ଫୁରସତ

୧୦ କୋଟିରେ ବିକ୍ରି ହେଉଛି ଅଇଁଠା ସ୍ୟାଣ୍ଡଓ୍ବିଚ, ସୋସିଆଲ ମିଡିଆରେ ଆଶ୍ଚର୍ଯ୍ୟ ହେଉଛନ୍ତି ଲୋକେ

ଲଣ୍ଡନ: ଗୋଟିଏ ସାଣ୍ଡୱିଚ ପାଇଁ ଆପଣ ସର୍ବାଧିକ କେତେ ଚାର୍ଜ କରିପାରିବେ । ସାଧାରଣତଃ ଆପଣ ଏହାକୁ ୪୦-୫୦ ରୁ ୨୦୦-୨୫୦ଟଙ୍କା ପର୍ଯ୍ୟନ୍ତ କିଣିଥାନ୍ତେ। ଏହା ମଧ୍ୟ ସାଣ୍ଡୱିଚ ଫିଲିଙ୍ଗ ଉପରେ ନିର୍ଭର କରେ ଏବଂ ଆପଣ ଏହାକୁ କେଉଁଠାରେ ଖାଉଛନ୍ତି।…

ସୁଇମିଂ ପୁଲ୍‌ରେ ସେଲୁନ୍‌, କେଶକଟା ସହ ଚାଲିଛି ମାଛଧରା, ଭିଡିଓ ଦେଖିଲେ…

ପ୍ରତ୍ୟେକ ସହରରେ ସେଲୁନ୍‌ ଥିବାର ଦେଖିଥିବେ। ଆଜିକାଲି ଟେକ୍ନୋଲୋଜିକୁ ସବୁଆଡ଼େ ପ୍ରାଧାନ୍ୟ ଦିଆଯାଉଛି। କିଛି ଅଲଗା କରିବାକୁ ଦୋକାନୀ ଏପରି କିଛି କରନ୍ତି ଯାହା ଅନ୍ୟଠାରୁ ସମ୍ପୂର୍ଣ୍ଣ ଭିନ୍ନ ଅଟେ। ଏବେ ଏହିପରି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ…

ଚାକିରିରୁ ବାହାର କରିଦେବା ପରେ ମହିଳା କର୍ମଚାରୀ ବନାଇଲେ ଏମିତି ଭିଡିଓ ଦେଖି ଭାବୁକ ହେଲେ ସିଇଓ

  ସାନ ଫ୍ରାନ୍ସିସକୋ: ଜଣେ ମହିଳା କର୍ମଚାରୀ ନିଜକୁ ଚାକିରିରୁ ବହିଷ୍କାର କରିବାର ଏକ ଭିଡିଓ ପ୍ରସ୍ତୁତ କରି ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। ଏହି ଭିଡିଓ କମ୍ପାନୀର ସିଇଓଙ୍କୁ ମଧ୍ୟ ଭାବପ୍ରବଣ କରିଥିଲା। ଏହି ଭିଡିଓକୁ ଯନ୍ତ୍ରଣାଦାୟକ ବୋଲି ବର୍ଣ୍ଣନା…

ଆଖିରେ ପଟି ବାନ୍ଧି ରଙ୍ଗୋଲି

ଲକ୍ଷ୍ନୌ: ମହାଭାରତରେ ଧ୍ରୁତରାଷ୍ଟ୍ର ଅନ୍ଧ ଥିବାବେଳେ ସ୍ତ୍ରୀ ଗାନ୍ଧାରୀ ତାଙ୍କ ସ୍ବାମୀଙ୍କ ପାଇଁ ନିଜ ଆଖିରେ ପଟି ବାନ୍ଧି ସାରାଜୀବନ ଅତିବାହିତ କରିଥିଲେ। ତେବେ ରାମ ମନ୍ଦିରର ପ୍ରାଣପ୍ରତିଷ୍ଠା ହେବାକୁ ଥିବାବେଳେ ଜଣେ ଯୁବତୀ ତାଙ୍କ ଆଖିରେ ପଟି ବାନ୍ଧି ଏକ…

ଟେସ୍‌ଲା କାର୍‌ ଲାଇଟ୍‌ ଶୋ’ରେ ରାମ ନାମ

ୱାଶିଂଟନ: ଅଯୋଧ୍ୟାରେ ରାମ ମନ୍ଦିରର ପ୍ରାଣପ୍ରତିଷ୍ଠା ସମାରୋହକୁ ମାତ୍ର ୭ ଦିନ ରହିଛି। ଏହାକୁ ନେଇ କେବଳ ଦେଶରେ ନୁହେଁ, ବିଦେଶରେ ମଧ୍ୟ ଲୋକେ ବିଭିନ୍ନ ପ୍ରକାର ଐତିହାସିକ କାର୍ଯ୍ୟକ୍ରମର ଖୁସି ଉଠାଉଛନ୍ତି। ଏହି ଅବସରରେ ଆମେରିକାରେ ବିଶ୍ୱ ହିନ୍ଦୁ ପରଷଦ ପକ୍ଷରୁ…

ଆମେରିକାରେ ପ୍ରଥମଥର ନାଇଟ୍ରୋଜେନ ଗ୍ୟାସରେ ଦିଆଯିବ ମୃତ୍ୟୁଦଣ୍ଡ

ଓ୍ବାଶିଂଟନ: କୌଣସି ଦେଶରେ ଏକ ଅପରାଧିଙ୍କୁ ଅପରାଧ ପାଇଁ କୋର୍ଟ ଦ୍ୱାରା ଦୋଷୀ ସାବ୍ୟସ୍ତ ହେବା ପରେ ମୃତ୍ୟୁଦଣ୍ଡ ଦିଆଯାଏ। ସାଧାରଣତଃ ମୃତ୍ୟୁଦଣ୍ଡ ମାମଲାରେ ଦୋଷୀକୁ ଫାଶୀ ଦିଆଯାଏ। କିନ୍ତୁ ଏଥର ଆମେରିକାର ଆଲାବାମାରେ ଜାନୁଆରୀ ୨୫ରେ ନାଇଟ୍ରୋଜେନ ହାଇପୋକ୍ସିଆ ମାଧ୍ୟମରେ…

Viral Video: ବିମାନ ଭିତରେ ଏୟାର ହୋଷ୍ଟେସ କଲେ ଏପରି କିଛି କାର୍ଯ୍ୟ, ଲୋକମାନେ ଭିଡିଓକୁ ଦେଖୁଛନ୍ତି ବାରମ୍ବାର

ଆଜିକାଲି ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେବାରେ ଲାଗିଛି। କିଛି ଲୋକ ଭୁଲରେ ଏପରି କିଛି କାର୍ଯ୍ୟ କରନ୍ତି ତାହା ସୋସିଆଲ ମିଡିଆରେ ଭାଇରାଲ ହୋଇଯାଏ। କିଛି ଲୋକ ଭାଇରାଲ ହେବା ପାଇଁ ଅଜବ କାର୍ଯ୍ୟ କରନ୍ତି। ଆଜିକାଲି ସୋସିଆଲ…

VIRAL VIDEO: ଆଖି ଆଗରେ ଯୁବତୀ ପାଲଟିଲେ ଯୁବକ, ସୁନ୍ଦରତା ଆଗରେ ହିରୋଇନ୍‌ ବି ପଡ଼ିବେ ଫିକା…

ସୋସିଆଲ ମିଡିଆରେ ରାତାରାତି ଖ୍ୟାତି ଅର୍ଜନ କରିବାକୁ ଲୋକେ ନାନାଦି ଉପାୟ ଆପଣାଇଥାନ୍ତି। ସେଥିରୁ କିଛି ମଜାଦାର ଥିବା ବେଳେ କିଛି ଚକିତ କରିଥାଏ। ଏହି କ୍ରମରେ ଜଣେ ଯୁବକଙ୍କ ଭିଡିଓ ଭାଇରାଲ ହେଉଛି ଯାହାକୁ ଦେଖି ଆପଣ ଆଖିକୁ ବିଶ୍ୱାସ…

ଏକରୁ ବି ଅଧିକ କରିହେବ ବିବାହ, ହିନ୍ଦୁଙ୍କ ପାଇଁ ରହିଛି ଏହି ନିୟମ

ନୂଆଦିଲ୍ଲୀ,୧୪।୧: ଦେଶରେ ହିନ୍ଦୁମାନେ କେବଳ ଥରେ ବିବାହ କରିପାରିବେ ବୋଲି ପ୍ରାବଧାନ ରହିଛି। ଯଦି ପ୍ରଥମ ସ୍ତ୍ରୀ ଜୀବିତ ଥିବାବେଳେ ଦ୍ୱିତୀୟ ବିବାହ କରୁଛନ୍ତି ତେବେ ତାହା ଅପରାଧ ବୋଲି ଧରାଯାଏ। ତଥାପି, ଭାରତରେ ହିନ୍ଦୁଙ୍କୁ ଏକାଧିକ ବିବାହ କରିବାକୁ ଅନୁମତି…

ଆପଲ ସିଇଓ ଟିମ କୁକଙ୍କୁ କେତେ ମିଳେ ଦରମା ?

ଓ୍ବାଶିଂଟନ୍‌,୧୪।୧: ଦୁନିଆର ସବୁଠାରୁ ବଡ କମ୍ପାନୀ ଆପଲର ସିଇଓ ଟିମ କୁକୁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି। ଷ୍ଟିଭ ଜବ୍ସଙ୍କର ମୃତ୍ୟୁ ପରେ ଆପଲକୁ ସବୁ ଟେକ୍‌ କମ୍ପାନୀ ଠାରୁ ଶିଖରକୁ ନେବାକୁ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛିି । ନିକଟରେ ଏକ…

ରିଅଲ ଲାଇଫର ସ୍ପାଇଡର ମ୍ୟାନ, ପାଳିଛନ୍ତି ୭୦୦ରୁ ଅଧିକ ବୁଢିଆଣୀ

ଛୋଟବେଳେ ଆପଣ ନିହାତି ସ୍ପାଇଡର ମ୍ୟାନ ବିଷୟରେ ଶୁଣିଥିବେ। ସ୍ପାଇଡର ମ୍ୟାନର ଭିନ୍ନ ଅନ୍ଦାଜ ସହ ବୁଢିଆଣୀ ପରି କାନ୍ଥରେ ଚାଲିବାକୁ ସମସ୍ତେ ପସନ୍ଦ କରନ୍ତି। ସିଏ ତ ଗଲା କାର୍ଟୁନ କିମ୍ବା ଫିଲ୍ମ ଦୁନିଆର କଥା ହେଲେ ରିଅଲ ଲାଇଫରେ…

ହାଡ଼ଭଙ୍ଗା ଶୀତରେ ଏମିତି ଦେଶୀ ଯୋଗାଡ଼ କଲେ ଯୁବକ, ଭିଡିଓ ଦେଖିଲେ କହିବେ ନାସା ବି ମାରିବ ଫେଲ୍‌

ସୋସିଆଲ ମିଡିଆରେ ବେଳେବେଳେ ଏମିତି କିଛି ଭିଡିଓ ଭାଇରାଲ ହୋଇଥାଏ, ଯାହାକୁ ଦେଖିଲେ ଆଶ୍ଚର୍ଯ୍ୟ ଲାଗିଥାଏ। ବେଳେବେଳେ କେହି ଏଠାରେ ନିଜର ପ୍ରତିଭା ମଧ୍ୟ ପ୍ରଦର୍ଶନ କରିଥାନ୍ତି। ଏହା ନୁହେଁ ଯେ, ଏହି ପ୍ରତିଭା କେବଳ ନୃତ୍ୟ, ଗୀତ କିମ୍ବା ଅଭିନୟରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri