ମନୋରଞ୍ଜନ

କରୋନାରେ ଆଖିବୁଜିଲେ ଏହି ସୁପରଷ୍ଟାର

ଗୁଜୁରାଟୀ ଫିଲ୍ମର ସୁପରଷ୍ଟାର ନରେଶ କାନୋଡିୟାଙ୍କର ୭୭ ବର୍ଷ ବୟସରେ ପରଲୋକ ଘଟିଛି। କରୋନାରେ ଆକ୍ରାନ୍ତ ହୋଇ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। କରୋନାରେ ଆକ୍ରାନ୍ତ ହେବା ପରେ ସେ ଅହମ୍ମଦାବାଦର ୟୁଏନ୍‌ ମେହତା ଇନ୍‌ଷ୍ଟିଚ୍ୟୁଟ୍‌ରେ ଚିକିତ୍ସିତ ହେଉଥିଲେ। ତେବେ ତାଙ୍କର…

ପୂର୍ବତନ ବୟଫ୍ରେଣ୍ଡ୍‌ ସହ ଫଟୋ ଶେୟାର କଲେ କରୀନା କପୁର

ଅଭିନେତା ଶାହିଦ କପୁର ଏବଂ କରୀନା କପୁରଙ୍କ ପ୍ରେମ କାହାଣୀ ଏକଦା ଇଣ୍ଡଷ୍ଟ୍ରୀରେ ଚର୍ଚ୍ଚାର ବିଷୟ ପାଲଟିଥିଲା। ଏହି ଦୁଇ କଳାକାର ଅନେକ ଚଳଚ୍ଚିତ୍ରରେ କାମ କରିଛନ୍ତି। ଜବ୍‌ ଉଇ ମେଟ୍‌ରେ ଉଭୟଙ୍କ ଅଭିନୟକୁ ଦର୍ଶକ ଆଜିବି ମନେ ରଖିଛନ୍ତି। ନିକଟରେ…

ଦଶହରାରେ କର୍ମଚାରୀଙ୍କୁ କାର୍‌ ଉପହାର ଦେଲେ ଏହି ଅଭିନେତ୍ରୀ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ କେବଳ ଅଭିନୟ ପାଇଁ ନୁହେଁ, ବରଂ ତାଙ୍କ ଉଦାରତା ପାଇଁ ମଧ୍ୟ ଜଣାଶୁଣା। ସେ ଦଶହରା ଉପଲକ୍ଷେ ତାଙ୍କ କର୍ମଚାରୀଙ୍କୁ ଏକ କାର ଉପହାର ଦେଇଛନ୍ତି। ସୋସିଆଲ ମିଡିଆରେ ଭିଡିଓ ଏବଂ ଫଟୋ ଭାଇରାଲ…

ଭାବି ସ୍ବାମୀଙ୍କ ସହ ଫଟୋ ଶେୟାର କଲେ ବଲିଉଡର ଏହି ଲୋକପ୍ରିୟ ଅଭିନେତ୍ରୀ

ଖୁବଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବେ ବଲିଉଡ ଅଭିନେତ୍ରୀ କାଜଲ ଅଗ୍ରୱାଲ। ସେ ପ୍ରତିଷ୍ଠିତ ବ୍ୟବସାୟୀ ଗୌତମ କିଚଲୁ ବିବାହ କରିବେ। ପବିତ୍ର ଦଶହରା ଅବସରରେ ଦୁହେଁ ଏକାଠି ନଜର ଆସିଛନ୍ତି। ଏ ନେଇ କାଜଲ ସୋସିଆଲ ମିଡିଆରେ ଫଟୋ ଶେୟାର…

ମୁମ୍ବାଇ ରାସ୍ତାରୁ ଫଳ କିଣିଲେ ଏହି ଅଭିନେତ୍ରୀ

ଏବେ ସମ୍ପୂର୍ଣ୍ଣ ଭାବେ ଅନ୍‌ଲକ୍‌ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ସାଧାରଣ ଜନତାଙ୍କ ପରି ବଲିଉଡ୍‌ କଳାକାରଙ୍କୁ ମଧ୍ୟ ମୁମ୍ବାଇର ଭିନ୍ନ ଭିନ୍ନ ସ୍ଥାନରେ ବୁଲୁଥିବାର ଦେଖିବାକୁ ମିଳୁଛି। କିଏ ପ୍ରାତଃ ଭ୍ରମଣ କରୁଛନ୍ତି ତ ଆଉ କିଏ କିଣାକିଣି କରୁଥିବାର ନଜରକୁ…

୪୮ ବର୍ଷରେ ପୁଣିଥରେ ମା’ ହେଲେ ଏହି ଲୋକପ୍ରିୟ ଅଭିନେତ୍ରୀ!

ବଲିଉଡ୍‌ ଅଭିନେତ୍ରୀ ମନ୍ଦିରା ବେଦୀ ୪୮ ବର୍ଷ ବୟସରେ ଦ୍ୱିତୀୟ ଥର ପାଇଁ ମା’ ହୋଇଛନ୍ତି। ହେଲେ ମନ୍ଦିର ଏହି କନ୍ୟା ସନ୍ତାନକୁ ଜନ୍ମ ଦେଇ ନାହାନ୍ତି। ମନ୍ଦିରା ଏବଂ ତାଙ୍କ ସ୍ବାମୀ ରାଜ କୌଶଲ ଏକ କନ୍ୟାକୁ ପୋଷ୍ୟ ସନ୍ତାନ…

ଏମିତି କଲେ ଦୀପିକା ପାଦୁକୋନ: ଉତ୍ସାହିତ ହୋଇପଡ଼ିଲେ ପ୍ରଶଂସକ

ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନ ଅନେକ ଦିନ ହେବ ସୋସିଆଲ ମିଡିଆରୁ ଦୂରେଇ ଯାଇଥିଲେ। ନିକଟରେ ସେ ଜଣେ ଅଭିନେତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ଏହାପରେ ଦୀପିକାଙ୍କ ପ୍ରଶଂସକମାନେ ବହୁତ ଉତ୍ସାହିତ ହୋଇପଡ଼ିଛନ୍ତି। ଡ୍ରଗ୍ସ କାରବାରରେ ଫସିବା ପରେ ଦୀପିକା ଇଣ୍ଟରନେଟ୍‌ରୁ…

ବିବାହ କରିବେ ‘କୁଛ୍‌ କୁଛ୍‌ ହେତା ହୈ’ର ଛୋଟ ସର୍ଦ୍ଦାର: ଜାଣନ୍ତୁ କାହାକୁ…

ଫିଲ୍ମ ‘କୁଛ୍‌ କୁଛ୍‌ ହେତା ହୈ’ରେ ସର୍ଦ୍ଦାର ଚରିତ୍ରରେ ଅଭିନୟ କରିଥିବା ସେଇ ଛୋଟ କ୍ୟୁଟ୍‌ ପିଲାଟିକୁ ସମସ୍ତେ ମନେ ରଖିଥିବେ ନିଶ୍ଚୟ। ଫିଲ୍ମରେ ସେ ଶାହାରୁଖ୍‌ ଖାନ୍‌ଙ୍କ ଝିଅ ଅଞ୍ଜଳୀର ବନ୍ଧୁ ସାଜିଥିଲେ। ସବୁବେଳେ ରାତିରେ ତାଙ୍କୁ ତାରା ଗଣୁଥିବାର…

ରାଜନୀତି ମୈଦାନକୁ ଓହ୍ଲାଇବେ ପାୟଲ ଘୋଷ

ମୁମ୍ବାଇ,୨୬।୧୦: ଚଳଚ୍ଚିତ୍ର ନିର୍ଦ୍ଦେଶକ ତଥା ଅଭିନେତା ଅନୁରାଗ କଶ୍ୟପଙ୍କ ନାଁରେ ଯୌନ ଶୋଷଣ ଅଭିଯୋଗ ଆଣିଥିବା ଫିଲ୍ମ ଅଭିନେତ୍ରୀ ପାୟଲ ଘୋଷ ତାଙ୍କ ଓକିଲଙ୍କ ସହ କେନ୍ଦ୍ର ମନ୍ତ୍ରୀ ରାମଦାସ ଅଠୱାଲେଙ୍କ ରିପବ୍ଲିକାନ ପାର୍ଟି ଅଫ ଇଣ୍ଡିଆ (ଆରପିଆଇ)ରେ ଯୋଗଦେବେ। ଦୀର୍ଘ…

ଗର୍ବ ଅନୁଭବ କଲେ ଅମିତାଭ: ପିତାଙ୍କ ନାମରେ ହେବ ଏହି ଦେଶର ଏକ ସ୍ଥାନ

ବଲିଉଡ୍‌ ମହାନାୟକ ଅମିତାଭ ବଚ୍ଚନଙ୍କ ପିତା ହରିବଂଶ ରାୟ ବଚ୍ଚନଙ୍କ ନାମରେ ପୋଲାଣ୍ଡ ତାର ରୋକ୍ଲ ଶହରର ଏକ ସ୍ଥାନର ନାମ ରଖିବ। ଏହି ସୂଚନା ଅମିତାଭ ନିଜର ଇନ୍‌ଷ୍ଟାଗ୍ରାମ୍‌ ମାଧ୍ୟମରେ ଜଣାଇଛନ୍ତି। ତେବେ ବିଗ୍‌ ବିଙ୍କ ପିତାଙ୍କୁ ଏଠାରେ ସମ୍ମାନୀତ…

ଅକ୍ଷୟ କୁମାରଙ୍କ ସହ ନିର୍ବନ୍ଧ ପରେ ଭାଙ୍ଗିଯାଇଥିଲା ଏହି ଅଭିନେତ୍ରୀଙ୍କ ବିବାହ

୧୯୯୦ ମସିହାର ପ୍ରସିଦ୍ଧ ଅଭିନେତ୍ରୀଙ୍କ ମଧ୍ୟରୁ ଅନ୍ୟତମ ରବୀନା ଟଣ୍ଡନ ଆଜି ୪୬ ବର୍ଷରେ ପଦାର୍ପଣ କରିଛନ୍ତି। ଅକ୍ଟୋବର ୨୬, ୧୯୭୪ରେ ସେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ। ସେ ଆଜି ମଧ୍ୟ ନିଜ ଅଭିନୟରେ ଲୋକମାନଙ୍କ ହୃଦୟରେ ରାଜ କରନ୍ତି। ୧୯୯୧ରେ…

ଭିସା ପାଇଁ ବିବାହ କରିଛନ୍ତି ଏହି ଲୋକପ୍ରିୟ ଅଭିନେତ୍ରୀ

ବଲିଉଡ୍‌ ତଥା ଦକ୍ଷିଣ ଫିଲ୍ମ ଇଣ୍ଡଷ୍ଟ୍ରିର ଏକ ସଫଳ ତଥା ଲୋକପ୍ରିୟ ଅଭିନେତ୍ରୀ ରଧିକା ଆପ୍ତେ। ଏବେ ଓଟିଟି ପ୍ଲାଟ୍‌ଫର୍ମରେ ମଧ୍ୟ ତାଙ୍କୁ ଦେଖିବାକୁ ମିଳୁଛି। ଅନ୍ୟପଟେ ଓଟିଟି ପ୍ଲାଟଫର୍ମରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତା ହେଉଛନ୍ତି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri