ମନୋରଞ୍ଜନ

ଅନିଲ କପୁରଙ୍କୁ ‘ଆଇ ଲଭ୍‌ ୟୁ’ କହିଲେ ମାଧୁରୀ ଦୀକ୍ଷିତ୍‌: ଏମିତି ଥିଲା ଅଭିନେତାଙ୍କ ପ୍ରତିକ୍ରିୟା

ବଲିଉଡର ଧକ-ଧକ ଗାର୍ଲ ମାଧୁରୀ ଦୀକ୍ଷିତ ଏବଂ ଅଭିନେତା ଅନିଲ କପୁରଙ୍କ ଯୋଡି ଅନେକ ଚଳଚ୍ଚିତ୍ରରେ ନଜର ଆସିଛନ୍ତି। ଦର୍ଶକ ଉଭୟ ଯୋଡିଙ୍କୁ ବହୁତ ପସନ୍ଦ ମଧ୍ୟ କରନ୍ତି। ଆଜିକାଲି ମାଧୁରୀ ଦୀକ୍ଷିତ ଡ୍ୟାନ୍ସ ରିଆଲିଟି ଶୋ ‘ଡ୍ୟାନ୍ସ ଦିଓ୍ବାନେ-୩ ’…

ପୁଣିଥରେ ଶୁଟିଂ ଆରମ୍ଭ କରିବାକୁ ଯାଉଛନ୍ତି କ୍ୟାଟ୍ରିନା-ସଲମାନ

ମୁମ୍ବାଇ: ବଲିଉଡ୍‌ର ସୁପରହିଟ୍ ଯୋଡିଙ୍କ ମଧ୍ୟରୁ ଅନ୍ୟତମ ହେଉଛନ୍ତି କ୍ୟାଟ୍ରିନା କୈଫ ଓ ସଲମାନ ଖାଁ । ଉଭୟ ମେନେ କ୍ୟୁଁ ପ୍ୟାର କିୟା, ୟୁବରାଜ, ଏକ ଥା ଟାଇଗର, ଭାରତ ଓ ଟାଇଗର ଜିନ୍ଦା ହୈ ଭଳି ଫିଲ୍ମରେ ଅଭିନୟ…

ବେବି ବମ୍ପ ଲୁଚାଇଲେ କି ଦୀପିକା

ମୁମ୍ବାଇ: ବେଶ୍ କିଛିଦିନ ପରେ ବଲିଉଡ୍ ନାୟିକା ଦୀପିକା ପାଦୁକୋନଙ୍କୁ ମୁମ୍ବାଇରେ ସ୍ପଟ କରାଯାଇଛି । ଫିଲ୍ମ ନିର୍ଦ୍ଦେଶକ ସଞ୍ଜୟ ଲିଲା ଭଂସାଲିଙ୍କ ଅଫିସ ବାହାରେ ସ୍ପଟ ହୋଇଛନ୍ତି ଏହି ନାୟିକା । ଅଫିସ ବାହାରେ ତାଙ୍କୁ ଅପେକ୍ଷା କରିଥିବା ଫଟୋଗ୍ରାଫରଙ୍କୁ…

ନିଜଠୁ ଦୁଇବର୍ଷ ସାନ ଅଭିନେତାଙ୍କ ସହ ରୋମାନ୍ସ କରିବେ ଏହି ଅଭିନେତ୍ରୀ

ମୁମ୍ବାଇ: ଏକତା କପୁରଙ୍କ ଶୋ’ ‘ବଡ଼େ ଅଚ୍ଛେ ଲଗତେ ହୈ-୨’କୁ ନେଇ ପ୍ରଶଂସକମାନେ ବେଶ୍‌ ଉତ୍ସାହିତ ଅଛନ୍ତି। ଏହାର ପ୍ରଥମ ସିଜନରେ ସାକ୍ଷୀ ତଓ୍ବର ଏବଂ ରାମ କପୁର ଅଭିନୟ କରିଥିଲେ। ଶୋ’ଟିକୁ ମଧ୍ୟ ଜବରଦସ୍ତ ରେସପନ୍ସ ମିଳିଥିଲା। ଏଥିରେ ରାମ…

ଆଉଟ୍‌ଫିଟ୍‌କୁ ନେଇ ଟ୍ରୋଲ୍‌ ହେଲେ ଏହି ଅଭିନେତ୍ରୀ, ୟୁଜର୍ସ କହିଲେ…

ମୁମ୍ବାଇ: ଦୀର୍ଘ ଦୁଇବର୍ଷ ହେବ ବଲିଉଡ୍‌ ଅଭିନେତ୍ରୀ ଆଲିଆ ଭଟ୍ଟ ନିଜର ଫ୍ୟାଶନକୁ ନେଇ ୟୁଜର୍ସମାନଙ୍କ ଟ୍ରୋଲର ଟାର୍ଗେଟ୍‌ରେ ରହୁଛି। କେବେକେବେ ଆଲିଆ ନିଜର ବୋରିଂ ଆଉଟ୍‌ଫିଟ୍‌କୁ ନେଇ ଚର୍ଚ୍ଚାକୁ ଆସିଥାନ୍ତି ତ ଆଉ କେତେବେଳେ ଜିମ୍‌ କି ରେଷ୍ଟୁରାଣ୍ଟକୁ ନେଇ।…

୧୩୦୦କୋଟିର ସମ୍ପତ୍ତି, ୯୦କୋଟିର ବିଳାସମୟ ଘର: ଏଭଳି ବିଳାସପୂର୍ଣ୍ଣ ଜୀବନ ବିତାଉଛନ୍ତି ଏହି ସାଉଥ ସୁପରଷ୍ଟାର

ମୁମ୍ବାଇ: ସାଉଥ ସୁପରଷ୍ଟାର ତଥା ଅଭିନେତା ଚିରଞ୍ଜୀବଙ୍କ ପୁଅ ରାମ ଚରଣ ତେଜା ବେଶ୍‌ ଷ୍ଟାଇଲିଷ୍ଟ ହେବା ସହ ବିଳାସପୂର୍ଣ୍ଣ ଜୀବନ ଯାପନ କରିଥାନ୍ତି। ରାମ ଚରଣଙ୍କ ପାଖରେ ଆଷ୍ଟନ ମାର୍ଟିନ ଭଳି ବିଳାସପୂର୍ଣ୍ଣ ଗାଡ଼ିଠାରୁ ଆରମ୍ଭ କରି ବିଳାସମୟ ସମ୍ପତ୍ତି…

ଶକ୍ତି କପୁରଙ୍କ ପ୍ରେମରେ ପାଗଳ ଥିଲେ ଏହି ଅଭିନେତ୍ରୀ, ପରିବାରଲୋକେ ମନା କରିବା ସତ୍ତ୍ୱେ କଲେ ଏପରି, ରାଗିଯାଇ ମା’ ବାପା…

ବଲିଉଡର ପ୍ରସିଦ୍ଧ ଖଳନାୟକଙ୍କ ମଧ୍ୟରୁ ଶକ୍ତି କପୁର ଅନ୍ୟତମ। ଫିଲ୍ମରେ ତାଙ୍କ ଅଭିନୟ ଲୋକଙ୍କୁ ଡରାଉଥିବା ବେଳେ ତାଙ୍କ ବ୍ୟକ୍ତିଗତ ଜୀବନ ଓ ପ୍ରେମ କାହାଣୀ ସମ୍ପୂର୍ଣ୍ଣ ହିରୋ ଭଳି। ତେବେ ଜାଣନ୍ତୁ ଶକ୍ତି ଏବଂ ଅଭିନେତ୍ରୀ ଶିବାଙ୍ଗୀ କୋଲହାପୁରରେ ଲଭଷ୍ଟୋରୀ…

ରଜନୀକାନ୍ତଙ୍କୁ କପି କରି କରୁଥିଲେ ଷ୍ଟଣ୍ଟ, ହେଲେ ସାମାନ୍ୟ ଚେୟାରେ ଅଟିକିଗଲା ଗୋଡ଼; ଆଉ ତା’ ପରେ…

ସୁପରଷ୍ଟାର ରଜନୀକାନ୍ତଙ୍କ ଅନୁସରଣ କରୁଥିବା ପ୍ରଶଂସକ କେତେ ତାହା ସମସ୍ତେ ଜାଣନ୍ତି । ଅନେକ ସମୟରେ ତାଙ୍କ ପ୍ରଶଂସକ ତାଙ୍କୁ କପି କରିଥାନ୍ତି। ନିକଟରେ ଏଭଳି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯେଉଁଠାରେ ଜଣେ ବ୍ୟକ୍ତି ରଜନୀକାନ୍ତଙ୍କ…

ଲଞ୍ଚ ହେଲା କରିନାଙ୍କ ପୁସ୍ତକ

ମୁମ୍ବାଇ: ବଲିଉଡ୍‌ର ଆଗ ଧାଡିର ନାୟିକା କରିନା କପୁର ଖାଁ ଯେକି ଦୁଇଟି ସନ୍ତାନର ଜନନୀ ଶେଷରେ ଶୁକ୍ରବାର ସେ ତାଙ୍କର ପୁସ୍ତକ ‘ପ୍ରେଗନାନ୍ସି ବାଇବଲ’ ଲଞ୍ଚ କରିଛନ୍ତି । ପୂର୍ବରୁ କରିନା ଘୋଷଣା କରିଥିଲେ କି ୨୦୨୦ରେ ସେ ତାଙ୍କ…

ପୁଣିଥରେ ରାଜକୁମାର ରାଓଙ୍କ ସହ ନଜର ଆସିବେ ସାନ୍ୟା

ମୁମ୍ବାଇ: ବଲିଉଡ୍‌ର ମିଷ୍ଟର ପରଫେକ୍ସନିଷ୍ଟ ଆମିର ଖାଁଙ୍କ ମୁଭି ଦଙ୍ଗଲ ମାଧ୍ୟମରେ ଫିଲ୍ମ ଦୁନିଆରେ ଡେବ୍ୟୁ କରିଥିବା ସାନ୍ୟା ମାଲହୋତ୍ରା ପୁଣିଥରେ ରାଜକୁମାର ରାଓଙ୍କ ସହ ବଡ ପରଦାରେ ନଜର ଆସିବେ । ଏହି ଖବର ଅବଶ୍ୟ ସାନ୍ୟାଙ୍କ ପାଇଁ ବଡ…

ଶେହନାଜ-ସିଦ୍ଧାର୍ଥଙ୍କ ବ୍ରେକ୍‌କପ୍‌ ନେଇ ଚର୍ଚ୍ଚା; ମୁହଁ ଖୋଲି ଅଭିନେତା କହିଲେ…

ବମ୍ବେ: ବିଗ୍‌ବସ୍‌ର ଲୋକପ୍ରିୟ ଯୋଡ଼ି ଶେହନାଜ ଗିଲ-ସିଦ୍ଧାର୍ଥ ଶୁକ୍ଳାଙ୍କ ବ୍ରେକ୍‌ଅପ୍‌କୁ ନେଇ ଚର୍ଚ୍ଚା। କଥାଟି କେତେ ସତ କେତେ ମିଛ ତାହା ଜଣାପଡ଼ି ନାହିଁ। ହେଲେ ବ୍ରେକ୍‌ଅପ୍‌ ଗୁଜବକୁ ନେଇ ମୁହଁ ଖୋଲିଛନ୍ତି ସିର୍ଦ୍ଧାର୍ଥ। ଟୁଇଟରରେ ସେ ପୋଷ୍ଟ କରି କହିଛନ୍ତି,…

ସାମ୍ନାକୁ ଆସିଲା କରିନା-ସୈଫଙ୍କ ସାନ ପୁଅଙ୍କ ନାମ; ଜାଣନ୍ତୁ କ’ଣ ରହିଲା…

ବମ୍ବେ: ସାମ୍ନାକୁ ଆସିଲା ଅଭିନେତ୍ରୀ କରିନା କପୁର-ଅଭିନେତା ସୈଫ ଅଲ୍ଲୀ ଖାନ୍‌ଙ୍କ ଦ୍ୱିତୀୟ ପୁଅଙ୍କ ନାମ। ପୂର୍ବରୁ ବଡ଼ ପୁଅଙ୍କ ନାମକୁ ତୈମୁର ରଖିବାକୁ ନେଇ ସମାଲୋଚନାର ଶିକାର ହୋଇଥିଲେ କରିନା। ଏବେ ସେ ସାନ ପୁଅଙ୍କ ନାମ ‘ଜେହ୍‌’ରଖିଥିବା ଜଣାପଡ଼ିଛି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri