଉଷ୍ମତା ଏବଂ ଜଳବାୟୁ ପରିବର୍ତ୍ତନ ବିଷୟରେ ଲୋକମାନଙ୍କୁ ଅବଗତ କରାଇବା ପାଇଁ ପ୍ରତିବର୍ଷ ଡିସେମ୍ବର ୧୪ ତାରିଖରେ ବିଶ୍ୱ ଶକ୍ତି ସଂରକ୍ଷଣ ଦିବସ ପାଳନ କରାଯାଇଥାଏ । ଏହି ଅବସରରେ ଶକ୍ତି ଉତ୍ସ ସଞ୍ଚୟ ଦିଗରେ ପ୍ରୟାସକୁ ପ୍ରୋତ୍ସାହିତ…
ପ୍ରଥମଥର ନୂଆବର୍ଷ କେବେ ପାଳନ କରାଯାଇଥିଲା ଜାଣନ୍ତି
ବର୍ଷ ୨୦୨୩ ଶେଷ ହେବାକୁ ଆଉ କିଛି ଦିନ ବାକି ଅଛି। ଜାନୁଆରୀ ୧ରେ ସମଗ୍ର ବିଶ୍ୱରେ ନୂଆ ବର୍ଷ ପାଳନ କରାଯିବ। ନୂଆବର୍ଷକୁ ନେଇ ସାରା ବିଶ୍ୱରେ ବହୁତ ଉତ୍ସାହ ଦେଖାଯାଏ। ଏହି ଦିନ ସବୁ ସ୍ଥାନରେ ଲୋକେ ଧୂମଧାମରେ…
ମୃତ ସ୍ବାମୀଙ୍କ ଫଟୋ ଆଗରେ ଏମିତି ଡ୍ୟାନ୍ସ କଲେ ମହିଳା: ଭିଡିଓ ଦେଖି ଲୋକେ କହିଲେ…
ସୋସିଆଲ ମିଡିଆରେ ବେଳେବେଳେ ଅଜବ ଡ୍ୟାନ୍ସ ଭିଡିଓ ଭାଇରାଲ ହୁଏ। ଲୋକମାନେ ଏହିପରି ଭିଡିଓଗୁଡିକ ବହୁତ ମଜା ନିଅନ୍ତି । ଆଜିକାଲି ଏମିତି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଜଣେ ମହିଳା ମୃତ ସ୍ବାମୀଙ୍କ…
ଜାଗୁଆର, ମର୍ସିଡିଜ୍, ବିଏମ୍ଡବ୍ଲ୍ୟୁଠାରୁ ବି ଅଧିକ ଦାମ୍ ଏହି ମେଣ୍ଢାର ମୂଲ୍ୟ, ଜାଣନ୍ତୁ କେତେ ଆଉ କାହିଁକି
ସାଧାରଣତଃ ଏକ ମେଣ୍ଢାର ମୂଲ୍ୟ ୧୦ରୁ ୨୦ ହଜାର ଟଙ୍କା ମଧ୍ୟରେ ଥାଏ। ରାଜସ୍ଥାନର ଗ୍ରାମାଞ୍ଚଳର ଅଧିକାଂଶ ଲୋକ ମେଣ୍ଢା ଓ ଛେଳି ପାଳନ କରି ରୋଜଗାର କରିଥାନ୍ତି। ମେଣ୍ଢାପାଳକମାନେ ପଶମ ଏବଂ କ୍ଷୀରରୁ ଭଲ ରୋଜଗାର କରନ୍ତି। କିନ୍ତୁ ଆଜି…
ଜାଣନ୍ତି କି ବାଦୁଡ଼ି କାହିଁକି ଓଲଟା ଝୁଲି ରୁହନ୍ତି
ଅଧିକାଂଶ ଲୋକ କେବଳ ବାଦୁଡ଼ିଙ୍କ ବିଷୟରେ ଜାଣନ୍ତି ଯେ, ସେମାନଙ୍କ ଯୋଗୁ ଭାଇରସ୍ ବ୍ୟାପିପାରେ। କିନ୍ତୁ ଆପଣ ଜାଣନ୍ତି କି ବାଦୁଡ଼ି କାହିଁକି ଓଲଟା ଝୁଲି ରୁହନ୍ତି? ଡାଇନୋସରଙ୍କ ପୂର୍ବରୁ ମଧ୍ୟ ବାଦୁଡ଼ିମାନେ ଅଛନ୍ତି। ଏମାନେ ଅତ୍ୟଧିକ ତାପମାତ୍ରା ସହିତ ମରୁଭୂମିରେ…
ନିଜ ପସନ୍ଦର ଖାଦ୍ୟ ଖାଇବା ପରେ ପୃଥିବୀର ଦ୍ୱିତୀୟ ବୟସ୍କା ମହିଳାଙ୍କ ପରଲୋକ…
ଟୋକିଓ,୧୩।୧୨ : ପୃଥିବୀର ଦ୍ୱିତୀୟ ବୟସ୍କା ମହିଳା ଜାପାନର ଫୁସା ତତ୍ସୁମୀଙ୍କ ୧୧୬ ବର୍ଷ ବୟସରେ କାଶିୱାରାସ୍ଥିତ ଏକ ମେଡିକାଲରେ ପରଲୋକ ଘଟିଛି। ଡିସେମ୍ବର ୧୨, ମଙ୍ଗଳବାର ଦିନ ସେ ତାଙ୍କର ପ୍ରିୟ ଖାଦ୍ୟ, ବିନ ପେଷ୍ଟ ଜେଲି ଖାଇବା ପରେ…
Archives


