ଫୁରସତ

ଝିଅ ବିବାହରେ ନୂଆ ଗାଡ଼ିକୁ ଗୋବର ଲେପ ଦେଲେ ଡାକ୍ତର

ନୂଆଦିଲ୍ଲୀ,୭।୧: ଭିନ୍ନ ଭିନ୍ନ ଢଙ୍ଗରେ ବିବାହ କରି ଅନେକ ଲୋକ ଚର୍ଚ୍ଚାରେ ରହିବାକୁ ପସନ୍ଦ କରିଥାଆନ୍ତି। କୋହ୍ଲାପୁରର ନବନାଥ ଦୁଧଲ ନାଁରେ ପରିଚିତ ଜଣେ ଡାକ୍ତର ନିଜ ଝିଅଙ୍କ ବିବାହ କାର୍‌କୁ ଗୋବର ଲେପ ଦେଇ ଏବେ ଆସିଛନ୍ତି ଚର୍ଚ୍ଚାକୁ।...

ଏସିଆର ପରିଷ୍କାର ଗାଁ: ଲୋକେ କୁହନ୍ତି ଭଗବାନଙ୍କ ବଗିଚା…

ଏପରି ଏକ ଗାଁ ରହିଛି ଯେଉଁଠି ସଫେଇ ପାଇଁ ସରକାରଙ୍କ ଉପରେ ନିର୍ଭର କରି ନ ଥାନ୍ତି ଏଠାକାର ବାସିନ୍ଦା। ଗାଁର ପିଲାଠାରୁ ବୁଢ଼ା ପର୍ଯ୍ୟନ୍ତ ସଭିଏଁ ଗଁାକୁ ସଫା ସୁତୁରା ରଖିବା ପାଇଁ ଦିନସାରା ଲାଗି ରୁହନ୍ତି। ପରିବେଶକୁ...

ଯୁବତୀଙ୍କ ଅଧିକ ପସନ୍ଦ ଚଷମା ପିନ୍ଧୁଥିବା ଯୁବକ…

ପ୍ରେମ ଏକ ସ୍ବର୍ଗୀୟ ଅନୁଭୁତି। ତେବେ ଏକ ଗବେଷଣାରୁ ଜଣାପଡ଼ିଛି ଯୁବତୀମାନେ ପ୍ରେମ ପାଇଁ ଯୁବକଙ୍କ ପାଖରେ କେତେକ ନିଦ୍ଦିଷ୍ଟ ଗୁଣ ଉପରେ ଗୁରୁତ୍ୱାରୋପ କରିଥାନ୍ତି। ସାଧାରଣତଃ ଚଷମା ପିନ୍ଧୁଥିବା ଯୁବକଙ୍କୁ ଯୁବତୀମାନେ ଅଧିକ ପସନ୍ଦ କରିଥାନ୍ତି ବୋଲି ପରଫେକ୍ଟ...

ପୁଅର ସ୍ମାର୍ଟଫୋନ୍‌ ନିଶା ଦୂର କରିବା ପାଇଁ ୨୨୦୦ କିମି ଯାତ୍ରା କଲେ ପିତା

ଆଜିକାଲି ଛୋଟ ଛୁଆଠାରୁ ଆରମ୍ଭ କରି ବଡ ଲୋକ ସମସ୍ତଙ୍କୁ ସ୍ମାର୍ଟଫୋନ ନିଶା ଧରିଛି। ବିଷେଶ କରି ଛୋଟ ଛୁଆମାନେ ସ୍ମାର୍ଟଫୋନରେ ଗେମ ନ ଖେଳିଲେ ଖାଉ ନାହାଁନ୍ତି। ଯେଉଁ ବୟସରେ ବାହାରେ ବୁଲି ଖେଳ କୁଦ କରିବା କଥା...

ପିତାଙ୍କ ଏମିତି ଫଟୋ ଛାଡିଲେ ଝିଅ, ଲୋକେ ହେଲେ ଭାବୁକ

କାନବେରା,୭।୧: ଅଷ୍ଟ୍ରେଲିଆରେ ଥିବା ଜଙ୍ଗଲରେ ଭୟଙ୍କର ନିଆ ଲାଗିଛି। ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଅଗ୍ନିଶମ ବିଭାଗ କର୍ମଚାରୀ ରାତିଦିନ ଲାଗିପଡିଛନ୍ତି। କିଛିଦିନ ପୂର୍ବରୁ ଅଗ୍ନିଶମ ବିଭାଗ କର୍ମଚାରୀମାନେ ନିଜ ଜୀବନକୁ ବାଜି ଲଗାଇ ନିଆଁ ଲିଭାଉ ଥିବା ଏକ...

ମାଓବାଦୀ ଅଞ୍ଚଳରେ ଗର୍ଭବତୀଙ୍କୁ ସହାୟକ ହେଉଛି ବାଇକ୍‌ ଆମ୍ବୁଲାନ୍ସ

ରାୟପୁର,୭।୧: ଛତିଶଗଡ଼ର ମାଓ ପ୍ରଭାବିତ ଅଞ୍ଚଳ ମଧ୍ୟରୁ ନାରାୟଣପୁରର ଅଧିକାଂଶ ଗାଁ ଏବେବି ମୁଖ୍ୟ ସଡ଼କ ସହ ଯୋଡି ହୋଇପାରି ନ ଥିବା ଏକ ବଡ ଅଞ୍ଚଳ ଭାବେ ପରିଚିତ। ଏଠାରେ ସଡ଼କ କହିଲେ ମାଟିର ରାସ୍ତା ଓ ଯାନ...

ଯେଉଁଠି ମାଟିତଳେ ରୁହନ୍ତି ଲୋକେ

‘ପାତାଳ ଲୋକ’ କଥା ସମସ୍ତେ କାହାଣୀରେ ଶୁଣିଥିବେ। ହେଲେ ବିଶ୍ୱରେ ଏମିତି ଏକ ସ୍ଥାନ ଅଛି ଯେଉଁଠି ଲୋକେ ମାଟିତଳେ ଘର କରି ରହୁଛନ୍ତି। ଏହାକୁ କେହି କେହି ‘ପାତାଳ ପୁର’ ବା ‘ପାତାଳ ଲୋକ’ ବୋଲି ମଧ୍ୟ କହିଥାଆନ୍ତି।...

ଅଳିଆଗଦାରେ ଫିଙ୍ଗି ଦେଇଥିଲେ ଲଟେରି ଟିକେଟ୍‌, ପରେ ହେଲେ କୋଟିପତି

କୁହାଯାଏ, ଭାଗ୍ୟ କାହାକୁ କେତେବେଳେ କେଉଁଠି ନେଇ ପହଞ୍ଚାଇଥାଏ ତା’ର ଠିକଣା ନ ଥାଏ। ଫଳରେ କୋଟିପତି ଗରିବ ହୋଇଯାଉଥିବା ବେଳେ ଗରିବଟିଏ ରାତାରାତି କୋଟିପତି ହୋଇଯାଏ। ଏହାର ଅନେକ ଉଦାହରଣ ମଧ୍ୟ ରହିଛି। ଏହିପରି ଏକ ଉଦାହରଣ ଦେଖିବାକୁ...

ମଦ ନିଶାରେ ନାଗସାପ ସହ ଖେଳ: ଦେଖନ୍ତୁ ଲୋମଟାଙ୍କୁରା ଭିଡିଓ

ସାଧାରଣତଃ ସାପକୁ ଦେଖିଲେ ଲୋକେ ଭୟରେ ଥରି ଉଠନ୍ତି। ମାତ୍ର ଜଣେ ବ୍ୟକ୍ତି ମଦ ନିଶାରେ ଏକ ନାଗସାପ ସହ ଖେଳୁଥିବା ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓଟିକୁ ଯିଏ ଦେଖିବ ସେ ନିଶ୍ଚିତ ଡରିଯିବ।...

୧୧୭ତମ ଜନ୍ମଦିବସ ପାଳିଲେ ବୃଦ୍ଧା

ଟୋକିଓ: ଜାପାନର ଜଣେ ବୃଦ୍ଧା ରବିବାର ୧୧୭ତମ ଜନ୍ମଦିବସ ପାଳନ କରିଛନ୍ତି। ସେ ବିଶ୍ୱର ସବୁଠୁ ବୟସ୍କ ମହିଳା ଭାବେ ପରିଗଣିତ ହୋଇଛନ୍ତି। କେନ୍‌ ତନାକା ନାମକ ଏହି ବୃଦ୍ଧା ଜଣକ ୧୯୦୩ ଜାନୁଆରୀ ୬ରେ ଜନ୍ମଗ୍ରହଣ କରିଥିଲେ। ସେମାନେ...

ଦେଶର ସବୁଠାରୁ ସ୍ବଚ୍ଛ ସହର: ବ୍ୟର୍ଜ୍ୟବସ୍ତୁରୁ ବର୍ଷକୁ ଆୟ କରୁଛି ୪ କୋଟି

ଭୋପାଳ,୬।୧: କେନ୍ଦ୍ରସରକାରଙ୍କ ସ୍ବଚ୍ଛ ଭାରତ ଅଭିଯାନ ଏବେ କିଛି କିଛି ସ୍ଥାନରେ ସଫଳ ହେବାର ଦେଖିବାକୁ ମିଳିଛି। ଦେଶର ସବୁଠାରୁ ସ୍ବଚ୍ଛ ସହର ଭାବେ ଜଣାଶୁଣା ମଧ୍ୟପ୍ରଦେଶର ଇନ୍ଦୋର ଏବେ ବର୍ଜ୍ୟବସ୍ତୁକୁ ଉଚିତ୍‌ ବ୍ୟବହାର କରି ବର୍ଷକୁ ୪କୋଟି ଟଙ୍କା...

ମସଜିଦ୍‌ରେ ହେବ ହିନ୍ଦୁ ବିବାହ: କନ୍ୟାଙ୍କୁ ମିଳିବ ୧୦ ତୋଳା ସୁନା ଏବଂ ୨ଲକ୍ଷ ଟଙ୍କା…

ଅଲପ୍ପୁଝା, ୬।୧: ଦେଶରେ ବିଭିନ୍ନ ସମ୍ପ୍ରଦାୟକୁ ନେଇ ରାଜନୀତି ଜାରି ରହିଛି। ଏପରିସ୍ଥଳେ କେରଳରେ ସାମ୍ପ୍ରଦାୟିକ ସଦ୍‌ଭାବର ଏକ ଉଦାହରଣ ଦେଖିବାକୁ ମିଳିଛି। ସ୍ଥାନୀୟ ଅଲପ୍ପୁଝାର ଚେରୁବଲ୍ଲୀଠାରେ ଏକ ମସଜିଦ୍‌ରେ ହିନ୍ଦୁ ରୀତିନୀତିରେ କନ୍ୟା-ବରଙ୍କ ବିବାହ ଅନୁଷ୍ଠିତ ହେବ। ଏହି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri