ମୃତ ମହିଳାଙ୍କ ପରିବାରକୁ ସହାୟତାର ହାତ ବଢାଇଲେ ଆଲୁ ଅର୍ଜୁନ: ଦେବେ ୨୫ ଲକ୍ଷ ଟଙ୍କା
ଡିସେମ୍ବର ୪ରେ, ହାଇଦ୍ରାବାଦର ସନ୍ଧ୍ୟା ଥିଏଟରରେ ‘ପୁଷ୍ପା ୨’ର ସ୍କ୍ରିନିଂ ସମୟରେ ଜଣେ ମହିଳା ପ୍ରାଣ ହରାଇଥିଲେ। ଏହି ମାମଲାରେ ଆଲୁ ଅର୍ଜୁନ, ତାଙ୍କ ସୁରକ୍ଷା ଏଜେନ୍ସି ଏବଂ ଥିଏଟର ବିରୋଧରେ ଏକ ମାମଲା ରୁଜୁ ହୋଇଥିଲା। ଆଲୁ ଏହି ପ୍ରସଙ୍ଗରେ…
ନାଗା ଚୈତନ୍ୟ-ଶୋଭିତାଙ୍କ ମଧ୍ୟରୁ କିଏ ଅଧିକ ଧନୀ
ସାଉଥ୍ ସୁପରଷ୍ଟାର ନାଗାର୍ଜୁନଙ୍କ ପୁଅ ନାଗା ଚୈତନ୍ୟ ନିକଟରେ ଅଭିନେତ୍ରୀ ଶୋଭିତା ଧୂଲିପାଲଙ୍କୁ ବିପାହ କରିଚନ୍ତି। ଉଭୟଙ୍କ ବିବାହ ବେଶ୍ ଧୂମ୍ଧାମରେ ଅନୁଷ୍ଠିତ ହୋଇଥିଲା।ସାମନ୍ଥା ରୁଥ୍ ପ୍ରଭୁଙ୍କଠାରୁ ଛାଡପତ୍ର ପରେ ନାଗା ଅଭିନେତ୍ରୀ ଶୋଭିତା ଧୁଲିପାଲାଙ୍କୁ ନିଜ ଜୀବନସାଥୀ ରୂପେ ବାଛିଛନ୍ତି।…
କୋଟିପତି ବଏଫ୍ରେଣ୍ଡଙ୍କୁ ବିବାହ କରିବେ ସାଉଥ ଅଭିନେତ୍ରୀ କିର୍ତ୍ତୀ ସୁରେଶ: ଭାଇରାଲ ହେଲା ବିବାହ କାର୍ଡ
ସାଉଥ ଅଭିନେତ୍ରୀ କିର୍ତ୍ତୀ ସୁରେଶ କରିବେ ବିବାହ । ସେ ତାଙ୍କର ବହିଦିନର ପ୍ରେମିକ ଆଣ୍ଟୋନି ଥାଟିଲଙ୍କୁ କରବାକୁ ଯାଉଛନ୍ତି । ନିକଟରେ ଇନଷ୍ଟାଗ୍ରାମରେ ସେ ତାଙ୍କ ସମ୍ପକକୁ ଅଫିସିଆଲ ଘୋଷଣା କରିଥିଲେ । ଅଭିନେତ୍ରୀ କହିଥିଲେ, ସେ ଆଣ୍ଟୋନିଙ୍କ ସହ…
ଛାଡପତ୍ର ଖବର ଉପରେ ବ୍ରେକ୍ ଲଗାଇଲେ ଐଶ୍ୱର୍ଯ୍ୟା-ଅଭିଷେକ, ସୋସିଆଲ ମିଡିଆରେ ଭାଇରାଲ ହେଉଛି…
ମୁମ୍ବାଇ: ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ଏବଂ ଅଭିଷେକ ବଚ୍ଚନଙ୍କ ଛାଡପତ୍ର ଗୁଜବ ଦୀର୍ଘ ଦିନ ଧରି ଚର୍ଚ୍ଚାରେ ରହିଛି। ବାସ୍ତବରେ ଏହି ଦମ୍ପତିଙ୍କୁ ଅନେକ ସମୟରେ ଅଲଗା ଅଲଗା ଦେଖାଯାଆନ୍ତି। ଯେଉଁ କାରଣରୁ ଗୁଜବ ପ୍ରଚାରିତ ହେଲା ଯେ ଐଶ୍ୱର୍ଯ୍ୟା ଏବଂ…
ଗୁରୁବାର ବଲିଉଡ ଓ ଶୁକ୍ରବାର ଦିନ ସାଉଥ୍ରେ କାହିଁକି ରିଲିଜ୍ ହୁଏ ଫିଲ୍ମ? ଜାଣିଲେ ତାଜୁବ ହେବେ…
ନୂଆଦିଲ୍ଲୀ,୬।୧୨: ଆପଣ ନିଶ୍ଚିତ ଭାବରେ ଦେଖିଥିବେ ଯେ ବଲିଉଡର ଅଧିକାଂଶ ଫିଲ୍ମ ଶୁକ୍ରବାର ଦିନ ରିଲିଜ୍ ହେଉଥିବାବେଳେ ସାଉଥ୍ ଫିଲ୍ମରେ ଏହା ଗୁରୁବାର ରିଲିଜ୍ ହୋଇଥାଏ। କିନ୍ତୁ ଆପଣ ଜାଣନ୍ତି କି ଫିଲ୍ମ ରିଲିଜ ପାଇଁ କେବଳ ଏହି ଦୁଇ ଦିନ…
ଭାଙ୍ଗିଲା ହଲିଉଡ-ବଲିଉଡ ରେକର୍ଡ: ଅଲୁ ଅର୍ଜୁନଙ୍କୁ ମିଳିଲା ସର୍ବାଧିକ ପାରିଶ୍ରମ
ମୁମ୍ବାଇ: ସାଉଥ ମେଗାଷ୍ଟାର ଅଲୁ ଅର୍ଜୁନ ପୁଣିଥରେ ସିନେମାଘରେ ନିଆଁ ଲଗାଇଛନ୍ତି। ଗୁରୁବାର ବହୁ ପ୍ରତିକ୍ଷିତ ଫିଲ୍ମ ପୁଷ୍ପା-୨ ରିଲିଜ ହୋଇଛି। ଏହି ଫିଲ୍ମ ସିନେମାଘରକୁ ଆସିବା ପୂର୍ବରୁ ସମଗ୍ର ବିଶ୍ୱରେ ଏହାର ଚର୍ଚ୍ଚା ହେଉଛି। ବର୍ତମାନ ଏହାର ଚାହିଦା ଏପରି…
ପରଦାକୁ ଆସିଲା ପୁଷ୍ପା-୨: ଭାଙ୍ଗିବ ରେକର୍ଡ
ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟିଛି। ବହୁ ଚର୍ଚ୍ଚିତ ତେଲୁଗୁ ଚଳଚ୍ଚିତ୍ର ‘ପୁଷ୍ପା-୨’ ଆଜି ରିଲିଜ ହେବାକୁ ଯାଉଛି। ହେଲେ ରିଲିଜ ହେବା ପୂର୍ବରୁ ଫିଲ୍ମଟି ବକ୍ସ ଅଫିସରେ ରେକର୍ଡ ସୃଷ୍ଟି କରିବ ବୋଲି କେତେକ ସିନେ ସମୀକ୍ଷକ ଆକଳନ କରିସାରିଲେଣି।…
ଅବସର ଘୋଷଣା କରି ଶୁଟିଂସେଟ୍କୁ ଫେରିଲେ ବିକ୍ରାନ୍ତ, ଫ୍ୟାନ୍ସ ତାଜୁବ
ମୁମ୍ବାଇ: ନିକଟରେ ବଲିଉଡ ଅଭିନେତା ବିକ୍ରାନ୍ତ ମେସି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ୪ଦିନ ପୂର୍ବରୁ ସେ ଅଭିନୟରୁ ବିରତି ଘୋଷଣା କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲେ। ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ଅଭିନୟରୁ ବିରତି ନେଉଛନ୍ତି ବୋଲି ସେ କହିଥିଲେ।…
ନାଗାଚୈତନ୍ୟ-ଶୋଭିତାଙ୍କ ଚାଲିଥିଲା ବିବାହ, ଏ କ’ଣ ପୋଷ୍ଟ କରିଦେଲେ ସାମନ୍ଥା, ଫିଲ୍ମ ଇଣ୍ଡଷ୍ଟ୍ରିରେ ହଇଚଇ!
ମୁମ୍ବାଇ: ହାଇଦ୍ରାବାଦରେ ବୁଧବାର ତେଲୁଗୁ ରୀତିନୀତି ଅନୁଯାୟୀ ଅଭିନେତା ନାଗା ଚୈତନ୍ୟ ଏବଂ ଶୋଭିତା ଧୁଲିପାଲ ବିବାହ କରିଛନ୍ତି। ଅଭିନେତ୍ରୀ ସାମନ୍ଥା ପ୍ରଭୁଙ୍କୁ ଛାଡପତ୍ର ଦେବା ପରେ ନାଗା ଦ୍ୱିତୀୟ ବିବାହ କରିଛନ୍ତି। ବର୍ତ୍ତମାନ ନାଗା-ଶୋଭିତାଙ୍କ ବିବାହ ଫଟୋ ସୋସିଆଲ ମିଡିଆରେ…
ଲରେନ୍ସ ବିଷ୍ଣୋଇଙ୍କୁ ଡାକିବି କି? ଶୁଟିଂ ସେଟ୍ରେ ପଶି ସଲମାନଙ୍କୁ ଧମକ ଦେଲେ ଅଜଣା ଯୁବକ
ମୁମ୍ବାଇ,୫।୧୨:ମୁମ୍ବାଇରେ ସଲମାନଙ୍କ ଏକ ଫିଲ୍ମର ଶୁଟିଂ ଚାଲିଥିବାବେଳେ ଜଣେ ଅଜଣା ଯୁବକ ଶୁଟିଂ ସେଟ୍ ମଧ୍ୟରେ ପଶି ସଲମାନଙ୍କୁ ଧମକ ଦେଇଛନ୍ତି। ଉକ୍ତ ଯୁବକ ସୁରକ୍ଷା କର୍ମୀଙ୍କୁ ଧୂଳି ଚଟାଇ ଶୁଟିଂ ସେଟ ମଧ୍ୟରେ ପଶିଥିଲେ। ସେ ସଲମାନଙ୍କୁ ଦୂରରୁ ଦେଖି…
୧୬୦କୋଟିର ସମ୍ପତ୍ତି, ବିଳାସପୂର୍ଣ୍ଣ ଗାଡିର ସୌକୀନ, ନାଗାଚୈତନ୍ୟଙ୍କ ଲାଇଫଷ୍ଟାଇଲ୍ ବିଷୟରେ ଜାଣିଲେ ହୋଇଯିବେ ତାଜୁବ
ମୁମ୍ବାଇ: ଦକ୍ଷିଣ ସିନେମାର ବଡ଼ ଚେହେରା ନାଗା ଚୈତନ୍ୟ ଏବଂ ଅଭିନେତ୍ରୀ ଶୋଭିତା ଧୁଲିପାଲାଙ୍କ ବିବାହ ଶେଷ ହୋଇଛି। ନାଗାଙ୍କର ପ୍ରଥମ ସ୍ତ୍ରୀ ସାମନ୍ଥା ଋତ ପ୍ରଭୁଙ୍କଠାରୁ ଅଲଗା ହେବା ପରେ ନାଗା ଶୋଭିତାଙ୍କୁ ବିବାହ କରିଥିଲେ। ତେବେ ଆପଣ କ’ଣ…
ସାତ ଜନ୍ମର ସାଥୀ ହେଲେ ନାଗା-ଶୋଭିତା
ହାଇଦ୍ରାବାଦ, ୫।୧୨:ଅଭିନେତା ନାଗା ଚୈତନ୍ୟ ଓ ଅଭିନେତ୍ରୀ ଶୋଭିତା ଧୁଲିପାଲା ବୁଧବାର ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ହାଇଦ୍ରାବାଦର ଅନ୍ନପୂର୍ଣ୍ଣା ଷ୍ଟୁଡିଓରେ ଏହି ଷ୍ଟାର୍ କପଲଙ୍କ ବିବାହ ଅନୁଷ୍ଠିତ ହୋଇଯାଇଛି। ବିବାହରେ ଫିଲ୍ମ ଜଗତର ବହୁ ବିଶିଷ୍ଟ ବ୍ୟକ୍ତଙ୍କ ସହ ନାଗା…
Archives


