ଫୁରସତ

ଗୃହିଣୀଙ୍କ ପାଇଁ.

ଆଳୁକୁ ରୋଷେଇ କରିବା ପୂର୍ବରୁ ଚୋପା ଛଡାଇ ୧୫-୨୦ ମିନିଟ୍‌ ପର୍ଯ୍ୟନ୍ତ ପାଣିରେ ବୁଡାଇ ରଖିଲେ ତାହା ଜଲ୍‌ଦି ସିଝିଯାଏ। ସିଝା ଆଳୁ ଯଦି ପୁରୁଣା ହୋଇଯାଇଛି ତେବେ ଲୁଣ ପାଣିରେ ପକାଇ ଫୁଟାଇ ଦେଲେ ବାସିପଣ ଦୂର ହୋଇଯାଇଥାଏ। ଆଳୁ…

ଏହି ମନ୍ଦିରରେ ବିଦେଶ ଯିବା ମନସ୍କାମନା ପୂର୍ଣ୍ଣ ହେଲେ ପ୍ରସାଦ ନୁହେଁ, ଚଢାଯାଏ ବିମାନ

ଶୀର୍ଷକ ପଢ଼ି ଆଶ୍ଚର୍ଯ୍ୟ ଲାଗୁଥିବ, ମାତ୍ର ଏହା ସମ୍ପୂର୍ଣ୍ଣ ସତ। ଆମ ଦେଶରେ ଏଭଳି ଏକ ଗୁରୁଦ୍ୱାରା ରହିଛି, ଯେଉଁଠାରେ ଲୋକଙ୍କ ବିଦେଶ ଯିବା ମନସ୍କାମନା ପୂର୍ଣ୍ଣ ହେଲେ ପ୍ରସାଦ ସ୍ଥାନରେ ପ୍ଲାଷ୍ଟିକ୍‌ ବିମାନ ଭେଟି ଲାଗିଥାଏ। ପଞ୍ଜାବର ଜଳନ୍ଧର ଜିଲାରେ…

ଏହି ଗାଁରେ ଚଳେନି ଭାରତ ସରକାରଙ୍କ ଆଇନ…

ଭାରତରେ ରହିଛି ଏପରି ଏକ ଗାଁ ଯେଉଁଠି ଦେଶର ଆଇନ ବ୍ୟବସ୍ଥା ଚଳି ନ ଥାଏ। ହିମାଚଳପ୍ରଦେଶର କୁଲ୍ଲୁ ନିକଟରେ ଥିବା ଏହି ଗାଁର ନାମ ହେଉଛି ମଲାଣା। ଗାଁର ନିଜର ସଂସଦ ରହିଛି। ଗୋଟିଏ ହେଉଛି ଜ୍ୟେଷ୍ଠାଙ୍ଗ ଏବଂ ଅନ୍ୟଟି…

ଏଠି ଗୀତ ଗାଏ ସଡ଼କ

କଥାଟା ଅଡୁଆ ଲାଗୁଥିଲେ ବି ସତ। କାରଣ ସଡ଼କରେ ଯିବା ସମୟରେ ଗୀତ ଶୁଣିଲେ ଦୁର୍ଘଟଣାକୁ ଏଡାଇ ଦିଆଯାଇପାରିବ ବୋଲି ଚିନ୍ତା କରିବା ପରେ କେତେକ ଦେଶରେ ଏମିତି ସଡ଼କ ନିର୍ମାଣ କରାଯାଇଛି। କାରଣ ରାସ୍ତାରେ ଯିବା ସମୟରେ ବେଳେ ବେଳେ…

କୁକୁର ସହ ତୀର୍ଥ ଯାତ୍ରାରେ ଯାନ୍ତି ସାଧୁ

ସାଧାରଣତଃ ସାଧୁମାନେ ଏକାନ୍ତରେ ତୀର୍ଥଯାତ୍ରା କରିବାକୁ ପସନ୍ଦ କରିଥାନ୍ତି। କିନ୍ତୁ ରାଜସ୍ଥାନରେ ଜଣେ ଭିନ୍ନ ସାଧୁ ଅଛନ୍ତି। ସେ ଯେବେ ଯୁଆଡେ ତୀର୍ଥ ଯାତ୍ରା କରିବାକୁ ଯାନ୍ତି ସାଥିରେ ୩ ପାଳିତ କୁକୁରଙ୍କୁ ନିଜ ସହ ନେଇଯାନ୍ତି। ନିକଟରେ ସେ ଅମରନାଥ…

ଏମିତି ଏକ ଗାଁ, ଯେଉଁଠି ଅଧିବାସୀଙ୍କଠାରୁ ପଶୁପକ୍ଷୀ ସମସ୍ତେ ଅନ୍ଧ

ବିଶ୍ୱରେ ଅନେକ ରହସ୍ୟମୟ ସ୍ଥାନ ରହିଛି, ଯାହା ବିଷୟରେ ଶୁଣିଲେ ଆମକୁ ଆଶ୍ଚର୍ଯ୍ୟ ଲାଗିଥାଏ। ଠିକ୍‌ ସେହିପରି ମେକ୍ସିକୋରେ ଏମିତି ଏକ ଗାଁ ରହିଛି ଯେଉଁଠି ଲୋକଙ୍କଠାରୁ ଆରମ୍ଭ କରି ପଶୁପକ୍ଷୀ ପର୍ଯ୍ୟନ୍ତ ସମସ୍ତେ ଅନ୍ଧ। ଏହି ଗ୍ରାମର ନାମ ଟିଲ୍‌ଟେପେକ୍‌।…

ଏହି ବ୍ୟାଙ୍କରେ ଜମାହୁଏ ନାହିଁ ଟଙ୍କା

ଚେକୋସ୍ଲୋଭାକିଆର ଏକ ଛୋଟିଆ ସହର ବନସ୍କା ଷ୍ଟିଓନିକା। ଏଠି ରହିଛି ଏକ ଲଭ୍‌ ବ୍ୟାଙ୍କ। ଏଠାରେ ପ୍ରତିବର୍ଷ ଭାଲେଣ୍ଟାଇନ୍‌ ଡେ’ରେ ପ୍ରେମି ଯୁଗଳଙ୍କ ଭିଡ ଲାଗିଥାଏ। କାରଣ ଏଠାରେ ଥିବା ଏକ ବ୍ୟାଙ୍କରେ ପ୍ରେମିକ ପ୍ରେମିକାମାନେ ସେମାନଙ୍କର ପ୍ରେମ କାହାଣୀ ହେଉ…

ସ୍ମାର୍ଟବ୍ୟାଣ୍ଡ୍‌ରୁ ଜାଣିହେବେ ଭାବାବେଗ

ଆମେରିକା ଲାଞ୍ଚେଷ୍ଟର ୟୁନିଭର୍ସିଟିର ଗବେଷକମାନେ ଏକ ରିଷ୍ଟ୍‌ବ୍ୟାଣ୍ଡ ୍‌ବିକାଶ କରିଛନ୍ତି ଯାହା ମାଧ୍ୟମରେ ଭାବାବେଗକୁ ଜାଣିପାରିବେ। କୌଣସି ଭାବନା ପ୍ରକାଶ ପାଇଲେ ଏଥିରେ ଉପଯୋଗ କରାଯାଇଥିବା ଟେକ୍‌ନୋଲୋଜି ଦ୍ୱାରା ରଙ୍ଗ ପରିବର୍ତ୍ତନ , ଉତ୍ତପ୍ତ ହୋଇ କିମ୍ବା ତରଙ୍ଗ ସୃଷ୍ଟି କରି…

ହାତର କାମ ଜାଣିପାରୁଛି ସ୍ମାର୍ଟଓ୍ବାଚ୍‌

କାର୍ନେଗି ମିଲନ ୟୁନିଭର୍ସିଟିର ହ୍ୟୁମାନ- କମ୍ପ୍ୟୁଟର ଇଣ୍ଟରଆକ୍ସନ ଇନଷ୍ଟିଚ୍ୟୁଟର ଗବେଷକମାନେ ଏକ ସ୍ମାର୍ଟ ଓ୍ବାଚ ପ୍ରସ୍ତୁତ କରିଛନ୍ତି ଯାହା ହାତର କାର୍ଯ୍ୟକୁ ସହଜରେ ଜାଣିପାରୁଛି। କଇଁଚିରେ କିଛି କାଟିବା, କି-ବୋର୍ଡରେ ଟାଇପ କରିବା, ବାସନ ମାଜିବା କିମ୍ବା ପୋଷାଜୀବଙ୍କ ଯନତ୍ ନେବା…

ଭାବନାକୁ ଟାଇପ୍‌ କରିବ ଫେସ୍‌ବୁକ ଏଆର୍‌ ଡିଭାଇସ୍‌

ସାନ୍‌ଫ୍ରନସିସ୍କୋ:ଫେସ୍‌ବୁକ ଏକ ବ୍ରେନ୍‌ କମ୍ପ୍ୟୁଟର ଆଗ୍ୟୁମେଣ୍ଟେଡ ରିୟଲିଟି(ଏଆର) ଇଣ୍ଟରଫେସ ଡିଭାଇସ ବିକାଶ କରୁଛି ଯାହା ଆପଣଙ୍କ ଭାବନାକୁ ଟାଇପ କରିପାରିବ। ୨୦୧୮ରେ କମ୍ପାନୀ ତା’ର ବ୍ରେନ୍‌ କମ୍ପ୍ୟୁଟର ଇଣ୍ଟରଫରେନ୍ସ ପ୍ରୋଗ୍ରୋମରେ ଏଭଳି ଡିଭାଇସ ବିକାଶ କରିବାର ଲକ୍ଷ୍ୟ ଧାର୍ଯ୍ୟ କରିଥିଲା। ଏହାାକୁ…

ଟାଇଟନ୍‌କୁ ଯିବ ରୋଟରକ୍ରାଫ୍ଟ

ପୃଥିବୀରେ ଜୀବ ଜଗତ ଆରମ୍ଭ ହେବା ସମୟରେ ଯେଭଳି ବାୟୁମଣ୍ଡଳ ଥିଲା ତାହା ସେଠାରେ ରହିଛି ବୋଲି ନାସାର ଗବେଷକମାନେ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ଅଧିକ ତଥ୍ୟ ଜାଣିବା ପାଇଁ ଗବେଷକମାନେ ଟାଇଟନ୍‌କୁ ଏକ ଯାନ ପଠାଇବାର ଯୋଜନା କରିଛନ୍ତି…

ରେନ୍‌ବୋ ଭିଲେଜ୍‌

ପୃଥିବୀରେ ଏଭଳି ଅନେକ ସ୍ଥାନ ରହିଛି, ଯାହା ଦେଖିବାକୁ ଅନ୍ୟ ସ୍ଥାନଠାରୁ ସମ୍ପୂର୍ଣ୍ଣ ଭିନ୍ନ ଏବଂ ନିଆରା। ସେହିଭଳି ଏକ ସ୍ଥାନ ହେଉଛି ତାଇଓ୍ବାନର ନାନ୍‌ଟୁନ୍‌ ଜିଲାରେ ଥିବା ତାଇଚୁଙ୍ଗର ଏକ ଗାଁ। ଏହି ଗାଁ ରେନ୍‌ବୋ ଭିଲେଜ୍‌ ଭାବେ ବେଶ୍‌…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri