କର୍ମଚାରୀମାନେ ଦିଅନ୍ତୁ ସ୍ବତଃ ପ୍ରବୃତ୍ତ ଇସ୍ତଫା! ଦୁର୍ଗମ ପାହାଡିଆ ଇଲାକାକୁ ଶିଫ୍ଟ ହୋଇଗଲା କମ୍ପାନୀ, ତା’ପରେ…
ଶିଆନ,୧୬।୧: କର୍ମଚାରୀଙ୍କୁ କମ୍ପାନୀରୁ ବାହାର କରିବା ପାଇଁ ଅଧିକାଂଶ ସ୍ଥାନରେ ସେମାନଙ୍କ କାମରେ ଭୁଲ ବାହାର କରାଯାଇଥାଏ କିମ୍ବା ଅନ୍ୟ କୌଣସି ଉପାୟରେ ହଇରାଣ କରାଯାଏ ଯାହାଦ୍ୱାରା ସେମାନେ ନିଜେ ଇସ୍ତଫା ଦେଇଦେବେ। କିନ୍ତୁ ଚାଇନାର ଏକ କମ୍ପାନୀ ଏପରି କିଛି…
ଗର୍ଭଯନ୍ତ୍ରଣା କମ୍ କରିବା ପାଇଁ ୫ଘଣ୍ଟା ଧରି ଭଜନ ଗାଇଲେ ମହିଳା, ସ୍ବାମୀ ବଜାଇଲେ ଗିଟାର, ଜନ୍ମ କଲେ ଶିଶୁ
ସିଏଟଲ,୧୬।୧: ମା’ ହେବା ସବୁ ନାରୀ ପାଇଁ ଏକ ସୁନ୍ଦର ଅନୁଭବ। କିନ୍ତୁ ଏହି ସୁଖଦ ମୂହୂର୍ତ୍ତ ପାଇବା ପାଇଁ ନାରୀକୁ ୧୦ମାସ କାଳ ଗର୍ଭ ଯନ୍ତ୍ରଣା ସହିବାକୁ ପଡିଥାଏ। ସର୍ଜରୀ ହେଉ କି ପ୍ରାକୃତିକ ଭାବରେ, ଗର୍ଭାବସ୍ଥା କଷ୍ଟ ସହିବା…
ପଶ୍ଚିମଘାଟରେ ଦୁର୍ଲଭ ନୀଳ ରଙ୍ଗର ପ୍ରଜାପତି
ଚେନ୍ନାଇ: ପ୍ରକୃତି ସବୁବେଳେ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଥାଏ। ନିକଟରେ ତାମିଲନାଡୁ ମଦୁରାଇସ୍ଥିତ ଶ୍ରୀଭିଲିପୁଥୁର ମେଗାମଲାଇ ଟାଇଗର ରିଜର୍ଭ ମେଗାମଲାଇ ଡିଭିଜନରେ ସିଲଭରଲାଇନ ପ୍ରଜାପତିର ଏକ ନୂଆ ପ୍ରଜାତି ସନ୍ଧାନ କରାଯାଇଛି। ଯାହା ଦୀର୍ଘ ୩୩ ବର୍ଷ ପରେ ପଶ୍ଚିମଘାଟରେ ପ୍ରଜାପତିଙ୍କ ଏକ ନୂଆ…
ଚଳନ୍ତା ସ୍କୁଟି ଉପରେ ମଝି ରାସ୍ତାରେ ରୋମାନ୍ସ, ଯୁବତୀ ଯୁବକଙ୍କୁ ଧରି…
ଚଳନ୍ତା ସ୍କୁଟି ଉପରେ ରୋମାନ୍ସ, ଜଣେ ଯୁବତୀ ଯୁବକ ମଝି ରାସ୍ତାରେ ସ୍କୁଟି ଚଳାଇବା ସହ ତାହା ଉପରେ ବସି ରୋମାନ୍ସ କରୁଥିବା ଭିଡିଓ ଭାଇରାଲ ହୋଇଛି। ବର୍ତ୍ତମାନ ଏଭଳି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ମୁମ୍ବାଇର…
ଝିଅ ବେଶରେ ବାନ୍ଧବୀଙ୍କ ପାଇଁ ପରୀକ୍ଷା ଦେଉଥିଲେ ଯୁବକ, ପରେ…
ନୂଆଦିଲ୍ଲୀ,୧୫।୧ :ପଞ୍ଜାବ ଫରିଦକୋଟ୍ର ଏକ ପରୀକ୍ଷା କେନ୍ଦ୍ରରେ ଜଣେ ଯୁବକ ଝିଅ ବେଶ ଧାରଣ କରି ତାଙ୍କ ବାନ୍ଧବୀଙ୍କ ପାଇଁ ପରୀକ୍ଷା ଦେଉଥିବାବେଳେ ଧରାପଡ଼ିଛନ୍ତି। ଏହି ଘଟଣା ପରୀକ୍ଷା କେନ୍ଦ୍ରରେ ହାସ୍ୟରୋଳ ସୃଷ୍ଟି କରିଥିଲା। କୋଟକପୁରାର ଡିଏଭି ପବ୍ଲିକ୍ ସ୍କୁଲ୍ରେ ଗତ…
ସବୁଠୁ ଉଚ୍ଚରେ ଥିବା ଏଟିଏମ୍
ଇସଲାମାବାଦ୍: ଯେତେବେଳେ ପଡ଼ୋଶୀ ଦେଶ ପାକିସ୍ତାନର କଥା ଉଠେ, ସେତେବେଳେ ସେଠାରେ ଚାଲୁଥିବା ରାଜନୀତି, ଆତଙ୍କବାଦୀଙ୍କୁ ନେଇ ଚର୍ଚ୍ଚା ହୁଏ। ହେଲେ ବି ପାକିସ୍ତାନ ଏକ ଖାସ କାରଣ ପାଇଁ ପ୍ରସିଦ୍ଧ। ତେବେ ବିଶ୍ୱର ସବୁଠୁ ଉଚ୍ଚରେ ଏକ ଏଟିଏମ୍ ଏବଂ…
ଆଙ୍ଗୁଳିରେ ଜଳାଇଲେ ଗ୍ୟାସ, ବାଳକଙ୍କ କମ୍ବଳ ଟ୍ରିକ୍ ହୋଇଗଲା ଭାଇରାଲ
ଲାଇଟର, ମ୍ୟାଚିସ କିମ୍ବା କୌଣସି ଜଳାଉଥିବା ସାମଗ୍ରୀ ବିନା ଜଣେ ବାଳକ ଗ୍ୟାସ ଚୁଲାକୁ ଜଳାଉଛନ୍ତି। ଏ ନେଇ ତାଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ତେବେ ଭିଡିଓ ଦେଖିବା ପରେ ଅଧିକାଂଶ ୟୁଜର୍ସ ଏହା ଏକ କୌଶଳ କହିଥିବା…
ଗାଈକୁ ବିୟର ପିଆଇଲେ ମାର୍କ ଜୁକରବର୍ଗ
ଓ୍ବାଶିଂଟନ,୧୫।୧: ଫେସବୁକ ଏବଂ ଇନଷ୍ଟାଗ୍ରାମର ମାଲିକ ମାର୍କ ଜୁକରବର୍ଗ ତାଙ୍କ ପ୍ଲାଟଫର୍ମ ଏବଂ ଧନ ପାଇଁ ବେଶ ଜଣାଶୁଣା। କିନ୍ତୁ ଏଥର ମାର୍କ ଜୁକରବର୍ଗ ଏମିତି କିଛି କରିଛନ୍ତି, ଯାହା ପରେ ସେ ନିଜେ ସମଗ୍ର ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି।…
କଟାମୁଣ୍ଡରେ ୧୮ ମାସ ବଞ୍ଚିଲା ଗଞ୍ଜା
ମଣିଷ ହୁଅନ୍ତୁ କିମ୍ବା ପଶୁପକ୍ଷୀ। ଭାବିଲେ କାହାର ମୁଣ୍ଡ କଟିଗଲେ ସେ ଦୀର୍ଘଦିନ ଧରି ବଞ୍ଚି ରହିପାରେ କି? ମାତ୍ର ଏକ ଗଞ୍ଜା ସହିତ ଏପରି ଘଟିଛି। ଜାଣିଲେ ଆଶ୍ଚର୍ଯ୍ୟ ହେବେ। ମାଂସ ବିକ୍ରି କରିବା ପାଇଁ ମାଲିକ ଗଞ୍ଜାକୁ ହତ୍ୟା…
ଝିଟିପିଟିର ଏମିତି ରୂପ ଦେଖି ଲୋକେ ଭୟଭୀତ; ଡାଇନୋସର ସହ ହେଉଛି ତୁଳନା
ଦୁନିଆରେ ଅନେକ ପ୍ରାଣୀ ଅଛନ୍ତି, ଯାହାକୁ ଦେଖିଲେ ଭୟ ଲାଗେ। ଯଦିଓ ଏହି ଜୀବମାନେ ବିପଜ୍ଜନକ ନୁହଁନ୍ତି କିନ୍ତୁ ସେମାନଙ୍କର ଚେହେରା ଭୟଭୀତ କରିଥାଏ। ଏହିପରି ଗୋଟିଏ ପ୍ରାଣୀ ହେଉଛି ଡ୍ରାଗନ ଝିଟିପିଟି। ଏହି ଝିଟିପିଟିକୁ ଫ୍ରିଲ-ନେକ୍ଡ ଝିଟିପିଟି ବା ଫ୍ରିଲ…
ଗରିଲା ଏନକ୍ଲୋଜରରେ ପଡ଼ିଗଲା ଶିଶୁ, ଆଉ ତା’ପରେ ଘଟିଲା ଏମିତି…ଦେଖନ୍ତୁ ଭିଡିଓ
ମଣିଷ ପରି ପଶୁମାନଙ୍କର ମଧ୍ୟ ଭାବନା ଥାଏ ଏବଂ ସେମାନେ ଭଲ ଏବଂ ମନ୍ଦ ମଧ୍ୟ ବୁଝନ୍ତି। କିନ୍ତୁ ସେମାନେ ପ୍ରକାଶ କରିବାକୁ ସକ୍ଷମ ନୁହଁନ୍ତି। ଅନେକ ଥର ଏହା ଘଟେ ଯେ ଯଦି କୌଣସି ବାହାର ଲୋକ କିମ୍ବା ମଣିଷ…
ଏଠାରେ ରହିଛି ଦୁନିଆର ସବୁଠୁ ଉଚ୍ଚତମ ଏଟିଏମ୍, ଜାଣନ୍ତୁ ଉଚ୍ଚତା…
ଦୁନିଆରେ ଏମିତି କିଛି ଦେଶ ଅଛି, ଯିଏ କି ନିଜର ସ୍ବତନ୍ତ୍ରତା ପାଇଁ ବେଶ୍ ପରିଚିତ। ଏମିତି ଏକ ଦେଶ ହେଉଛି ପାକିସ୍ତାନ। ଯେତେବେଳେ ପାକିସ୍ତାନ ବିଷୟରେ କୁହାଯାଏ, ସେତେବେଳେ ସେଠାରେ ଚାଲିଥିବା ରାଜନୈତିକ ଅସ୍ଥିରତା ଏବଂ ଆତଙ୍କବାଦୀ ଘଟଣା ଆମ…
Archives


