୧୬୦କୋଟିର ସମ୍ପତ୍ତି, ବିଳାସପୂର୍ଣ୍ଣ ଗାଡିର ସୌକୀନ, ନାଗାଚୈତନ୍ୟଙ୍କ ଲାଇଫଷ୍ଟାଇଲ୍‌ ବିଷୟରେ ଜାଣିଲେ ହୋଇଯିବେ ତାଜୁବ

ମୁମ୍ବାଇ: ଦକ୍ଷିଣ ସିନେମାର ବଡ଼ ଚେହେରା ନାଗା ଚୈତନ୍ୟ ଏବଂ ଅଭିନେତ୍ରୀ ଶୋଭିତା ଧୁଲିପାଲାଙ୍କ ବିବାହ ଶେଷ ହୋଇଛି। ନାଗାଙ୍କର ପ୍ରଥମ ସ୍ତ୍ରୀ ସାମନ୍ଥା ଋତ ପ୍ରଭୁଙ୍କଠାରୁ ଅଲଗା ହେବା ପରେ ନାଗା ଶୋଭିତାଙ୍କୁ ବିବାହ କରିଥିଲେ। ତେବେ ଆପଣ କ’ଣ ନାଗାଙ୍କର ସମ୍ପତ୍ତି, ଫିଲ୍ମ କ୍ୟାରିୟର, ୱେବ ସିରିଜ, ବ୍ରାଣ୍ଡ ଏଣ୍ଡୋର୍ସମେଣ୍ଟ ଏବଂ ଆର୍ଥିକ ନିବେଶ ବିଷୟରେ ଜାଣନ୍ତି।

ନାଗା ଚୈତନ୍ୟଙ୍କ ୧୬୦ କୋଟି ଟଙ୍କାର ମାଲିକ ଅଟନ୍ତି। ୩୮ ବର୍ଷ ବୟସରେ ସେ ଫିଲ୍ମ ଇଣ୍ଡଷ୍ଟ୍ରିରେ ସେ ପ୍ରଭାବ ବିସ୍ତାର କରିଛନ୍ତି। ତାଙ୍କର ପ୍ରତ୍ୟେକ ଫିଲ୍ମ କିମ୍ବା ପ୍ରୋଜେକ୍ଟ ପାଇଁ ସେ ୫ କୋଟିରୁ ୧୦ କୋଟି ଟଙ୍କା ମଧ୍ୟରେ ଚାର୍ଜ କରନ୍ତି। ଏହା ବ୍ୟତୀତ ସେ ବ୍ରାଣ୍ଡ ଏଣ୍ଡୋର୍ସମେଣ୍ଟ ଏବଂ ବ୍ୟବସାୟ ବିନିଯୋଗରୁ ମଧ୍ୟ ରୋଜଗାର କରନ୍ତି। ସେ ମାଇଣ୍ଟ୍ରା, ଆରିଏଲ, ତସଭା (ଫ୍ୟାଶନ ବ୍ରାଣ୍ଡ), ମାଗ୍ନୁମ ଇଣ୍ଡିଆ (ଆଇସ୍କ୍ରିମ ବ୍ରାଣ୍ଡ) ଏବଂ ଡାସୋସ କ୍ୟାବିନେଟ (ଘର ସାଜସଜ୍ଜା) ସହିତ ଅଗ୍ରଣୀ ବ୍ରାଣ୍ଡକୁ ପ୍ରମୋଶନ କରିଛନ୍ତି।

ନାଗା ବହୁ ବିଳାସପୂର୍ଣ୍ଣ ରିଏଲ ଇଷ୍ଟେଟ ବିନିଯୋଗ କରିଛନ୍ତି। ୨୦୨୧ରେ ସେ ହାଇଦ୍ରାବାଦର ଜୁବୁଲି ହିଲ୍ସ ଅଞ୍ଚଳରେ ୧୫ କୋଟି ଟଙ୍କା ମୂଲ୍ୟର ଏକ ବଙ୍ଗଳା କିଣିଥିଲେ। ଛାଡପତ୍ର ପରେ ସେ ଏହାକୁ କିଣିଥିଲେ। ନାଗା ମଧ୍ୟ ତାଙ୍କର ବିଳାସପୂର୍ଣ୍ଣ କାର ଏବଂ ସୁପରବାଇକ ପାଇଁ ଲୋକପ୍ରିୟ। ତାଙ୍କ ପାଖରେ ପ୍ରାୟ ୧.୭୫କୋଟି ଟଙ୍କା ମୂଲ୍ୟର ଫରାରୀ F430 ଏବଂ ରେଞ୍ଜ ରୋଭର ଅଟୋବିଓଗ୍ରାଫି ରହିଛି ଯାହାର ମୂଲ୍ୟ ପ୍ରାୟ ୩.୪୦ କୋଟି ଟଙ୍କା। ନିକଟରେ ସେ ସିଲଭର୍‌ ପୋର୍ସେ 911 GT3 RS ମଧ୍ୟ କିଣିଛନ୍ତି, ଯାହାର ମୂଲ୍ୟ ୩.୫ କୋଟି ଟଙ୍କା। ଏହା ବ୍ୟତୀତ ଚୈତନ୍ୟଙ୍କର ଦୁଇଟି ସୁପରବାଇକ ମଧ୍ୟ ଅଛି ।


Enter your email to get our daily news in your inbox.

All Right Reserved By Dharitri.Com

IND vs AFG T20: କିଭଳି ରହିବ ଭାରତର ପ୍ଲେଇଂ-11? ବୈଭବଙ୍କୁ ମିଳିବନି ସୁଯୋଗ !

ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ଆରମ୍ଭ ଆଜିଠୁ ଆରମ୍ଭ ହେଉଛି ୩ ଟିକିଆ ଟ୍ବେଣ୍ଟି ଟ୍ବେଣ୍ଟି ସିରିଜ୍‌ । ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ସନ୍ଧ୍ୟା ୭ଟା…

ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ରୋଗୀ ଯନ୍ତ୍ରଣା, ବାରଣ୍ଡା-ଚଟାଣରେ ଚାଲିଛି ସେବା: ନାହିଁ ନାହିଁରେ ଚାଲିଛି ସ୍ୱାସ୍ଥ୍ୟକେନ୍ଦ୍ର

ଦାରିଙ୍ଗବାଡ଼ି, ୧୩।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ରୋଗୀମାନେ ଯନ୍ତ୍ରଣା ଭୋଗୁଥିବା ଅଭିଯୋଗ ହୋଇଛି। ଯେଉଁଠି ସ୍ୱାସ୍ଥ୍ୟ ସମସ୍ୟା ନେଇ ରୋଗୀମାନେ ଉତ୍ତମ…

ଗଣେଶ ପୂଜାରେ ସୃଷ୍ଟି ହେବ ବଡ଼ ରାଜଯୋଗ: ୪ ରାଶି ହେବେ ମାଲାମାଲ୍‌, ଚାକିରିରେ ମିଳିବ ବଡ଼ ଅଫର୍‌…

ହିନ୍ଦୁ ଧର୍ମରେ ଗଣେଶ ଚତୁର୍ଥୀ ପର୍ୱର ଏକ ସୱତନ୍ତ୍ର ମହତ୍ତ୍ୱ ରହିଛି। ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଚଳିତ ବର୍ଷ ଗଣେଶ ଚତୁର୍ଥୀରେ ଅନେକ ଶୁଭ ଯୋଗ…

ସମ୍ବଲପୁରରେ ଏନ୍ କାଉଣ୍ଟର: କୁଖ୍ୟାତ ଅପରାଧୀ ଇରଫାନ ଆହତ, ଦୁଇ ସହଯୋଗୀ …

ସମ୍ବଲପୁର, ୧୩।୯ (ପ୍ରମୋଦ ବହିଦାର): ସମ୍ବଲପୁର ସଦର ଥାନା ଅଞ୍ଚଳରେ ପୋଲିସ ଓ ଦୁର୍ଦ୍ଦାନ୍ତ ଅପରାଧୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଛି। ଏଥିରେ ସୁନାପାଲି ଅଞ୍ଚଳର କୁଖ୍ୟାତ…

ଦାରିଙ୍ଗବାଡ଼ିରେ ପର୍ଯ୍ୟଟନ ବିକାଶର ସମୀକ୍ଷା:ହୋମଷ୍ଟେ କରି ସ୍ୱାବଲମ୍ବୀ ହେବାକୁ ପରାମର୍ଶ ଦେଲେ ପର୍ଯ୍ୟଟନ ପ୍ରମୁଖ ସଚିବ

ଦାରିଙ୍ଗବାଡ଼ି, ୧୩।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିକୁ ଶନିବାର ଅପରାହ୍ନରେ ଓଡ଼ିଶା ପର୍ଯ୍ୟଟନ ବିଭାଗର ପ୍ରମୁଖ ସଚିବ ବଳବନ୍ତ ସିଂ ପହଞ୍ଚି ପର୍ଯ୍ୟଟନ କ୍ଷେତ୍ରର ବିକାଶ…

ବୁଧଙ୍କ ନକ୍ଷତ୍ର ପରିବର୍ତ୍ତନ; ୩ ରାଶିଙ୍କ ଧନଯୋଗ, ହୁ ହୁ ହୋଇ ବଢିବ ଇନକମ୍‌…

ଜ୍ୟୋତିଷ ଶାସ୍ତ୍ରରେ, ଗ୍ରହ ଗତିର ପ୍ରଭାବ କେବଳ ରାଶି ପରିବର୍ତ୍ତନ ପର୍ଯ୍ୟନ୍ତ ସୀମିତ ନୁହେଁ । ଗ୍ରହ ଯେଉଁ ନକ୍ଷତ୍ରରେ ପ୍ରବେଶ କରେ ତାହାକୁ ମଧ୍ୟ ବହୁତ…

ଅଦ୍ଭୁତ ସ୍ଥିତି

ହ୍ୱାଟ୍ସଆପ୍‌ରେ ଏସ୍‌ଆଇଆର୍‌ ନୋଟିସ ଆସିଥିଲା, ‘ଶୁଣାଣିରେ ଉପସ୍ଥିତ ରହିବା ବାଧ୍ୟତାମୂଳକ। ଦୟାକରି ଏହାକୁ ଜରୁରୀ ମନେକରନ୍ତୁ ଏବଂ କୌଣସି ପରିସ୍ଥିତିରେ ଅନୁପସ୍ଥିତ ନ ରହିବା ପାଇଁ ବ୍ୟବସ୍ଥା…

୧୭ ଯାଏ ବର୍ଷା

ଭୁବନେଶ୍ୱର,୧୩ା୯(ବନ୍ଦନା ସେଠୀ):ରାଜ୍ୟରେ ଲଘୁଚାପଜନିତ ବର୍ଷା ଲାଗି ରହିଛି। ଶନିବାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇଥିବାବେଳେ ୧୭ ତାରିଖ ଯାଏ ଲାଗି ରହିବ। ତେବେ ରବିବାରଠାରୁ ବର୍ଷାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?