ଦେବତାଙ୍କୁ ଖୁସି କରିବା ଲାଗି ଆଙ୍ଗୁଳି କାଟୁଥିଲେ ପ୍ରାଚୀନ ମଣିଷ, ଅଧ୍ୟୟନରୁ ସ୍ପଷ୍ଟ
ନୂଆଦିଲ୍ଲୀ,୨୬।୧୨:ବର୍ତ୍ତମାନ ବଡି ମୋଡିଫିକେଶନକୁ ନେଇ ଅନେକ ମାମଲା ସାମ୍ନାକୁ ଆସୁଛି। ଭିନ୍ନ ଦେଖାଯିବାକୁ ଲୋକ ଓଠରେ ଲିପ ଫିଲର କରି ଓଠକୁ ମୋଟା କରିବା ସହ ଆକର୍ଷଣୀୟ କରୁଛନ୍ତି ତ କିଏ ନିଜ ଜିଭକୁ ଦି ଭାଗ କରୁଛନ୍ତି ତ କେହି…
ଓଢଣା ତଳେ ଗୁଟଖା ଖାଉଛନ୍ତି ବୋହୂ, ଅଭିଯୋଗ ନେଇ ଥାନାରେ ପହଞ୍ଚିଲେ ଶାଶୁଘର ଲୋକ
ଆଗ୍ରା,୨୬।୧୨: ଉତ୍ତର ପ୍ରଦେଶ ଆଗ୍ରାସ୍ଥିତ ପରାମର୍ଶ କେନ୍ଦ୍ରରେ ଏକ ଅଜବ ମାମଲା ଦେଖିବାକୁ ମିଳିଛି। ନୂଆବୋହୂର ଗୁଟଖା ଖାଇବା ନିଶା ଦେଖି ଶାଶୁଘରେ ଚହଳ ପଡିଛି। ସ୍ଥିତି ଏମିତି ଯେ ଛାଡପତ୍ର ଯାଏଁ କଥା ପହଞ୍ଚିଲାଣି। ସ୍ବାମୀ ସମେତ ଶାଶୁଘର ଲୋକ…
ରାତିରେ କରନ୍ତୁନି ଏଭଳି ଭୁଲ, ଦାମ୍ପତ୍ୟ ଜୀବନରେ ଆସିବ ଝଡ଼, ୯୦ ପ୍ରତିଶତ ଯୁବବର୍ଗଙ୍କର ରହିଛି ଏହି ଖରାପ ଅଭ୍ୟାସ…
ନୂଆଦିଲ୍ଲୀ/ଓ୍ବାଶିଂଟନ : ରାତିରେ ଶୋଇବା ସ୍ବାସ୍ଥ୍ୟ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ପ୍ରତିଦିନ ଅତି କମରେ ୭ ରୁ ୮ ଘଣ୍ଟା ଭଲ ଶୋଇବା ଆବଶ୍ୟକ। ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ, ନିଦ୍ରା ହୀନତା ସ୍ବାସ୍ଥ୍ୟ ପାଇଁ ଅନେକ ଗୁରୁତର ବିପଦ ଆଣିପାରେ। ସମ୍ପ୍ରତି…
ସାନ୍ତା କ୍ଲସ ହୋଇ ଅପରାଧିଙ୍କୁ ଧରିଲା ପୋଲିସ, ବିଛାଇଲା ଫାଶ ଓ ତା’ପରେ…
ଚାଲିଛି ଖ୍ରୀଷ୍ଟମାସର ସପ୍ତାହ। ଏହି ସମୟରେ ସାନ୍ତା କ୍ଲସ ଘର ଘର ବୁଲି ଛୋଟ ପିଲାଙ୍କୁ ଉପହାର ପ୍ରଦାନ କରନ୍ତି। ପିଲାମାନେ ମାଗିଥିବା ସେମାନଙ୍କର ମନ ପସନ୍ଦର ଗିଫ୍ଟକୁ ସାନ୍ତା ଗୋଟିଏ ବଡ ବସ୍ତାରେ ବୋହି ପୃଥିବୀପୃଷ୍ଠକୁ ଆସନ୍ତି। କିନ୍ତୁ କେବେ…
ମୁମ୍ବାଇ ବିମାନବନ୍ଦରରେ ଦୋସାର ମୂଲ୍ୟ ଜାଣିଲେ ଉଡିଜିବ ହୋସ
ମୁମ୍ବାଇ: ଦେଶରେ ମୁଦ୍ରାସ୍ଫୀତି ବୃଦ୍ଧି ହେତୁ ସାଧାରଣ ଲୋକ ବଡ଼ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏପରିକି ଖାଦ୍ୟ ସାମଗ୍ରୀ ମଧ୍ୟ ମହଙ୍ଗା ହୋଇଯାଉଛି । ଆଜିକାଲି ସୋସିଆଲ ମିଡିଆରେ ମୁମ୍ବାଇ ବିମାନବନ୍ଦରର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ସୋସିଆଲ ମିଡିଆ…
ପ୍ରେସର କୁକର ମରାମତି ଦେଖିଲେ ହୋଇଯିବେ ଭୟଭୀତ
ପ୍ରେସର କୁକର ମରାମତିର ନୂଆ ପଦ୍ଧତି ଦେଖିବା ପରେ ଯେ କେହି ଭୟଭୀତ ହୋଇଯିବେ। ବର୍ତ୍ତମାନ ଏଭଳି ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ଜଣେ ବ୍ୟକ୍ତିଙ୍କ ମିକ୍ସର୍ ଗ୍ରାଇଣ୍ଡର, ପ୍ରେସର କୁକର ମରାମତି କରୁଥିବା ଏକ ଭିଡିଓ ସୋସିଆଲ ମିଡିଆରେ…
ବ୍ରେକଅପ ପରେ ଏମିତି ପଦକ୍ଷେପ ନେବାକୁ ଯାଉଥିଲେ ଯୁବତୀ, ହଠାତ ଆସିଲା ପ୍ରେମିକଙ୍କ ମେସେଜ ତା ପରେ…
ସୋସିଆଲ ମିଡିଆରେ ଅନେକ ଥର ଆଶ୍ଚର୍ଯ୍ୟଜନକ ଭିଡିଓଗୁଡ଼ିକ ଦେଖିବାକୁ ମିଳିଥାଏ। ଏହିପରି ଭିଡିଓଗୁଡିକ ଆପଣଙ୍କୁ ଚିନ୍ତା କରିବାକୁ ବାଧ୍ୟ କରିଥାଏ। ଆଜିକାଲି ଏମିତି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ, ଜଣେ ପ୍ରେମିକା ବ୍ରେକଅପ ପରେ…
viral video ହୃଦୟ ବିଦାରକ ଦୃଶ୍ୟ, ରିଂ ଭିତରେ ପଶି ବ୍ୟକ୍ତିଙ୍କ ସହିତ ଯୁଦ୍ଧ କଲା ସିଂହ
ଅନେକ ସମୟରେ କୁସ୍ତିଯୋଦ୍ଧାମାନଙ୍କୁ ରିଂରେ ଲଢ଼ୁଥିବା ସମସ୍ତେ ଦେଖିଥିବେ। ମାତ୍ର ସିଂହ ସହିତ ଯୁଦ୍ଧ କରୁଥିବା କଥା କେହି ଚିନ୍ତା ମଧ୍ୟ କରିପାରିବେ ନାହିଁ। ତେବେ ଭାଇରାଲ ହେଉଥିବା ଭିଡିଓରେ ଜଣେ ବ୍ୟକ୍ତି ସିଂହ ସହିତ ରିଂ ଭିତରେ ଲଢ଼ି ତାକୁ…
VIRAL VIDEO: ସାଲାର ଫିଲ୍ମ ଦେଖିବାକୁ ପିଲାଙ୍କୁ ମିଳିଲାନି ଏଣ୍ଟ୍ରି, ରାଗିକି ଏଭଳି କିଛି କଲେ ମହିଳା, ଦେଖନ୍ତୁ ପୂରା ଭିଡିଓ
ନୂଆଦିଲ୍ଲୀ: ସାଉଥ ସୁପରଷ୍ଟାର ପ୍ରଭାସଙ୍କ ଫିଲ୍ମ ‘ସାଲାର’ବକ୍ସ ଅଫିସରେ ରେକର୍ଡ ଭାଙ୍ଗୁଛି। ମାତ୍ର ୩ ଦିନ ମଧ୍ୟରେ, ଏହି ଚଳଚ୍ଚିତ୍ରଟି ଭାରତୀୟ ପ୍ରେକ୍ଷାଳୟରେ ୨୦୦କୋଟିରୁ ଅଧିକ ବ୍ୟବସାୟ କରିଥିବାବେଳେ ବିଶ୍ୱବ୍ୟାପୀ ଏହି ଚଳଚ୍ଚିତ୍ର ୪୦୦କୋଟି ରୋଜଗାର କରିଛି। ଏହି ଫିଲ୍ମ ଦେଖିବା…
ଜୟ ଶ୍ରୀରାମ ନାରା ଦେଇ ମୁମ୍ବାଇରୁ ଅଯୋଧ୍ୟା ପଦଯାତ୍ରା କରୁଛନ୍ତି ଏହି ମୁସଲମାନ ଯୁବତୀ: ଭାଇରାଲ ହେଉଛି ଭିଡିଓ
ଅଯୋଧ୍ୟା,୨୬।୧୨: ୨୨ ଜାନୁଆରୀ ୨୦୨୪ ଭାରତୀୟ ଇତିହାସରେ ସୁବର୍ଣ୍ଣ ଅକ୍ଷରରେ ଲେଖାଯିବ। କାରଣ ଏହି ଦିନ ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିର ଉଦ୍ଘାଟିତ ହେବ। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ୫୦୦୦ ଲୋକ ଯୋଗଦେବେ। ଏଥିପାଇଁ ଅନେକ ପ୍ରସ୍ତୁତି ଚାଲିଛି…
ଫଳ ଦୋକାନୀଙ୍କ ନାଁରେ କରିଦେଲେ କୋଟି କୋଟି ଟଙ୍କାର ସମ୍ପତି
ବେଜିଂ,୨୬।୧୨: ଚାଇନାର ସାଂଘାଇରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଏଠାରେ ଜଣେ ୮୪ବର୍ଷ ବୟସ୍କ ବ୍ୟକ୍ତି ମୃତ୍ୟୁ ପୂର୍ବରୁ ୩.୮୪କୋଟି ଟଙ୍କା ମୂଲ୍ୟର ସମ୍ପତ୍ତି ଜଣେ ଫଳ ବିକ୍ରେତାଙ୍କ ନାମରେ କରି ଦେଇଛନ୍ତି। ଏହି ୮୪ବର୍ଷ ବୟସ୍କ ବ୍ୟକ୍ତି ତାଙ୍କର…
ସ୍ତ୍ରୀ ନିଜ କୁମ୍ପି ଖୋଲିବାରୁ ସ୍ବାମୀ ହୋଇଗଲେ ଆଶ୍ଚର୍ଯ୍ୟ: ଆଉ ତା’ପରେ ଚାଲିଲା ଏମିତି ଯୁକ୍ତିତର୍କ, ଭିଡିଓ ଦେଖିଲେ ହସି ହସି ଗଡିବେ
ସୋସିଆଲ ମିଡିଆ ହେଉଛି ହସ ଏବଂ ମଜାର ଏକ ଭଣ୍ଡାର। ଏଠାରେ ପ୍ରାୟତଃ ମଜାଳିଆ ଭିଡ଼ିଓ ଭାଇରାଲ ହୋଇଥାଏ। ଏମିତି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି, ଯାହାକୁ ଦେଖି ନିଜ ହସ ରୋକି ପାରିବେନି। ଜଣେ ଦମ୍ପତିଙ୍କ ଏହି ସୁନ୍ଦର…
Archives


