ପ୍ରକୃତି ବନ୍ଧୁ ‘ଇ-ଯାନ’: ଇକୋ ଫ୍ରେଣ୍ଡ୍ଲି, ରକ୍ଷଣାବେକ୍ଷଣ ଖର୍ଚ୍ଚ ବି କମ୍
ବିଶ୍ୱତାପନ ଓ ପରିବେଶ ପ୍ରଦୂଷଣ କଥା ଦେଖିଲେ ଯାନବାହନ ହିଁ ପ୍ରଦୂଷଣର ଅନ୍ୟତମ କାରଣ। ତେଣୁ ଏଥିଯୋଗୁ ହେଉଥିବା ବାୟୁ ଓ ଶବ୍ଦ ପ୍ରଦୂଷଣକୁ ଯଦି ରୋକାଯାଇପାରିବ, ତେବେ ଆମେ କିଛିମାତ୍ରାରେ ଆଶ୍ବସ୍ତି ଲାଭ କରିପାରିବା। ଯାହାକୁ ଅନେକ ମାତ୍ରାରେ ସମାଧାନ…
୧୨ ଶହ ବର୍ଷ ଧରି ଢ଼ଳି ରହିଛି ଏହି ପଥର…
ଭାରତର ବିଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ ରହସ୍ୟ ଦେଖିବାକୁ ମିଳିଥାଏ। ଏସବୁ ରହସ୍ୟର ସମାଧାନ ଆଧୁନିକ ବିଜ୍ଞାନ ମଧ୍ୟ ଦେବାକୁ ଅସମର୍ଥ ହୋଇଥାଏ। ତାମିଲ୍ନାଡୁର ମହାବଳୀପୁରମ୍ରେ ରହିଛି ୧୨ ଶହ ବର୍ଷର ଏକ ପଥର। ପଥରଟି ଢ଼ଳି ହୋଇ ରହିଛି। ଏହାର…
ଏହି ଗାଁର ମହିଳା ସବୁବେଳେ ରୁହନ୍ତି ସଧବା
ମଧ୍ୟ ପ୍ରଦେଶ ମଣ୍ଡଲା ଜିଲାରେ ଥିବା ଏକ ଗାଁରେ ରହିଥିବା ପରମ୍ପରା କଥା ଶୁଣିଲେ ଟିକେ ଆଶ୍ଚର୍ଯ୍ୟ ଲାଗେ। ହେଲେ ଆଜିବି ଏହି ପରମ୍ପରାକୁ ପାଳି ଆସୁଛନ୍ତି ସେଠାକାର ବାସିନ୍ଦା। ଏଠାରେ ବସବାସ କରୁଥିବା ଗୋଣ୍ଡ ଜନଜାତିରେ କୌଣସି ମହିଳା ଜୀବନକାଳ…
ବହୁ ପୁରାତନ ପଥର, ଯାହା ଲହୁଣିରୁ ସୃଷ୍ଟି ନେଇ ରହିଛି ବିଶ୍ୱାସ
ଏପରି କିଛି ଜିନିଷ ଅଛି, ଯାହାର ସୃଷ୍ଟି ରହସ୍ୟ ଏଯାବତ୍ କାହାକୁ ଜଣାନାହିଁ। ଏହାର ଏକ ଉଦାହରଣ ହେଉଛି ତାମିଲନାଡ଼ୁର ମହାବଳିପୁରମ୍ରେ ଥିବା ୧୨ ବର୍ଷ ପୁରୁଣା ଏକ ପଥର। ୨୦ ଫୁଟ ଉଚ୍ଚ ଓ ୧୫ ଫୁଟ ଲମ୍ବର ଏହି…
କାନରୁ ବାହାରିଲା ଜୀବନ୍ତ ଝିଟିପିଟି
ସାଧାରଣତଃ ଗାଧୋଇବା ସମୟରେ କାନରେ ପାଣି ପଶି ଯନ୍ତ୍ରଣା ହୋଇଥାଏ। ଅନେକ ସମୟରେ ପିମ୍ପୁଡ଼ି କିମ୍ବା ଅନ୍ୟ କିଛି କାନରେ ପଶିଲେ କଷ୍ଟ ହୋଇଥାଏ। ମାତ୍ର ଥାଇଲାଣ୍ଡର ବ୍ୟାଙ୍କକ୍ ଠାରେ ଘଟିଥିବା ଏକ ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ଏଠାକାର ଜଣେ…
ଶବ୍ଦକୁ ନେଇ ଅତିଷ୍ଠ ବ୍ୟକ୍ତି ଏସି ଭିତରର ଦୃଶ୍ୟ ଦେଖି ହୋଇଗଲେ ଆଶ୍ଚର୍ଯ୍ୟ
ସାଧାରଣତଃ ଯଦି ଏସିରୁ କୌଣସି ଶବ୍ଦ ବାହାରେ, ତେବେ ଆମେମାନେ ତାକୁ ଖୋଲି ସଫା କରିଦେଉ। ହେଲେ ଯଦି ଏହି ଶବ୍ଦ କୌଣସି ଯାନ୍ତ୍ରିକ ତ୍ରୁଟି ଯୋଗୁ ନୁହଁ, ବରଂ ବହୁ ସାପଙ୍କ ହେତୁ ହେଉଥିବ ତାହେଲେ କ’ଣ କରିବେ। ଏକଥା…
କୁମ୍ଭୀରକୁ ଗିଳିଲା ଅଜଗର, ସୋସିଆଲ ମିଡିିଆରେ ଫଟୋ ଭାଇରାଲ
କୁମ୍ଭୀରକୁ ପାଣିର ରାଜା କୁହାଯାଏ। କାରଣ ଏହାର ଅଞ୍ଚଳକୁ କେହି ଯଦି ଯାଏ ତେବେ ତା’ ପାଟିରୁ ବଞ୍ଚିବା ଅସମ୍ଭବ ହୋଇପଡ଼େ। କିନ୍ତୁ ଏକ ଅଜଗର ପାଖରେ ହାର ମାନିଛି କୁମ୍ଭୀର। ଶେଷରେ ଅଜଗରଟି ଗିଳିଦେଇଛି କୁମ୍ଭୀରକୁ। ବିଶ୍ୱାସ ହେଉ ନ…
ଏଠି ବିଲୁପ୍ତପ୍ରାୟ ପକ୍ଷୀଙ୍କ ପାଇଁ ରହିଛି ରେଷ୍ଟୁରାଣ୍ଟ
ମଣିଷ ଭଳି ଶ୍ରେଷ୍ଠ ଜୀବଙ୍କ ପାଇଁ ରହିଛି ରେଷ୍ଟୁରାଣ୍ଟ ବ୍ୟବସ୍ଥା। ହେଲେ ବିଲୁପ୍ତପ୍ରାୟ ପକ୍ଷୀ ଶାଗୁଣ ଓ ଚିଲଙ୍କ ପାଇଁ ରହିଥିବା ରେଷ୍ଟୁରାଣ୍ଟ କଥା ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଛି। କିନ୍ତୁ ଆମ ଦେଶରେ ହିଁ ରହିଛି ଏମିତି ଏକ ରେଷ୍ଟୁରାଣ୍ଟ। କାନପୁର…
କେରଳରେ ଅନ୍ଲାଇନ୍ରେ ମିଳିବ କଏଦୀଙ୍କ ଦ୍ୱାରା ପ୍ରସ୍ତୁତ ଖାଦ୍ୟ, ଦାମ୍ କେତେ ଜାଣନ୍ତି…
କେରଳର ଜେଲ୍ରେ ସଜା କାଟୁଥିବା କଏଦୀମାନଙ୍କ ଦ୍ୱାରା ପ୍ରସ୍ତୁତ ଖାଦ୍ୟ ଏବେ ଅନ୍ଲାଇନ୍ରେ ମିଳିବ। ତ୍ରିଶୂରସ୍ଥିତ ବୈୟୁର ସେଣ୍ଟ୍ରାଲ ଜେଲ୍ର କଏଦୀମାନଙ୍କୁ ସ୍ବରୋଜଗାର ପାଇଁ ଖାଦ୍ୟ ପ୍ରସ୍ତୁତ ଏବଂ ପ୍ୟାକିଂ କରିବା ଦାୟିତ୍ୱ ଦିଆଯାଇଛି। ଖାଲି ଏତିକି ନୁହେଁ, ଏହି ଖାଦ୍ୟକୁ…
ପୁରୁଣା ବସ୍ରେ ସୁଇମିଂ ପୁଲ୍, ମଜା ଉଠାଉଛନ୍ତି ଲୋକେ
ଫ୍ରାନ୍ସର ବେଟୁନ୍ ସହରର ବିଭିନ୍ନ ସ୍ଥାନରେ ପୁରୁଣା ବସଗୁଡ଼ିକରେ ସୁଇମିଂ ପୁଲ୍ କରାଯାଇଛି। ଏଥିରେ ଲୋକେ ସ୍ନାନ କରିବା ସହ ବେଶ୍ ମଜା ଉଠାଉଛନ୍ତି। ଏକ ରିପୋର୍ଟ ଅନୁଯାୟୀ, ଫ୍ରାନ୍ସରେ କିଛିଦିନ ତଳେ ପ୍ରବଳ ଗରମ ପଡ଼ିଥିଲା। ଏପରିକି ତାପମାତ୍ରା ରେକର୍ଡ…
ଯେଉଁଠି ଗଛର ଗଣ୍ଡିରେ କରାଯାଏ ଶିଶୁଙ୍କ ସଂସ୍କାର
ବିଶ୍ୱର ବିଭିନ୍ନ ପ୍ରାନ୍ତରେ ଥିବା ଅଜବ ଗଜବ ପରମ୍ପରା ବିଷୟରେ ଶୁଣିଲେ ବେଳେ ବେଳେ ଆଶ୍ଚର୍ଯ୍ୟ ଲାଗେ। କେବେ କେବେ ଏହା ବିଶ୍ୱାସ ନ ହେଉଥିଲେ ମଧ୍ୟ ସେ ସବୁ ପରମ୍ପରା ସତ ହୋଇଥାଏ। ଇଣ୍ଡୋନେସିଆରେ ଥିବା ଏମିତି ଏକ ପରମ୍ପରା…
ବର୍ଷରେ ଏହି ଦିନ ଗାଁରେ ରହିଲେ ମୃତ୍ୟୁ ହୁଏ ବୋଲି ବିଶ୍ୱାସ କରି ଘର ଛାଡନ୍ତି ଲୋକେ…
ଭାରତର ବିଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ ପରମ୍ପରା ପ୍ରଚଳିତ ହୋଇଥାଏ। ଏସବୁ ପରମ୍ପରା ପଛରେ ଅନେକ କାହାଣୀ ରହିଥାଏ। ଉତ୍ତରପ୍ରଦେଶ ମହାରାଜଗଞ୍ଜ୍ ଜିଲା ବେଲଓ୍ବା ଚୌଧୁରୀ ଗାଁରେ ରହିଛି ଏଭଳି ଏକ ଅଜବ ପରମ୍ପରା। ଏଠାରେ ବର୍ଷରେ ଗୋଟିଏ ଦିନ ବୁଦ୍ଧ…
Archives


