ଚୋର ଧରିବା ପାଇଁ ୫୦ପଇସା ଘୋଷଣା କଲା ପୋଲିସ, ଲୋକେ କହିଲେ…
ଜୟପୁର,୧୩।୨: ରାଜସ୍ଥାନ ପୋଲିସର ଏକ ପ୍ରେସ ରିଲିଜ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି। ଜାରି ପତ୍ରରେ ରାଜସ୍ଥାନ ପୋଲିସ ଅପରାଧୀଙ୍କୁ ଧରିବା ପାଇଁ ୫୦ପଇସା ପୁରସ୍କାର ଘୋଷଣା କରିଛିି। ଅପରାଧୀଙ୍କୁ ଧରି ପୋଲିସର ଜିମା ଦେବା ବ୍ୟକ୍ତିଙ୍କୁ...
viral video: ଲୁଚିକି ରାତିରେ ପ୍ରେମିକାଙ୍କ ଘରକୁ ଯାଇଥିଲେ ପ୍ରେମିକ, ପରିବାର ଲୋକଙ୍କ ସାମ୍ନାରେ ଧରାପଡିଗଲେ, ଆଉ ତା’ପରେ…
ଭାଲେଣ୍ଟାଇନ ସପ୍ତାହ ଚାଲିଛି । ଏହି ଦିନରେ ପ୍ରେମିକା ପ୍ରେମିକମାନେ ପରସ୍ପରକୁ ନିଜର ପ୍ରେମ ବ୍ୟକ୍ତ କରନ୍ତି ଏବଂ ଉପହାର ଦିଅନ୍ତି । ତେବେ ପ୍ରେମ ଦିବସ ଚାଲିଥିବା ବେଳେ ଯୁବକଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯୁବକ...
ଗାଡ଼ି ଚଳାଉଛନ୍ତି ୯୫ ବର୍ଷୀୟା
କୋହିମା: ଶିଖିବାର କୌଣସି ବୟସ ନ ଥାଏ। ଏହି ଅର୍ଥକୁ ସାର୍ଥକ କରୁଥିବା ଏକ ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଜଣେ ୯୫ ବର୍ଷ ବୟସ୍କା ବୃଦ୍ଧା ଏକ କାର ଚଳାଉଥିବା ନଜର ଆସୁଛନ୍ତି।...
ଭାବି ଶାଶୁଙ୍କ ଲାଗି ପ୍ରେମିକାଙ୍କ ପାଖକୁ ଏମିତି ମେସେଜ୍ ଦେଲେ ଜ୍ୱାଇଁ , ପଢ଼ିଲେ…
ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛିନା କିଛି ଚାଟ୍ ଭାଇରାଲ ହେଉଛି। ସେଥିରୁ କେତେକ ଚାଟ୍ ବେଳେ ବେଳେ ଆଶ୍ଚର୍ଯ୍ୟ କରିଦେବା ସହ କେତେକ ବହୁତ ହସାଇଥାଏ। ବର୍ତ୍ତମାନ ଭାଇରାଲ ହେଉଥିବା ହ୍ବାଟ୍ସ ଆପ୍ ଚାଟ୍କୁ ଦେଖି ଯେ କେହି...
ଡାକ୍ତର କପଲଙ୍କ ପ୍ରି-ଓ୍ବେଡିଂ ଫଟୋଶୁଟ୍ କରିବା ପଡ଼ିଲା ମହଙ୍ଗା, ଚାକିରିରୁ ହେଲେ ବିଦା, ଜାଣନ୍ତୁ ପ୍ରକୃତ ଘଟଣା
ଲୋକଙ୍କ ଜୀବନରେ ବିବାହ ଏକ ବିଶେଷ ଦିନ। ଲୋକମାନେ ସେମାନଙ୍କର ବିବାହକୁ ସ୍ମରଣୀୟ କରିବା ପାଇଁ ଅନେକ କିଛି ଆପଣାଉଛନ୍ତି। ଆଜିକାଲି ବିବାହିତ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ଏକ ନୂଆ କ୍ରେଜ ଦେଖାଯାଉଛି। ଯାହା ହେଉଛି ବିବାହ ପୂର୍ବରୁ...
ପ୍ରେମିକାଙ୍କୁ କ୍ୟାଡ୍ବେରୀ ଡେରି ମିଲ୍କ ଦେଉଥିଲେ ଜାଣନ୍ତୁ….
କ୍ୟାଡ୍ବେରୀ ଡେରି ମିଲ୍କ ଖାଉଥିଲେ ସାବଧାନ । ଭାଲେଣ୍ଟାଇନ୍ସ ସପ୍ତାହ ଚାଲିଥିବା ବେଳେ ନିକଟରେ ଚକୋଲେଟ୍ ଡେ ଫେବୃଆରୀ ୯ ତାରିଖରେ ଶେଷ ହୋଇଛି। ତେବେ ଏହି ଦିନରେ ଅନେକ ପ୍ରେମୀଯୁଗଳ ତାଙ୍କ ପ୍ରେମିକା ପ୍ରେମିକଙ୍କୁ ଚକୋଲେଟ୍ ଦେଇଥିବେ। ଏହା...
ଜନ୍ମଦିନରେ ଯୁବକଙ୍କୁ ମିଳିଲା ଏଭଳି ଉପହାର, ଭିଡିଓ ଦେଖିଲେ ହସି ହସି ଗଡିଯିବେ…
ସୋସିଆଲ ମିଡିଆରେ ପ୍ରତିଦିନ ବିଭିନ୍ନ ପ୍ରକାରର ଭିଡିଓ ଦେଖିବାକୁ ମିଳେ। କିନ୍ତୁ ଅନେକ ଥର ଇଣ୍ଟରନେଟରେ ଏଭଳି ଭିଡିଓ ସାମ୍ନାକୁ ଆସେ, ଯାହାକୁ ଦେଖି ଆପଣ ଆଶ୍ଚର୍ଯ୍ୟ ହୋଇଯାଆନ୍ତି। ଏହି ସମୟରେ ସୋସିଆଲ ମିଡିଆରେ ଏଭଳି ଏକ ଭିଡିଓ ଭାଇରାଲ...
ରିକ୍ସା ଚାଳକଙ୍କ ଇଂରାଜୀ ଶୁଣି ବିଦେଶୀ ପର୍ଯ୍ୟଟକ ଆଶ୍ଚର୍ଯ୍ୟ: ଭାଇରାଲ୍ ହେଉଛି ଭିଡିଓ
ନିକଟରେ ସୋସିଆଲ ମିଡିଆରେ ଜଣେ ରିକ୍ସା ଚାଳକଙ୍କ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏଥିରେ ସେ ଇଂରାଜୀରେ ବିଦେଶୀ ପର୍ଯ୍ୟଟକଙ୍କ ସହ କଥାବାର୍ତ୍ତା ହେଉଥିବା ଦେଖିବାକୁ ମିଳିଛି। ଭାଇରାଲ ଭିଡିଓରେ ରିକ୍ସା ଚାଳକ ପର୍ଯ୍ୟଟକଙ୍କୁ ଜାମା ମସଜିଦ ପରିଦର୍ଶନ କରିବାକୁ...
‘ଆ କେ ତେରି ବାହୋମେଁ’…
ଭୁବନେଶ୍ୱର, ୧୨।୨(ବନ୍ଦନା ସେଠୀ):‘ଆ କେ ତେରି ବାହୋମେଁ, ହର୍ ଶାମ୍ ଲଗେ ସିନ୍ଦୁରୀ’…। ଏହା କେବଳ ଏକ ଚଳଚ୍ଚିତ୍ରର ସଙ୍ଗୀତ ନୁହେଁ, ବରଂ ଜଣେ ପ୍ରେମିକାର ମନ କଥା। ବାସ୍ତବରେ ପ୍ରେମିକର ବାହୁରେ ନିଜକୁ ହଜାଇ ପ୍ରେମିକାଟିଏ ସବୁବେଳେ ନିଜକୁ...
ହାରିବାନି ହରାଇବା
ଅପସ୍ମାର ଭଳି ସମସ୍ୟା କ୍ଷେତ୍ରରେ ସଚେତନତାକୁ ଗୁରୁତ୍ୱପୂର୍ଣ୍ଣ ବୋଲି ଚିକିତ୍ସକମାନେ ମତପୋଷଣ କରିଥାନ୍ତି। ଏହାକୁ ଦୃଷ୍ଟିରେ ରଖି ଫେବୃୟାରୀ ମାସର ଦ୍ୱିତୀୟ ସୋମବାରକୁ ଅନ୍ତର୍ଜାତୀୟ ଅପସ୍ମାର ଦିବସ ଭାବେ ପାଳନ କରାଯାଇଥାଏ। ଚଳିତ ବର୍ଷ ଏହା ଫେବୃଆରୀ ୧୨ ତାରିଖରେ...
ଜୈବ ବିବର୍ତ୍ତନବାଦ
ବୈଜ୍ଞାନିକ ଚାଲର୍ସ ରବୋର୍ଟ ଡାର୍ଓ୍ବିନ ପୃଥିବୀକୁ ପ୍ରଦାନ କରିଥିବା ଅବଦାନ ସବୁବେଳେ ସ୍ମରଣୀୟ ହୋଇ ରହିବ। ତାଙ୍କର ଜୀବତତ୍ତ୍ୱର ଉତ୍ପତ୍ତି ମତବାଦ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପ୍ରଦାନ କରିଥାଏ। ଜୈବ ବିବର୍ତ୍ତନ ତତ୍ତ୍ୱ ମାନବ ପ୍ରଜାତିର ଉତ୍ପତ୍ତି ଉପରେ ବହୁ...
ଜାଣନ୍ତି ପ୍ରେମୀଯୁଗଳ କାହିଁକି ପାଳନ କରନ୍ତି ହଗ୍ ଡେ’
ଯଦିଓ ପ୍ରେମ ପାଇଁ ନିର୍ଦ୍ଦିଷ୍ଟ ଦିନ,ବାର, ତିଥି ନାହିଁ ତଥାପି ପ୍ରେମୀଯୁଗଳଙ୍କ ପାଇଁ ବର୍ତ୍ତମାନ ଚାଲିଛି ପ୍ରେମ ଋତୁ। ଫେବୃୟାରୀ ୭ରୁ ଏହା ଆରମ୍ଭ ହୋଇଥିବା ବେଳେ ଭାଲେଣ୍ଟାଇନ ଡେ’ ଅର୍ଥାତ୍ ୧୪ ତାରିଖରେ ଶେଷ ହେବ। ଭାଲେଣ୍ଟାଇନ୍ ସପ୍ତାହର...
Archives


