ଫୁରସତ

ଟ୍ରାଫିକ୍‌ କନଷ୍ଟେବଳ କଲେ ଏମିତି କାମ ଲୋକେ କଲେ ସାଲ୍ୟୁଟ

ଲକ୍ଷ୍ନୌ, ୯।୭: ଉତ୍ତର ପ୍ରଦେଶର ଅଯୋଧ୍ୟା ଟ୍ରାଫିକ୍‌ରେ କାମ କରୁଥିବା ଜଣେ କନଷ୍ଟେବଳ ଏକ ଛୋଟ କାମ କରି ରାତାରାତି ସେଲିବ୍ରିଟି ପାଲଟିଯାଇଛନ୍ତି। ତାଙ୍କୁ ଏବେ ଚାରିଆଡୁ ପ୍ରଶଂସା ମିଳୁଛି। ଜଣେ ବୃଦ୍ଧ ଟ୍ରଲିରେ ପ୍ରବଳ ଜିନିଷପତ୍ର ଲଦିଥିବାରୁ ଟ୍ରାଫିକ୍‌ ପାର୍‌…

ବିବାହ ପରେ ବି ପ୍ରେମରେ ପଡିଥିଲେ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ

ବଲିଉଡ୍‌ ପ୍ରେମ କାହାଣୀ ଯେତିକି ରୋଚକପୂର୍ଣ୍ଣ ଭାରତୀୟ ରାଜନେତାଙ୍କ ପ୍ରେମ କାହାଣୀ ମଧ୍ୟ ସେତିକି ରୋମାଞ୍ଚକର। ଏଠି ଅଧିକାଂଶ ନେତା ପ୍ରେମରେ ପଡି ଆସିଛନ୍ତି ଚର୍ଚ୍ଚାକୁ। ସେମିତି ଜଣେ ରାଜନେତା ହେଉଛନ୍ତି ବର୍ତ୍ତମାନ ପଞ୍ଜାବର ମୁଖ୍ୟମନ୍ତ୍ରୀ ଥିବା କ୍ୟାପଟେନ୍‌ ଅମରିନ୍ଦର ସିଂ।…

ରାଷ୍ଟ୍ରପତି ଭବନଠାରୁ ମଧ୍ୟ ଅଧିକ ସୁରକ୍ଷା ଦିଆଯାଏ ଏହି ଭବନକୁ

ସବୁ ଦେଶର ସୁରକ୍ଷିତ ସ୍ଥାନ ବା ଭବନ କହିଲେ ବୁଝାଏ ରାଷ୍ଟ୍ରପତି ଭବନ। ଏଠାରେ ସର୍ବଦା କଡା ସୁରକ୍ଷା ବ୍ୟବସ୍ଥା କରାଯାଇଥାଏ। ହେଲେ ଏହଠାରୁ ମଧ୍ୟ ଅଧିକ ସୁରକ୍ଷା ପ୍ରଦାନ କରାଯାଏ ଆମେରିକାରେ ଥିବା ‘ଫୋର୍ଟ ନକ୍ସ’ ବିଲଡିଂକୁ। ସୁରକ୍ଷା ଲାଗି…

ଭଙ୍ଗା ଏରୋପ୍ଲେନ୍‌ରେ ରେଷ୍ଟୁରାଣ୍ଟ୍‌…

ପରିବର୍ତ୍ତିତ ସମୟ ସହିତ ଲୋକଙ୍କ ରୁଚିକୁ ଦୃଷ୍ଟିରେ ରଖି ଅନେକ କମ୍ପାନୀ ସେମାନଙ୍କର କାରବାର ବୃଦ୍ଧି ପାଇଁ ତଥା ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ଉପାୟ ଅବଲମ୍ବନ କରୁଛନ୍ତି। ଏହି ମର୍ମରେ ରାଜସ୍ଥାନ ବହରୋଡରେ ଏକ କମ୍ପାନୀ ନୂଆ ପ୍ରକାର…

ବିଶ୍ୱର ସେହି ୫ଟି ରହସ୍ୟ, ଯାହା ଏବେ ବି ଲୁକ୍କାୟିତ ହୋଇ ରହିଛି

ବିଶ୍ୱରେ ଏଭଳିି ଅଜବ ରହସ୍ୟ ରହିଛି ଯାହା ଆଜି ବି ଲୁକ୍କାୟିତ ହୋଇ ରହିଛି। ବୈଜ୍ଞାନିକମାନେ ଆଜିଯାଏ ଏହାର ଉତ୍ତର ପାଇପାରି ନାହାନ୍ତି। ଆସନ୍ତୁ ଜାଣିବା କିଛି ଏଭଳି ରହସ୍ୟ ବିଷୟରେ, ଯାହା ସମସ୍ତଙ୍କ ପାଇଁ ଏକ ପ୍ରହେଳିକା ହୋଇ ରହିଛି।…

ଯେଉଁଠି ସଦସ୍ୟଙ୍କ ମୃତ୍ୟୁରେ ଘର ଛାଡିଦିଅନ୍ତି ପରିବାର ଲୋକେ

ନିଜ ପ୍ରିୟଜନଙ୍କ ମୃତ୍ୟୁ ପରେ ସେମାନଙ୍କ ସ୍ମୃତିକୁ ସାଉଣ୍ଟିବାକୁ ଲୋକେ ଅନେକ ଉପାୟ ଆପଣାଇଥାନ୍ତି। କିନ୍ତୁ ଆମ ଦେଶରେ ଏଭଳି କିଛି ଜନଜାତି ଅଛନ୍ତି, ଯେଉଁମାନେ ନିଜ ପ୍ରିୟଜନଙ୍କ ମୃତ୍ୟୁ ପରେ ସେମାନଙ୍କ ସ୍ମୃତି ସାଉଣ୍ଟିବା ପରିବର୍ତ୍ତେ ଘରଦ୍ୱାର ଛାଡ଼ି ଅନ୍ୟତ୍ର…

କପିଲ ଦେବ ପିନ୍ଧିଲେ ଏମିତି ପ୍ୟାଣ୍ଟ୍‌, ଫ୍ୟାନ୍‌ କହିଲେ ରଣବୀରଙ୍କଠାରୁ ଦୂରେଇ ରୁହ

୧୯୮୩ରେ ହୋଇଥିବା କ୍ରିକେଟ ବିଶ୍ୱକପରେ ଭାରତର ଐତିହାସିକ ବିଜୟକୁ ନେଇ ଫିଲ୍ମ ‘୮୩’ ନିର୍ମାଣ କରାଯାଉଛି। ଏହି ଫିଲ୍ମରେ ବଲିଉଡ ଅଭିନେତା ରଣବୀର ସିଂହ କପିଲ ଦେବଙ୍କ ଭୂମିକାରେ ନଜର ଆସୁଛନ୍ତି। ଇତିମଧ୍ୟରେ ଫିଲ୍ମର ପ୍ରଥମ ପୋଷ୍ଟର ମଧ୍ୟ ରିଲିଜ୍‌ ହୋଇଯାଇଛି।…

ପ୍ରେମ ମାନେନା ବୟସ : ବୃଦ୍ଧାଶ୍ରମରେ ପ୍ରେମ, ପରେ ବିବାହ

ପ୍ରେମ କରିବାରେ କୌଣସି ବୟସ ଦେଖାଯାଏନି। କେତେବେଳେ କାହା ସହ ପ୍ରେମ ହୋଇଯିବ କହି ହୁଏନାହିଁ। ଏମିତି ଏକ ଉଦାହରଣ ସୃଷ୍ଟି କରିଛନ୍ତି ଆମେରିକାର ଓହିଆ ସହରରେ ରହୁଥିବା ଦୁଇଜଣ ବୃଦ୍ଧାବୃଦ୍ଧ। ଦୁଇଜଣଯାକ ଏକ ବୃଦ୍ଧାଶ୍ରମରେ ରହୁଥିବାବେଳେ ପ୍ରେମସମ୍ପର୍କ ଗଢ଼ିଉଠିଥିଲା। ୧୦୦…

ପରୀକ୍ଷାରେ ଅକୃତକାର୍ଯ୍ୟ ହେବାରୁ ଝିଅକୁ ବିବାହ କରିଦେବାକୁ ଚାହୁଁଥିଲେ ମାତାପିତା, ୟୁପିଏସସି ପରୀକ୍ଷାରେ ଝିଅ ହାସଲ କଲେ ୮୩ ର଼୍ୟାଙ୍କ୍‌

ବାରମ୍ବାର ୟୁପିଏସସି ପରୀକ୍ଷାରେ ଅକୃତକାର୍ଯ୍ୟ ହେଉଥିବା ଝିଅକୁ ବିବାହ କରିଦେବାକୁ ଚାହୁଁଥିଲେ ତାଙ୍କ ପରିବାର ଲୋକେ। ଏଥିପାଇଁ ତାଗିଦ୍‌ ମଧ୍ୟ କରିଥିଲେ, ଯଦି ଏଥର ପରୀକ୍ଷାରେ କୃତକାର୍ଯ୍ୟ ନ ହେବେ, ତେବେ ତାଙ୍କୁ ଭଲ ପାତ୍ର ବିବାହ କରିଦିଆଯିବ। ଏହାକୁ ଚ୍ୟାଲେଞ୍ଚ…

ଯେଉଁଠି ରାତିରେ ଟଏଲେଟ୍‌ ଯିବା ମନା

ଟଏଲେଟ୍‌ ଯିବା ଏଠାରେ ଏକ ଅପରାଧ। ସ୍ବିଜରଲାଣ୍ଡର ଏହି ଅଜବ ନିୟମ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରେ। ତେବେ ଏହା ସେଠାକାର ସ୍ବୀକୃତିପ୍ରାପ୍ତ ନିୟମ ବା ପରମ୍ପରା ହୋଇ ନ ଥିବା ବେଳେ ନିର୍ଦ୍ଦିଷ୍ଟ କେତେକ ଅଞ୍ଚଳରେ ଏହା ପ୍ରଚଳିତ ହୋଇଥାଏ। ରାତିରେ…

ଏହି ମନ୍ଦିର ଉପରେ ପ୍ରତି ୧୨ ବର୍ଷରେ ଥରେ ହୁଏ ବଜ୍ରପାତ…

ଭାରତରେ ଥିବା ବିଭିନ୍ନ ମନ୍ଦିରରେ ଭିନ୍ନ ଭିନ୍ନ ପରମ୍ପରା ପ୍ରଚଳିତ। ସେହିପରି କେତେକ ମନ୍ଦିରରେ ଥିବା ରହସ୍ୟ ଆଧୁନିକ ବିଜ୍ଞାନ ମଧ୍ୟ ସମାଧାନ କରିପାରି ନାହିଁ। ହିମାଚଳପ୍ରଦେଶ କୁଲ୍ଲୁଠାରୁ ପ୍ରାୟ ୧୮ କିଲୋମିଟର ଦୂରରେ ଏପରି ଏକ ରହସ୍ୟମୟ ଶିବ ମନ୍ଦିର…

ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଜୀବନ ବଞ୍ଚାଇବ ଏହି ବେଡ୍‌

ଦିନକୁ ଦିନ ପ୍ରାକୃତିକ ବିପର୍ଯ୍ୟୟ ମାଡ଼ିଆସୁଛି। ଏଥିରେ ବହୁ ଧନଜୀବନ ହାନି ମଧ୍ୟ ହେଉଛି। କିନ୍ତୁ ଏମିତି ଏକ ବେଡ୍‌ ନିର୍ମାଣ କରାଯାଇଛି ଯାହା ବିପର୍ଯ୍ୟୟ ସମୟରେ ଜୀବନ ବଞ୍ଚାଇ ଦେବ। ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ଆମେରିକାର ଓକ୍‌ଲାହୋମା ସହରସ୍ଥିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?