ଚାଇନାର ହାଇଟେକ୍ ଭିକାରି, କ୍ୟୁଆର୍ କୋଡ୍ ମାଧ୍ୟମରେ ମାଗୁଛନ୍ତି ଭିକ
ଚାଇନାର ସବୁ ଜିନିଷ ଯେମିତି ହାଇଟେକ୍, ଏଠାକାର ଭିକାରି ବି ସେମିତି ହାଇଟେକ୍। ଏମାନଙ୍କ ଭିକ ମାଗିବା ଅନ୍ଦାଜ ହିଁ କିଛି ଭିନ୍ନ। ସେମାନେ ଏବେ ଭିକ ମାଗୁଛନ୍ତି କ୍ୟୁଆର୍ କୋଡ୍ ମାଧ୍ୟମରେ। କଥାଟି ଅଜବ ଲାଗୁଥିବ। ହେଲେ ଏହା ସତ।…
ବ୍ରିଟେନ୍ରେ ମହିଳାଙ୍କ ହର୍ସ ରେସ୍: ବଢିବାକୁ ଲାଗିଛି ଲୋକପ୍ରିୟତା
ହର୍ସ ରେସ୍ ବା ଘୋଡା ଦୌଡ ସର୍ବଦା ଏକ ପୁରୁଷ ପ୍ରଧାନ ଖେଳ ଭାବେ ପରିଚିତ ହୋଇଆସିଛି। ହେଲେ ୨୦୧୨ ବ୍ରିଟେନ୍ରେ ଆରମ୍ଭ ହୋଇଥିଲା ମହିଳାଙ୍କ ଘୋଡାଦୌଡ ପ୍ରତିଯୋଗିତା, ମଙ୍ଗୋଲିଆ କପ୍। ସେତେବେଳେ ଏହାକୁ ଦେଖିବାପାଇଁ ବହୁ କଷ୍ଟରେ ୧୦ ହଜାର…
ବ୍ୟକ୍ତିତ୍ୱ: ବିଶ୍ୱ ପ୍ରସିଦ୍ଧ ଭାରତୀୟ ଚିତ୍ରକର ସୟଦ ରାଜା
ସୟଦ ହାଇଦର ରାଜା। ସଂକ୍ଷେପରେ ସେ ଏସ୍.ଏଚ୍. ରାଜା ଭାବେ ପରିଚିତ। ସେ ଜଣେ ବିଶ୍ୱ ପ୍ରସିଦ୍ଧ ଭାରତୀୟ ଚିତ୍ରକର। ତାଙ୍କ ଜୀବନକାଳ ମଧ୍ୟରେ ସେ ଫ୍ରାନ୍ସରେ ଦୀର୍ଘଦିନ ରହି ଚିତ୍ର କରୁଥିଲେ। ଫ୍ରାନ୍ସରେ ରହିଥିଲେ ମଧ୍ୟ ତାଙ୍କର ଆତ୍ମା ରହିଥିଲା…
ଉଡୁପୀ ଶ୍ରୀକୃଷ୍ଣ ମଠ: କେବେ ଓ କେମିତି ଯିବେ
କର୍ନାଟକ ରାଜ୍ୟର ଉଡୁପୀ ସହରରେ ଭଗବାନ ଶ୍ରୀକୃଷ୍ଣଙ୍କୁ ସମର୍ପିତ ଏକ ପ୍ରସିଦ୍ଧ ହିନ୍ଦୁ ମନ୍ଦିର ରହିଛି, ଯାହାର ନାମ ହେଉଛି ଉଡୁପୀ ଶ୍ରୀକୃଷ୍ଣ ମଠ(ମନ୍ଦିର)। ଏହି ମଠର ପରିସର ଦେଖିବା ପାଇଁ ଏକ ଆଶ୍ରମ ସଦୃଶ। ଫଳରେ ଏଭଳି ଏକ ପବିତ୍ର…
ପ୍ରଥମ ଦରମାରେ ମା’ଙ୍କ ପାଇଁ ଶାଢ଼ି କିଣିଥିଲି: ବିଧାନସଭା ସଚିବ, କବି, ପ୍ରାବନ୍ଧିକ ଦାଶରଥି ଶତପଥୀ
ଜଗତ୍ସିଂହପୁର ଜିଲା ମାଛଗାଁ ଗ୍ରାମପଞ୍ଚାୟତ ଅଧୀନ ସୁକିଦା ଗାଁରେ ମୋର ଜନ୍ମ। ଓଚିନ୍ଦା ଉଚ୍ଚ ବିଦ୍ୟାଳୟରୁ ୧୯୭୭ ମସିହାରେ ଏକାଦଶ ପାସ୍ କରିବା ପରେ ସ୍ବାମୀ ବିବେକାନନ୍ଦ ମେମୋରିଆଲ୍ କଲେଜରେ ଆଇ.ଏସ୍ସି ଓ ପରେ ଇକୋନୋମିକ୍ସ ଅନର୍ସ ରଖି ଗ୍ରାଜୁଏଶନ୍ ସମାପ୍ତ…
ପୁରୁଷପ୍ରଧାନ କ୍ଷେତ୍ରରେ ସଫଳ ମହିଳା ଫଟୋଗ୍ରାଫର
ହାତରେ କ୍ୟାମେରା ଧରି ଏହି ନାରୀମାନେ ବାହାରିଥିଲେ ସମାଜର ନିଚ୍ଛକ ବାସ୍ତବତା, ପ୍ରକୃତିର ସୌନ୍ଦର୍ଯ୍ୟ ଓ ସାମାଜିକ ଜୀବନର ବିଭିନ୍ନ ଘଟଣାବଳୀକୁ ନିଜ କ୍ୟାମେରାରେ ଆବଦ୍ଧ କରିବା ପାଇଁ, ଆଉ ପୁରୁଷପ୍ରଧାନ ଏହି କ୍ଷେତ୍ରରେ ନିଜର ସ୍ବତନ୍ତ୍ର ଛାପ ଛାଡିବା ପାଇଁ।…
ଇଂଲିଶ ନାଁ ଓଡ଼ିଆ ଗାଁ: ସେମିତି କିଛି ଗାଁ ଓ ଗଳି କଥା; ନାମକରଣ ପଛର କାହାଣୀ
ଗ୍ରାମ୍ୟ ସଂସ୍କୃତିକୁ ନେଇ ସମୃଦ୍ଧ ଓଡ଼ିଶାର ସଂସ୍କୃତି । ଆଉ ପ୍ରତ୍ୟେକ ଗାଁର ପରମ୍ପରା ଓ ସଂସ୍କୃତିରେ ରହିଛି ସ୍ବତନ୍ତ୍ରତା। ତେବେ ସବୁଠୁ ଆଶ୍ଚର୍ଯ୍ୟ କରେ ଗାଁର ନାମକରଣ। କାରଣ ପ୍ରତ୍ୟେକ ଗାଁର ନାଁ ପଛରେ ରହିଛି କିଛି କଥା ଓ…
ତିଷ୍ଠି ରହିବାକୁ ସଂଗ୍ରାମ କରୁଛି ସଂସ୍କୃତ ଖବରକାଗଜ ‘ସୁଧର୍ମା’
ମହୀଶୂର: ଦେବ ଭାଷା ସଂସ୍କୃତ। ଏହି ଭାଷାର ଲୋକପ୍ରିୟତା ବୃଦ୍ଧି କରିବା ପାଇଁ ଦେଶରେ ବିଶ୍ୱ ସଂସ୍କୃତ ସପ୍ତାହ ପାଳନ କରାଯାଉଛି। କିନ୍ତୁ ଏବେ ମହୀଶୂରରୁ ପ୍ରକାଶିତ ଏକମାତ୍ର ସଂସ୍କୃତ ଖବରକାଗଜ ‘ସୁଧର୍ମା’ ତିଷ୍ଠି ରହିବା ପାଇଁ ସଂଗ୍ରାମ କରୁଛି। ସଂସ୍କୃତ…
ତ୍ୱଚାରେ ରହିଛି ପେନ୍ ରାଡାର୍
ସ୍ବିଡେନର କାରୋଲିନ୍ସ୍କା ଇନ୍ଷ୍ଟିଚ୍ୟୁଟର ବୈଜ୍ଞାନିକମାନେ ଶରୀରର ଯନ୍ତ୍ରଣାକୁ ଅନୁଭବ କରିପାରୁଥିବା ତ୍ୱଚାର ଏକ ସୂକ୍ଷ୍ମ ଉପାଦାନ ଠାବ କରିଛନ୍ତି । ଏହାକୁ ବୈଜ୍ଞାନିକମାନେ କହୁଛନ୍ତି ପେନ୍ ରାଡାର । ନେଟ୍(ଜାଲ) ଆକାରରେ ତ୍ୱଚା ମଧ୍ୟରେ ରହିଥିବା ଏହି ଉପାଦାନ ଗ୍ଲିଆଲ ସେଲ୍…
ରୋବୋଡଗ୍ ଆଷ୍ଟ୍ରୋ
ଫ୍ଲେ।ରିଡା ଆଟ୍ଲାଣ୍ଟିକ ୟୁନିଭର୍ସିଟିର ଗବେଷକମାନେ ଏକ ରୋବୋଡଗ୍ ବିକାଶ କରିଛନ୍ତି। ଏହାର ନାମ ରଖାଯାଇଛି ଆଷ୍ଟ୍ରୋ। ଡୋବରମ୍ୟାନ୍ ମୁଣ୍ଡ ଆକାରର ୩ଡି ପ୍ରିଣ୍ଟେଡ ମୁଣ୍ଡ ଥିବା ଆଷ୍ଟ୍ରୋ ଆମର ଏକ ବିଶ୍ୱସ୍ତ ବନ୍ଧୁ ହୋଇପାରିବ। ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଟେକ୍ନୋଲୋଜିରେ ନିର୍ମିତ ଏହି…
ଯେଉଁଠି ଫୁଲ ତୋଡା ଧରିଲେ ଖୁବ୍ଶୀଘ୍ର ହୁଏ ବିବାହ
ବିବାହକୁ ନେଇ ରହିଛି ଭିନ୍ନ ଭିନ୍ନ ପରମ୍ପରା। ଚାଇନାରେ ଥିବା ଏକ ଅଜବ ପରମ୍ପରା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଥିଲେ ମଧ୍ୟ ଏମିତି ପରମ୍ପରାରେ ଲୋକେ ଭାଗ ନେବାକୁ ବେଶ୍ ପସନ୍ଦ କରନ୍ତି। ବିଶେଷ କରି ଅବିବାହିତ ଝିଅ ପୁଅମାନେ ଏଥିରେ ଅଧିକ…
ମା’ ମୋବାଇଲ ଛଡ଼ାଇ ନେବାରୁ ଝିଅ ସ୍ମାର୍ଟ ଫ୍ରିଜ୍ରୁ ପଠାଇଲେ ମେସେଜ୍, ମୁଁ ତୁମ ସମସ୍ତଙ୍କୁ ଛାଡ଼ି ଚାଲିଯାଉଛି
ଆଜିର ଟେକ୍ନୋଲୋଜି ଯୁଗରେ ମୋବାଇଲର ବହୁଳ ବ୍ୟବହାର କରାଯାଉଛି। ବିନା ସ୍ମାର୍ଟଫୋନ୍ରେ ସମସ୍ତ କାମ ଯେପରି ଅଧୁରା। ଲୋକଙ୍କ ଧ୍ୟାନ ସବୁବେଳେ ଫୋନ୍ ଉପରେ ରହୁଛି। ଏମିତି ଏକ ଘଟଣା ଦେଖିବାକୁ ମିଳିଛି ନ୍ୟୁୟର୍କରେ। ଏଠାକାର ୧୫ ବର୍ଷର ଜଣେ ଯୁବତୀ…
Archives


