‘ପୋନ୍ନିୟିନ ସେଲଭମ’ ସେଟ୍ରୁ ଭାଇରାଲ ହେଉଛି ଐଶ୍ୱର୍ଯ୍ୟାଙ୍କ ଲୁକ୍
ମୁମ୍ବାଇ: ନିର୍ଦ୍ଦେଶକ ମଣିରତ୍ନଙ୍କ ଫିଲ୍ମ ‘ପୋନ୍ନିୟିନ ସେଲଭମ’ରେ ନୀଳ ନୟନା ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କୁ ଦେଖିବାକୁ ମିଳିବ । ଏବେ ଏହି ଫିଲ୍ମର ଶୁଟିଂ ମଧ୍ୟପ୍ରଦେଶର ଓରଛାରେ ଚାଲିଛି । କିଛି ଦିନ ପୂର୍ବରୁ ଯେଉଁଠି ଐଶ୍ୱର୍ଯ୍ୟା ତାଙ୍କ ଝିଅ ଆରାଧ୍ୟାଙ୍କ…
୭ ବର୍ଷ ଚାଲିଥିଲା ପ୍ରେମ ସମ୍ପର୍କ; ହଠାତ୍ ଅଲଗା ହୋଇ ଚମକାଇଥିଲେ ଏହି ଲୋକପ୍ରିୟ ଯୋଡ଼ି; ଏବେ ପରସ୍ପରର…
ବମ୍ବେ: ଏକଦା ଅଭିନେତ୍ରୀ ଆଶା ନେଗି ଏବଂ ଅଭିନେତା ରିତ୍ୱିକ ଧନଜାନୀ ଟେଲି ପରଦାର ଲୋକପ୍ରିୟ ଯୋଡ଼ି ଥିଲେ। ଉଭୟଙ୍କ ପ୍ରେମସମ୍ପର୍କ ଗଣମାଧ୍ୟମର ଶିରୋନାମା ପାଲଟୁଥିଲା। ହେଲେ ଏବେ ଉଭୟଙ୍କ ବାଟ ଅଲଗା। ଦିନେ ପରସ୍ପରକୁ ଛାଡ଼ି ମୁହୂର୍ତ୍ତେ ରହି ପାରୁ…
୯୩,୨୭୭ ଟଙ୍କାର ଟପ୍ ପିନ୍ଧି ପ୍ରଶଂସକଙ୍କ ହୃଦୟ ଜିତିଲେ ଦୀପିକା
ମୁମ୍ବାଇ: ବଲିଉଡ୍ ନାୟିକା ଦୀପିକା ପାଦୁକୋନଙ୍କର ରହିଛନ୍ତି କୋଟି କୋଟି ପ୍ରଶଂସକ । ଅନେକ ଲୋକଙ୍କ କ୍ରସ ହୋଇଥିବା ଦୀପିକା ବଲିଉଡ୍ ଠାରୁ ହଲିଉଡ୍ ପର୍ଯ୍ୟନ୍ତ ସବୁଠି ହିଟ୍ କହିଲେ ଚଳେ । ତାଙ୍କର ଫ୍ୟାଶନ କଥା ଯଦି ଆଲୋଚନା କରାଯାଏ…
ସାମାନ୍ୟ କଥାରେ ନୂଆ ଲଭ୍ବାର୍ଡ କଟ୍ରିନା-ବିକ୍କିଙ୍କ ମଧ୍ୟରେ ଭୟଙ୍କର ଝଗଡ଼ା, ଏପରି ହେଉଛି ଚର୍ଚ୍ଚା…
ବମ୍ବେ: ଗତ କିଛି ଦିନ ଧରି ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଚୁଲବୁଲି କଟ୍ରିନା କୈଫ। କଥିତ ପ୍ରେମିକ ବିକ୍କି କୌଶଲଙ୍କ ସହ ତାଙ୍କର ନିର୍ବନ୍ଧ ଶେଷ ହୋଇଥିବା ନେଇ କୁହାଯାଉଥିଲା। ହେଲେ ବିକ୍କିଙ୍କ ବାପା ଖବରକୁ ଗୁଜବ ବୋଲି କହିଥିଲେ। …
ପ୍ରଶଂସକଙ୍କ ପାଇଁ ସମସ୍ତଙ୍କ ଆଗରେ ଶାହରୁଖ ଖାାନ୍ଙ୍କୁ ଫୋନ କଲେ ଅକ୍ଷୟ କୁମାର; ଆଉ ତା’ପରେ
ଅନେକ ଥର ପ୍ରଶଂସକମାନେ ଅଭିନେତା/ଅଭିନେତ୍ରୀଙ୍କ ନିକଟରେ ଅଜବ ଦାବି କରନ୍ତି। ଏହା ଶୁଣି ଅଭିନେତା/ଅଭିନେତ୍ରୀମାନେ ମଧ୍ୟ ତାହା ପୂରଣ କରିବାକୁ ଚେଷ୍ଟା କରନ୍ତି। ବଲିଉଡର ଖିଲାଡି କୁମାର ଅକ୍ଷୟ କୁମାରଙ୍କ ସହ ସମାନ ଘଟଣା ଘଟିଛି। ନିକଟରେ ଅକ୍ଷୟ ‘ଦି କପିଲ…
ସୋନୁ ସୁଦ୍ଙ୍କୁ ୧ କୋଟି ଟଙ୍କା ମାଗିଲେ ପ୍ରଶଂସକ; ଜବାବରେ ମିଳିଲା ଏମିତି
ଦେଶରେ କରୋନା ମହାମାରୀ ବ୍ୟାପିବା ଦିନରୁ ଅଭିନେତା ସୋନୁ ସୁଦ ଲୋକଙ୍କୁ ସାହାଯ୍ୟ କରିଆସୁଛନ୍ତି। ଆଜି ସମଗ୍ର ଦେଶ ତାଙ୍କୁ ପ୍ରକୃତ ହିରୋ ପରି ଦେଖୁଛି। ସେ ନିଃସ୍ବାର୍ଥପର ଭାବରେ ଲୋକଙ୍କୁ ସାହାଯ୍ୟ କରୁଛନ୍ତି। ସୋସିଆଲ ମିଡିଆ ମାଧ୍ୟମରେ ହଜାର ହଜାର…
ରଜନୀକାନ୍ତଙ୍କ ପାଇଁ ଏହି ଅଭିନେତ୍ରୀ ରଖିଥିଲେ ଉପବାସ
ଅଭିନେତା ରଜନୀକାନ୍ତ ଏବଂ ବଲିଉଡ୍ର ‘ଚାନ୍ଦ୍ନୀ’ ଭାବରେ ପରିଚିତ ଅଭିନେତ୍ରୀ ଶ୍ରୀଦେବୀ ଉଭୟ ଭଲ ବନ୍ଧୁ। ଉଭୟଙ୍କ ମଧ୍ୟରେ ଭଲ ବନ୍ଧୁତା ଥିଲା ବେଶ ନିବିଡ଼। ସେମାନେ ଅନେକ ଫିଲ୍ମରେ ଏକାଠି କାମ କରିଛନ୍ତି। ପ୍ରାୟ ୨୦ରୁ ଅଧିକ ଫିଲ୍ମରେ ଏକାଠି…
୧୩ ବର୍ଷ ବୟସରେ ମା’ ହୋଇଥିଲେ ଏହି ଅଭିନେତ୍ରୀ: ରଜନୀକାନ୍ତଙ୍କଠାରୁ ବି ନେଇଥିଲେ ଅଧିକ ପାରିଶ୍ରମିକ
ବଲିଉଡ୍ ‘ଚାନ୍ଦ୍ନୀ’ ଭାବରେ ପରିଚିତ ଅଭିନେତ୍ରୀ ଶ୍ରୀଦେବୀ ଏବେ ମଧ୍ୟ ଲୋକଙ୍କ ମନରେ ଜୀବିତ ଅଛନ୍ତି। ଫିଲ୍ମ ଇଣ୍ଡଷ୍ଟ୍ରି ତାଙ୍କ ବଳିଷ୍ଠ ଅଭିନୟ ଯୋଗୁ ନୂତନ ପରିଚୟ ପାଇଥିଲା । ଫିଲ୍ମ ‘ଜୁଲି’ରେ ଶିଶୁ କଳାକାର ଭାବରେ ବଲିଉଡରେ କ୍ୟାରିଅର୍ ଆରମ୍ଭ…
ଛାଡପତ୍ର ପରେ ସ୍ବାମୀଙ୍କଠାରୁ ଭରଣପୋଷଣ ନେବାକୁ ଚାହୁଁନାହାନ୍ତି ଏହି ଅଭିନେତ୍ରୀ
ଦୁଇ ମାସ ପୂର୍ବେ ଟିଭି ଅଭିନେତ୍ରୀ ନିଶା ରାୱଲ ଏବଂ କରଣ ମେହେରାଙ୍କ ମଧ୍ୟରେ ବହୁତ ଝଗଡା ହୋଇଥିଲା ଏବଂ ଏହା ପରେ ଉଭୟ ଅଲଗା ହୋଇଯାଇଥିଲେ। ପାରିବାରିକ ହିଂସା ଏବଂ ପ୍ରତାରଣା ଅଭିଯୋଗରେ ନିଶା କରଣ ମେହେରାଙ୍କ ବିରୋଧରେ ମାମଲା…
ସୁସ୍ଥ ହୋଇ ଘରକୁ ଫେରିଛନ୍ତି ମହେଶ
ମୁମ୍ବାଇ,୨୩।୮: ବଲିଉଡ୍ ଅଭିନେତା ତଥା ଫିଲ୍ମ ନିର୍ମାତା ମହେଶ ମଞ୍ଜରେକର ୟୁରିନାରୀ ବ୍ଲାଡର କ୍ୟାନ୍ସରରେ(କର୍କଟ ରୋଗ) ଆକ୍ରାନ୍ତ । କିଛି ଦିନ ତଳେ ମୁମ୍ବାଇର ଏକ ହସ୍ପିଟାଲରେ ତାଙ୍କର ଅସ୍ତ୍ରୋପ୍ରଚାର ହୋଇଥିଲା। ଅସ୍ତ୍ରୋପ୍ରଚାର ସଫଳ ହେବା ପରେ ସେ ସୁସ୍ଥ ଅଛନ୍ତି।…
ଅଭିନୟ ପୂର୍ବରୁ ହୋଟେଲରେ କାମ କରୁଥିଲେ ବାଣୀ
ମୁମ୍ବାଇ: ଅଭିନୟ ଦୁନିଆରେ ଏବେ ଏକ ଚର୍ଚ୍ଚିତ ନାଁ ହେଉଛି ବାଣୀ କପୁର । ଅକ୍ଷୟ କୁମାରଙ୍କ ସହ ସେ ଅଭିୟନୟ କରିଥିବା ଫିଲ୍ମ ବେଲ ବଟମକୁ ନେଇ ସେ ଏବେ ଖୁବ୍ ଚର୍ଚ୍ଚାରେ । ୧୯୯୨ ଅଗଷ୍ଟ ୨୩ରେ ରାଜଧାନୀ…
କଙ୍ଗନାଙ୍କ ପ୍ରଶଂସକଙ୍କ ପାଇଁ ଖୁସି ଖବର
ମୁମ୍ବାଇ: ବଲିଉଡ୍ କୁଇନ୍ କଙ୍ଗନା ରାନାୱତଙ୍କ ଅଭିନୀତ ବହୁ ପ୍ରତିକ୍ଷିତ ଫିଲ୍ମ ‘ଥଲାଇବି’ର ରିଲିଜ୍ ଡେଟ୍ ସାମ୍ନାକୁ ଆସିଛି । କଙ୍ଗନା ସୋସିଆଲ ମିଡିଆରେ ଏକ ପୋଷ୍ଟର ଶେୟାର କରି ଫିଲ୍ମର ରିଲିଜ୍ ଡେଟ୍ ସମ୍ପର୍କରେ କହିଛନ୍ତି । ସେପ୍ଟେମ୍ବର ୧୦ରେ…
Archives


