ଫୁରସତ

କେକ୍‌ରେ ଗଢ଼ନ୍ତି ନୂଆ ଦୁନିଆ

କେକ୍‌ରେ ଅନେକ ଅଜବ ଓ ସୁନ୍ଦର କଳାକୃତି ଦେଖିଥିବେ। ହେଲେ ଇଟାଲୀର ୨୬ ବର୍ଷୀୟ ପ୍ୟାଷ୍ଟ୍ରି ସେଫ୍‌ ମାତେଓ ସ୍ତୁଚିଙ୍କ କେକ୍‌ କଳାକୃତି କଥା ଭିନ୍ନ। ସେ କରୁଥିବା କେକ୍‌ ସମ୍ପୂର୍ଣ୍ଣ ଭାବେ ସତସତିକା ଛୋଟ ଦୁନିଆ ପରି ଲାଗେ। ଯେଉଁଠି…

ପେଣ୍ଟର୍‌ ମୂଷା ଡାରିଅସ୍‌

କିଛି ପେଣ୍ଟର୍‌ ଜୀବଜନ୍ତୁଙ୍କ ବିଷୟରେ ଆପଣ ଇଣ୍ଟରନେଟ୍‌ର ବିଭିନ୍ନ ସାଇଟ୍‌ରୁ ପଢ଼ି ଜାଣିଥିବେ। ଏବେ ଆଉ ଏକ ପ୍ରାଣୀ ପେଣ୍ଟିଂ କରି ସମସ୍ତଙ୍କୁ ଚକିତ କରିଛି। ସେ ହେଉଛି ଏକ ଛୋଟିଆ ମୂଷା। ନାଁ ତା’ର ଡାରିଅସ୍‌। ଆମେଲି ମର୍କୋଟା ଆଣ୍ଡରସନ…

ଏଥର ପର୍ଯ୍ୟଟନରେ ବାରାଣସୀ ଦୁର୍ଗା ମନ୍ଦିର: ଜାଣନ୍ତୁ କେବେ, କେମିତି ଯିବେ

ଉତ୍ତରପ୍ରଦେଶର ବାରାଣସୀଠାରେ ମା’ ଦୁର୍ଗାଙ୍କୁ ସମର୍ପିତ ଏକ ମନ୍ଦିର ରହିଛି, ଯାହାକୁ କେହି କେହି ଦୁର୍ଗା ମନ୍ଦିର ତ ଆଉ କେହି ଦୁର୍ଗା କୁଣ୍ଡ ମନ୍ଦିର ବୋଲି କହିଥାନ୍ତି। ଇତିହାସ ପୃଷ୍ଠା ଓଲଟାଇଲେ ଜଣାଯାଏ ଯେ, ରାଣୀ ଭବାନୀ ନାମ୍ନୀ ଜଣେ…

ଯେଉଁଠି ମା’ ଦୁର୍ଗାଙ୍କୁ ଚଢାଯାଏ ମଦ

ଉଜୈନ,୬।୧୦: ଏବେ ସାରା ଦେଶ ନବରାତ୍ର ପାଇଁ ଉତ୍ସବମୁଖର ହୋଇଉଠିଛି। ଏହି ନଅ ଦିନରେ ମଧ୍ୟରେ ମା’ଙ୍କୁ ନଅଟି ଭିନ୍ନ ଭିନ୍ନ ରୂପରେ ପୂଜା କରାଯାଏ। ମଧ୍ୟ ପ୍ରଦେଶର ଉଜୈନରେ ମଧ୍ୟ ନବରାତ୍ର ଖବ୍‌ ଧୂମ୍‌ଧାମ୍‌ରେ ପାଳନ କରାଯାଏ। ଏଠାରେ ଥିବା…

ଓଳଗ ଗାଁର ନିଆରା ପାର୍ବଣ

କାଶତଣ୍ଡୀ ଫୁଲର ପସରା ମେଲେଇ ଗାଁକୁ ଆସେ ପାର୍ବଣ। ଗାଁର ଆବାଳ ବୃଦ୍ଧ ବନିତା ମସ୍‌ଗୁଲ ହୋଇଯାନ୍ତି ଏଥିରେ। ବିଲ୍ବବରଣରୁ ଦଶହରା ପର୍ଯ୍ୟନ୍ତ ସମସ୍ତେ ନିଜକୁ ଆଧ୍ୟାତ୍ମିକତାରେ ହଜେଇ ଦିଅନ୍ତି। ପାର୍ବଣର ଏହି ପରମ୍ପରାକୁ ପୁରୁଷ ପୁରୁଷ ଧରି ବଜାୟ ରଖି…

ପ୍ରଥମ ଦରମା ଟଙ୍କା ମାମୁଙ୍କୁ ଦେଇଥିଲି: ଫରେଷ୍ଟର ମେରିନା ଗିରି

ଖୋର୍ଦ୍ଧା ଜିଲାର ପାଇକ ତିଗିରିଆ ଗାଁରେ ମୋର ଜନ୍ମ। ୪ ଭଉଣୀ ମଧ୍ୟରୁ ମୁଁ ଥିଲି ଦ୍ୱିତୀୟ। ବାପା ଗାଡ଼ିଚାଳକ ଭାବେ କାମ କରି ଯାହା ଦୁଇ ପଇସା ରୋଜଗାର କରୁଥିଲେ ସେଥିରେ ଦୁଃଖେକଷ୍ଟେ ଆମ ପରିବାର ଚଳୁଥିଲା। ତେଣୁ ପିଲାଟିଦିନରୁ…

ବ୍ୟକ୍ତିତ୍ୱ: ଚନ୍ଦ୍ରଶେଖର କମ୍ବର

ଭାରତୀୟ ସାହିତ୍ୟରେ ନାଟ୍ୟ ପରମ୍ପରାର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଆଉ ସେହି ଭୂମିକା ସୁଚାରୁରୂପେ ସମ୍ପାଦନ କରିଛନ୍ତି ପ୍ରସିଦ୍ଧ ନାଟ୍ୟ ସ୍ରଷ୍ଟାମାନେ। ସେହି ନାଟ୍ୟସ୍ରଷ୍ଟାମାନଙ୍କ ମଧ୍ୟରୁ ଚନ୍ଦ୍ରଶେଖର କମ୍ବର ହେଉଛନ୍ତି ଅନ୍ୟତମ। କନ୍ନଡ଼ ଭାଷାର ଏହି ପ୍ରସିଦ୍ଧ ସ୍ରଷ୍ଟାଙ୍କୁ ଭାରତୀୟ…

ତେଜସ୍ବିନୀଙ୍କ ସାହସର ଗାଥା: ରୋଡ୍‌ ରୋମିଓଙ୍କୁ ଟେକି କଚାଡ଼ିଥିଲେ ବବିନା, ମହଙ୍ଗା ପଡ଼ିଲା ଚିନ୍ମୟୀଙ୍କଠାରୁ ଛିନତାଇ

ନାରୀ କେବେ ଲଜ୍ଜାର ଗହଣା ପିନ୍ଧା ଲାଜକୁଳୀ ଲତା ତ କେବେ ମମତାମୟୀ ମା’। କେବେ ପୁଣି ସେ ଧୈର୍ଯ୍ୟ ଓ ସହନଶୀଳତାର ଜୀବନ୍ତ ପ୍ରତିମା। ହେଲେ ଯେବେ ତା’ ଧୈର୍ଯ୍ୟର ବନ୍ଧବାଡ ଭାଙ୍ଗେ ସେ ନେଇପାରେ ଉଗ୍ରରୂପ। ଆଉ ତା’…

ଫୋନ୍‌ରେ ଫେସ୍‌ ଲକ୍‌ ପକାଇ ସ୍ବାମୀ ହେଲେ ହଟହଟା

ଆଜିକାଲି ସ୍ମାର୍ଟଫୋନ୍‌ ଲୋକଙ୍କର ଯେତିକି ଉପକାରରେ ଆସୁଛି ସେତିକି ଅପକାର ମଧ୍ୟ କରୁଛି। ଏଇ ଯେମିତି ଏହି ଫୋନ୍‌ ପାଇଁ କିଏ ଆତ୍ମହତ୍ୟା କଲାଣି ତ ଆଉ କାହାର ଘରୋଇ କଳିଝଗଡ଼ା ଚରମ ସୀମାରେ ପହଞ୍ଚିଲାଣି। ଏମିତି ଏକ ଭିଡିଓ ଏବେ…

ମୃତ୍ୟୁ ଏଠି ଅପରାଧ

ବିଶ୍ୱରେ କିଛି ଦେଶ ଅଛି, ଯେଉଁଠି ଇଚ୍ଛାମୃତ୍ୟୁକୁ ମିଳିଛି ଆଇନଗତ ସ୍ବୀକୃତି। ହେଲେ ଏମିତି ଦେଶ ଅଛି, ଯେଉଁଠି ମୃତ୍ୟୁକୁ ଅପରାଧ ବୋଲି ବିବେଚନା କରାଯାଏ। କିଛି ଦେଶରେ ଆତ୍ମହତ୍ୟାକୁ ମଧ୍ୟ ଅପରାଧ ଭାବେ ଗ୍ରହଣ କରାଯାଇଥାଏ। ହେଲେ ନରଓ୍ବେର ଲାଇମ୍ବଇୟରବେନ୍‌ରେ…

ଏମିତି ରାଜା ଅବସର ସମୟରେ କରନ୍ତି ମେକାନିକ୍‌ କାମ…

ଦୁଇ ଦୁଇଟି ଦେଶର ରାଜା ସେ ପୁଣି ଅବସର ସମୟରେ କାର୍‌ ମେକାନିକ୍‌ ଭାବେ କାମ କରନ୍ତି। ଏହା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ଏମିତି ଜଣେ ରାଜା ଅଛନ୍ତିି ଆଫ୍ରିକାରେ। ସେ ରାଜକାର୍ଯ୍ୟ ତୁଲାଇବା ସହ ଅବସର ସମୟରେ…

ମରିସସ୍‌ରେ ଥିବା ସୁଉଚ୍ଚ ଦୁର୍ଗା ମୁର୍ତ୍ତି, ଉଚ୍ଚତା ୧୦୮ ଫୁଟ

ଭାରତରେ ଅନେକ ମଠ, ମନ୍ଦିର, ସ୍ଥାପତ୍ୟ ନିଜର ନିର୍ମାଣ ଶୈଳୀ ଲାଗି ସ୍ବାତନ୍ତ୍ର୍ୟ ବଜାୟ ରଖିଛନ୍ତି। କିଛି ମୂର୍ତ୍ତି ନିଜର କଳାକୃତି ଲାଗି ପ୍ରସିଦ୍ଧି ଲାଭ କରିଥିବା ବେଳେ କିଛି ମୂର୍ତ୍ତି ନିଜର ଉଚ୍ଚତା ଲାଗି। ଭାରତ ଏକ ହିନ୍ଦୁପ୍ରଧାନ ଦେଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?