୧୦ ବର୍ଷ ହେଲା ଖରାପ ହୋଇ ନ ଥିବା ବର୍ଗର
ଆଜିକାଲି ଫାଷ୍ଟଫୁଡ୍ ସମସ୍ତଙ୍କୁ ପସନ୍ଦ। ହେଲେ ୧୦ ବର୍ଷ ତଳେ ପ୍ରସ୍ତୁତ ହୋଇଥିବା ବର୍ଗର ଏବେବି ଖାଇବା ଉପଯୋଗୀ ରହିଛି କହିଲେ କେହି ବିଶ୍ୱାସ କରିବା କଷ୍ଟକର। କିନ୍ତୁ ଏହା ସତ। ୟୁରୋପର ଆଇସଲ୍ୟାଣ୍ଡରେ ଏବେ ଏକ ବର୍ଗର ଓ...
ଖାଇବା ପରେ ମହିଳାଙ୍କ ମୁହଁ ହେଉଥିଲା ଶୁଷ୍କ: ପରୀକ୍ଷା ପରେ ବାହାରିଲା ୫୩ ପଥର
ବେଳେବେଳେ ଡାକ୍ତରଙ୍କ ନିକଟକୁ ଏମିତି କିଛି ଅଜବ ରୋଗୀ ଆସିଥାନ୍ତି, ଯାହାଙ୍କ ରୋଗ ଦେଖି ଡାକ୍ତର ଆଶ୍ଚର୍ଯ୍ୟ ହୋଇଯାଇ ଥାଆନ୍ତିି। ଏମିତି କିଛି ଦେଖିବାକୁ ମିଳିଛି ଇରାକରେ। ୬୬ ବର୍ଷୀୟା ଜନୈକା ମହିଳାଙ୍କ ରୋଗ ଡାକ୍ତରଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ...
‘ପାଣିପାଗ ବିଭାଗ’ ନାମରେ ଖ୍ୟାତ ଏହି ବ୍ୟକ୍ତି: ଗରମଦିନେ ଲାଗେ ଶୀତ, ଶୀତଦିନେ ଗରମ
ଗ୍ରୀଷ୍ମଦିନେ ଗରମ ଲାଗିବା ଏବଂ ଶୀତଦିନେ ଶୀତ ଲାଗିବା ସ୍ବାଭାବିକ ପ୍ରକ୍ରିୟା। ଯଦି ଏହାର ଓଲଟା କଥା ଅର୍ଥାତ୍ ଗ୍ରୀଷ୍ମଦିନେ ଶୀତ ଏବଂ ଶୀତଦିନେ ଗରମ ଲାଗିବା କଥା କୁହାଯାଏ, ତେବେ ଏହା ସମ୍ଭବନୁହେଁ ବୋଲି କହିପାରନ୍ତି। ହେଲେ ଜାନୁୟାରୀ...
କ୍ୟାମେରା ଦେଖି ପୋଜ୍ ଦେଉଛି ଏହି ଛେଳି, ଲୋକେ କୋରିଆ ପପ୍ଷ୍ଟାରଙ୍କ ସହ କରୁଛନ୍ତି ତୁଳନା
ଆଜିକାଲିର ସମୟରେ କ୍ୟାମେରା ଦେଖିଲେ ଯେ କେହିବି ଭଲ ପୋଜ୍ ଦେବାକୁ ଚାହିଁଥାଏ। ହେଲେ ମାଲେସିଆର ପେରାକ ରାଜ୍ୟର ଏକ ଫାର୍ମରେ ଥିବା ସନେନ ପ୍ରଜାତିର ଏକ ଛେଳି ଫଟୋକୁ ନେଇ ଚର୍ଚ୍ଚାରେ। ୧୧ ମାସର ଏହି ଛେଳିଟିକୁ କୋରିଆ...
ବୁଲେଟ୍ ପ୍ରୁଫ୍ ଟଏଲେଟ୍ : ଦାମ୍ ଜାଣିଲେ ହେବେ ଆଶ୍ଚର୍ଯ୍ୟ
କୁହାଯାଏ, ମଣିଷର ଇଚ୍ଛାଶକ୍ତି ଥିଲେ ସବୁ ଅସମ୍ଭବ ସମ୍ଭବ ହୁଏ। ଚାଇନାରେ ଏହି କଥାକୁ ପ୍ରମାଣ କରି ଦେଖାଇଛନ୍ତି ଜଣେ ବ୍ୟବସାୟୀ। ପୂର୍ବରୁ ଗୀତାର, ଜୋତା ଆଦି ସୁନାରେ ତିଆରି କରିଥିବାବେଳେ ଏବେ ସୁନାର ଟଏଲେଟ୍ ତିଆରି କରିଛନ୍ତି, ଯାହାର...
ଭଗବାନ୍ ରାମଙ୍କ ବଂଶଧର ୨୧ ବର୍ଷୀୟ ଯୁବକ: ୨୦ ହଜାର କୋଟି ସମ୍ପତ୍ତିର ମାଲିକ
ମାତ୍ର ୨୧ ବର୍ଷୀୟ ଯୁବକ ୨୦ ହଜାର କୋଟି ଟଙ୍କାର ମାଲିକ। ଏହା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ଖାଲି ସେତିକି ନୁହେଁ, ଯୁବକ ଜଣଙ୍କ ନିଜକୁ ଭଗବାନ୍ ରାମଙ୍କ ବଂଶଧର ବୋଲି ମଧ୍ୟ କହୁଛନ୍ତି। ପଦ୍ମନାଭ ସିଂହ...
ଏସବୁ ପାଇଁ ପାଳନ କରାଯାଏ ବଡ଼ ଓଷା…
କାର୍ତ୍ତିକ ମାସ ଶୁକ୍ଳପକ୍ଷ ତ୍ରୟୋଦଶୀରେ ବଡ଼ ଓଷା ପାଳିତ ହୋଇଥାଏ । ଏହି ଓଷା ଭୀଷ୍ମ ପଞ୍ଚକ ମଧ୍ୟରେ ବଡ଼ ଏକାଦଶୀ ବା ଦେବ ଉତ୍ଥାନ ଏକାଦଶୀ ପରେ ପାଳିତ ହୋଇଥାଏ। ଏହି ଏକାଦଶୀରେ ଚତୁର୍ମାସ୍ୟାରୁ ନିଦ୍ରା ଯାଇଥିବା ଦେବତାମାନେ...
ଅଜବ ଅଣ୍ଡା ଦେଖି ଆଶ୍ଚର୍ଯ୍ୟ ହେଲେ ଦମ୍ପତି
ସାଧାରଣତଃ ପଶୁପକ୍ଷୀଙ୍କ ଅଣ୍ଡା ଦେଖିଥିବେ ମାତ୍ର ଫିନ୍ଲ୍ୟାଣ୍ଡ୍ ବୁଲିବାକୁ ଯାଇଥିବା ଦମ୍ପତି ସମୁଦ୍ରକୂଳରେ ଅଜବ ଅଣ୍ଡା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏହି ଅଣ୍ଡା କୌଣସି ପଶୁ ପକ୍ଷୀଙ୍କର ନ ଥିଲା, ଥିଲା ବରଫର ଅଣ୍ଡା। ଏଠାକାର ହୈଏକ୍ ଲୁଓତୋ ଦ୍ୱୀପର...
ନୀଳ ରଙ୍ଗର ହୀରା ମୁଦି ଶହେ କୋଟିରେ ହେବ ନିଲାମ
ଜେନେଭା,୯।୧୧: ଜେନେଭାଠାରେ ଏକ ହୀରାମୁଦିର ନିଲାମ ହେବ। ଏହାକୁ ଶହେ କୋଟି ଟଙ୍କା(୧୪ ମିଲିୟନ୍ ଡଲାର)ରେ ନିଲାମ କରାଯିବ ବୋଲି କୁହାଯାଉଛି। ସ୍ଥାନୀୟ କ୍ରେଷ୍ଟ ନିଲାମ ଗୃହରେ ଏହାର ନିଲାମ ହେବ। ଏହି ହୀରାମୁଦିରେ ୭.୦୩ କ୍ୟାରେଟ୍ ଓଜନର ନୀଳ...
ବିଶ୍ୱର ସବୁଠାରୁ ହାଲୁକା ମିଠା
ଲଣ୍ଡନ: ମିଠା ଖାଇବାକୁ କାହାକୁ ବା ଭଲ ନ ଲାଗେ। ଛୁଆଠାରୁ ବୟସ୍କ ପର୍ଯ୍ୟନ୍ତ ସମସ୍ତେ ମିଠା ଖାଇବାକୁ ପସନ୍ଦ କରନ୍ତି। ବିଶ୍ୱରେ ଅନେକ ପ୍ରକାରର ମିଠା ମିଳିଥାଏ। ଭାରତରେ ତ ଏହାର ସଂଖ୍ୟା ଅନେକ। ହେଲେ ଏମିତି ଏକ...
ଯୁବକଙ୍କ କାନରୁ ବାହାରିଲେ ୧୦ ଅସରପା
ନୂଆଦିଲ୍ଲୀ: ଚାଇନାରେ ଜଣେ ଲୋକଙ୍କ କାନରୁ ବାହାରିଛି ୧୦ ଅସରପା। ଯୁବକଙ୍କ କାନରେ ପ୍ରବଳ କଷ୍ଟ ଅନୁଭବ ହେବାରୁ ସେ ଡାକ୍ତରଙ୍କ ପାଖକୁ ଯାଇ ଦେଖାଇଥିଲେ। ସେ ଭୟଭୀତ ହୋଇପଡ଼ିଥିବାବେଳେ ଡାକ୍ତର ମଧ୍ୟ ଦେଖିବା ପରେ ଚକିତ ହୋଇଯାଇଥିଲେ। ଯୁବକଙ୍କ...
ଅସହାୟଙ୍କୁ ଆଇନ ସେବା ସୁନିଶ୍ଚିତ ଲକ୍ଷ୍ୟ
ଭାରତରେ ସବୁ ନାଗରିକଙ୍କୁ ଯେପରି ଭାବେ ନିରପେକ୍ଷ ଆଇନ ସେବା ମିଳିପାରିବ ତାକୁ ସୁନିଶ୍ଚିତ କରିବା ସହ ଏହା ସମ୍ପର୍କରେ ବ୍ୟାପକ ଜନ ସଚେତନତା ସୃଷ୍ଟିକରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ନଭେମ୍ବର ୯କୁ ‘ ଜାତୀୟ ଆଇନ ସେବା ଦିବସ’ ଭାବେ...
Archives


