ପାର୍ଲେ-ଜୀ ବିସ୍କୁଟରେ ନିର୍ମାଣ କଲେ ରାମ ମନ୍ଦିର: ଭାଇରାଲ ଭିଡିଓକୁ ଦେଖିଲେଣି ୧ ମିଲିୟନରୁ ଅଧିକ ଲୋକ
ଅଯୋଧ୍ୟା,୧୯।୧: ଅଯୋଧ୍ୟାରେ ରାମ ମନ୍ଦିରର ଉଦଘାଟନ ପାଇଁ ଆଉ କିଛି ଦିନ ବାକି ଅଛି। ସମସ୍ତେ ପ୍ରଭୁ ରାମଙ୍କ ଆଗମନକୁ ଅପେକ୍ଷା କରି ରହିଛନ୍ତି। ରାମ ଭକ୍ତଙ୍କ ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଅନେକ ରାମ ଭକ୍ତ…
ତାପମାତ୍ରା ନିୟନ୍ତ୍ରଣକରେ ଗୋଲାପି କବଚ
ୱାଶିଂଟନ: ପିଙ୍କ୍ ଫ୍ୟାରି ଆର୍ମାଡିଲୋ ଦେଖିବାକୁ ବହୁତ ସୁନ୍ଦର ଜୀବ। ଏହି ଜୀବର ଶରୀରରେ ଅଜବ ପ୍ରକାରର ତ୍ୱଚା ରହିଛି, ଯାହା ତାକୁ ସମସ୍ତଙ୍କଠାରୁ ଖାସ୍ ପ୍ରମାଣିତ କରୁଛି। ଏହା ଆର୍ମାଡିଲୋର ସବୁଠୁ ଛୋଟ ପ୍ରଜାତି। ଏହି ଜୀବ ପିଚିସିଏଗୋ ନାମରେ…
ଜଳପ୍ରପାତ ନିକଟକୁ ହନିମୁନ୍ରେ ଯାଇ ଭାଇରାଲ ହେଲେ ଦମ୍ପତି, ୟୁଜର୍ସ କହିଲେ…
ପ୍ରତିଦିନ କିଛିନା କିଛି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ। ତେବେ ସେଥିରୁ କିଛି ଭିଡିଓ ହସର ଖୋରାକ ଯୋଗାଉ ଥିବା ବେଳେ କେତେକ ଆଶ୍ଚର୍ଯ୍ୟ କରିଦିଏ। ବର୍ତ୍ତମାନ ଏକ ସମାନ ଭିଡିଓ ଭାଇରାଲ ହେବାରେ ଲାଗିଛି। ଭାଇରାଲ ହେଉଥିବା ଭିଡିଓରେ…
ଚଳନ୍ତା ଟ୍ରେନ୍ ନିକଟକୁ ଚାଲି ଆସିଲା କାର୍, ବୁଦ୍ଧି ଖଟାଇଲେ ଡ୍ରାଇଭର, ଦେଖନ୍ତୁ ଭିଡିଓ…
ଏକ ଲେଭଲ୍ କ୍ରସିଂ ପାର୍ ହେଉଥିବା ବେଳେ ଲୋକଙ୍କୁ ସର୍ବଦା ମନେ ରଖିବାକୁ ହେବ ଯେ, ଟ୍ରେନ ଆସୁଛି କି ନାହିଁ। ଏହା ପରେ ରାସ୍ତା ପାର୍ ହେବା ଜରୁରୀ। ଅବଶ୍ୟ ଅଧିକାଂଶ କ୍ରସିଂରେ ଗେଟ୍ ରହିଥାଏ। ଯାହାଫଳରେ ଟ୍ରେନ୍ ଆସିବା…
ବଞ୍ଚି ଥାଉଥାଉ ୮୦୦ ଲୋକଙ୍କୁ ମୃତ୍ୟୁ ଭୋଜି ଦେଲେ ବୃଦ୍ଧ: ୨ ଦିନ ପରେ ଚାଲିଗଲା ଜୀବନ
ଲକ୍ଷ୍ନୌ,୧୮।୨: ଉତ୍ତରପ୍ରଦେଶର ଏଟା ଜିଲାରେ ଏକ ଅଜବ ଘଟଣା ଘଟିଛି। ଜୀବିତ ଥିବାବେଳେ ତାଙ୍କର ଶେଷ ରୀତିନୀତି କରିଥିବା ବୃଦ୍ଧଙ୍କର ଦେହାନ୍ତ ହୋଇଛି। ହାକିମ ସିଂ ନାମକ ବୃଦ୍ଧ ବଞ୍ଚି ଥାଉଥାଉ ୮୦୦ ଲୋକଙ୍କୁ ମୃତ୍ୟୁ ଭୋଜି ଦେଇଥିଲେ। ଏହି ଭୋଜିରେ…
Viral Video: ବାଘ ବେକରେ ଚେନ୍ ବାନ୍ଧି କୁକୁର ପରି ଘୂରାଉଥିଲା କୁନି ପିଲା, ଆଉ ତା’ ପରେ…
ଅନେକ ସମୟରେ ସୋସିଆଲ ମିଡିଆରେ ଏମିତି କିଛି ଭିଡିଓ ଭାଇରାଲ ହୋଇଥାଏ, ଯାହା ଦେଖିଲେ ଆଶ୍ଚର୍ଯ୍ୟ ଲାଗେ। ଏବେ ସେମିତି ଏକ ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ ଏକ କୁନି ପିଲା ଗୋଟିଏ ଚେନ୍ରେ ଏକ ବାଘ ବନ୍ଧା ଯାଇଥିବା ବେଳେ…
ବୟସ କମ୍ ସହ ସୁନ୍ଦର ଦେଖାଯିବା ପାଇଁ ମାଛର ସ୍ପର୍ମକୁ ମୁହଁରେ ଲଗାଉଛନ୍ତି ମହିଳା, ଫେସିଆଲ ଟ୍ରିଟମେଣ୍ଟର ବଢୁଛି ଚାହିଦା
ନୂଆଦିଲ୍ଲୀ,୧୮।୧: ସୁନ୍ଦର ଦେଖାଯିବା ମହିଳା ମାନେ ବିଭିନ୍ନ ପ୍ରକାର ପ୍ରସାଧନ ସାମଗ୍ରୀ ବ୍ୟବହାର କରିବା ସହ ବିଭିନ୍ନ ପ୍ରକାର ଫେସିଆଲ ଟ୍ରିଟମେଣ୍ଟ କରୁଛନ୍ତି। ଲୋକଙ୍କ ମନରେ ସୁନ୍ଦରତାକୁ ନେଇ ଏବେ ଏପରି ଏକ ଛବି ସୃଷ୍ଟି ହୋଇଛି ଯାହାକୁ ପାଇବା ପାଇଁ…
ଏକାଥରକେ ଯୋଡ଼ି ଶଙ୍ଖ ବଜାଉଛନ୍ତି ଏହି ବ୍ୟକ୍ତି, ଭିଡିଓ ଦେଖିଲେ…
କେବେ ଦେଖିଛନ୍ତି କି କେହି ଏକାଥରକେ ଦୁଇଟି ଶଙ୍ଖ ବଜାଇବାର। ଯଦି ନା ତେବେ ଲକ୍ଷ୍ନୌର ୭୭ ବର୍ଷୀୟ ମହେଶଙ୍କୁ ଦେଖନ୍ତୁ ଯିଏ ୧୯୯୦ ପରଠାରୁ ଏକାସାଙ୍ଗରେ ଦୁଇଟି ଶଙ୍ଖ ବଜାଇ ଆସୁଛନ୍ତି। ଦୁଇଟି ଶଙ୍ଖ ବଜାଇବା ହେତୁ ସମଗ୍ର ଉତ୍ତରପ୍ରଦେଶର…
ଦୁନିଆରେ ୧୬ରୁ ଅଧିକ ଦେଶରେ ପୂଜା ପାଉଛନ୍ତି ଶ୍ରୀରାମ, ମୁସଲିମ ଦେଶରେ ମଧ୍ୟ ପୂଜାପାଏ ରାମଙ୍କ ମୂର୍ତ୍ତି
ଆଦିଲ୍ଲୀ,୧୮।୧: ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିର ସ୍ଥାପନ ହେବାକୁ ଯାଉଛି। ଏନେଇ ପ୍ରସ୍ତୁତି ଜୋରସୋରରେ ଚାଲିଛି। ଏହି ଦିନକୁ ସ୍ମରଣୀୟ କରିବା ପାଇଁ କେବଳ ଦେଶରେ ନୁହେଁ ବିଦେଶରେ ମଧ୍ୟ ଭାରତୀୟମାନେ ଉତ୍ସାହିତ ଅଛନ୍ତି। ତେବେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ…
ହାତୀ ଆଦାୟ କରୁଛନ୍ତି ଟୋଲ ଟିକସ ! ଭିଡ଼ିଓ ଭାଇରାଲ, ୧ ମିଲିୟନରୁ ଅଧିକ ଭିୟୁ ସହିତ ୯୧ ହଜାରରୁ ଅଧିକ ଲାଇକ…
ଜୋହାନ୍ସବର୍ଗ,୧୮।୧ : ପୃଥିବୀରେ ଥିବା ବିଶାଳ ପ୍ରାଣୀମାନଙ୍କ ମଧ୍ୟରେ ହାତୀର ନାମ ପ୍ରଥମେ ଆସିଥାଏ। ବଡ ଏବଂ ଓଜନିଆ ହେବା ସହିତ ହାତୀ ସମ୍ବେଦନଶୀଳ ଏବଂ ବୁଦ୍ଧିମାନ ବୋଲି କୁହାଯାଏ। ହାତୀ ଶୀଘ୍ର କାହାକୁ ଆକ୍ରମଣ କରେ ନାହିଁ, କିନ୍ତୁ ଏହାର…
କପେ କଫି ଦେଇଥାଏ ଲକ୍ଷେ ଟଙ୍କାର ଚାକିରୀ, ଇଣ୍ଟରଭ୍ୟୁବେଳେ ବିଶେଷ ଧ୍ୟାନ ଦିଅନ୍ତି ସିଇଓ
ଜବ୍ ଇଣ୍ଟରଭ୍ୟୁ ପାଇଁ ଆବେଦନକାରୀଙ୍କୁ ବିଭିନ୍ନ ପ୍ରକାର ଚ୍ୟାଲେଞ୍ଜର ସାମ୍ନାକୁ ପଡିଥାଏ। କମ୍ପାନୀର ଯେକୌଣସି ପ୍ରକାର ଟେଷ୍ଟକୁ କ୍ରାକ୍ କରିବା ପାଇଁ ପ୍ରାର୍ଥୀ ଯଥା ସମ୍ଭବ ଚେଷ୍ଟା କରିଥାନ୍ତି। ଆବେଦନକାରୀଙ୍କ ମଧ୍ୟରୁ କିଛିଜଣ ଚାହାନ୍ତି କି, ଇଣ୍ଟରଭ୍ୟୁରେ କମ୍ପାନୀର ଲୋକଙ୍କୁ ଇମ୍ପ୍ରେସ…
ହାତରୁ iPhone ଛଡ଼ାଇ ନେଇ କାନ୍ଥରେ ବସିଲା ମାଙ୍କଡ଼, ଫେରାଇବା ଲାଗି କଲା ଏଭଳି ଦାବି; ଭିଡିଓ ଦେଖିଲେ …
ବୃନ୍ଦାବନ ଭଗବାନଙ୍କ ଭକ୍ତି ଲାଗି ଯେତିକି ଖ୍ୟାତ, ସେତିକି ଏଠାକାର ମାଙ୍କଡ଼ମାନଙ୍କ ପାଇଁ ମଧ୍ୟ। କାରଣ ସେମାନେ କେତେବେଳେ ହାତରୁ କ’ଣ ଛଡ଼ାଇ ନେବେ କୁହାଯାଇପାରିବ ନାହିଁ। ଏହାର ଅନେକ ଭିଡିଓ ଭାଇରାଲ ହୁଏ ଯେଉଁଥିରେ ମାଙ୍କଡ ହାତରୁ ମୋବାଇଲ ଏବଂ…
Archives


