ଫୁରସତ

ଗ୍ରୀସ୍‌ରେ ଭିଡିଓଗେମ୍‌ ଖେଳିଲେ ପଡିବ ଜୋରିମାନା

ଆଜିକାଲି ପିଲାଙ୍କ ପାଇଁ ଭିଡିଓଗେମ୍‌ ପାଲଟିଛି ସାଥୀ। ଘଣ୍ଟା ଘଣ୍ଟା ସେମାନେ ଏଇଥିରେ ବିତାଉଛନ୍ତି। କେବଳ ପିଲା ନୁହନ୍ତି ବଡ଼ମାନେ ବି ଏହାର ମାୟାରେ ପଡି ଯାଉଛନ୍ତି। ହେଲେ ଜାଣନ୍ତି କି ଏମିତି ଏକ ସ୍ଥାନ ଅଛି, ଯେଉଁଠି ଭିଡିଓ ଗେମ୍‌…

ଏଇ ବ୍ୟାକ୍‌ପ୍ୟାକ୍‌ରେ ରହିଯିବେ ମଣିଷ

ସ୍କୁଲ, କଲେଜ ହେଉକି ଅଫିସ୍‌ କି ଆଉଟିଂ ଏବେ ସବୁବେଳେ ଆବଶ୍ୟକ ପଡୁଛି ବ୍ୟାକ୍‌ପ୍ୟାକ୍‌। ନେବାକୁ ସୁବିଧା ହେଉଥିବାରୁ ଏହା ସମସ୍ତଙ୍କର ପ୍ରିୟ। ତେବେ ଜାପାନର ଡିଜାଇନ୍‌ ଷ୍ଟୁଡିଓ ସିଡବ୍ଲ୍ୟୁଏଫ୍‌ ତିଆରି କରିଛି ଏମିତି ଏକ ବ୍ୟାକ୍‌ପ୍ୟାକ୍‌ ଯାହାକୁ କ୍ୟାରି କରିବା…

ଉପହାର କାଟିଲା ସମ୍ପର୍କ

ବାହାଘରରେ ଅତିଥି ତଥା ସମ୍ପର୍କୀୟମାନଙ୍କୁ ନିମନ୍ତ୍ରଣ କରାଯାଏ ସମ୍ପର୍କକୁ ଆଗକୁ ବଢ଼େଇବା ପାଇଁ। ସେମାନେ ବି ଖାଲି ହାତରେ ଆସି ନ ଥାନ୍ତି। କିଛି ନା କିଛି ଉପହାର ଆଣି ଆସନ୍ତି। ଆଉ ତାହାକୁ ଦେଇ ସେମାନେ ବରକନ୍ୟାଙ୍କ ଆଗାମୀ ଭବିଷ୍ୟତର…

ଡ୍ରୋନ୍‌ ଲାଗିଥିବା ଛତା: ମୁଣ୍ଡ ଯୁଆଡ଼େ ଛତା ଯିବ ସିଆଡ଼େ

ଖରା, ବର୍ଷାର ଭରସା ଛତା। ହେଲେ ବେଶି ସମୟ ଏହାକୁ ଧରିଲେ ହାତ କାଟିଥାଏ। ଏବେ ଏହି ସମସ୍ୟା ଆଉ ରହିବନି। କାରଣ ଆସିଯାଇଛି ଏମିତି ଏକ ଛତା ଯାହାକୁ ଧରିବାକୁ ପଡ଼ିବ ନାହିଁ। ଆଉ ଆପଣଙ୍କ ମୁଣ୍ଡ ଯେଉଁଠି ରହିବ…

ଡେଣା ଥିବା ପୋଷାକ ପିନ୍ଧି ଚର୍ଚ୍ଚାରେ ଡ୍ରିଜାନା ଲିତକେ

ମଣିଷ ସବୁବେଳେ କଳ୍ପନା ଦୁନିଆରେ ହଜିଯିବାକୁ ଭଲପାଏ। ସେଇଥିପାଇଁ ତ ସୁପରମ୍ୟାନ୍‌, ସ୍ପାଇଡରମ୍ୟାନ୍‌ ଭଳି ସୁପର୍‌ ପାଓ୍ବାର ଥିବା ଚରିତ୍ର ସବୁବେଳେ ମଣିଷକୁ ଆକୃଷ୍ଟ କରିଆସିଛି। ତେଣୁ ଆଜିକାଲି କସ୍‌ପ୍ଲେ ବା କଷ୍ଟୁମ୍‌ ପ୍ଲେ ପାର୍ଟି ଲୋକପ୍ରିୟ ହେବାକୁ ଲାଗିଛି। ଯେଉଁଥିରେକି…

ପ୍ରଥମ ରୋଜଗାର; ଦରମା ଟଙ୍କା ବୋଉ ହାତରେ ଦେଇଥିଲି: ବାଳମୁକୁନ୍ଦ ଦାସ

ଶିକ୍ଷକ, ଲେଖକ ତଥା ସାମାଜିକ କର୍ମୀ ବାଳମୁକୁନ୍ଦ ଦାସ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି- ଖୋର୍ଦ୍ଧା ଜିଲା ବାଣପୁର ନିକଟସ୍ଥ ଭୀମପୁର ଗାଁରେ ମୋର ଜନ୍ମ। ଚାକିରି କ୍ଷେତ୍ରରେ ବାପାଙ୍କର ବିଭିନ୍ନ ସ୍ଥାନକୁ ବଦଳି ହେଉଥିବାରୁ ମୋର ପାଠପଢ଼ା…

ଅନନ୍ୟା ନନ୍ଦିନୀ: ରାଜନୀତି ଓ ସାହିତ୍ୟର ଯୁଗଳବନ୍ଦୀ; ଆଗାମୀ ପିଢ଼ି ପାଇଁ ଆଦର୍ଶ

ଜନ୍ମ ଆଉ ମରଣ ଭିତରେ ଥିବା ବ୍ୟବଧାନକୁ ଯଦି ଜୀବନ କୁହାଯାଏ, ତେବେ ସବୁ ଜୀବନ ସମାନ ନୁହେଁ। ଆପଣା ପାଇଁ ବଞ୍ଚିରୁହନ୍ତି ସାଧାରଣ ମଣିଷ। ମାତ୍ର ସମାଜ, ଦେଶ ଓ ଜାତି ପାଇଁ ବଞ୍ଚିଥାନ୍ତି ମହାମାନବ। ତାଙ୍କ କର୍ମ ହିଁ…

ଝିଅମାନେ ପ୍ରେମରେ ପଡିଲେ କେମିତି ଜାଣିବେ

ଟିନ୍‌ଏଜ୍‌ ବା ଯୁବ ବୟସରେ ସାଧାରଣତଃ ପୁଅ ଝିଅମାନେ ପ୍ରେମ କରି ବସିଥାଆନ୍ତି। ହେଲେ ପ୍ରେମ ମାମଲାରେ ପୁଅଟି ପ୍ରଥମେ କେମିତି ଝିଅଟିକୁ ପ୍ରପୋଜ୍‌ କରିବେ ତାକୁ ନେଇ ପଡିଯାଇଥାଆନ୍ତି ଅଡୁଆରେ। ଅନ୍ୟପଟେ ଝିଅଟି ପ୍ରେମ କରୁଥିଲେ ମଧ୍ୟ ଏହା ଖୋଲାଖୋଲି…

ଏହି ମନ୍ଦିରରେ ଗୋଟିଏ ଲେମ୍ବୁର ଦାମ ହଜାର ହଜାର ଟଙ୍କା….

ଭାରତରେ ବିଭିନ୍ନ ମନ୍ଦିରରେ ଭିନ୍ନ ଭିନ୍ନ ରହସ୍ୟ ରହିଛି। ତାମିଲନାଡୁ ଭିଲ୍ଲୁପୁରମ୍‌ ଜିଲାରେ ରହିଛି ଏକ ମନ୍ଦିର। ଏଠାରେ ଗୋଟିଏ ଲେମ୍ବୁ ହଜାର ହଜାର ଟଙ୍କାରେ ବିକ୍ରି ହୋଇଥାଏ। ସ୍ଥାନୀୟ ତିରୁଭାନିନାଲରଠାରେ ଥିବା ବାଲାଥାଣ୍ଡାଉଥ୍ୟୁପାନି ମନ୍ଦିରରେ ମୁର୍ଗା ଦେବଙ୍କୁ ପୂଜା କରାଯାଇଥାଏ।…

ପ୍ରେମିକାଙ୍କୁ ଏମିତି ଗିଫ୍ଟ ଦେଲେ ଯୁବକ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ପ୍ରେମିକା ନିକଟରେ ପ୍ରେମ ପ୍ରକାଶ କରିବା ପାଇଁ କିଏ କେତେ କ’ଣ ତରିକା ଆପଣାଉଛନ୍ତି। ଜଣେ ଯୁବକ ତାଙ୍କ ପ୍ରେମିକାଙ୍କ ମନ ଜିଣିବା ପାଇଁ ଏମିତି ଉପହାର ଦେଇଛନ୍ତି ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। ଆପଣ ଭାବୁଥିବେ ଚକୋଲେଟ୍‌, ଦାମୀ ଗହଣା, ଡ୍ରେସ୍‌,…

ମଣିଷ ମୁହଁପରି ଦେଖାଯାଉଥିବା ପର୍ସ

ବର୍ତ୍ତମାନର ଅତ୍ୟାଧୁନିକ ଯୁଗରେ ସବୁବେଳେ ନୂଆ ଜିନିଷ ବିକଷିତ ହେଉଛି। ବଜାରକୁ ଆସୁଥିବା କିଛି ନୂଆ ଜିନିଷ ଭଲ ଆଗୁଥିବା ବେଳେ ଆଉ କିଛି ଅଜବ ପ୍ରକାରର ଲାଗିଥାଏ। ଏମିତି ଏବେ ଏକ ପର୍ସ ସମ୍ମୁଖକୁ ଆସିଛି ଯାହାକୁ ଦେଖିବା ପରେ…

ହାତୀ ଜାଣିପାରେ କମ୍‌ ବେଶୀର ତଫାତ

କୁକୁରର ଘ୍ରାଣ ଶକ୍ତି ବା ଶୁଙ୍ଘିବା ଶକ୍ତି ଅଧିକ ବୋଲି ଆମେ ଜାଣିଛେ। କିନ୍ତୁ ହାତୀମାନଙ୍କର ଶୁଙ୍ଘିବା ଶକ୍ତି ପ୍ରଖର ବୋଲି ଜାଣିଛନ୍ତି କି? ହାତୀ ଶୁଣ୍ଢରେ ଶୁଙ୍ଘି ଜାଣି ଦେଇଥାଏ କମ୍‌ ବେଶୀର ତଫାତ୍‌। ଆମେରିକାର ଗବେଷକ ୧୬ରୁ ୪୫…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?