ଗଛଲତାକୁ ବି ହୋଇଥାଏ କଷ୍ଟ: ରିସର୍ଚ୍ଚ ରିପୋର୍ଟ
ତେଲ୍ ଅଭିବ୍: ମଣିଷକୁ ଆଘାତ ଲାଗିଲେ କଷ୍ଟ ହୋଇଥାଏ। ଅନୁରୂପ ଭାବେ ଛୋଟ ବଡ଼ ସମସ୍ତ ପ୍ରାଣୀଙ୍କୁ ମଧ୍ୟ ଏଭଳି ଅନୁଭୁତି ହୋଇଥାଏ। ତେବେ ଗଛଲତାକୁ କାଟିଲେ ଅବା ପତ୍ର ଛିଣ୍ଡାଇଲେ କଷ୍ଟ ହୋଇଥାଏ। ଏନେଇ ଇସ୍ରାଏଲ୍ ତେଲ୍ ଅଭିବ୍...
୩୫ ଲକ୍ଷ ଟଙ୍କା ବୋନସ୍ ମିଳିବା ପରେ ବି କାନ୍ଦିଲେ କର୍ମଚାରୀ, ଜାଣନ୍ତୁ କାହିଁକି
ଓ୍ବାଶିଂଟନ୍,୧୨।୧୨: ବର୍ଷ ଶେଷ ହେବାକୁ ଆଉ କିଛି ଦିନ ବାକି ଅଛି। ଏହି ଉପଲକ୍ଷେ ବିଭିନ୍ନ କମ୍ପାନୀ କର୍ମଚାରୀଙ୍କୁ ଉପହାର ଦେବା ପାଇଁ ଘୋଷଣା କରିଛନ୍ତି। ଆମେରିକାର ଏକ ରିୟଲ୍ ଇଷ୍ଟେଟ୍ କମ୍ପାନୀ ପ୍ରତି କର୍ମଚାରୀଙ୍କୁ ୩୫ ଲକ୍ଷ ଟଙ୍କା...
ବିଶ୍ୱର ସବୁଠୁ ସୁରକ୍ଷିତ ଘର, ପରମାଣୁ ବୋମା ପଡ଼ିଲେ ବି ହେବ ନାହିଁ ନଷ୍ଟ
ନିଜ ଘରକୁ ସୁରକ୍ଷିତ ରଖିବାକୁ ସମସ୍ତେ ଚାହାନ୍ତି। ସେ ନେଇ ଘର ନିର୍ମାଣ ହେଉ କିମ୍ବା କିଣା ସମୟରେ ସୁରକ୍ଷା ନେଇ ଯୋଜନା ପ୍ରସ୍ତୁତ କରାଯାଇଥାଏ। ତେବେ ଆଜି ଏପରି ଏକ ଘର ବିଷୟରେ ଜଣାଇବୁ , ଯାହାକୁ ବିଶ୍ୱର...
ଶିଶୁକନ୍ୟାଙ୍କ ଜୀବନ ନେଲା ମାଆଙ୍କ ଚୁମ୍ବନ
ଆମେରିକା: ନିଜ ସନ୍ତାନକୁ ଜଣେ ମାଆ ଚୁମ୍ବନ ଦେବା ବା ଗେଲ କରିବା ସାଧାରଣ କଥା। ମାତ୍ର ଏହା କେତେ କ୍ଷତିକାରକ ତାହା ସାମ୍ନାକୁ ଆସିଥିବା ଏକ ରିପୋର୍ଟରୁ ଜଣାପଡ଼ିଛି। ଆମେରିକାର ମେଡିକାଲ ସାଇନ୍ସ ପକ୍ଷରୁ ପ୍ରକାଶ ପାଇଥିବା ରିପୋର୍ଟରୁ...
ନାନା ବାୟା ଗୀତ ଶୁଣି କାହିଁକି ଶୁଅନ୍ତି ଶିଶୁ…
ଅଝଟ ପିଲାଙ୍କୁ ଶୁଆଇବା ପାଇଁ ମା’ମାନେ ନାନା ବାୟା ଗୀତର ସାହାରା ନେଇଥାନ୍ତି। ପୃଥିବୀର ସମସ୍ତ ସଂସ୍କୃତି ତଥା ପରମ୍ପରାରେ ଏଭଳି ନାନା ବାୟା ଗୀତକୁ ଲୋକଗୀତ ବୋଲି କୁହାଯାଇଥାଏ। ତେବେ ଏହା ଛୋଟ ପିଲାଙ୍କ ଉପରେ ସକାରାତ୍ମକ ପ୍ରଭାବ...
ଲୋକପ୍ରିୟତା ସାଉଁଟୁଛି ଷ୍ଟାଚ୍ୟୁ ଅଫ୍ ୟୁନିଟି
ନୂଆଦିଲ୍ଲୀ: ଭାରତର ପ୍ରଥମ ଉପପ୍ରଧାନମନ୍ତ୍ରୀ ତଥା ଗୃହମନ୍ତ୍ରୀ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ସ୍ମୃତିରେ ଗୁଜରାଟଠାରେ ତିଆରି ହୋଇଛି ଷ୍ଟାଚ୍ୟୁ ଅଫ୍ ୟୁନିଟି। ଏହା ଦୁନିଆର ସବୁଠୁ ଉଚ୍ଚ ପ୍ରତିମୂର୍ତ୍ତି। ୧୮୨ ମିଟର ଉଚ୍ଚତା ବିଶିଷ୍ଟ ଏହି ମୂର୍ତ୍ତିକୁ ଦେଖିବା...
ଏଠାରେ ବିନା ଶୁଣ୍ଢରେ ପୂଜା ପାଆନ୍ତି ଗଣେଶ
ଭାରତ ବର୍ଷରେ ପ୍ରଭୁ ଗଣେଶଙ୍କ ବହୁ ମନ୍ଦିର ରହିଛି। ପ୍ରତ୍ୟେକ ମନ୍ଦିରର କିଛି ନା କିଛି ବିଶେଷତ୍ୱ ରହିଛି। ତେବେ ଶୁଣ୍ଢ ଭଗବାନ ଗଜାନନଙ୍କ ପରିଚୟ ଦେଇଥାଏ। କିନ୍ତୁ ଏଭଳି ଏକ ମନ୍ଦିର ରହିଛି, ଯେଉଁଠାରେ ଗଣେଶଙ୍କ ଶୁଣ୍ଢ ନାହିଁ।...
ମଇଁଷିର ଦାମ ୫୧ ଲକ୍ଷ…
ମଇଁଷିର ଦାମ ୫୧ ଲକ୍ଷ ଟଙ୍କା ଶୁଣିଲେ ଆଶ୍ଚର୍ଯ୍ୟ ଲାଗିବା ସ୍ବାଭାବିକ। ତେବେ ଏହା ସତ କଥା। ହରିୟାଣାର ମୁର୍ରା ପ୍ରଜାତିର ଏକ ମଇଁଷିର ଦାମ ଏପରି ରହିଛି। ଏହି ମଇଁଷିକୁ ମାଲିକ ସୁଖବୀର ସିଂ ଦାଣ୍ଡା ଆଦରରେ ସରବତୀ...
ଆମେରିକୀୟ ବ୍ଲଗରଙ୍କ ଭିଡିଓକୁ ୩୨ ମିଲିୟନ ଭ୍ୟୁ: ଭୁଲରେ ଅପରିଚିତଙ୍କୁ କୁଣ୍ଢାଇ ଅଡ଼ୁଆରେ ପଡ଼ିଥିଲେ
ଆମେରିକୀୟ ବ୍ଲଗର ମେରି କ୍ୟାଥେରିନ ବ୍ୟାକ୍ଷ୍ଟ୍ରମଙ୍କ ସହ ଘଟିଥିବା ଏକ ମଜାଦାର ଘଟଣା ସମ୍ପର୍କିତ ଭିଡିଓ ସମ୍ପ୍ରତି ଫେସ୍ବୁକ୍ରେ ଭାଇରାଲ ହୋଇଛି। ସେ କିଭଳି ଭୁଲରେ ଜଣେ ଅପରିଚିତଙ୍କୁ କୁଣ୍ଢାଇ ପକାଇଥିଲେ ତାହା ଭିଡିଓରେ ବର୍ଣ୍ଣନା କରିଛନ୍ତି। ଗତ ୬...
ଆନ୍ତର୍ଜାତିକ ପର୍ବତ ଦିବସ: ପାହାଡ଼ ହିଁ ଜୀବନ
ବିଶ୍ୱରେ ପ୍ରତିବର୍ଷ ୧୧ ଡିସେମ୍ବରରେ ପାଳନ କରାଯାଉଛି ‘ଆନ୍ତର୍ଜାତିକ ପର୍ବତ ଦିବସ’। ଅନ୍ତଃରାଷ୍ଟ୍ରୀୟ ସମୁଦାୟ ପାର୍ବତୀୟ କ୍ଷେତ୍ରର ସାମଗ୍ରିକ ବିକାଶ ଉପରେ ଗୁରୁତ୍ୱ ପ୍ରଦାନ କରିବା ସହ ଏହାକୁ ତ୍ୱରାନ୍ବିତ କରିବା ଉଦ୍ଦେଶ୍ୟରେ ଏହି ଦିବସ ପାଳନ କରାଯାଉଛି। ପାର୍ବତ୍ୟାଞ୍ଚଳ...
ପଶ୍ଚିମବଙ୍ଗରେ ବାହାରିଲା ଦୁଇମୁଣ୍ଡିଆ ସାପ, ଦେଖିବାକୁ ଲୋକଙ୍କ ଭିଡ
କୋଲକତା,୧୧।୧୨:ପୂର୍ବରୁ ଅନେକଥର ଦୋମୁହାଁ ସାପ କଥା ଶୁଣିଥିବେ କି ଦେଖିଥିବେ। କିନ୍ତୁ ପଶ୍ଚିମବଙ୍ଗରେ ଦୁଇମୁଣ୍ଡିଆ ସାପ ଦେଖିବାକୁ ମିଳିଛି। ଏହି ସାପକୁ ଦେଖିବାକୁ ସେଠାରେ ଭିଡ ଜମିଛି। କୋଲକତାର ବେଲଦା ଜଙ୍ଗଲ ନିକଟରେ ଥିବା ଏକାରୁଖି ଗ୍ରାମରେ ଦୁଇମୁଣ୍ଡିଆ ସାପ...
ଇଲେକ୍ଟ୍ରିକ୍ ମାଛ, ସୋସିଆଲ ମିଡିଆରେ ଫଟୋ ଭାଇରାଲ
ଆମେରିକା: ମାଛ ପୁଣି ଇଲେକ୍ଟ୍ରିକ୍। ଶୁଣି ଅଡ଼ୁଆ ଲାଗୁଥିଲେ ମଧ୍ୟ ଏମିତି ମାଛ ଦେଖିବାକୁ ମିଳିଛି ଆମେରିକାରେ। ମିଗୁଏଲ୍ ଓ୍ବାଟ୍ସନ୍ ନାମକ ଏହି ଇଲେକ୍ଟ୍ରିକ୍ ଇଲ୍ ମାଛ(ଯାହା ଦେଖିବାକୁ ସର୍ପାକୃତି ପରି) ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।...
Archives


