ଫୁରସତ

ଶତାବ୍ଦୀ ପୁରୁଣା ବୁକ୍‌ଷ୍ଟୋର

ଟେକ୍ନୋଲୋଜିର ଅଗ୍ରଗତି ଫଳରେ ଆଜିକାଲି ସବୁକିଛି ଡିଜିଟାଲାଇଜ୍‌ ହୋଇଯାଇଛି। ଏମିତି କି ପାଠ୍ୟପୁସ୍ତକର ସ୍ଥାନ ନେଇଯାଇଛି ଇ-ବୁକ୍ସ୍‌। ଆଜିକାଲି ସ୍ମାର୍ଟ ଫୋନ୍‌ ଏବଂ ଟ୍ୟାବ୍‌ ମାଧ୍ୟମରେ ଲୋକମାନେ ହାତପାହାନ୍ତାରେ ସମସ୍ତ ପ୍ରକାର ବହି, ମାଗାଜିନ୍‌ ପଢିବାର ସୁଯୋଗ ପାଇପାରୁଥିବା ବେଳେ ଆଜି…

ରୁଷୀୟ ଭକ୍ତଙ୍କ ଭକ୍ତିର ନିଦର୍ଶନ: ବରଫରେ ତିଆରି କରିଛନ୍ତି ମହାପ୍ରଭୁ

ଜଗତର ନାଥ ହେଉଛନ୍ତି ଜଗନ୍ନାଥ। ସେ ସର୍ବପୂଜ୍ୟ। ସର୍ବମାନ୍ୟ। ସାରା ପୃଥିବୀରେ ତାଙ୍କର ଅସଂଖ୍ୟ ଭକ୍ତ। ନିକଟରେ ରୁଷୀୟାର କିଛି ଭକ୍ତ ତାଙ୍କ ଭକ୍ତିର ନିଦର୍ଶନ ଦେଇଛନ୍ତି। ଆଉ ସାଇବେରିଆର ଏକ ପାହାଡିଆ ଅଞ୍ଚଳରେ ତିଆରି କରିଛନ୍ତି ପ୍ରଭୁଶ୍ରୀ ଜଗନ୍ନାଥ, ବଳଭଦ୍ର…

ମମତାମୟୀ ଏଲିଜାବେଥ

ଚେଷ୍ଟାକରି କେହି କାହାକୁ ସ୍ନେହ କିମ୍ବା ମମତା ଦେଇପାରେନା। ତାହା ସ୍ବତଃପ୍ରବୃତ୍ତ ଭାବରେ ହୃଦୟରୁ ହିଁ ଝରିଥାଏ। ସେମିତି ଜଣେ ମହିଳା ହେଉଛନ୍ତି ଏଲିଜାବେଥ ଲୟର୍ଡ଼। ସେ ଅନ୍ୟମାନଙ୍କ ପାଇଁ ସ୍ନେହର ଭଣ୍ଡାର। ବିଶେଷକରି ଦେଶକୁ ସୀମାନ୍ତରେ ଅହରହ ଜଗି ରହିଥିବା…

କଳା ଓ ସ୍ଥାପତ୍ୟର ଅଦ୍ଭୁତ ମିଶ୍ରଣ

ନିଜ ସ୍ବପ୍ନର ଘରକୁ ସୁନ୍ଦରକରି ତୋଳିବାକୁ ସମସ୍ତେ ଚାହାନ୍ତି। ତେଣୁ ବିଭିନ୍ନ ସ୍ଥପତିଙ୍କ ସାହାଯ୍ୟ ବି ନିଅନ୍ତି। ତେବେ ଏମିତି ଜଣେ ସ୍ଥପତି ଅଛନ୍ତି, ଯେ ଘରକୁ ଏଭଳି ଲୁକ୍‌ ଦେଇପାରିବେ, ଯାହା ହୋଇଯିବ ଗୋଟେ ଗୋଟେ ସପ୍ତ ଆଶ୍ଚର୍ଯ୍ୟ ଭଳି।…

ସବୁଜିମାଭରା ଅଟୋ

ଗ୍ରାହକଙ୍କୁ ଯିଏ ଯେତେ ଆକୃଷ୍ଟ କରିପାରେ ତା’ର ବ୍ୟବସାୟ ସେତେ ବଢିଥାଏ। ସେଇଥିପାଇଁ ତ କିଏ କେତେପ୍ରକାର ଉପାୟ ଅବଲମ୍ବନ କରିଥାଆନ୍ତି ଗ୍ରାହକଙ୍କୁ ନିଜ ପାଖକୁ ଟାଣିବା ପାଇଁ। ମହାରାଷ୍ଟ୍ରର ପୁଣେରେ ଏକ ଅଟୋ ଡ୍ରାଇଭର୍‌ ତ ଏଭଳି ପନ୍ଥା ଆପଣେଇଛନ୍ତି…

କାଳିଆ ପାଇଁ ଲୋଡ଼ା ରାଉତପଡ଼ାର ପାଟ

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସେବାକୁ ନେଇ ସ୍ବତନ୍ତ୍ର ପ୍ରଥା, ପରମ୍ପରା ରହିଛି। ଏଥିପାଇଁ ସେବାକାର୍ଯ୍ୟରେ ନିଜକୁ ନିୟୋଜିତ କରିଥାନ୍ତି ସେବକ ଓ ଭକ୍ତଗଣ। ତେବେ ବିଭୁ କୃପାରେ ଆନନ୍ଦିତ ହେଉଥିବା ଭକ୍ତ ବର୍ଷର ଅନ୍ୟ ଦିନ ଅପେକ୍ଷା ରଥଯାତ୍ରା ପାଇଁ ଶ୍ରୀଜୀଉଙ୍କ ନିମନ୍ତେ…

ଓଡ଼ିଶା ବାହାରେ ଜଗନ୍ନାଥ ମନ୍ଦିର

ଜଗତର ନାଥ ଶ୍ରୀଜଗନ୍ନାଥ। ତାଙ୍କ ରୂପ ଯେମିତି ସୁନ୍ଦର, ମହିମା ବି ସେମିତି ବିଶ୍ୱବିଖ୍ୟାତ। ଖାସ୍‌ ସେଇଥିପାଇଁ ତ ତାଙ୍କ ଦର୍ଶନ ନିମନ୍ତେ ଦୂରଦୂରାନ୍ତରୁ ଭକ୍ତଗଣ ବଡ଼ଦେଉଳକୁ ଧାଇଁ ଆସନ୍ତି। ତାଙ୍କ ଦେଉଳ ଅର୍ଥାତ୍‌ ପୁରୀର ଜଗନ୍ନାଥ ମନ୍ଦିର କଥା କାହାକୁ…

ପ୍ରଥମ ରୋଜଗାର ଟଙ୍କା ବୋଉ ହାତରେ ଦେଇଥିଲି: ପ୍ରକୃତିବନ୍ଧୁ ରାଜକିଶୋର ପାଣିଗ୍ରାହୀ

ରାଜ୍ୟପାଳ ପୁରସ୍କୃତ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରକୃତିବନ୍ଧୁ ରାଜକିଶୋର ପାଣିଗ୍ରାହୀ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି… ଖୋର୍ଦ୍ଧା ଜିଲା ବେଗୁନିଆ ବ୍ଲକ ଅନ୍ତର୍ଗତ କଣ୍ଟାବାଡ଼ ଗାଁରେ ମୋର ଜନ୍ମ। ମୋତେ ଯେତେବେଳେ ମାତ୍ର ୬ ମାସ ହୋଇଥିଲା ବାପାଙ୍କର…

ବ୍ୟକ୍ତିତ୍ୱ: ଲର୍ଡ ଅଫ୍‌ ଦି ଫ୍ଲାଇଜ୍‌ର କାହାଣୀକାର ଓ୍ବିଲିଅମ୍‌ ଗୋଲ୍‌ଡିଂ

‘ଲର୍ଡ଼ ଅଫ୍‌ ଦି ଫ୍ଲାଇଜ୍‌’ ଉପନ୍ୟାସର କାହାଣୀ ଖୁବ୍‌ ସହଜ ଲାଗୁଥିଲେ ବି ଏହାର ମର୍ମରେ ଯେଉଁ କଥା ରହିଛି ତାହା ହେଉଛି ଏକ ବିଶ୍ୱ ସମସ୍ୟା। ଆମର ବିଶ୍ୱ ଏମିତି ଏକ ପର୍ଯ୍ୟାୟରେ ପହଞ୍ଚତ୍ଛି ଯେଉଁଠି କେହି ବି କାହାକୁ…

ଶ୍ରୀମନ୍ଦିରରେ ପ୍ରଚଳିତ ‘ମଣୋହି’ ବ୍ୟବସ୍ଥା: ଭକ୍ତ ଓ ଭଗବାନଙ୍କ ମଧ୍ୟରେ ଆପଣାପଣିଆର ପ୍ରତୀକ

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନୀତି କାନ୍ତି ଠାରୁ ଆରମ୍ଭ କରି ପ୍ରଚଳିତ ବିଧି-ବ୍ୟବସ୍ଥା ସବୁକିଛି ସ୍ବତନ୍ତ୍ର। ସେମିତି ଭକ୍ତି ଭାବନାରେ ମହାପ୍ରଭୁଙ୍କୁ ଭୋଗ ଅର୍ପଣ କରିବାକୁ କୁହାଯାଏ ‘ମଣୋହି’। ଏହିଭଳି ସାତପ୍ରକାର ମଣୋହି ବ୍ୟବସ୍ଥା ଶ୍ରୀମନ୍ଦିରରେ ପ୍ରଚଳିତ। ଯାହା ଭକ୍ତ ଓ ଭଗବାନଙ୍କ…

ଏହି ପେଟ୍ରୋଲ ପମ୍ପରେ ଡିଜେଲ, ପେଟ୍ରୋଲ ବ୍ୟତୀତ ମିଳିଥାଏ ଏସବୁ ସାମଗ୍ରୀ

ସାଧାରଣତଃ ପେଟ୍ରୋଲ ପମ୍ପରେ ଡିଜେଲ ଏବଂ ପେଟ୍ରୋଲ ମିଳିଥାଏ ବୋଲି ସମସ୍ତଙ୍କୁ ଜଣା। କିନ୍ତୁ ଏମିତି ଏକ ପେଟ୍ରୋଲ ପମ୍ପ ରହିଛି ଯେଉଁଠି ଡିଜେଲ, ପେଟ୍ରୋଲ ସହ ଅନ୍ୟାନ୍ୟ ସାମଗ୍ରୀ ମଧ୍ୟ ମିଳିଥାଏ। ଯାହା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।…

ଗାଁରେ ନାହିଁ ଗୋଟିଏ ବି ମୁସଲମାନ ପରିବାର ହେଲେ ହିନ୍ଦୁ କରୁଛନ୍ତି ମସ୍‌ଜିଦର ଦେଖାରଖା

ପଞ୍ଜାବ ଲୁଧିଆନାର ଜିଲା ମୁଖ୍ୟାଳୟଠାରୁ ପ୍ରାୟ ୪୫ କିଲୋମିଟର ଦୂରରେ ରହିଛି ହେଣ୍ଡୋ ବେଟ ଗାଁ। ଏଠାରେ ଥିବା ଏକ ମସ୍‌ଜିଦ ପରାଧିନ ଭାରତର ଗାଥା ବଖାଣିଥାଏ। କାରଣ ପୂର୍ବରୁ ଏଠାରେ ପାଖାପାଖି ୫୦ ଜଣ ମୁସଲମାନ ପରିବାର ରହୁଥିବା ବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?