ଫୁରସତ

ଲୋକଙ୍କୁ ସ୍ବଚ୍ଛ ପାଣି ଯୋଗାଉଛନ୍ତି ଦୁଇ ଭଉଣୀ : ୧୭୦ଟି ଜଳ ପ୍ରକଳ୍ପ ପାଇଁ ଦାନ କରିଛନ୍ତି ୧୦ କୋଟି ଟଙ୍କା

ଆପଣ ଯଦି କିଛି ଭଲ କରିବାକୁ  ଚାହୁଁଥାନ୍ତି ତେବେ ବୟସର କୌଣସି ଆବଶ୍ୟକତା ପଡ଼ି ନ ଥାଏ। କେବଳ ଅଦମ୍ୟ ଇଚ୍ଛାଶକ୍ତି ଆଗକୁ ବଢ଼ିବାର ପ୍ରେରଣା ଯୋଗାଇ ଥାଏ। ଏମିତି କିଛି କରି ଦେଖାଇଛନ୍ତି ଆମେରିକାର ଟେକ୍ସାସରେ ରହୁଥିବା ଦୁଇ ଭଉଣୀ।…

ଯେଉଁଠି ବିବାହରେ ବର ଘରକୁ ଆସନ୍ତି କନ୍ୟାଯାତ୍ରୀ…

ଭାରତର ବିଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ ପରମ୍ପରା ପାଳିତ ହୋଇଥାଏ। ସାଧାରଣତଃ ବିବାହରେ କନ୍ୟାଘରକୁ ବରଯାତ୍ରୀ ଆସିଥାନ୍ତି। ତେବେ ଛତିଶଗଡ଼, ଝାଡ଼ଖଣ୍ଡ, ଓଡ଼ିଶା, ମଧ୍ୟପ୍ରଦେଶ ଆଦି କେତେକ ଜନଜାତି ସମ୍ପ୍ରଦାୟରେ ବରଘର ପକ୍ଷରୁ ବିବାହର ଏକ ସପ୍ତାହ ପୂର୍ବରୁ କନ୍ୟାକୁ ଘରକୁ…

ଟିସୁ ପେପରରେ ବାହାଘର ପୋଷାକ ତିଆରି କରି ରେକର୍ଡ କଲେ ମହିଳା

କାରି କରଲୋଟୋ ନାମକ ନ୍ୟୁୟର୍କର ଜଣେ ମହିଳା ଟଏଲେଟରେ ବ୍ୟବହାର କରାଯାଉଥିବା ଟିସୁ ପେପର ବ୍ୟବହାର କରି ଏକ ବିବାହ ପୋଷାକ ତିଆରି କରି ଆସିଛନ୍ତି ଚର୍ଚ୍ଚାକୁ। କେବଳ ସେତିକି ନୁହେଁ ନ୍ୟୁୟର୍କ ଆୟୋଜିତ ଏକ ଫ୍ୟାଶନ କମ୍ପିଟିଶନରେ ଯୋଗ ଦେଇ…

ବାଘ କାହିଁକି ହରିଣକୁ ସହଜରେ ଶିକାର କରିନିଏ ଜାଣନ୍ତି କି?

ବାଘର ଶିକାର ହେଉଛି ହରିଣ। ହରିଣଙ୍କୁ ବାଘ ଖୁବ୍‌ ସହଜରେ ଶିକାର କରିନିଏ। ଏହାର କାରଣ ଜାଣିଛନ୍ତି କି? ଆସନ୍ତୁ ଜାଣିବା…. ଇଂଲଣ୍ଡର ବୈଜ୍ଞାନିକ ଡ. ଫେନେଲଙ୍କ ଅନୁସାରେ ହରିଣ କେବଳ ନୀଳ ଏବଂ ସବୁଜ ରଙ୍ଗକୁ ଚିହ୍ନିପାରେ। ତେଣୁ ଏହାର…

ଏହି ମନ୍ଦିରରେ ଦେବୀ ରୂପରେ ପୂଜାପାଆନ୍ତି ମାଛର ହାଡ: ପୂରା ଘଟଣା ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଭାରତରେ ଏପରି କିଛି ମନ୍ଦିର ଅଛି, ଯାହାର ସ୍ବତନ୍ତ୍ର ପରମ୍ପରା ରହିଛି। ଏହି ମନ୍ଦିରମାନଙ୍କୁ ନେଇ ଅନେକ କିମ୍ବଦନ୍ତୀ ମଧ୍ୟ ରହିଛି। ଆପଣ କ’ଣ ଏପରି ଏକ ମନ୍ଦିର ବିଷୟରେ ଶୁଣିଛନ୍ତି ଯେଉଁଠି ମାଛର ହାଡକୁ ପୂଜା କରାଯାଏ। ତେବେ ଏହା…

ବାଟଭୁଲା ପଥିକଙ୍କୁ ମୃତଦେହ ଦେଖାନ୍ତି ରାସ୍ତା…

ଦୁନିଆରେ ବାଟଭୁଲା ପଥିକଙ୍କୁ ଜୀବିତ ଲୋକ ବାଟ ବତାଇଥାନ୍ତି। ମାତ୍ର ଏଭରେଷ୍ଟ ଶୃଙ୍ଗ ଆରୋହଣ କରିବାକୁ ଯାଉଥିବା ପର୍ବତାରୋହୀଙ୍କୁ ବାଟ ଦେଖାଇଥାନ୍ତି ଏଠାରେ ଥିବା ୩ ଶହରୁ ଅଧିକ ମୃତ ଦେହ। ଏସବୁ ମୃତଦେହ ଏଭେରେଷ୍ଟ ଶୃଙ୍ଗ ଆରୋହଣ ସମୟରେ ମୃତ୍ୟୁ…

ଧର୍ମପୀଠକୁ କାହିଁକି ଯାତ୍ରା କରିବା

ଅଧିକ ଲୋକ ଧାର୍ମିକ ସ୍ଥାନକୁ ଯାତ୍ରା ପଛରେ ପାପରୁ ମୁକ୍ତି ଓ ଦାନ-ପୁଣ୍ୟ କରିବା ମୁଖ୍ୟ କାରଣ ବୋଲି ଭାବିଥାଆନ୍ତି। କିନ୍ତୁ ବାସ୍ତବରେ ଧାର୍ମିକ ସ୍ଥାନକୁ ଯାତ୍ରା କରିବା ଦ୍ବାରା ଅନେକ ଲାଭ ମିଳିଥାଏ। ଦେଖିବାକୁ ଗଲେ ଧାର୍ମିକ ସ୍ଥାନ କିମ୍ବା…

ଉଦ୍ଧବଙ୍କ ସୁପର୍‌ ଆଇଡିଆ

ଆସାମର ଉଦ୍ଧବ କୁମାର ଭରାଲି, ତାଙ୍କ ଭିତରେ ସୁପର୍‌ ଆଇଡିଆ ଭରପୂର୍‌ ହୋଇ ରହିଛି। ଯେଉଁଥିପାଇଁ ଅନେକ ତାଙ୍କୁ ଚଳନ୍ତା ପାୱାର୍‌ ହାଉସ୍‌ ବୋଲି ମଧ୍ୟ କହିଥାନ୍ତି। ନିଜର ଅଦ୍ଭୁତ ଉପାୟ ମାଧ୍ୟମରେ ସେ ବଡ଼ରୁ ବଡ଼ ସମସ୍ୟାର ସରଳ ସମାଧାନ…

ଏହି ଖମ୍ବକୁ ହାଲୁକା ଆଘାତ କଲେ ବାହାରେ ସଙ୍ଗୀତର ସାତ ଧ୍ୱନି

ହମ୍ପିର ଭଗବାନ ବିଷ୍ଣୁଙ୍କର ଅବତାର ଭିଠାଲ୍‌ଙ୍କ ବିଶାଳ ମନ୍ଦିର ଅଛି। ଏହି ମନ୍ଦିରରେ ୫୬ଟି ଖମ୍ବ ଅଛି ା ଯାହାକି ପୁରାତନ ଶିଳ୍ପକଳାର ଏକ ସୁନ୍ଦର ଉଦାହରଣ ଅଟେ। କୁହାଯାଏ ଯେ ଏହି ଖମ୍ବରେ ହାଲୁକା ଆଘାତ କଲେ ସଙ୍ଗୀତର ସାତ…

କେବେ ସ୍କୁଲର ମୁହଁ ଦେଖିନାହାନ୍ତି କିନ୍ତୁ ୩ଟି ବହି ଲେଖିଛନ୍ତି, ଜାଣନ୍ତୁ କିଏ ଏହି ବୃଦ୍ଧା

ଯେତେବେଳେ ଭାଗ୍ୟଦେବୀ ପ୍ରସନ୍ନ ହେବେ ସମସ୍ତ ଅସମ୍ଭବ ସମ୍ଭବ ହୋଇଯିବ। ଏମିତି କିଛି ଅସମ୍ଭବ ସମ୍ଭବ ହୋଇଛି ଶାରଦା ଦେବୀଙ୍କ କ୍ଷେତ୍ରରେ। ଯିଏ କି ଆଦୌ ସ୍କୁଲ ନ ଯାଇ ୩ଟି ବହି ଲେଖିଛନ୍ତି। ହିମାଚଳପ୍ରଦେଶର ଧର୍ମଶାଳା ଅଞ୍ଚଳର ସୁକଡ ଗାଁରେ…

ବିମାନରେ ଘଟିଲା ଯାତ୍ରୀଙ୍କ ମୃତ୍ୟୁ, ବ୍ୟବଚ୍ଛେଦ ରିପୋର୍ଟ ପରେ ଆଶ୍ଚର୍ଯ୍ୟ ହେଲେ ଡାକ୍ତର

କଲମ୍ବିଆରୁ ଜାପାନ ଯାଉଥିବା ଏକ ବିମାନରେ ଜଣେ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ଜାପାନରେ ବିମାନ ପହଞ୍ଚିବା ପରେ ଯେତେବେଳେ ଉକ୍ତ ଯାତ୍ରୀଙ୍କ ମୃତଦେହ ବ୍ୟବଚ୍ଛେଦ କରାଗଲା ଡାକ୍ତରମାନେ ଆଶ୍ଚର୍ଯ୍ୟ ହୋଇଗଲେ। କାରଣ ଡାକ୍ତରୀ ଦଳ ତାଙ୍କ ପେଟରୁ ୨୪୬ ପ୍ୟାକେଟ୍‌ ଅଫିମ…

ଯେଉଁଠି ୮୦ ବର୍ଷୀୟା ବୃଦ୍ଧା ଦେଖାଯାନ୍ତି ତରୁଣୀ

ସୁନ୍ଦର ଦେଖାଯିବା ପାଇଁ ସମସ୍ତଙ୍କ ଇଚ୍ଛା। ଅନ୍ୟପକ୍ଷରେ ସୌନ୍ଦର୍ଯ୍ୟ ମଧ୍ୟ ସମସ୍ତଙ୍କୁ ଆକୃଷ୍ଟ କରିଥାଏ। ମାତ୍ର ବୟସ ବଢ଼ିବା ସହିତ ଯୌବନ ଓ ସୌନ୍ଦର୍ଯ୍ୟ କ୍ରମେ ଫିକା ପଡ଼ିିଯାଏ। କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ପାକିସ୍ତାନରେ ଏପରି ଏକ ଜାଗା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri