କାହା ନାମରେ କେତେ ଜମି ଅଛି ଏମିତି ଅନଲାଇନ ମାଧ୍ୟମରେ ଜାଣି ପାରିବେ
ନୂଆଦିଲ୍ଲୀ: ଯେତେବେଳେ ଆପଣ କୌଣସି ସମ୍ପତ୍ତିରେ ବିନିଯୋଗ କରନ୍ତି, ଏହା ନକଲି କି ନୁହେଁ ତାହା ଜାଣିବା ପାଇଁ ଅନେକ ଦିନ ପାଇଁ ଅନୁସନ୍ଧାନ କରାଯାଏ। ବିଶେଷକରି ଜମି ପ୍ରସଙ୍ଗରେ ଏହା ଦେଖିବାକୁ ମିଳିଥାଏ, ଯେତେବେଳେ ସମାନ ଜମି ଅନେକ...
ମୃତବ୍ୟକ୍ତିଙ୍କ ଭସ୍ମକୁ ଗଙ୍ଗାରେ କାହିଁକି ଭସାଇ ଦିଆଯାଏ? ବୈଜ୍ଞାନିକ କାରଣ ଜାଣିଲେ ହୋଇଯିବେ ତାଜୁବ
ହିନ୍ଦୁ ଧର୍ମରେ ଯଦି କୌଣସି ବ୍ୟକ୍ତିଙ୍କ ମୃତ୍ୟୁ ହୋଇଯାଏ ତେବେ ତାଙ୍କ ମୃତଦେହକୁ ପୋଡ଼ି ଅନ୍ତିମ ସଂସ୍କାର କରାଯାଏ। ଅନ୍ତିମ ସଂସ୍କାରର ୪ଦିନ ପରେ ମୃତଶରୀରର ଭସ୍ମକୁ ପବିତ୍ର ଗଙ୍ଗା କିମ୍ବା ନଦୀ ଜଳରେ ପ୍ରବାହିତ କରାଯାଏ। ତେବେ ଏପରି...
କପାଳରେ କଲେ QR କୋଡ୍ ଟାଟୁ, କାରଣ ଜାଣିଲେ ହୋଇଯିବେ ତାଜୁବ
ଆଜିକାଲି ସବୁଠି ସୋସିଆଲ ମିଡିଆ ଫୋବିଆ । ଯାହାକୁ ଦେଖ କିଛିି ନା କିଛି କରି ଭାଇରାଲ ହେଉଛନ୍ତି। ଅନେକ ଲୋକ ଅଜବ ଜିନିଷ କରି ଟ୍ରୋଲ ବି ହେଉଛନ୍ତି । ନିକଟରେ ଏମିତି ଏକ ଭିଡିଓ ଭାଇରାଲ ହୋଇଛି...
ଲିପ୍ ଇୟରକୁ ନେଇ ଗୁଗ୍ଲ କଲା ସ୍ବତନ୍ତ୍ର ଡୁଡ୍ଲ
ଗୁଗ୍ଲର ଡୁଡ୍ଲରେ ଫେବୃଆରୀ ୨୮ ଏବଂ ମାର୍ଚ୍ଚ ୧ ତାରିଖ ସହିତ ଜଡ଼ିତ ଏକ ସେଟିଂ ମଧ୍ୟରେ ଲିପ୍ ଡେ’ ସେଟ ସହିତ ଏକ ବେଙ୍ଗର ଫଟୋ ପ୍ରକାଶ କରାଯାଇଛି। ଏହି ସେଟିଂକୁ ଏକ ପୋଖରୀର ବ୍ୟାକ୍ଗ୍ରାଉଣ୍ଡ୍ରେ ପଥର ଏବଂ...
ପ୍ରତି ୪ ବର୍ଷରେ ଫେବୃଆରୀ ୨୮ କାହିଁକି ହୁଏ ୨୯, ଜାଣନ୍ତୁ ଏହା ପଛର ରହସ୍ୟ
ପୂର୍ବ ହେଉ କି ପଶ୍ଚିମ, ଜ୍ୟୋତିର୍ବିଜ୍ଞାନୀମାନେ କ୍ୟାଲେଣ୍ଡରର ଉନ୍ନତି ପାଇଁ ସର୍ବଦା ଚେଷ୍ଟା କରନ୍ତି। ଭାରତର ହିନ୍ଦୁ ପାଞ୍ଜି କିମ୍ବା କ୍ୟାଲେଣ୍ଡରରେ ଏହା ଦାବି କରାଯାଇଛି ଯେ, ଏଥିରେ କୌଣସି ସଂସ୍କାରର ଆବଶ୍ୟକତା ନାହିଁ ଏବଂ ଆଗାମୀ ଅନେକ ହଜାର...
ବିଦେଶରେ ସଫଳତା ପାଇଲେ ସିକ୍ୟୁରିଟି ଗାର୍ଡଙ୍କ ଝିଅ
ନୂଆଦିଲ୍ଲୀ: ସ୍ନାତକ ଡିଗ୍ରୀ ହାସଲ କରିବା ସମସ୍ତଙ୍କ ଜୀବନରେ ଏକ ବିଶେଷ ମୁହୂର୍ତ୍ତ ହୋଇଥାଏ। ନିକଟରେ ଜଣେ ସିକ୍ୟୁରିଟି ଗାର୍ଡଙ୍କ ଝିଅ ବିଦେଶରେ ସ୍ନାତକ ଡିଗ୍ରୀ ହାସଲ କରିବା ପରେ ସାମାଜିକ ଗଣମାଧ୍ୟମ ଇନ୍ଷ୍ଟାଗ୍ରାମ୍ ମାଧ୍ୟମରେ ନିଜ ପିତାଙ୍କୁ ଧନ୍ୟବାଦ...
ଆଜି ବିରଳ ପରିଦୃଷ୍ଟ ରୋଗ ଦିବସ
ପ୍ରତିବର୍ଷ ଫେବୃଆରୀ ଶେଷ ଦିନ (ଚଳିତ ବର୍ଷ ଫେବୃଆରୀ ୨୯ ତାରିଖ)କୁ ‘ବିରଳ ପରିଦୃଷ୍ଟ ରୋଗ ଦିବସ’ ଭାବରେ ପାଳନ କରାଯାଇଥାଏ। ଅନେକ ରୋଗ ଅଛି, ଯାହା ଖୁବ୍ କମ୍ ସଂଖ୍ୟାରେ ପରିଲକ୍ଷିତ ହୋଇଥାଏ। ଚଳିତ ବର୍ଷ ଏହି ଦିବସର...
ହୃଦୟ ଜିତିଲେ ଅମ୍ବାନୀ ପରିବାରର ଭାବି ବୋହୂ
ଜାମନଗର,୨୮।୨: ରିଲାଏନ୍ସ ମୁଖ୍ୟ ମୁକେଶ ଅମ୍ବାନୀ ଏବଂ ନୀତା ଅମ୍ବାନୀଙ୍କ ସାନପୁଅ ଅନନ୍ତ ଅମ୍ବାନୀଙ୍କ ପ୍ରି-ଓ୍ବେଡିଂ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଗୁଜରାଟର ଜାମନଗରରେ ଅନ୍ନ ସେବା କାର୍ଯ୍ୟକ୍ରମରେ ରାଧିକା ମର୍ଚାଣ୍ଟ ଏବଂ ଅନନ୍ତ ଅଂଶଗ୍ରହଣ କରିଥିଲେ। ଉଭୟ ଖାଦ୍ୟ ପରିବେଷଣ...
ଘରେ ପଶି କୁକୁର ଶିକାର କଲା ଚିତାବାଘ, କ୍ୟାମେରାରେ କଏଦ ହେଲା ଲୋମହର୍ଷଣକାରୀ ଦୃଶ୍ୟ, ଦେଖନ୍ତୁ…
ଜଙ୍ଗଲର ଘାତକ ଶିକାରୀଙ୍କ ମଧ୍ୟରୁ ଚିତାବାଘ ଅନ୍ୟତମ। ଏହା ଥରେ ଶିକାର ଉପରେ ଆଖି ପକାଇଲେ ତାର ବଞ୍ଚିବା ଏକପ୍ରକାର ଅସମ୍ଭବ। ହେଲେ ଜଙ୍ଗଲର ଏହି ଜନ୍ତୁକୁ ଜନବସତିରେ ଶିକାର କରୁଥିବା ଦେଖିଛନ୍ତି କି। ହୁଏତ ନା। କିଛି ଏଭଳି...
ପ୍ରେମରେ କିଭଳି ପଡ଼ନ୍ତି ଲୋକେ, ଲାଇଭ୍ କ୍ୟାମେରାରେ କଏଦ ହେଲା ଦୃଶ୍ୟ; ଦେଖନ୍ତୁ Video…
ପ୍ରେମରେ କିଭଳି ପଡ଼ନ୍ତି କେବେ ଦେଖିଛନ୍ତି କି, ହୁଏତ ନା। ସୋସିଆଲ ମିଡିଆରେ ଏଭଳି ଏକ ମଜାଦାର ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଏହାର ଉଦାହରଣ ଦେଖିବାକୁ ମିଳୁଛି। ଆପର ଭାବୁଥିବେ କିଭଳି। ତେବେ ତାହା ଭିଡିଓ ଦେଖିଲେ ଆପେଆପେ...
ମୋ ଗର୍ଲଫ୍ରେଣ୍ଡକୁ ଦେଖ…କହି ଏମିତି କାମ କଲେ ଅଙ୍କଲ୍: ସାଉଁଟୁଛନ୍ତି ପ୍ରଶଂସା
ପ୍ରେମ ପାଇଁ କୌଣସି ବୟସ ନାହିଁ। ଯଦି ଜୀବନ ଖୁସିରେ ବଞ୍ଚନ୍ତି, ତେବେ ଏହା ବହୁତ ସୁନ୍ଦର ହୋଇଯାଏ। ଏହି ଉକ୍ତିଟି ଜଣେ ବୃଦ୍ଧ ଦମ୍ପତିଙ୍କ ସହିତ ସମ୍ପୂର୍ଣ୍ଣ ଫିଟ ହୋଇଛି। ଏହି ବୃଦ୍ଧ ଦମ୍ପତି ଏକ ଚ୍ୟାଲେଞ୍ଜରେ ଭାଗ...
‘ସେ ଥିଲେ ଖୋଲା ଆକାଶର ପକ୍ଷୀ, ମୋ ପାଖରେ ଥିଲା ମାଇକ୍ରୋସଫ୍ଟ’, ଯେବେ ବିଲ୍ ଗେଟ୍ସଙ୍କ ଭାଙ୍ଗି ଯାଇଥିଲା ହୃଦୟ
୨୦୧୯ ସେପ୍ଟେମ୍ବରରେ ଏକ ଡକ୍ୟୁମେଣ୍ଟାରୀ ସିରିଜ ରିଲିଜ୍ ହୋଇଥିଲା। ଯାହାର ନାଁ ଥିଲା ‘Inside Bills Brain’ । ଏହି ୩ଟି ଏପିସୋଡର ଗୋଟିଏ ସିରିଜରେ ଡକ୍ୟୁମେଣ୍ଟାରୀର ନିର୍ଦ୍ଦେଶନା ଦେଇଥିବା ଡେଭିସ Davis Guggenheim ଓ Bill Gates୍ସ ଏକାଠି...
Archives


