ଛାତ୍ରଙ୍କୁ ଶିକ୍ଷକ ପଚାରିଲେ ‘ଦ’ ଥାଇ ଶବ୍ଦଟିଏ କୁହ, ଜବାବରେ ଯାହା ଶୁଣିଲେ ଘୁରାଇଦେଲା ମୁଣ୍ଡ; ଦେଖନ୍ତୁ Video
ସୋସିଆଲ ମିଡିଆରେ ଏକ ମଜାଦାର ଭିଡିଓ ଭାଇରାଲ ହେଉଛି। ଭିଡିଓଟି ଏକ କ୍ଲାସର, ଯେଉଁଥିରେ ଶିକ୍ଷକ ପିଲାଙ୍କୁ ପଢ଼ାଉଛନ୍ତି। ସେ ବ୍ଲାକ୍ବୋର୍ଡରେ ହିନ୍ଦୀ ବର୍ଣ୍ଣମାଳାର ଅକ୍ଷର ଲେଖି ପିଲାଙ୍କୁ ପଢ଼ିବାକୁ କହୁଛନ୍ତି। ଏପରିକି ପ୍ରତିଟି ଅକ୍ଷରରେ ଏକ ଶବ୍ଦ କହିବାକୁ କହୁଛନ୍ତି।…
ମହିଳା ନୁହେଁ ପୁରୁଷ କରିଥା’ନ୍ତି ଅଧିକ ଶପିଂ: ରିପୋର୍ଟ
ନୂଆଦିଲ୍ଲୀ,୨୨।୨: ଯେତେବେଳେ ଶପିଂ କଥା ମନକୁ ଆସେ, ସେଠାରେ ଯୁବତୀ କିମ୍ବା ମହିଳାଙ୍କ ନାଁ ନିଆଯାଏ। ଆପଣ ନିଶ୍ଚିତ ଭାବରେ ସବୁଠି ଶୁଣିଥିବେ ଯେ, ମହିଳାମାନେ ଅଧିକ ଶପିଂ କରନ୍ତି। ଅନଲାଇନ ହେଉ କି ଅଫଲାଇନ୍ ସବୁଠି ଅଧିକ ଶପିଂ ମହିଳାମାନେ…
ଦାନ୍ତ ଦେଖାଇବାକୁ ଯାଇଥିଲେ ଯୁବତୀ, ଭଲ ଦେଖାଯାଉଛ କହି ଓଠକୁ କାମୁଡିଦେଲେ ଡାକ୍ତର
ହାଇଦ୍ରାବାଦ,୨୨।୨: ହାଇଦ୍ରାବାଦରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଏଠାରେ ଏକ ମେଡିକାଲକୁ ଚେକ୍ଅପ୍ ପାଇଁ ଆସିଥିବା ଯୁବତୀଙ୍କ ଓଠକୁ ଦନ୍ତ ଚିକିତ୍ସକ କାମୁଡି ଦେଇଛନ୍ତି। ମହିଳାଜଣକ ପ୍ରତିଦିନ ଏହି ଡେନିଷ୍ଟଙ୍କ ପାଖକୁ ଚେକ୍ଅପ୍ କରିବାକୁ ଆସୁଥିଲେ। ଅଭିଯୋଗ କରିବାକୁ ଡାକ୍ତର…
ପ୍ରଥମେ ଉଠିଲା ଲଟେରି, ସେହି ଟଙ୍କାରେ କିଣିଦେଲେ ଜମି, ଚାଷ କରିବା ବେଳେ ପୁଣି ମାଟିତଳୁ ମିଳିଲା ବିଡ଼ାବିଡ଼ା ଟଙ୍କା
ଆପଣ ନିଶ୍ଚୟ ଶୁଣିଥିବେ ଯେ, ଈଶ୍ୱର ଯାହାକୁ ଦିଅନ୍ତି, ଛପର ଫାଡ଼ିକି ଦିଅନ୍ତି। ଅର୍ଥାତ୍ ଯେତେବେଳେ ଜଣେ ବ୍ୟକ୍ତିଙ୍କର ଭାଗ୍ୟରେ ପରିବର୍ତ୍ତନ ଆସେ ସେତେବେଳେ ସବୁକିଛି ମିଳିଯାଏ। ଆଉ ଯେତେବେଳେ ଖରାପ ସମୟ ପଡ଼େ ଛୋଟ କଥା ପାଇଁ ମଧ୍ୟ ବହୁତ…
ଜାଣନ୍ତି ହିଟ୍ ଫିଲ୍ମକୁ କାହିଁକି କୁହନ୍ତି ବ୍ଲକ୍ବଷ୍ଟର
ଫିଲ୍ମ ‘ଶୋଲେ’ଠାରୁ ଆରମ୍ଭ କରି ‘ପଠାନ’ ପର୍ଯ୍ୟନ୍ତ। ‘ଆରାଧନା’ଠାରୁ ‘ଦିଲଓ୍ବାଲେ ଦୁଲ୍ହାନିଆ ଲେ ଯାୟେଙ୍ଗେ’ ପର୍ଯ୍ୟନ୍ତ ଭାରତରେ ଏଭଳି ଅନେକ ଫିଲ୍ମ ନିର୍ମାଣ କରାଯାଇଛି; ଯାହା ହିଟ୍ ହୋଇଛି। ଏହି ଫିଲ୍ମଗୁଡ଼ିକୁ ବ୍ଲକବଷ୍ଟର ଫିଲ୍ମ ବର୍ଗରେ ରଖାଯାଇଛି। ଏହି ଫିଲ୍ମଗୁଡ଼ିକ ଦର୍ଶକଙ୍କର…
ବିଶ୍ୱ ସ୍କାଉଟ୍ସ ଦିବସ: ଶୃଙ୍ଖଳିତ ଆଦର୍ଶ ଜୀବନ ମୂଳମନ୍ତ୍ର
ବିଶ୍ୱବ୍ୟାପୀ ଫେବୃୟାରୀ ୨୨କୁ ସ୍କାଉଟ ଦିବସ ଭାବେ ପାଳନ କରାଯାଇଥାଏ। କୋଟି କୋଟି ସ୍କାଉଟ ଏହି ଦିନଟିକୁ ବିଭିନ୍ନ ସ୍ଥାନରେ ପାଳନ କରିଥାନ୍ତି। ଏହିଦିନ ବ୍ରିଟେନ୍ର ଲ୍ୟୁଟ୍ନାଣ୍ଟ ଜେନେରାଲ ବଡେନ ପାଓ୍ବେଲ ଜନ୍ମ ଗ୍ରହଣ କରିଥିଲେ। ଜଣେ ସେନା ଅଧିକାରୀ, ଲେଖକ…
ଲାଲ୍-ନୀଳ-ହଳଦିଆ ଟାବଲେଟ୍ ନାମରେ ମେଡିକାଲ ଷ୍ଟୋର୍ରେ ବିକ୍ରି ହେଉଛି ଡ୍ରଗ୍ସ
ଡେରାଡୁନ୍,୨୧।୨: ମେଡିକାଲ ଷ୍ଟୋରରେ ଲାଲ୍, ନୀଳ ଏବଂ ହଳଦିଆ ଟାବଲେଟ୍ ନାମରେ ନିଶା ଔଷଧ ବିକ୍ରି ହେଉଛି। ଏଥିମଧ୍ୟରେ ନାର୍କୋଟିକ ଔଷଧ ମଧ୍ୟ ଅନ୍ତର୍ଭୁକ୍ତ। କେବଳ ଏତିକି ନୁହେଁ, କିଛି ମେଡିକାଲ ଷ୍ଟୋର ଏହି ଟାବଲେଟ୍ ପାଇଁ ପ୍ରେସକ୍ରିପଶନ ମଧ୍ୟ ମାଗୁନାହାନ୍ତି।…
Astrology: ଗୋଟିଏ ଗୋତ୍ରରେ କ’ଣ ପାଇଁ କରାଯାଏ ନାହିଁ ବିବାହ, ଜାଣନ୍ତୁ କାରଣ
ଆମ ଶାସ୍ତ୍ରରେ ଗୋତ୍ରର ବହୁତ ମହତ୍ତ୍ବ ରହିଛିି। ଖାସ୍ କରି ପୂଜାପାଠ ଏବଂ ବିବାହ ସମୟରେ ଗୋତ୍ର ବିଷୟରେ ଜାଣି ରଖିବା ନିହାତି ଜରୁରୀ। ହିନ୍ଦୁୁପ୍ରଥା ଅନୁସାରେ ଯଦି କାହାକୁ ବିବାହ କରୁଛନ୍ତି ତେବେ ଗୋତ୍ର ନ ଜାଣି କରନ୍ତୁ ନାହିଁ।…
ସାର୍କ ଟ୍ୟାଙ୍କ ଇଣ୍ଡିଆକୁ ଆପଣ କିଭଳି ଯିବେ? ଜାଣନ୍ତୁ କ’ଣ କ’ଣ କରିବାକୁ ହେବ…
ନୂଆଦିଲ୍ଲୀ,୨୧।୨: ଯଦି ଆପଣଙ୍କ ପାଖରେ କୌଣସି ବ୍ୟବସାୟ କରିବା ଲାଗି ଯୋଜନା ରହିଛି, ଏପରିକି ଆପଣ ତାହାକୁ ବିନିଯୋଗ କରି ଏକ ପ୍ରତିଷ୍ଠାନ କରିଛନ୍ତି ତେବେ ଫଣ୍ଡିଂ ଲାଗି ସାର୍କ ଟ୍ୟାଙ୍କ ଇଣ୍ଡିଆକୁ ବାଛିପାରିବେ। ଏହି ରିଆଲିଟି ଶୋ’କୁ ନେଇ ଆଜିକାଲି…
ଜୀବିତ ନୁହେଁ ମହିଳାଙ୍କ ମୃତଦେହ ସହ ଶାରୀରିକ ସମ୍ପର୍କ ରଖନ୍ତି ଅଘୋରୀ ବାବା, କାରଣ ଜାଣିଲେ ହୋଇଯିବେ ତାଜୁବ
ନୂଆଦିଲ୍ଲୀ,୨୧।୨: ସନାତନ ଧର୍ମରେ ସାଧୁ-ସନ୍ଥଙ୍କ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ରହିଛି । ଏହି ସାଧୁଙ୍କର ଅନେକ ସମ୍ପ୍ରଦାୟ ରହିଛି ଏବଂ ସେମାନଙ୍କର ଭଗବାନଙ୍କୁ ଉପାସନା କରିବାର ଉପାୟ ମଧ୍ୟ ଭିନ୍ନ ରହିଛି। କିଛି ସାଧୁବାବା ଅଛନ୍ତି, ଯାହାଙ୍କ ଜୀବନ ଅତ୍ୟନ୍ତ ରହସ୍ୟମୟ ଅଟେ।…
ଇ-ରିକ୍ସାରେ ହୋର୍ଡିଂ ଲଗାଇ ନିଜ ପାଇଁ ଜୀବନସାଥୀ ଖୋଜୁଛନ୍ତି ଯୁବକ
ବର୍ତ୍ତମାନ ସମୟରେ ମାର୍କେଟିଂର ବଡ଼ ମାଧ୍ୟମ ଭାବେ ଉଭା ହୋଇଛି ସୋସିଆଲ ମିଡିଆ। ଏମିତିରେ କିଛି ପୋଷ୍ଟ କେଇ ମୂହୁର୍ତ୍ତରେ ଭାଇରାଲ ହୋଇଥାଏ। ନିକଟରେ ଏଭଳି ଏକ କ୍ରମରେ ଏକ ହୋର୍ଡିଂ ଭାଇରାଲ ହେଉଛି, ଯାହାକୁ ଲଗାଇ ନିଜ ପାଇଁ ଜଣେ…
କିଡ୍ନୀ ଦେଇ ସ୍ତ୍ରୀଙ୍କ ଜୀବନ ବଞ୍ଚାଇଥିଲେ ସ୍ବାମୀ, ଛାଡପତ୍ର ହେବାରୁ କହିଲେ, ‘ମୋ କିଡନୀ ଫେରା’
ଓ୍ବାଶିଂଟନ୍,୨୧।୨: ଛାଡପତ୍ରର ବିଭିନ୍ନ ଘଟଣା ଦେଖିବାକୁ ପାଇଥିବେ। କିନ୍ତୁ ଏହି ମାମଲା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ। ଛାଡପତ୍ର ପରେ ସ୍ବାମୀ-ସ୍ତ୍ରୀ କ୍ଷତିପୂରଣ ପାଇଁ ଟଙ୍କା ମାଗିଥା’ନ୍ତି। କିନ୍ତୁ ଏହି ଘଟଣାରେ ବ୍ୟକ୍ତିଜଣକ କିଡନୀ ମାଗିଛନ୍ତି। ଘଟଣା ଜାଣି ତାଜୁବ ହୋଇଯିବେ। ଘଟଣାଟି…
Archives


