ଫୁରସତ

ଜଣେ ରୋଗୀ ମୋତେ କନ୍ଦାଇ ଦେଇଥିଲେ

ମାନସିକ ରୋଗ ଚିକିତ୍ସା କ୍ଷେତ୍ରରେ ଯୁବ ବୟସରେ ବେଶ୍‌ ପ୍ରତିଷ୍ଠା ଲାଭ କରିଛନ୍ତି ଡା. ସମ୍ରାଟ କର। ଭାରତର ଆଗଧାଡ଼ିର ଡାକ୍ତରମାନଙ୍କ ମଧ୍ୟରେ ସେ ଅନ୍ୟତମ। କଟକ ନିବାସୀ ଡା. ସମ୍ରାଟ ମଧ୍ୟ ଜଣେ ସ୍ବେଚ୍ଛାସେବୀ। ଏଥର ତାଙ୍କ ଅନୁଭୂତିରୁ...

ଧାନବାଦକୁ ଘାରିଛି କୁକୁର ଭୟ

ଧାନବାଦ: ରାସ୍ତା ସମସ୍ୟା କି ପରିମଳ ସମସ୍ୟାକୁ ନେଇ କୌଣସି ନଗର ନିଗମ ଚିନ୍ତିତ ହେଉଥିବାବେଳେ କୁକୁରଙ୍କୁ ନେଇ ଅସୁବିଧାରେ ପଡିଯାଇଛି ଝାଡ଼ଖଣ୍ଡର ଧାନବାଦ ସହର। ଆତଙ୍କବାଦୀଙ୍କ ଭୟ ସହରକୁ ଯେତିକି ନାହିଁ ତା’ଠାରୁ କୁକୁର ଭୟ ବେଶି ଘାରିଛି।...

୭୦ ବର୍ଷୀୟ ୟୁନିଭର୍ସିଟି ଟପ୍ପର୍‌

ରାଞ୍ଚି:ଜୀବନର ଅପରାହ୍ନରେ ଯେତେବେଳେ ଶରୀର ସାଥିରେ ମନ ରହିବାକୁ ଚାହେଁନି ଠିକ୍‌ ସେତିକିବେଳେ ୭୦ ବର୍ଷୀୟ ଜଣେ ଅବସରପ୍ରାପ୍ତ ଶିକ୍ଷକ ବ୍ରଜକିଶୋର ଠାକୁର ୟୁନିଭର୍ସିଟି ଟପ୍ପର ହୋଇଛନ୍ତି। ୧୯୫୦ରେ ଜନ୍ମିତ ଠାକୁର ଲେଖାପଢା ଓ ଶିଖିବାରେ କୌଣସି ବୟସ ନ...

ହଜିଯାଇଥିବା ପୋଷା କୁକୁରକୁ ଖୋଜିବା ପାଇଁ ଚାକିରି ଛାଡିଲେ ମହିଳା

ଓ୍ବାଶିଂଟନ୍‌: ଆମେରିକାର ଓ୍ବାଶିଂଟନରେ ଜଣେ ମହିଳା ହଜିଯାଇଥିବା ପୋଷା କୁକୁରକୁ ଖୋଜିବା ପାଇଁ ଚାକିରି ଛାଡିଦେଇଛନ୍ତି। ଗତ ଜୁଲାଇ ମାସରେ କ୍ୟାରୋଲ୍‌ ନାମକ ଜଣେ ମହିଳା ନିଜ କୁକୁର କ୍ୟାଟିକୁ ନେଇ ବୁଲିବାକୁ ଯାଇଥିଲେ। ସେ ସ୍ବାମୀଙ୍କ ସହ ହୋଟେଲ...

ଦିଅଁ ନ ଥିବା ମନ୍ଦିର…

ମନ୍ଦିରରେ ସାଧାରଣତଃ ଦିଅଁ ରହିଥାନ୍ତି। ତେବେ ଦିଲ୍ଲୀର ଉଦୟପୁରରେ ଅବସ୍ଥିତ ବାହାଇ ମନ୍ଦିରରେ କୌଣସି ମୂର୍ତ୍ତି ନାହିଁ। ଏହି ମନ୍ଦିର ନିଜର ଅଦ୍ଭୁତ ନିର୍ମାଣଶୈଳୀ ପାଇଁ ପ୍ରସିଦ୍ଧ। ଏହାକୁ ଲୋକେ ଲୋଟସ୍‌ ଟେମ୍ପଲ କୁହନ୍ତି। ଦିନରେ ମୋତି ପରି ଚମକୁଥିବା...

୧୧୮ ବର୍ଷ ଧରି ଜଳୁଛି ବିଦ୍ୟୁତ୍‌ ବଲ୍‌ବ

କାଲିଫର୍ନିଆ : ସାଧାରଣତଃ ଆମେ ଘରେ, କାର୍ଯ୍ୟାଳୟରେ, ବ୍ୟବସାୟ ପ୍ରତିଷ୍ଠାନରେ ଏବଂ ଅନ୍ୟାନ୍ୟ ସ୍ଥାନରେ ଆଲୋକ ପାଇଁ ବିଦ୍ୟୁତ୍‌ ବଲ୍‌ବର ବ୍ୟବହାର କରିଥାଉ। କିଛି ଦିନ ଜଳିବା ପରେ ଏହା ଫ୍ୟୁଜ୍‌ ହୋଇଯାଇଥାଏ ବା ଖରାପ ହୋଇଯାଇଥାଏ। ଅତି ବେଶୀରେ...

ଫର୍ନିଚର ଆକାରର ଗଛ ଲଗାଉଛନ୍ତି ଏହି ଦମ୍ପତି, ଦେଖିଲେ ଆଶ୍ଚର୍ଯ୍ୟ ହେବେ

ଇଂଲଣ୍ଡ : କିଛି ଗଛ ଅଦ୍ଭୁତ ଆକାରର ଥିବା ବେଳେବେଳେ ନଜରକୁ ଆସିଥାଏ। କିନ୍ତୁ ଏପରି ଅଦ୍ଭୁତ ଗଛ ଲଗାଇବାରେ ରୁଚି ରଖିଥିବା ଲୋକ ବୋଧହୁଏ କମ୍‌ ଅଛନ୍ତି। ଇଂଲଣ୍ଡର ଦମ୍ପତି ଗେବିନ୍‌ ଏବଂ ଏଲିସ୍‌ ମୁନ୍‌ରୋ ଏମିତି କିଛି...

ଜନ୍ମଦିନରେ ଷ୍ଟ୍ରବେରି ଖାଇ ମେଡିକାଲରେ ଭର୍ତ୍ତି ହେଲେ ମହିଳା: ଗଳା ଯାଞ୍ଚ ସମୟରେ ଡାକ୍ତର ଚକିତ

ଅଷ୍ଟ୍ରେଲିଆ ମେଲବୋର୍ନରେ ଏକ ଆଶ୍ଚର୍ଯ୍ୟ ଘଟଣା ସାମ୍ନାକୁ ଆସିଛି। ସେଠାରେ ରହୁଥିବା ଜଣେ ମହିଳା ନିଜ ଜନ୍ମଦିନରେ ଷ୍ଟ୍ରବେରି ଖାଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଏପରିକି ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର ଗଳା ଯାଞ୍ଚ ସମୟରେ ଆଶ୍ଚର୍ଯ୍ୟ ହୋଇଛନ୍ତି। ମହିଳାଙ୍କ...

ମା’ ଦୁର୍ଗାଙ୍କ ଗହଣା ଉପରେ ନଜର ପକାଇଲେ ଚୋର, ପରିଣତି କ’ଣ ହେଲା ଜାଣନ୍ତୁ…

ମା’ ଦୁର୍ଗାଙ୍କ ମହିମା ଅପାର। ତାଙ୍କ ଉପରେ ଭରସା କରି ମାନସିକ ପୂରଣ ପାଇଁ ଧାଇଁ ଆସିଥାନ୍ତି ଭକ୍ତ। ଆଜି ମା’ଙ୍କ ଏପରି ଏକ ଚମତ୍କାରିତା ବିଷୟରେ କହିବୁ ଯାହା ଶୁଣି ଚକିତ ହୋଇଯିବେ। ବିହାରର ମଧେପୁରା ଜିଲାସ୍ଥିତ ମା’...

ଦାମ୍ପତ୍ୟ ଜୀବନରେ ନିବିଡ଼ତା କମାଉଛି ସେଲ୍‌ ଫୋନ୍‌

ଓହିଓ: ସେଲ୍‌ ଫୋନ୍‌ ଯୋଗୁ ଦାମ୍ପତ୍ୟ ଜୀବନରେ ସମସ୍ୟା ସୃଷ୍ଟି ହେଉଛି । ମୋବାଇଲରୁ ହେଉଥିବା ବିକିରଣ ଯୋଗୁ ମସ୍ତିଷ୍କ ଉପରେ ଏହାର କୁପ୍ରଭାବ ପଡୁଛି। ହାଇପୋଥାଲାମସ୍‌ରେ ନକାରାତ୍ମକ ପ୍ରଭାବ ଯୋଗୁ ହାପିନେସ୍‌ ହରମୋନ୍‌ କ୍ଷରଣରେ ବାଧା ସୃଷ୍ଟି ହୋଇଥାଏ...

ନବଜାତ ଶିଶୁ କେବଳ ମା’ କଥା ହିଁ ବୁଝିପାରେ

ନ୍ୟୁୟର୍କ: ନୂଆକରି ଦୁନିଆକୁ ଆସିଥିବା ଶିଶୁ ପାଇଁ ସବୁ ଜିନିଷ ଅଲଗା ଅଲଗା ଲାଗିଥାଏ। ଅନ୍ୟ କେଉଁ ଶବ୍ଦ ନ ଜାଣିଲେ ମଧ୍ୟ ନବଜାତ ଶିଶୁ ମା’ର କଥା ବୁଝିପାରେ। ନ୍ୟୁୟର୍କ ବିଶ୍ୱବିଦ୍ୟାଳୟରେ ହୋଇଥିବା ଏକ ଗବେଷଣା ରିପୋର୍ଟରେ ଏସମ୍ପର୍କରେ...

ମାଗଣାରେ ଖାଇବାକୁ ଡେଟ୍‌ରେ ଯାଆନ୍ତି ଯୁବତୀ

କାଲିଫର୍ନିଆ: ବିବାହ ବା ରିଲେଶପଶିପରେ ରହିବା ପୂର୍ବରୁ ପରସ୍ପରକୁ ଜାଣିବା ପାଇଁ ପୁଅ-ଝିଅ ଡେଟିଂରେ ଯାଉଥିବା କଥା କିଛି ନୂଆ ନୁହେଁ। ଅନ୍‌ଲାଇନ୍‌ ଡେଟିଂ ଆପ୍‌ରୁ ହେଉ କି ସୋସିଆଲ ମିଡିଆରୁ ପରିଚିତ ବନ୍ଧୁ ହୁଅନ୍ତୁ, ପ୍ରଥମେ ଡେଟ୍‌ରେ ଯିବାକୁ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri