ଫୁରସତ

ଭକ୍ତର ଅନୁଭୂତି: ଭକ୍ତି ଭାବରେ ବନ୍ଧା କାଳିଆସାଆନ୍ତ, ଭାବକୁ ନିକଟ ସେ ଯେ ଅଭାବକୁ ଦୂର

ଶ୍ରୀଜଗନ୍ନାଥ ସଂସ୍କୃତି ସର୍ବଧର୍ମ ସମ୍ମନ୍ବୟର ପ୍ରତୀକ। ଭକ୍ତର ଭକ୍ତିଭାବରେ ବନ୍ଧା କାଳିଆସାଆନ୍ତ ହିଁ ଭକ୍ତର ଭଗବାନ । ତାଙ୍କ ପାଖରେ ନଥାଏ ଜାତିଧର୍ମର ଭେଦଭାବ। ସେ ଇଚ୍ଛାମୟ, କରୁଣାସାଗର କେବେ କାହାରିକୁ ନିରାଶ କରିନାହାନ୍ତି । ସେଥିପାଇଁ ତ ସେ ବଡ଼ଦେଉଳରୁ…

ସର୍ତ୍ତ ପୂରା କରିବାକୁ ଯାଇ ଘଟିଲା ମୃତ୍ୟୁ, ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଜଣେ ବ୍ୟକ୍ତି ଏମିତି ସର୍ତ୍ତ କରିଥିଲେ ଯେ ଏହାକୁ ଜିତିବା ପାଇଁ ଶେଷରେ ତାଙ୍କର ମୃତ୍ୟୁ ଘଟିଛି। ଜାଣିଲେ ଆଶ୍ଚର୍ଯ୍ୟ ହେବେ। ଅଷ୍ଟ୍ରେଲିଆର ବ୍ରିସବେନ୍‌ଠାରେ ଏକ ପାର୍ଟିରେ ୩୪ ବର୍ଷୀୟ ଡେବିଡ୍‌ ଡୁବେଲ ଖାଇବା ସର୍ତ୍ତ ପୂରା କରିବାକୁ ସଂଖ୍ୟାଧିକ ଝିଟିପିଟି…

ଏହି ଗାଁରେ କେହି କରନ୍ତି ନାହିଁ ନିଶାଦ୍ରବ୍ୟ ସେବନ

ହରିୟାଣାର ଶେଷ ମୁଣ୍ଡରେ ଅର୍ଥାତ୍‌ ରାଜସ୍ଥାନକୁ ଲାଗି ରହିଥିବା ଗାଁ ହେଉଛି ଟିକଲା। ଏହି ଗାଁରେ କେହି କେବେ କୌଣସି ନିଶା ଦ୍ରବ୍ୟ ସେବନ କରନ୍ତି ନାହିଁ ବୋଲି କୁହାଯାଏ। ଏହି ଗାଁର ଲୋକ ସଂଖ୍ୟା ପ୍ରାୟ ୧୫ ଶହ ହୋଇଥିବା…

ଯେଉଁଠି ମୃତ୍ୟୁରେ କାନ୍ଦିବା ପାଇଁ ଭଡ଼ାରେ ଆସନ୍ତି ଲୋକ…

ସାଧାରଣତଃ ଆତ୍ମୀୟ ସ୍ବଜନଙ୍କ ମୃତ୍ୟୁରେ ପ୍ରିୟପରିଜନ ଦୁଃଖରେ କାନ୍ଦିଥାନ୍ତି। ତେବେ ରାଜସ୍ଥାନର ରାଜପୁତ ସମ୍ପ୍ରଦାୟରେ କାହାର ମୃତ୍ୟୁ ହେଲେ କାନ୍ଦିବା ଲାଗି ଭଡ଼ାରେ ଲୋକ ଆସିଥାନ୍ତି। ସେମାନେ ଅତି ବିକଳ ହୋଇ ହାତଗୋଡ଼ ଛାଟି ଛାତିକୁ ବାଡ଼େଇ କାନ୍ଦିଥାନ୍ତି। ଏହା ଅତି…

ଫିସ୍‌ ପେଡିକ୍ୟୁୟୋର ପରେ କାଟିବାକୁ ପଡିଲା ଆଙ୍ଗୁଳି

ବେଳେ ବେଳେ ହାତ ଗୋଡ଼ ସୁନ୍ଦର ଦେଖିଯିବା ପାଇଁ ଅଧିକାଂଶ ମହିଳା ପେଡିକୁୟୋର ଓ ମେନିକ୍ୟୁୟୋରର ସାହାରା ନେଇଥାଆନ୍ତି। ଏବେକା ଫ୍ୟାଶନ୍‌ ପାଲଟିଛି ଫିସ୍‌ ପେଡିକ୍ୟୁୟୋର। ହେଲେ ଏହା ଯେ ପ୍ରାଣଘାତି ଏକଥା ଅନେକଙ୍କୁ ଜଣା ନ ଥିବ। କାରଣ ଅଷ୍ଟ୍ରେଲିୟାର…

ସର୍ବସାଧାରଣ ସ୍ଥାନରେ ଶାର୍ଟ ଖୋଲିଲେ ଦେବାକୁ ପଡ଼େ ଜରିମାନା

ଏମିତି ଏକ ଦେଶ ରହିଛି ଯେଉଁଠି ଦେହରୁ ଶାର୍ଟ ଖୋଲିଲେ ଜରିମାନା ଦେବାକୁ ପଡ଼ିଥାଏ। ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ଏମିତି ନିୟମ ଚାଇନାରେ ରହିଛି। ଚାଇନାର ଶୋନ୍‌ଡଙ୍ଗ୍‌ ପ୍ରାନ୍ତରେ ଏହି ନିୟମ ଲାଗୁ ହୋଇଛି। ଅଧିକାରୀଙ୍କ ମତରେ ଅସାମାଜିକ କାର୍ଯ୍ୟକଳାପ…

ଏମିତି ଦେଶ ଯେଉଁଠି ସମସ୍ତଙ୍କୁ ଜଣା ଅସ୍ତ୍ରଶସ୍ତ୍ର ଚାଳନା

ଇସ୍ରାଏଲ ବିଶ୍ୱ ମାନଚିତ୍ରରେ ଏକ ସ୍ବତନ୍ତ୍ର ସ୍ଥାନ ଭାବେ ପରିଚିତ। ବିଶ୍ୱ ରାଜନୀତି ଓ ଇତିହାସ ଦୃଷ୍ଟିରୁ ଏହାର ରହିଛି ବିଶେଷତା। ଏଠି ମହିଳାଠାରୁ ପୁରୁଷ ସମସ୍ତେ ଅସ୍ତ୍ରଶସ୍ତ୍ର ଚାଳନା ଶିକ୍ଷା ନେବା ବାଧ୍ୟତାମୂଳକ। ଏଠାରେ ୧୫ ବର୍ଷରୁ ପିଲାଙ୍କୁ ସେନା…

ସୋସିଆଲ୍‌ ମିଡିଆରେ ଚହଳ ସୃଷ୍ଟି କରିଛନ୍ତି ୩ବର୍ଷୀୟ ଶିଶୁ ରୋଷେୟା

ଶୀର୍ଷକ ପଢ଼ି ଆଶ୍ଚର୍ଯ୍ୟ ହେଉଥିବେ, ମାତ୍ର ଏହା ସତ। ଗତ କିଛି ଦିନ ହେବ ସୋସିଆଲ୍‌ ମିଡିଆରେ ୩ବର୍ଷୀୟ ଶିଶୁ ଚହଳ ସୃଷ୍ଟି କରିଛନ୍ତି। ଆମେରିକାର ରୋମନ୍‌ ବେଲ୍‌ଭିଲେ ପୁରା ଦୁନିଆକୁ ନିଜ ଅଦ୍ଭୁତ କାର୍‌ନାମା ଜରିଆରେ ଆଶ୍ଚର୍ଯ୍ୟଚକିତ କରିଦେଇଛନ୍ତି। ରୋମନ୍‌…

ପ୍ରତିଦିନ ୨୦୦ରୁ ଊର୍ଦ୍ଧ୍ୱ ଗରିବ ଲୋକଙ୍କୁ ମାଗଣାରେ ଚା’ ପିଆଉଛନ୍ତି ୯୪ ବର୍ଷୀୟ ବୃଦ୍ଧ

ଜୟପୁର: ରାଜସ୍ଥାନର ଜୟପୁର ସହରରେ ଗୁଲାବ ଜୀଙ୍କ ଚା’ ଦୋକାନ ବେଶ୍‌ ପ୍ରସିଦ୍ଧ। ସକାଳେ ଏବଂ ସନ୍ଧ୍ୟାରେ ଏହି ଚା’ ଦୋକାନରେ ପ୍ରବଳ ଭିଡ ଜମିଥାଏ। କାହିଁକି ଜାଣନ୍ତି? ପ୍ରତିଦିନ ଗୁଲାବ ଜୀ ୨୦୦ରୁ ଅଧିକ ଗରିବ ଏବଂ ବେସାହାରା ଲୋକଙ୍କୁ…

ସମୁଦ୍ରରେ ଗାଁ : ୧୩ଶହ ବର୍ଷ ହେଲା ଭୂପୃଷ୍ଠରେ ପାଦ ରଖିନାହାନ୍ତି ଏଠାକାର ଲୋକେ

ସାଧାରଣତଃ ଭୂପୃଷ୍ଠରେ ଲୋକମାନେ ଘର କରି ବସବାସ କରିଥା’ନ୍ତି। ହେଲେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ, ଦୁନିଆରେ ଏଭଳି ବି ଜନଜାତି ଅଛନ୍ତି, ଯେଉଁମାନେ ୧୩ଶହ ବର୍ଷରୁ ଊର୍ଦ୍ଧ୍ୱ ହେବ ଭୂପୃଷ୍ଠରେ ପାଦ ରଖିନାହାନ୍ତି। ତେବେ ଏହା ପଛରେ ଏକ ବଡ଼…

ବିଦେଶୀଙ୍କ ଗୀତଗୋବିନ୍ଦ: ଆବୃତ୍ତି ତାଜୁବ କରିଥିଲା

୦୦୩ ମସିହା କଥା। ଜର୍ମାନୀର ହାନୋଭର ସହରରେ ଇଣ୍ଡିଆନ ଏକ୍ସପୋ ଭାବେ ଗୋଟେ ବିଶାଳ କାର୍ଯ୍ୟକ୍ରମ ହେଉଥାଏ। ସକାଳ ୧୦ଟାରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଚାଲେ। ସେଠାରେ ଦିନ ୧୧.୩୦ରୁ ମଧ୍ୟାହ୍ନ ୧.୩୦ ଓ ସନ୍ଧ୍ୟାରେ ୫.୩୦ରୁ ୭.୩୦…

କମ୍‌ ମାର୍କ ପାଇଁ ମାଟ୍ରିକ ବେଷ୍ଟଟେନ୍‌ରୁ ବଞ୍ଚତ୍ତ ହୋଇଥିଲି

ଭେଡ଼େନ ବିଡିଓ ମୁରଲୀଧର ନାୟକ। ଜଣେ ଆଶୁକବି। ବିଭିନ୍ନ ସଭାସମିତିରେ ସୁନ୍ଦର କବିତା, ଗୀତ ମାଧ୍ୟମରେ ନିଜର ବକ୍ତବ୍ୟ ରଖୁଥିବା ମୁରଲୀଧରଙ୍କ ଜନ୍ମ ଅନୁଗୋଳ ଜିଲା କଣିହା ବ୍ଲକ ଅନ୍ତର୍ଗତ ରେଙ୍ଗାଲି ଡ଼୍ୟାମ ନିକଟସ୍ଥ ସୁଶୁବା ଗ୍ରାମରେ। ଗାଁ ସ୍କୁଲରେ ପ୍ରାଥମିକ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri