ଜନ୍ମଦିନ ପାଳନର ଫଟୋ ଶେୟାର କଲେ କରିନା…
ମୁମ୍ବାଇ,୨୨।୯: ବଲିଉଡ୍ ଅଭିନେତ୍ରୀ କରିନା କପୁର ଖାଁ ନିଜର ୪୧ତମ ଜନ୍ମଦିନ ପାଳନର ଫଟୋ ଇନଷ୍ଟାଗ୍ରାମ୍ରେ ଶେୟାର କରିଛନ୍ତି। ସେ ମାଳଦ୍ୱୀପରେ ଜନ୍ମଦିନ ଛୁଟି ବିତାଉଛନ୍ତି। ସମୁଦ୍ର କୂଳରେ ତାଙ୍କ ସହିତ ଶୈଫ୍ ଅଲ୍ଲୀ ଖାଁ ଏବଂ ଦୁଇପୁତ୍ର ତୈମୁର ଓ…
ଦ କପିଲ ଶର୍ମା ଶୋ’ରେ ନେହା କକ୍କର, ‘କାଣ୍ଟା ଲଗା’ ଗୀତରେ କଲେ ଜବରଦସ୍ତ ଡ୍ୟାନ୍ସ
ମୁମ୍ବାଇ: ବଲିଉଡ୍ ଗାୟିକା ନେହା କକ୍କର ନିଜ ଗୀତ ‘କାଣ୍ଟା ଲଗା’ର ପ୍ରମୋଶନ କରିବାରେ ଲାଗିଛନ୍ତି। ଏବେ ନେହା କପିଲ ଶର୍ମାଙ୍କ ଶୋ’ରେ ନଜର ଆସିଛନ୍ତି। କମେଡିଆନ କୃଷ୍ଣା ଅଭିଷେକ ନେହାଙ୍କ ସହିତ ଏକ ଭିଡିଓ ଶେୟାର କରିଛନ୍ତି। ଭିଡିଓରେ ନେହା…
ଶୋ’ ବନ୍ଦ କର, ନିର୍ମାତାଙ୍କୁ କାହିଁକି ଏମିତି କହିଲେ ଅମିତାଭ ବଚ୍ଚନ
କୌନ ବନେଗା କରୋଡ ପତି ୧୩ର ଏକ ନୂଆ ପ୍ରୋମୋ ସାମ୍ନାକୁ ଆସିଛି। ଏହି ଭିଡିଓରେ ଅମିତାଭ ବଚ୍ଚନ ନିର୍ମାତାଙ୍କୁ ଶୋ ବନ୍ଦ କରିବାକୁ କହୁଥିବା ନଜର ଆସିଛନ୍ତି। ଏହାର କାରଣ ହେଉଛି ଶୋ’ରେ ଆସିଥିବା ଜଣେ ପ୍ରତିଯୋଗୀ ଅମିତାଭଙ୍କୁ ତାଙ୍କ…
ଦୁର୍ଘଟଣାରେ ଚାଲିଗଲା ଅଭିନେତ୍ରୀଙ୍କ ଜୀବନ
ମରାଠୀ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ଜଣାଶୁଣା ଅଭିନେତ୍ରୀ ଇଶ୍ୱରୀ ଦେଶପାଣ୍ଡେ ଏକ କାର ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ଗୋଆର ବାଗା-କାଲାଙ୍ଗୁଟରେ ସେ ଏକ କାର ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ଏହି ସମୟରେ କାରରେ ଉପସ୍ଥିତ ଥିବା ତାଙ୍କ ବନ୍ଧୁ ଶୁଭମ ଦେଗଡେ ମଧ୍ୟ…
ବିକିନି ପାଇଁ ଫିଲ୍ମକୁ ମନା କରିଥିଲେ ଏହି ଅଭିନେତ୍ରୀ
୯୦ ଦଶକର ହିଟ୍ ଅଭିନେତ୍ରୀମାନଙ୍କ ମଧ୍ୟରୁ ବଲିଉଡ ଅଭିନେତ୍ରୀ ଆୟେଶା ଜୁଲ୍କା ଅନ୍ୟତମ। ଆୟେଶା ଅକ୍ଷୟ କୁମାର-ଅମିର ଖାନଙ୍କ ପରି ବଡ ସୁପରଷ୍ଟାରଙ୍କ ସହ କାମ କରିଛନ୍ତି। ଅନ୍ୟପକ୍ଷରେ ଆୟେଶା ଅମିରଙ୍କ ସହ ‘ଜୋ ଜିତା ଓ୍ବହି ସିକନ୍ଦର’ ଭଳି ହିଟ…
ସ୍ବର ହରାଇବା ଖବରକୁ ଖଣ୍ଡନ କଲେ ଏହି ଲୋକପ୍ରିୟ ଗାୟକ, ମିଥ୍ୟା ତଥ୍ୟ ଦେବାକୁ ନେଇ…
ବମ୍ବେ: ଚର୍ଚ୍ଚାରେ ଲୋକପ୍ରିୟ ଗାୟକ ବାପି ଲେହିରି। ଗତ କିଛି ଦିନ ଧରି ଅସୁସ୍ଥ ଥିବା ସହ ସେ ନିଜର ସ୍ବର ହରାଇଥିବା କୁହାଯାଉଥିଲା। ୬୮ ବର୍ଷୀୟ ଗାୟକଙ୍କ ପ୍ରଶଂସକ ଏଭଳି ଖବର ଶୁଣି ମର୍ମାହତ ହୋଇଥିଲେ। କିଛି ତାଙ୍କର ଶୀଘ୍ର…
ଗ୍ଲାମରସ୍ ଲୁକରେ ଅଲାୟା
ମୁମ୍ବାଇ: ବଲିଉଡର ନାଁକରା ଅଭିନେତା କବିର ବେଦୀଙ୍କ ନାତୁଣୀ ଅଲାୟା ଫର୍ଣ୍ଣିଚରୱାଲା ବହୁତ ଅଧିକ ଷ୍ଟାଇଲିସ୍ । ଆଟ୍ରାକ୍ଟିଭ୍ ଆଉଟ୍ଫିଟ୍ରେ ଅଧିକାଂଶ ସମୟରେ ସେ ତାଙ୍କର ଫଟୋ ଶେୟାର କରିଥାଆନ୍ତି । ନିକଟରେ ତାଙ୍କୁ ସ୍ପଟ କରାଯାଇଥିବା ବେଳେ ସବୁଥର ପରି…
ବ୍ୟାଡମିଣ୍ଟନ୍ ଖେଳିଲେ ଦୀପିକା
ମୁମ୍ବାଇ: ବଲିଉଡ କୁଇନ୍ ଦୀପିକା ପାଦୁକୋନ୍ ଏବେ ଖୁବ୍ ଚର୍ଚ୍ଚାରେ । ସୋସିଆଲ ମିଡିଆରେ ଆକ୍ଟିଭ ରହୁଥିବା ଏହି ନାୟିକା ନିକଟରେ କିଛି ଫଟୋ ଶେୟାର କରିଥିଲେ । ସେଥିରେ ସେ ବ୍ୟାଡମିଣ୍ଟନ ଖେଳୁଥିବା ଦେଖିବାକୁ ମିଳିଥିଲା । ହେଲେ ସେ…
ଏହି ଅଭିନେତ୍ରୀଙ୍କ ଉପରେ ହୋଇଛି ଏସିଡ୍ ଆକ୍ରମଣ ଉଦ୍ୟମ…
ନୂଆଦିଲ୍ଲୀ: ଅଭିନେତ୍ରୀ ପାୟଲ ଘୋଷଙ୍କ ଉପରେ ଏସିଡ୍ ଆକ୍ରମଣ ଉଦ୍ୟମ କରାଯାଇଛି। ସେ ଏହି ଆକ୍ରମଣରୁ ଅଳ୍ପକେ ବର୍ତ୍ତି ଯାଇଥିବା ଏକ ଭିଡିଓ ମାଧ୍ୟମରେ ସୂଚନା ଦେଇଛନ୍ତି। କିଛି ଲୋକ ତାଙ୍କୁ ରଡ୍ରେ ମାରିବାକୁ ଉଦ୍ୟମ କରିଥିଲେ। ଫଳରେ ତାଙ୍କ ବାମ…
୪୧୩ କୋଟି ସମ୍ପତ୍ତିର ମାଲିକାଣୀ ହେଉଛନ୍ତି ଏହି ଅଭିନେତ୍ରୀ; ସ୍ବାମୀଙ୍କ ଘରେ ରହୁଥିଲେ ହେଁ…
ବମ୍ବେ: ପରିବାରକୁ ଗୁରୁତ୍ୱ ଦେଇ ବଡ଼ ପରଦାରୁ ଦୂରେଇ ଯାଇଛନ୍ତି ସେ। ହେଲେ ଦିନ ଥିଲା ବଲିଉଡ୍ର ଆଗଧାଡ଼ିର ଅଭିନେତ୍ରୀ ଥିଲେ ସେ। ହାତରେ ଥିଲା ଗୋଟିଏରୁ ବଳି ଗୋଟିଏ ଫିଲ୍ମ। ହେଲେ ପ୍ରଥମେ ବିବାହ ଏବଂ ପରେ ପ୍ରଥମ ସନ୍ତାନ…
୨ ମାସ ପରେ ଜେଲ୍ରୁ ମୁକୁଳିଲେ ଶିଳ୍ପାଙ୍କ ସ୍ବାମୀ
ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ରାଜ କୁନ୍ଦ୍ରା ଶେଷରେ ଜେଲ୍ରୁ ମୁକୁଳିଛନ୍ତି। ରାଜ୍ଙ୍କୁ ମୁମ୍ବାଇର ଆର୍ଥର ରୋଡ ଜେଲରୁ ମୁକ୍ତ କରାଯାଇଛି। ଏଥି ସହ ତାଙ୍କ ସହକର୍ମୀ ରିୟାନ ଥର୍ପେ ମଧ୍ୟ ତାଙ୍କ ସହ ମୁକ୍ତ ହୋଇଛନ୍ତି। ଜେଲରୁ ବାହାରିବା…
ବୋଲ୍ଡସିନ୍ ଦେଇଥିବା ସତ୍ତ୍ୱେ ମଲ୍ଲିକାଙ୍କୁ ସବୁଠୁ ଖରାପ କିସର୍ ବୋଲି କହିଥିଲେ ଅଭିନେତା: ଜବାବରେ…
ବମ୍ବେ: ଅଭିନେତା ଭାବେ କମ୍ ବରଂ ସିରିୟଲ କିସର୍ ଭାବେ ଅଧିକ ଲୋକପ୍ରିୟ ଇମରାନ୍ ହାସମୀ। ତାଙ୍କ ଅଭିନୀତ ପ୍ରତିଟି ଫିଲ୍ମ ଥାଏ ବେଶ୍ ରୋମାଣ୍ଟିକ୍। ୨୦୦୪ରେ ରିଲିଜ ହୋଇଥିବା ଫିଲ୍ମ ‘ମର୍ଡର’ରୁ ତାଙ୍କୁ ମିଳିଥିଲା ଖ୍ୟାତି। ମଲ୍ଲିକାଙ୍କ ସହ ଫିଲ୍ମରେ…
Archives


