ମନୋରଞ୍ଜନ

ସୈଫଙ୍କୁ ଛୁରାମାଡ଼ କରିଥିବା ଅଭିଯୁକ୍ତଙ୍କୁ ଚିହ୍ନଟ କଲା ପୋଲିସ, ଏହି କାରଣ ପାଇଁ ହୋଇଛି…

ମୁମ୍ବାଇ,୧୬ା୧: ବଲିଉଡ୍‌ ଅଭିନେତା ସୈଫ୍‌ ଅଲ୍ଲୀ ଖାନ୍‌ଙ୍କୁ ଛୁରାମାଡ଼ ହୋଇଛି। ଇତିମଧ୍ୟରେ ସୈଫ୍‌ଙ୍କୁ ଛୁରାମାଡ଼ କରିଥିବା ଅଭିଯୁକ୍ତଙ୍କୁ ଚିହ୍ନଟ କରିଛି ପୋଲିସ। ଚୋରି କରିବାକୁ ଆସିଥିବା ପୋଲିସ ପ୍ରାଥମିକ ତଦନ୍ତରୁ ସୂଚନା ଦେଇଥିବାବେଳେ ଅଭିଯୁକ୍ତ ଚିହ୍ନଟ ହୋଇଥିବା ପୋଲିସ ସୂଚନା ଦେଇଛି।…

ରାତି ୨ଟାରେ ସାନପୁଅ ଜେହଙ୍କ ଘରେ ପଶିଥିଲେ ଦୁର୍ବୃତ୍ତ, ଚାକରାଣୀଙ୍କ ଚିତ୍କାର ଶୁଣି ସୈଫ ପହଞ୍ଚିବା ପରେ…

ମୁମ୍ବାଇ: ସକାଳ ପ୍ରାୟ ଦୁଇଟା ବେଳେ ଘରେ ପଶିଥିଲେ ଅଜଣା ବ୍ୟକ୍ତି। କେହି କିଛି ବୁଝିବା ଆଗରୁ ଅଭିନେତା ସୈଫ ଅଲ୍ଲୀ ଖାନ୍‌ଙ୍କୁ କରିଥିଲେ ଅତର୍କିତ ଛୁରାମାଡ଼। ଏଥିରେ ତାଙ୍କ ଘରର ଚାକରାଣୀ ମଧ୍ୟ ଆହତ ହୋଇଥିଲେ। ଏବେ ଉଭୟଙ୍କ ଚିକିତ୍ସା…

ଛାତରୁ ଡେଇଁ ସୈଫ୍‌ଙ୍କୁ ଛୁରାମାଡ଼ କରିଛନ୍ତି ଦୁର୍ବୃତ୍ତ, ସ୍ବାମୀଙ୍କୁ ଭେଟିବାକୁ ହସ୍ପିଟାଲରେ ପହଞ୍ଚିଲେ କରୀନା

ମୁମ୍ବାଇ,୧୬ା୧: ଅଭିନେତା ସୈଫ ଅଲ୍ଲୀ ଖାନ୍‌ଙ୍କୁ କେହି ଦୁର୍ବୃତ୍ତ ଛୁରାମାଡ଼ କରିଛନ୍ତି। ଦୁର୍ବୃତ୍ତ ଜଣକ ଛାତରୁ ଡେଇଁ ଘରେ ପଶି ସୈଫ୍‌ଙ୍କୁ ଛୁରାମାଡ଼ କରିଛନ୍ତି। ଦୁର୍ବୃତ୍ତ ଜଣକ ନିକଟ କୋଠାରୁ ସୈଫ୍‌ଙ୍କ ଘର ଭିତରକୁ ଡେଇଁ ପଡ଼ିଥିଲେ। ପୋଲିସ ସିସିଟିଭି ଫୁଟେଜରେ…

ସୈଫଙ୍କର ହେବ ପ୍ଲାଷ୍ଟିକ ସର୍ଜରୀ

ମୁମ୍ବାଇ,୧୬।୧: ମଧ୍ୟରାତ୍ରିରେ ବଲିଉଡ ଅଭିନେତା ସୈଫ ଅଲ୍ଲୀ ଖାନଙ୍କ ଘରେ ହୋଇଥିବା ଆକ୍ରମଣ ପରେ, ତାଙ୍କୁ ମୁମ୍ବାଇର ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଯେଉଁଠାରେ ତାଙ୍କର ଅସ୍ତ୍ରୋପଚାର ଚାଲିଛି। ଚୋରି କରିବା ଉଦ୍ଦେଶ୍ୟରେ ଘରେ ପଶିଥିବା ଜଣେ ବ୍ୟକ୍ତି ସୈଫଙ୍କୁ ଛୁରୀରେ…

ପ୍ରଥମେ ଚାକରାଣୀଙ୍କ ସହ ଝଗଡ଼ା, ପରେ ସୈଫ ଅଲ୍ଲୀ ଖାନ୍‌ଙ୍କୁ ଛୁରାମାଡ଼…ପୋଲିସ କଲା ବଡ଼ ଖୁଲାସା!

ମୁମ୍ବାଇ: ବଲିଉଡ୍‌ ଅଭିନେତା ସୈଫ ଅଲ୍ଲୀ ଖାନ୍‌ଙ୍କ ଉପରେ ହୋଇଥିବା ମରଣାନ୍ତକ ଆକ୍ରମଣକୁ ନେଇ ବଡ଼ ଖୁଲାସା। ଛୁରାମାଡ଼ କରିବା ପୂର୍ବରୁ ଘରେ କାମ କରୁଥିବା ଚାକରାଣୀଙ୍କ ସହ ଆକ୍ରମଣକାରୀଙ୍କ ବଚସା ହୋଇଥିଲା। ଅଭିନେତା ହସ୍ତକ୍ଷେପ କରିବାକୁ ଚେଷ୍ଟା କରିବା ବେଳେ…

ହସ୍ପିଟାଲରୁ ସୈଫଙ୍କ ପ୍ରଥମ ପ୍ରତିକ୍ରିୟା, କହିଲେ ମୋତେ ଛୁରାମାଡ…

ମୁମ୍ବାଇ,୧୬।୧: ବଲିଉଡରେ ହଲଚଲ। ବଲିଉଡ ଷ୍ଟାର ସୈଫ ଅଲ୍ଲୀ ଖାନଙ୍କ ଘର ଉପରେ ଆକ୍ରମଣ ଖବର ଏବେ ପୁରା ବଲିଉଡ ଇଣ୍ଡଷ୍ଟ୍ରିକୁ ତାଜୁବ କରିଦେଇଛି। ବଲିଉଡ ଷ୍ଟାର ସୈଫ ଅଲ୍ଲୀ ଖାନଙ୍କୁ ଛୁରାମାଡ। ତାଙ୍କୁ ଚିକିତ୍ସା ପାଇଁ ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି…

ସୈଫଙ୍କୁ ଆକ୍ରମଣ ଘଟଣା: ସିସିଟିଭି ଫୁଟେଜରେ କିଛି ନାହିଁ, ଚାକରାଣୀ ଉପରେ ସନ୍ଦେହ

ମୁମ୍ବାଇ,୧୬।୧: ବଲିଉଡ ଅଭିନେତା ସୈଫ ଅଲ୍ଲୀ ଖାନଙ୍କ ଘରେ ଜଣେ ଆକ୍ରମଣକାରୀ ପଶି ତାଙ୍କୁ ଛୁରୀରେ ଆକ୍ରମଣ କରିଥିଲେ, ଯେଉଁଥିରେ ସେ ଗୁରୁତର ଆହତ ହୋଇଥିଲେ। ଏହାପରେ ଗୁରୁବାର ଭୋର ପ୍ରାୟ ୩ଟା ୩୦ ସମୟରେ ତାଙ୍କୁ ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି…

କିଏ ବଞ୍ଚାଇଲେ ସୈଫ ଅଲିଙ୍କ ଜୀବନ, ଆଉ କିଏ ତାଙ୍କୁ ପହଞ୍ଚାଇଲେ ହସ୍ପିଟାଲ ଜାଣନ୍ତୁ…

ମୁମ୍ବାଇ,୧୬।୧: ଗୁରୁବାର ଭୋର ପ୍ରାୟ ୩ଟା ୩୦ ସମୟରେ ବଲିଉଡ ଅଭିନେତା ସୈଫ ଅଲ୍ଲୀ ଖାନଙ୍କ ଘରେ ଚୋର ପଶି ତାଙ୍କୁ ଛୁରୀରେ ଆକ୍ରମଣ କରିବା ପରେ ତାଙ୍କୁ ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏହି ଘଟଣା ସମୟରେ, ଅଭିନେତା ସୈଫ…

Saif Ali Khan ଙ୍କ ଲକ୍‌ଜରୀ ପ୍ୟାଲେସ ଦିଏ ତାଜମହଲକୁ ଟକ୍କର! ୮୦୦କୋଟି ଟଙ୍କାର ଘର-୧୫୦କଠୋରୀ…ତା’ହେଲେ କେମିତି ହେଲା ଛୁରାମାଡ?

ମୁମ୍ବାଇ: ବଲିଉଡ ଷ୍ଟାର ସୈଫ ଅଲ୍ଲୀ ଖାନଙ୍କୁ ଛୁରାମାଡ। ତାଙ୍କୁ ଚିକିତ୍ସା ପାଇଁ ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ରାତି ପ୍ରାୟ ସାଢ଼େ ୩ଟାରେ ଅଭିନେତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କ ଶରୀରରେ ମୋଟ ଛଅଟି କ୍ଷତ ହୋଇଛି, ଯେଉଁଥିରୁ ଦୁଇଟି…

କେମିତି ଅଛନ୍ତି ସୈଫ ଅଲ୍ଲୀ ଖାନ୍‌? ୬ ଥର ହୋଇଛି ଛୁରାମାଡ଼, ୨ କ୍ଷତ ଗଭୀର…

ମୁମ୍ବାଇ: ବଲିଉଡ୍‌ ଅଭିନେତା ସୈଫ ଅଲ୍ଲୀ ଖାନ୍‌ଙ୍କୁ ଛୁରାମାଡ଼ ହୋଇଛି। ଗୁରୁବାର ସକାଳ ତିନିଟାରେ ତାଙ୍କ ଘରେ ଚୋର ପଶିଯାଇଥିବା ବେଳେ ଅଭିନେତାଙ୍କୁ ଛଅ ଥର ଆକ୍ରମଣ କରିଛି। ସେଥିରୁ ୨ ଆଘାତ ଗୁରୁତର ରହିଛି। ତାଙ୍କୁ ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି…

ଯେତେବେଳେ Saif Ali Khan ଙ୍କୁ ହୋଇଥିଲା ଛୁରାମାଡ, ସ୍ତ୍ରୀ କରିନା କପୁର କରୁଥିଲେ ପାର୍ଟି, ଆସିଲା ସାଂଘାତିକ ଖବର

ମୁମ୍ବାଇ,୧୬।୧: ବଲିଉଡ ଷ୍ଟାର ସୈଫ ଅଲ୍ଲୀ ଖାନଙ୍କୁ ଛୁରାମାଡ। ତାଙ୍କୁ ଚିକିତ୍ସା ପାଇଁ ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ରାତି ପ୍ରାୟ ସାଢ଼େ ୩ଟାରେ ଅଭିନେତାଙ୍କୁ ହସ୍ପିଟାଲକୁ ନିଆଯାଇଥିଲା। ତାଙ୍କ ଶରୀରରେ ମୋଟ ଛଅଟି କ୍ଷତ ହୋଇଛି, ଯେଉଁଥିରୁ ଦୁଇଟି ଗଭୀର…

ଅନ୍ଧାରର ସୁଯୋଗ ନେଇ ଘରେ ପଶିଥିଲା ଚୋର, ୨୪ ଘଣ୍ଟିଆ ସୁରକ୍ଷା ବ୍ୟବସ୍ଥା ସତ୍ତ୍ୱେ କିଭଳି ହେଲା ସୈଫଙ୍କ ଉପରେ ଆକ୍ରମଣ?

ମୁମ୍ବାଇ: ବଲିଉଡ୍‌ ଅଭିନେତା ତଥା ଛୋଟ ନବାବ ସୈଫ ଅଲ୍ଲୀ ଖାନ୍‌ଙ୍କ ଉପରେ କରାଯାଇଛି ମରଣାନ୍ତକ ଆକ୍ରମଣ। ବାନ୍ଦ୍ରାସ୍ଥିତ ତାଙ୍କର ଘରେ ଚୋର ପଶି ଗୁରୁବାର ସକାଳ ୩ଟାରେ ଏଭଳି କାଣ୍ଡ ଘଟାଇଛନ୍ତି। ଏହା ପରେ ଅଭିନେତାଙ୍କୁ ଲିଳାବତୀ ହସ୍ପିଟାଲରେ ଭର୍ତ୍ତି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri