ପ୍ରେମିକା ଅନ୍ୟତ୍ର ବିବାହ କଲେ ବୋଲି ରାଗିଗଲେ ପ୍ରେମିକ, ବରଯାତ୍ରୀଙ୍କ ଖାଦ୍ୟରେ ମିଶାଇଲେ ପେଟ ଖରାପ ହେବା ଔଷଧ; ପରେ ଯାହା ହେଲା…
ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ହେବା ସାଧାରଣ ଘଟଣା ପାଲଟିଲାଣି। ସେଥିରୁ କିଛି ବେଶ ମଜାଦାର ହୋଇଥାଏ, ଯାହାକୁ ଦେଖିଲେ ଆଖି ଉପରେ ବିଶ୍ୱାସ କରି ହୁଏନା। ଏବେ ସେଭଳି ଏକ ଜବରଦସ୍ତ ଭିଡିଓ ଭାଇରାଲ ହେଉଛି। ବିବାହ ସମୟର ଭିଡିଓଟି…
ମେଶିନଠାରୁ ବି ଶୀଘ୍ର ଟଙ୍କା ଗଣୁଛନ୍ତି ଏହି ମହିଳା, ଦେଖନ୍ତୁ ଚମକାଇବା ଭଳି VIDEO
ଦିନ ଥିଲା ବ୍ୟାଙ୍କରେ ପ୍ରାୟ ସମସ୍ତ କାର୍ଯ୍ୟ ହାତରେ ହେଉଥିଲା। ମେଶିନର ବ୍ୟବହାର ବିଲ୍କୁଲ କରାଯାଉ ନ ଥିଲା। ଟଙ୍କା ଗଣିବାଠାରୁ ଆରମ୍ଭ କରି ଗ୍ରାହକଙ୍କ ଡାଟା ରଖିବା ଯାଏ ପ୍ରତ୍ୟେକଟି କାର୍ଯ୍ୟ ବ୍ୟାଙ୍କ କର୍ମଚାରୀମାନେ ହାତରେ କରୁଥିଲେ। ହେଲେ ସମୟ…
ଅନ୍ତିମ ସଂସ୍କାରର ଚାଲିଥିଲା ପ୍ରସ୍ତୁତ, ରାସ୍ତାର ଯାଉଥିବାବେଳେ ଗାତରେ ପଡିଗଲା ଆମ୍ବୁଲାନ୍ସ, ବଞ୍ଚିଗଲେ ବୃଦ୍ଧ
ନୂଆଦିଲ୍ଲୀ,୧୩।୧: ଦେଶରେ ସଡକ ଦୁର୍ଘଟଣାରେ ଅଧିକ ଲୋକ ମୃତ୍ୟୁବରଣ କରିଥାନ୍ତି। ରାଜରାସ୍ତା ହେଉ କି ଜାତୀୟ ରାଜପଥ ରାସ୍ତା ବିପଜ୍ଜନକ ଅବସ୍ଥାରେ ଥିଲେ ଗାଡିମଟର ସନ୍ତଳନ ହରାଇବା ଯୋଗୁ ଡ୍ରାଇଭରଙ୍କ ସମେତ ଯାତ୍ରୀଙ୍କର ମଧ୍ୟ ପ୍ରାଣ ହରାଇଥାନ୍ତି। ତେବେ ଖାଲଖମା ଗାତରେ…
କପଲ ଶେୟାର କଲେ ହନିମୁନ ବେଡ-ଫ୍ରୁଟ୍ସର ଭିଡିଓ, ଲୋକେ କହିଲେ…
ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଆଜିକାଲି, ଲୋକମାନେ ଯାହା ବି କାମ କରୁଛନ୍ତି, ସେମାନେ ନିଶ୍ଚିତ ଭାବରେ ସୋସିଆଲ ମିଡିଆରେ କିଛି ନା କିଛି ବିଷୟରେ ସୂଚନା ଦେଉଛନ୍ତି। ଏହି ସମୟ ମଧ୍ୟରେ ସେମାନେ ମଧ୍ୟ ଭୁଲିଯାଆନ୍ତି…
ଶାଢ଼ୀ ପିନ୍ଧି ନାଚୁଥିଲେ ଯୁବତୀ, ଷ୍ଟେଜ୍ ଉପରକୁ ଆସିଗଲେ ଯୁବକ ପରେ…
ବର୍ତ୍ତମାନ କରୀନା କପୁରଙ୍କ ହିଟ୍ ଗୀତ ‘ଚ୍ଛମ୍ମକ ଚ୍ଛଲୋ’ ପ୍ରାୟ ସମସ୍ତ ରିଲ୍ ପ୍ରେମୀଙ୍କ ପ୍ରଥମ ପସନ୍ଦ । ସୋସିଆଲ ମିଡିଆରେ ଏହି ଗୀତରେ ଅନେକ ରିଲ ଦେଖିବାକୁ ମିଳୁଛି। ବର୍ତ୍ତମାନ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓରେ…
ପାକିସ୍ତାନରେ ଲିଭ-ଇନ୍ରେ ରହିପାରିବେନି ପ୍ରେମୀଯୁଗଳ
ଇସ୍ଲାମାବାଦ୍: ଦୁନିଆରେ ଅନେକ ଦେଶ ଅଛି, ଯେଉଁଠି ବିଭିନ୍ନ ଆଇନ କାନୁନ ରହିଛି। କେଉଁଠି କେଶ କାଟିବାକୁ ଅନୁମତି ନିଆଯାଏ ତ ଆଉ କେଉଁଠି ଟିଭି ଚଳାଇବାକୁ ନିଆଯାଏ ଅନୁମତି। ମାତ୍ର ଏମିତି ଏକ ଦେଶ ଅଛି, ଯେଉଁଠି ଲିଭ-ଇନ୍ରେ ରହିବା ମଧ୍ୟ…
‘ଗ୍ଲୋବାଲ ରିସ୍କ ରିପୋର୍ଟ -୨୦୨୪‘ରେ ପ୍ରଥମ ସ୍ଥାନରେ ‘ହ୍ବାଟସଆପ୍ ୟୁନିଭରସିଟିର ଜ୍ଞାନ’, ବିଶ୍ୱ ପାଇଁ ଆଣୁଛି ବଡ ବିପଦ
ନୂଆଦିଲ୍ଲୀ,୧୨।୧: ଯଦି ଆପଣ ଅସ୍ତ୍ରଶସ୍ତ୍ର, ଯୁଦ୍ଧ ଏବଂ ବୋମା କିମ୍ବା ପ୍ରଦୂଷଣକୁ ଦୁନିଆ ପାଇଁ ବିପଜ୍ଜନକ ବୋଲି ଭାବୁଛନ୍ତି କି? ଯଦି ଏପରି ଭାବୁଛନ୍ତି, ଏହା ସମ୍ପୂର୍ଣ୍ଣ ରୂପେ ଭୂଲ ଅଟେ। ଆଗାମୀ ୨ ବର୍ଷ ବିଶ୍ୱ ପାଇଁ ସବୁଠାରୁ ବଡ…
ସାର୍ବଜନୀନ ସ୍ଥାନରେ ଚଳନ୍ତା ଗାଡି ଉପରେ ଫୁଟାଇଲେ ବାଣ, ଆଉ ତା’ ପରେ…
ନୋଏଡା,୧୨।୧: ଗ୍ରେଟର ନୋଏଡା ଫେଜ୍-୨ କ୍ଷେତ୍ରରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ସାଙ୍ଗ ଝିଅର ଜନ୍ମଦିନକୁ ଯାଉଥିବା କିଛି ଯୁବକମାନେ ଗାଡିର ଛାତରେ ବାଣ ଫୁଟାଇଛନ୍ତି। ସର୍ବସାଧାରଣ ସ୍ଥାନରେ ଅର୍ଥାତ୍ ଟ୍ରାଫିକ୍ରେ ଏପରି କାଣ୍ଡ ଘଟିବାରୁ ଆଖପାଖରେ ଯାଉଥିବା ଲୋକମାନେ…
ଗୋଟିଏ ଫଟୋ ଉଠାଇବାକୁ ନେଇଥିଲେ ୭ବର୍ଷ ସମୟ, ଏପରି ଉଠାଇଲେ ଫଟୋ ନାସା କଲା ସାମ୍ମାନିତ
ଟ୍ୟୁରିନ,୧୨।୧: ଫଟୋକୁ ସଠିକ୍ ଆଙ୍ଗେଲ ଏବଂ କ୍ୟାପଚର କ୍ଲିଅର ନେବା ଲାଗି ଫଟୋଗ୍ରାଫରଙ୍କୁ ବିଭିନ୍ନ ଟେକ୍ନିକ୍ ଲଗାଇ ଫଟୋ ଉଠାଇବାକୁ ପଡିଥାଏ। ଏଥିପାଇଁ ସେମାନଙ୍କୁ ଗୋଟିଏ ଶଟ୍ ପାଇଁ ୧୫-୨୦ ମିନିଟ୍ ଅପେକ୍ଷା କରିବାକୁ ମଧ୍ୟ ପଡିଥାଏ। କିନ୍ତୁ ନିକଟରେ ଏପରି…
Viral Video: ଫଟୋ ଉଠାଇବାର ଏଭଳି ନିଶା ଯେ ପିଲାଙ୍କୁ କୁମ୍ଭୀର ପାଖରେ ଛିଡ଼ା କଲେ ବାପା, ଭିଡିଓ ଦେଖି ତାତିଲେ ଲୋକେ…
ପିତାମାତା ପିଲାଙ୍କ ସୁରକ୍ଷା ପ୍ରତି ବିଶେଷ ଧ୍ୟାନ ଦେବା ଉଚିତ। ବିଶେଷକରି ନିଜ ସନ୍ତାନ ବିପଦରେ ପଡ଼ିଲେ ବାପାମାନେ ଆଗକୁ ଆସି ସେଥିରୁ ରକ୍ଷା କରିଥାନ୍ତି। ହେଲେ ଏବେ ଜଣେ ବାପା ସାମାନ୍ୟ ଫଟୋ ଲାଗି ପିଲାମାନଙ୍କ ଜୀବନ ବିପଦରେ ପକାଇବାକୁ…
VIDEO: ଚାକିରିଆଙ୍କୁ ଷ୍ଟ୍ରିଟ୍ ଫୁଡ୍ ଦୋକାନୀଙ୍କ କଟାକ୍ଷ-କମ୍ ପଢ଼ିଥିଲି ବୋଲି ଅଧିକ ରୋଜଗାର କରୁଛି, ନହେଲେ ୩୦-୪୦ ହଜାର ପକେଟକୁ ଆସିଥାନ୍ତା
କର୍ପୋରେଟ୍ରେ କାମ କରୁଥିବା କର୍ମଚାରୀମାନଙ୍କ ଜୀବନ ଚାକିରିରେ ହିଁ ସୀମିତ ଥାଏ। ସକାଳୁ ସଞ୍ଜ ଯାଏ କାମ କରିବା ତାଙ୍କ ଦୈନିକ ଜୀବନଚର୍ଯ୍ୟା ପାଲଟିଯାଏ। ହେଲେ ଦରମା ତାଙ୍କର ସୀମିତ ଥାଏ। ଏହି କ୍ରମରେ ଏକ ଏଭଳି ଭିଡିଓ ଭାଇରାଲ ହେଉଛି…
ବିବାହ କଲେ ‘ମୋଷ୍ଟ ଏଲିଜିବୁଲ ବ୍ୟାଚଲର’, ସାଧାରଣ ପରିବାରରୁ ଆସିଥିବା ଯୁବତୀଙ୍କୁ ଦେଇ ବସିଲେ ମନ
ବ୍ରୁନେଇ,୧୨।୧: ଏସିଆର ‘ମୋଷ୍ଟ ଏଲିଜିବୁଲ ବ୍ୟାଚଲର’ ବା ସବୁଠାରୁ ଯୋଗ୍ୟ କୁଆଁରା ଜଣେ ସାଧାରଣ ମହିଳା ପାଖରେ ହୃଦୟ ହାରିଛନ୍ତି। ଏହି ଏଲିଜିବୁଲ ବ୍ୟାଚଲର ଆଉ ବ୍ୟାଚଲର ହୋଇ ରହି ନାହାନ୍ତି ସେ ଏବେ ବିବାହ କରି ମ୍ୟାରିଡ ଲିଷ୍ଟରେ ଏଣ୍ଟ୍ରି…
Archives


