ବିଶ୍ୱର ସବୁଠାରୁ ମହଙ୍ଗା ଜେଲ୍: କଏଦୀଙ୍କ ପାଇଁ ଖର୍ଚ୍ଚ ହେଉଛି ଲକ୍ଷାଧିକ ଟଙ୍କା
ଜେଲ୍ର ନାଁ ଶୁଣିଲେ ଆପଣା ଛାଏଁ ମନକୁ ଆସେ ସେଠାକାର ରହିବା ଓ ଖାଇବା କେମିତି ହୋଇଥିବ। ହେଲେ କ୍ୟୁବାରେ ଏମିତି ଏକ ଜେଲ୍ ଅଛି ଯାହାର ନାଁ ଶୁଣିଲେ ଆଶ୍ଚର୍ଯ୍ୟ ଲାଗେ ନାହିଁ ବରଂ ଏଠାରେ କଏଦୀଙ୍କ ପଛରେ...
୧୫୬୦ ଫୁଟ ଉଚ୍ଚରୁ ଖସୁଛି ନିଆଁ ଝରଣା…
କାର୍ଲିଫର୍ନିଆ: ଝରଣାରୁ ପାଣି ଝରିବା ସ୍ବାଭାବିକ କଥା। ତେବେ ଏଥିରୁ ନିଆଁ ଝରିବା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବେ। କାର୍ଲିଫର୍ନିଆରେ ରହିଛି ଏଭଳି ଏକ ଝରଣା। ଏଥିରେ ନିଆଁ ଭଳି ଲାଲ୍ ପାଣି ୧୫୬୦ ଫୁଟ ଉଚ୍ଚରୁ ତଳକୁ...
କମ୍ ବଜେଟ୍ରେ ବି କରିପାରିବେ ସୁନ୍ଦର ବଗିଚା
ଆଜିକାଲି ସମୟରେ ସମସ୍ତଙ୍କ କ୍ଷେତ୍ରରେ ବଡ଼ ଫ୍ଲାଟ୍ କିମ୍ବା ବଗିଚା କରିବା ସମ୍ଭବ ନୁହେଁ। ତେଣୁ କମ୍ ବଜେଟ୍ ଆଉ ଅଳ୍ପ ସ୍ଥାନରେ ବି ଏକ ସୁନ୍ଦର ବଗିଚା କରିହେବ। ପରିବେଶ୍ବିତ୍ଙ୍କ ମତରେ ଡ୍ରଇଂ କିମ୍ବା ଡାଇନିଂ ରୁମ୍ରେ ମଧ୍ୟ...
ପିଲାଙ୍କୁ ଦିଅନ୍ତୁ ଅନୁଶାସନ ଶିକ୍ଷା
ନୂଆଦିଲ୍ଲୀ: ସବୁ ପରିବାରର କିଛି ନା କିଛି ନିୟମ ରହିଥାଏ, ଯାହାକୁ ଘରର ସମସ୍ତ ସଦସ୍ୟଙ୍କୁ ମାନିବାକୁ ପଡ଼େ। ଏହି ନିୟମ ହିଁ ପିଲାମାନଙ୍କୁ ଅନୁଶାସନରେ ବାନ୍ଧି ରଖିବାରେ ସହାୟକ ହୁଏ। ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ପିଲାଙ୍କୁ ଛୋଟ ବେଳୁ...
ସେନା କର୍ମଚାରୀଙ୍କ କଲ୍ୟାଣ ଲାଗି ଏକ ପ୍ରୟାସ
ସେନା ପ୍ରତି ସମ୍ମାନ ପ୍ରଦର୍ଶନ କରିବା ପାଇଁ ୧୯୪୯ରୁ ପ୍ରତିବର୍ଷ ୭ ଡିସେମ୍ବରରେ ସଶସ୍ତ୍ର ସେନା ପତାକା ଦିବସ ଭାରତରେ ପାଳନ କରାଯାଉଛି। ଦେଶର ଏକତା ଓ ଅଖଣ୍ଡତା ଲାଗି ଶହୀଦ ହୋଇଥିବା ଯବାନମାନଙ୍କୁ ବି ଏହି ଦିନ ସ୍ମରଣ...
ଛୁଆଙ୍କୁ ଆକଟ କଲେ ଦଣ୍ଡ: କାଠଗଡ଼ାକୁ ଟଣାହେବେ
ଟୋକିଓ: ଅନୁଶାସନ ପାଇଁ ଜନ୍ମକଲା ପିଲାଙ୍କୁ ଦଣ୍ଡ ଦେବା ଅତି ସାଧାରଣ କଥା। ପାଠପଢ଼ିବା ହେଉ ଅବା ସଂସ୍କାରବାଦୀ ଚିନ୍ତାଧାରା ପାଇଁ ପ୍ରତି ଘରେ ଶିଶୁଙ୍କ ଉପରେ ଛୋଟମୋଟ କଟକଣା ଲଗାଯାଇଥାଏ। ଭାରତରେ ଏହା ସାଧାରଣ କଥା। ହେଲେ ଜାପାନରେ...
ଲଞ୍ଚ ହେଲା ବିଶ୍ୱର ପ୍ରଥମ ଫ୍ଲାଏ ଆଣ୍ଡ ଡ୍ରାଇଭ୍ କାର୍
ଓ୍ବାଶିଂଟନ: ବିଶ୍ୱର ପ୍ରଥମ ଫ୍ଲାଏ ଆଣ୍ଡ ଡ୍ରାଇଭ୍ କାର୍ ବୁଧବାର ପ୍ରଥମ କରି ମିଆମିରେ ଏକ ଇଭେଣ୍ଟରେ ଲଞ୍ଚ ହୋଇଛି। ଏହାକୁ ପାୟନିୟର ପର୍ସନାଲ ଏୟାର ଲ୍ୟାଣ୍ଡିଂ ଭେଇକିଲ (Personal Air Landing Vehicle, PAL-V) ନାମ ଦିଆଯାଇଛି। ଏହାର...
ସମ୍ପର୍କକୁ ସୃଦୃଢ଼ କରିବାକୁ ଚାହୁଁଛନ୍ତି କି.. କରନ୍ତୁ ଏଭଳି କିଛି..
ପାଖରେ ରହିଲେ ଭଲପାଇବା ବଢ଼ିବା ସହ ସମ୍ପର୍କ ଦୃଢ଼ ହୁଏ ବୋଲି କୁହାଯାଏ। ଦମ୍ପତିଙ୍କ କ୍ଷେତ୍ରରେ ମଧ୍ୟ ଏହି ଉକ୍ତିଟି ଲାଗୁ ହୋଇଥାଏ। ମାତ୍ର ଏହା ଭୂଲ ପ୍ରମାଣିତ ହେବାରେ ଲାଗିଲାଣି। ପାର୍ଟନର କାର୍ଯ୍ୟବ୍ୟସ୍ତତା କାରଣରୁ ଅନେକ ସମୟ ବାହାରେ...
୨ବର୍ଷ ପୂର୍ବରୁ ବିକ୍ରି ହୋଇଥିବା କାର୍ର ଚାଲାଣ ପହଞ୍ଚିଲା ଘରେ: ଯାଞ୍ଚ ପରେ ସାମ୍ନାକୁ ଆସିଲା ଆଶ୍ଚର୍ଯ୍ୟକର ତଥ୍ୟ
ଗ୍ରେଟର ନୋଏଡା, ୬।୧୨: ଦେଶରେ ନୂଆ ମୋଟରଯାନ ଆଇନ ଲାଗୁ ହେବା ପରେ ଦିନକୁ ଦିନ ନୂଆ ନୂଆ ଘଟଣା ସାମ୍ନାକୁ ଆସିଛି। ଇତିମଧ୍ୟରେ ଚାଲାଣ କଟାଯିବାର ଏକ ଭିନ୍ନ ଘଟଣା ଉତ୍ତରପ୍ରଦେଶ ଗ୍ରେଟର ନୋଏଡାରୁ ଆସିଛି। ୨ ବର୍ଷ...
ଝିଅଙ୍କୁ ପାଠ ପଢାଇବାକୁ ପ୍ରତିଦିନ ୧୨ କିଲୋମିଟର ଯାତ୍ରା କରନ୍ତି ପିତା
କାବୁଲ,୬।୧୨: ଆଫଗାନିସ୍ତାନରେ ଏବେ ଝିଅ ଓ ମହିଳାଙ୍କ ପ୍ରତି ଥିବା ଚିନ୍ତାଧାରାରେ ପରିବର୍ତ୍ତନ ଆସିଛି। ଏହାର ଉଦାହରଣ ହେଉଛନ୍ତି ମିୟା ଖାଁ। ଏବେ ସମସ୍ତେ ତାଙ୍କୁ ଅସଲ ହିରୋ ବୋଲି କହୁଛନ୍ତି। କାରଣ ସେ ତାଙ୍କ ଝିଅମାନଙ୍କ ପାଠପଢା ପାଇଁ...
କ୍ଷେତରୁ ଖୋଳି ନେଇଗଲେ ପିଆଜ
ମଣ୍ଡସୋର: ହୁ ହୁ ହୋଇ ବଢ଼ିଚାଲିଛି ପିଆଜ ଦର। ରୋଷେଇଘରେ ସବୁଠୁ ବେଶି ଖୋଜା ପଡୁଥିବା ଏହି ଅତ୍ୟାବଶ୍ୟକ ପରିବା ୧୫୦ ଟଙ୍କା ଛୁଇଁଲାଣି। ଏପରି ସ୍ଥିତିରେ ଚୋରମାନେ ଏବେ ପିଆଜ ଉପରେ ଆଖି ପକାଇଛନ୍ତି। ପରିସ୍ଥିତି ଏପରି ହେଲାଣି...
ଆଖିକୁ ଭଲ ନ ଦିଶିବା ସତ୍ତ୍ୱେ ୭ ଘଣ୍ଟାରେ ଚଢ଼ିଲେ ୪୫୦ ଫୁଟ ଉଚ୍ଚର ପାହାଡ଼
ଏଡିନ୍ବର୍ଗ: ମନରେ ଦୃଢ଼ ଇଚ୍ଛାଶକ୍ତି ଆଉ ବିଶ୍ୱାସ ଥିଲେ ମଣିଷ ସବୁ ଅସମ୍ଭବ ସମ୍ଭବ କରିପାରେ। ଏମିତି ଏକ ଉଦାହରଣ ସୃଷ୍ଟି କରିଛନ୍ତି ବ୍ରିଟେନ୍ର ଜେସି ଡଫ୍ଟନ। ଯାହାଙ୍କ ଆଖିକୁ ଭଲ ଦିଶେ ନାହିଁ। କହିବାକୁ ଗଲେ ତାଙ୍କର ଆଖିକୁ...
Archives


