ପଦ୍ମ ପୁରସ୍କାରକୁ ନେଇ ସୋନୁ ଅସନ୍ତୁଷ୍ଟ
ମୁମ୍ବାଇ: ସାଧାରଣତନ୍ତ୍ର ଦିବସର ପୂର୍ବ ସାରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଭିନ୍ନ କ୍ଷେତ୍ରରେ ଅତୁଳନୀୟ ଅବଦାନ ପାଇଁ ୧୩୯ ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ଚଳିତ ବର୍ଷର ପଦ୍ମ ପୁରସ୍କାର ବିଜେତା ଭାବେ ଘୋଷଣା କରାଯାଇଥିଲା। ତେବେ ଏହି ତାଲିକାକୁ ନେଇ ବିଶିଷ୍ଟ…
ସୈଫ୍ଙ୍କୁ ଆକ୍ରମଣ ଘଟଣା: ପଶ୍ଚିମବଙ୍ଗରୁ ମହିଳା ଗିରଫ
ଚେନ୍ନାଇ, ୨୮ା୧ (ପି.ଟି.): ଅଭିନେତା ସୈଫ୍ ଅଲୀ ଖାନ୍ଙ୍କୁ ହୋଇଥିବା ଆକ୍ରମଣ ଘଟଣାର ତଦନ୍ତ ଜାରି ରହିଛି। ପୂର୍ବରୁ ପୋଲିସ ଏହି ମାମଲାରେ ବାଂଲାଦେଶୀ ନାଗରିକ ଶରିଫୁଲ ଇସଲାମ ଶେହଜାଦଙ୍କୁ ଗିରଫ କରିଥିଲା। ସୋମବାର ମୁମ୍ବାଇ ପୋଲିସ ଶରିଫୁଲଙ୍କ ସହ ସମ୍ବନ୍ଧିତ…
ଅଲଗା ହେବେ ଅରମାନଙ୍କ ଦୁଇ ସ୍ତ୍ରୀ, ସୋସିଆଲ ମିଡିଆରେ ଶେୟାର କରି କହିଲେ ଏମିତି…
ମୁମ୍ବାଇ: ବିଗ ବସ୍ ଓଟିଟି ପରେ ୟୁଟ୍ୟୁବର ଅରମାନ ମଲ୍ଲିକ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ଅରମାନ ଦୁଇଜଣଙ୍କୁ ବିବାହ କରିଥିବାରୁ ସବୁବେଳେ ଟ୍ରୋଲ ହୋଇଥାନ୍ତି। ତାଙ୍କର ଦୁଇ ସ୍ତ୍ରୀ ପାୟଲ ଏବଂ କୃତିକା ଏକାଠି ରୁହନ୍ତି। ଦୁହେଁ ଭଉଣୀ ପରି ଚଳନ୍ତି।…
ଏତିକି ଟଙ୍କାରେ ଆପାର୍ଟମେଣ୍ଟ ବିକିଲେ ଅକ୍ଷୟ କୁମାର
ବଲିଉଡର ଖିଲାଡି କୁମାର ଅର୍ଥାତ୍ ଅକ୍ଷୟ କୁମାର ଆଜିକାଲି ତାଙ୍କ ଫିଲ୍ମ ସ୍କାଏ ଫୋର୍ସ ପାଇଁ ଚର୍ଚ୍ଚାରେ ଅଛନ୍ତି। ଏହି ଫିଲ୍ମଟି ଶୁକ୍ରବାର ଜାନୁଆରୀ ୨୪ରେ ସିନେମା ହଲରେ ମୁକ୍ତିଲାଭ କରିଥିଲା। ସ୍କାଏ ଫୋର୍ସ ଦର୍ଶକ ଏବଂ ସମାଲୋଚକମାନଙ୍କଠାରୁ ଭଲ ପ୍ରତିକ୍ରିୟା…
ବାପାଙ୍କୁ ହରାଇଲେ ରାଜପାଲ ଯାଦବ, ୨ ଦିନ ପୂର୍ବେ ମିଳିଥିଲା ହତ୍ୟା ଧମକ
ନୂଆଦିଲ୍ଲୀ,୨୪।୧: ଅଭିନେତା ରାଜପାଲ ଯାଦବଙ୍କ ବାପାଙ୍କ ପରଲୋକ ଘଟିଛି। ଅସୁସ୍ଥତା କାରଣରୁ ତାଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିଲା। ତେବେ ତାଙ୍କର ଅନ୍ତିମ ସଂସ୍କାର ଶାହାଜାହାଁପୁରରେ କରାଯିବ ବୋଲି ଜଣାପଡ଼ିଛି। ବାପାଙ୍କ ଅସୁସ୍ଥତାକୁ ନେଇ ରାଜପାଲ ଗୁରୁବାର ଥାଇଲାଣ୍ଡରୁ ଦିଲ୍ଲୀ ଫେରିଥିଲେ।…
ରାଣୀ ପଣ୍ଡା ଗୁରୁତର: ଅସ୍ତ୍ରୋପଚାର କଥା କହି କ୍ୟାମେରା ଆଗରେ କାନ୍ଦିପକାଇଲେ
ଭୁବନେଶ୍ୱର,୨୪।୧: ପ୍ରଖ୍ୟାତ ଓଡ଼ିଆ ଯାତ୍ରା କଳାକାର ରାଣୀ ପଣ୍ଡା, ଯିଏ ତାଙ୍କ ସାମାଜିକ କାର୍ଯ୍ୟ ଏବଂ ଗରିବ ଏବଂ ଅସହାୟ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଜଣା, ତାଙ୍କ ଅବସ୍ଥା ଗୁରୁତର ହୋଇପଡିଛି। ରାଣୀଙ୍କ ଅନୁଯାୟୀ, ଡାକ୍ତର ତାଙ୍କୁ ଅସ୍ତ୍ରୋପଚାର କରିବାକୁ…
ଆକ୍ରମଣର ଦେଢ ଘଣ୍ଟା ପରେ ହସ୍ପିଟାଲରେ ପହଞ୍ଚିଥିଲେ ସୈଫ, ଇବ୍ରାହିମ ନୁହେଁ ଏହି ବ୍ୟକ୍ତି…
ମୁମ୍ବାଇ.୨୪।୧: ବଲିଉଡ ଅଭିନେତା ସୈଫ ଅଲ୍ଲୀ ଖାନଙ୍କ ଉପରେ ଛୁରୀରେ ହୋଇଥିବା ଆକ୍ରମଣ ମାମଲାରେ ଏକ ନୂଆ ଏବଂ ଆଶ୍ଚର୍ଯ୍ୟଜନକ ତଥ୍ୟ ସାମ୍ନାକୁ ଆସିଛି। ଅଭିନେତାଙ୍କ ସହ ଘଟିଥିବା ଘଟଣା ପରେ, ତାଙ୍କୁ ଜାନୁଆରୀ ୧୬, ଗୁରୁବାର ସକାଳ ୪ଟା୧୧ ରେ…
ହସ୍ପିଟାଲରେ ଭର୍ତ୍ତି ଖବରକୁ ଗୁଜବ କହିଲେ ମୋନାଲି
ମୁମ୍ବାଇ: ଭାରତୀୟ ପ୍ଲେବ୍ୟାକ୍ ସିଙ୍ଗର ମୋନାଲି ଠାକୁର ବୁଧବାର ରାତିରେ ବିହାରର ଦିନ୍ହାଟା ଫେଷ୍ଟିଭାଲରେ ଯୋଗ ଦେଇଥିଲେ। ସେଠାରେ ସେ ସଙ୍ଗୀତ ପ୍ରଦର୍ଶନ କରୁଥିବାବେଳେ ହଠାତ୍ ଶ୍ୱାସ ନେବାରେ ଅସୁବିଧା ଅନୁଭବ କରିଥିଲେ। ତେଣୁ ତାଙ୍କୁ ପ୍ରଥମେ ଦିନହାଟା ଉପ ଜିଲା…
୪ ସେଲିବ୍ରିଟିଙ୍କୁ ହତ୍ୟା ଧମକ
ମୁମ୍ବାଇ, ୨୪ା୧: ହାସ୍ୟ ଅଭିନେତା କପିଲ ଶର୍ମା, ରାଜପାଲ ଯାଦବ, କୋରିଗ୍ରାଫର ତଥା ନିର୍ଦ୍ଦେଶକ ରେମୋ ଡି’ ସୁଜା ଓ ଅଭିନେତ୍ରୀ ସୁଗନ୍ଧା ମିଶ୍ରାଙ୍କୁ ଗୁରୁବାର ଇମେଲ୍ ଯୋଗେ ହତ୍ୟା ଧମକ ହସ୍ତଗତ ହୋଇଛି। ଉକ୍ତ ଇମେଲ୍ ଧମକରେ ବିଷ୍ଣୁ ନାମକ…
ଅଭିନୟଜଗତକୁ ବାଏ ବାଏ କରିଦେବେ ରଶ୍ମିକା ମନ୍ଦାନା!
ମୁମ୍ବାଇ: ଆଉ ଅଭିନୟ କରିବାକୁ ଇଚ୍ଛା ନାହିଁ। ଅବସର ନେବାକୁ ପ୍ରସ୍ତୁତ। କିଛି ଏଭଳି କହି ଚର୍ଚ୍ଚାରେ ଦକ୍ଷିଣ ଭାରତୀୟ ଅଭିନେତ୍ରୀ ରଶ୍ମିକା ମନ୍ଦାନା। ଗୋଟିଏ ପଟେ ପ୍ରଶଂସକମାନେ ତାଙ୍କୁ ପରଦାରେ ଦେଖିବାକୁ ବ୍ୟାକୁଳ ଥିବା ବେଳେ ସେ ଏଭଳି ବୟାନକୁ…
ଓସ୍କାର ନୋମିନେଶନରେ ପ୍ରିୟଙ୍କାଙ୍କ ମୁଭି ‘ଅନୁଜା’
ନୂଆଦିଲ୍ଲୀ,୨୩।୧: ପ୍ରିୟଙ୍କା ଚୋପ୍ରା, ଗୁନିତ ମୋଙ୍ଗାଙ୍କ ମୁଭି ‘ଅନୁଜା’ ୨୦୨୫ ଓସ୍କାର ପାଇଁ ଲାଇଭ ଆକ୍ସନ ସର୍ଟ ଫିଲ୍ମ ଭାବେ ମନୋନୀତ ହୋଇଛି। ଆଡାମ ଜେ ଗ୍ରେଭ୍ସଙ୍କ ଦ୍ୱାରା ନିର୍ଦ୍ଦେଶିତ ଏବଂ ସୁଚିତ୍ରା ମଟ୍ଟାଇଙ୍କ ଦ୍ୱାରା ପ୍ରଯୋଜିତ, ଅନୁଜା ତାଙ୍କ ବଡ଼…
ରାମ ଗୋପାଳ ବର୍ମାଙ୍କୁ ୩ ମାସ ଜେଲ ଦଣ୍ଡ, କୋର୍ଟ ଜାରି କଲେ ଜାମିନ ବିହିନ ଓ୍ବାରଣ୍ଟ
ମୁମ୍ବାଇ,୨୩।୧: ବଲିଉଡ ଫିଲ୍ମ ନିର୍ଦ୍ଦେଶକ ଏବଂ ପ୍ରଯୋଜକ ରାମ ଗୋପାଳ ବର୍ମାଙ୍କୁ ଚେକ ବାଉନ୍ସ ମାମଲାରେ ଅନ୍ଧେରୀ ମାଜିଷ୍ଟ୍ରେଟ କୋର୍ଟ ତିନି ମାସ ଜେଲଦଣ୍ଡ ଶୁଣାଇଛନ୍ତି। ଏହି ମାମଲା ସାତ ବର୍ଷ ପୁରୁଣା, ଦୀର୍ଘ ଶୁଣାଣି ପରେ କୋର୍ଟ ରାମ ଗୋପାଳ…
Archives


