ମନୋରଞ୍ଜନ

୨ କୁକୁରଙ୍କୁ ଖୋଜି ଆଣିଲେ ମିଳିବ ୩ କୋଟିରୁ ଊର୍ଦ୍ଧ୍ୱ ଟଙ୍କା, ପୂରା ଘଟଣା ଜାଣିଲେ…

ଲେଡି ୱିଙ୍ଗର ପପ୍‌ ଗାୟିକା ଲେଡି ଗାଗାଙ୍କ ଚୋରି ହୋଇଥିବା କୁକୁରମାନଙ୍କୁ ଖୋଜି ଆଣିବା ପାଇଁ ୩ କୋଟି ଟଙ୍କା ପୁରସ୍କାର ଘୋଷଣା କରିଛନ୍ତି। ହଲିଉଡରେ ଡକାୟତି ସମୟରେ ଲେଡି ଗାଗାଙ୍କ ଦୁଇଟି ବୁଲଡଗ ଚୋରି ହୋଇଛନ୍ତି। ଏହି ଘଟଣାରେ ଲେଡି…

ମାଳଦୀପରେ ସମୟ ବିତାଉଛନ୍ତି ବିପାଶା

ବଲିଉଡ୍‌ ଅଭିନେତ୍ରୀ ବିପାଶା ବସୁ ଏବେ ମାଳଦୀପରେ ସମୟ ବିତାଉଛନ୍ତି। ଏହି ସମୟର ଭିଡିଓକୁ ସେ ନିଜର ଇନ୍‌ଷ୍ଟାଗ୍ରାମ୍‌ରେ ଶେୟାର କରିଛନ୍ତି। ଭିଡିଓ ଶେୟାର କରି ସେ କ୍ୟାପଶନରେ ଏହାକୁ ‘ସ୍ବର୍ଗ’ ବୋଲି ଲେଖିଛନ୍ତି। ଫିଲ୍ମ ‘ଅଜନବୀ’ରୁ ବଲିଉଡ୍‌ରେ ଡେବ୍ୟୁ କରିଥିବା…

ବଲିଉଡ୍‌ରେ ରବୀନାଙ୍କ ୩୦ ବର୍ଷ

ମୁମ୍ବାଇ: ଅଭିନେତ୍ରୀ ରବୀନା ଟଣ୍ଡନ ବଲିଉଡ୍‌ରେ ୩୦ ବର୍ଷ ପୂରା କରିଛନ୍ତି। ୧୯୯୧ରେ ରିଲିଜ ହୋଇଥିବା ଫିଲ୍ମ ‘ପଥର କେ ଫୁଲ୍‌’ରେ ସେ ପ୍ରଥମଥର କାମ କରିଥିଲେ। ଏହି ଫିଲ୍ମରେ ତାଙ୍କ ବିପକ୍ଷରେ ନାୟକ ଥିଲେ ସଲମାନ ଖାନ୍‌। ଏକ ସାକ୍ଷାତକାରରେ…

ଫିଲ୍ମ ଆରମ୍ଭ ପୂର୍ବରୁ ନଡ଼ିଆ ଭାଙ୍ଗିଲେ ସଲମାନ

ବଲିଉଡ୍‌ର ଦବଙ୍ଗ ଷ୍ଟାର୍‌ ସଲମାନ ଖାନ ଏବଂ କ୍ୟାଟ୍ରିନା କୈଫଙ୍କ ଅଭିନୀତ ‘ଟାଇଗର-୩’ର ଶୁଟିଂ ମାର୍ଚ୍ଚ ୮ରୁ ମୁମ୍ବାଇରେ ଆରମ୍ଭ ହେବାକୁ ଯାଉଛି। ଏହାପୂର୍ବରୁ ଫିଲ୍ମର ମୁହରତ୍‌ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଫିଲ୍ମର ଷ୍ଟାର୍‌କାଷ୍ଟମାନେ ଯୋଗ ଦେଇଥିଲେ। ଏହି ଅବସରରେ ଫିଲ୍ମର…

ରେଷ୍ଟୁରାଣ୍ଟରୁ ବାହାରୁଥିବା ବେଳେ ଦୀପିକାଙ୍କ ପର୍ସ ଛଡ଼ାଇନେବାକୁ ଚେଷ୍ଟାକଲେ ମହିଳା: ଆଉ ତାପରେ…

କଳାକାରଙ୍କ ଲୋକପ୍ରିୟଙ୍କା ଅନେକ ସମୟରେ ସେମାନଙ୍କ ପାଇଁ ଅସୁବିଧା ସୃଷ୍ଟି କରିଥାଏ। ଏମିତି କିଛି ଘଟଣା ଘଟିଛି ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ସହ। ନିକଟରେ ଦୀପିକା ଏକ ରେଷ୍ଟୁରାଣ୍ଟରୁ ବାହାରୁଥିବା ବେଳେ କିଛି ଲୋକ ତାଙ୍କୁ ଘେରିଯାଇଥିଲେ। ଏହି ସମୟର ଭିଡିଓ…

ଅନ୍‌ଲାଇନରୁ ଶସ୍ତା ସାମଗ୍ରୀ କିଣନ୍ତି ଏହି ଲୋକପ୍ରିୟ ଅଭିନେତ୍ରୀ

ବଲିଡଡ୍‌ ଅଭିନେତ୍ରୀ କାଜଲ୍‌ ଇଣ୍ଡଷ୍ଟ୍ରିକୁ ବହୁତ୍‌ ହିଟ୍‌ ଫିଲ୍ମ ଯୋଗାଇ ଦେଇଛନ୍ତି। ବାଜିଗର, କରଣ ଅର୍ଜୁନ, ଦିଲୱାଲେ ଦୁଲହନିୟା ଲେ ଜାୟେଙ୍ଗେ, ଚୁପ୍‌କେ, କୁଛ କୁଛ ହୋତା ହୈ, କଭି ଖୁସି କଭି ଗମ, ଦିଲୱାଲେ ଏବଂ ତାନାଜୀ ଭଳି ଅନେକ…

ଅଭିନୟକୁ ଗୁଡ୍‌ବାୟ କରିବାକୁ ଯାଉଛନ୍ତି ଏହି ପ୍ରସିଦ୍ଧ ଅଭିନେତ୍ରୀ! ମ୍ୟାନେଜର ଜଣାଇଲେ ସତ କଥା

ହଲିଉଡ୍‌ର ଲୋକପ୍ରିୟ ଅଭିନେତ୍ରୀ ଏମା ଓ୍ବାଟସନଙ୍କୁ କିଏ ବା ନ ଜାଣେ। ଫିଲ୍ମ ‘ହେରି ପୋଟର’ ମାଧ୍ୟମରେ ସେ ଲୋକଙ୍କ ହୃଦୟରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛନ୍ତି। ସୋସିଆଲ ମିଡିଆରେ ସେ ସେତେଟା ସକ୍ରିୟ ନୁହନ୍ତି। ତେବେ ଯାହା ଶୁଣିବାକୁ…

ଅକ୍ଷୟ କୁମାରଙ୍କ ସହ ମନ୍ଦିରରେ ନିର୍ବନ୍ଧ, ଅଜୟ ଦେବଗନଙ୍କୁ ରକ୍ତରେ ଚିଠି ଲେଖିଥିଲେ ଏହି ଅଭିନେତ୍ରୀ; ହେଲେ…

ବମ୍ବେ: ୧୯୯୧ରେ ଫିଲ୍ମ ‘ପଥର କେ ଫୁଲ’ ରେ ବଲିଉଡ୍‌ରେ ଡେବ୍ୟୁ କରିଥିଲେ ଅଭିନେତ୍ରୀ ରବିନା ଟଣ୍ଡନ। ଫିଲ୍ମରେ ତାଙ୍କର ନାୟକ ସାଜିଥିଲେ ସଲମାନ୍‌ ଖାନ। ଉଭୟଙ୍କ ଯୋଡ଼ିକୁ ବେଶ୍‌ ପସନ୍ଦ କରାଯାଇଥିଲା। ଏବେ ସେ ଫିଲ୍ମଜଗତରୁ ଦୂରେଇ ଯାଇଥିଲେ ହେଁ…

୪୮ ବର୍ଷ ବୟସରେ ୩୩ ବର୍ଷୀୟ ମଡେଲଙ୍କୁ ଡେଟ୍‌ କରୁଛନ୍ତି ଏହି ଅଭିନେତା, ବାହା ନ ହୋଇ ବି ହୋଇଛନ୍ତି ପିତା

ବମ୍ବେ: ପ୍ରେମ କେତେବେଳେ କେଉଁ ପରିସ୍ଥିତିରେ ଜୀବନ ପରିଧି ଆଡେଇ ହୃଦୟକୁ କବ୍ଜା କରେ ତାହା କହିହୁଏନା। ଠିକ୍‌ ସେଭଳି କିଛି ହୋଇଥିଲା ଅଭିନେତା ଅର୍ଜୁନ ରାମପାଲଙ୍କ କ୍ଷେତ୍ରରେ। ଦିବାନାପନ୍‌, ଦିଲ୍‌ ହେ ତୁମ୍ହାରା, ଦିଲ କା ରିସ୍ତା ଭଳି ସୁପରହିଟ୍‌…

କଲେଜରେ ରାଗିଂ ବଦଳାଇ ଦେଲା ଏହି ଅଭିନେତ୍ରୀଙ୍କ ଜୀବନ

ବଲିଉଡ୍‌ର ଜଣେ ସଫଳ ତଥା ଚର୍ଚ୍ଚିତ ଅଭିନେତ୍ରୀ ହେଉଛନ୍ତି ଚିତ୍ରଙ୍ଗଦା ସିଂ। ନିଜର ଅଭିନୟ ମାଧ୍ୟମରେ ସେ ପ୍ରଶଂସକଙ୍କ ହୃଦୟ ଜିତି ପାରିଛନ୍ତି। ତାଙ୍କର ଆଗାମୀ ଫିଲ୍ମ ‘ବବ୍‌ ବିଶ୍ୱାସ’। ଏଥିରେ ସେ ଅଭିଷେକ ବଚ୍ଚନଙ୍କ ସହ ନଜର ଆସିବେ। କଲେଜ…

ପ୍ରେମ ପାଇଁ ହାତରେ ନାହିଁ ସମୟ…

ମୁମ୍ବାଇ: ଛୋଟ ପରଦାରେ ନିଜର ଅଭିନୟ ପାଇଁ ବେଶ ଚର୍ଚ୍ଚାରେ ଥିବା ସୃତି ଝାଙ୍କୁ ଶୁକ୍ରବାର ୩୫ବର୍ଷ ପୂରଣ ହୋଇଛି। ୧୯୮୬ ଫେବୃୟାରୀ ୨୬ରେ ସେ ବେଗୁସରାଇଠାରେ ଜନ୍ମଗ୍ରହଣ କରିଥିଲେ। ଦିଲ୍ଲୀର ଭେଙ୍କଟେଶ୍ୱର କଲେଜରୁ ଇଂଲିଶରେ ବିଏ ପାସ୍‌ କରିବା ପରେ…

ଲୁଚିଛପି ବିବାହ କଲେ ସିଦ୍ଧାର୍ଥ-ଶେହନାଜ!

ଛୋଟ ପରଦାର ଚର୍ଚ୍ଚିତ ରିଆଲିଟି ଶୋ’ ‘ବିଗ୍‌ ବସ୍‌-୧୩’ର ବିଜେତା ସିଦ୍ଧାର୍ଥ ଶୁକ୍ଲା ଏବଂ ଶୋ’ରେ ନଜର ଆସିଥିବା ପଞ୍ଜାବର କ୍ୟାଟ୍ରିନା କୈଫ୍‌ ଅର୍ଥାତ୍‌ ସେହେନାଜ୍‌ ଗିଲ୍‌ଙ୍କ ଯୋଡିକୁ ପ୍ରଶଂସକମାନେ ଖୁବ୍‌ ପସନ୍ଦ କରନ୍ତି। ଶୋ’ ଶେଷ ହେବା ପରେ ମଧ୍ୟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri