ଭାଇଜାନଙ୍କ ପାଇଁ ନାଁ ବଦଳାଇ ଦେଇଥିଲେ ଏହି ଅଭିନେତ୍ରୀ, ପୂରା ଘଟଣା ଜାଣିଲେ
ବଲିଉଡ ଅଭିନେତ୍ରୀ କିଆରା ଆଡଭାନୀ ଧୀରେ ଧୀରେ ଇଣ୍ଡଷ୍ଟ୍ରିରେ ସଫଳତା ପାଇବାରେ ଲାଗିିଛନ୍ତି। ତେବେ ଚଳଚ୍ଚିତ୍ରରେ ଅଭିନୟ କରିବା ପୂର୍ବରୁ କିଆରାଙ୍କ ନାମ ଆଲିଆ ଥିଲା। ଡେବ୍ୟୁ ସହିତ ସେ ତାଙ୍କ ନାମ ପରିବର୍ତ୍ତନ କରିଥିଲେ। କିଆରା ୨୦୧୪ ମସିହାରେ ଫିଲ୍ମ…
ସନ୍ନି ଅମିଶାଙ୍କ ସହ ଖୁବଶୀଘ୍ର ରିଲିଜ୍ ହେବ ‘ଗଦର’ର ସିକ୍ୱିଏଲ
ମୁମ୍ବାଇ: ସନ୍ନି ଦେଓଲ ଓ ଅମିଶା ପଟେଲ ୨୦ ବର୍ଷ କରେ ପୁଣିଥରେ ଗଦର: ଏକ ପ୍ରେମ କଥାର ସିକ୍ୱିଏଲ ନେଇ ବଡ ପରଦାକୁ ଖୁବଶୀଘ୍ର ଫେରୁଛନ୍ତି । ୨୦୦୧ରେ ରିଲିଜ୍ ହୋଇଥିବା ଏହି ଫିଲ୍ମ ସବୁଠାରୁ ଅଧିକ ଆୟ କରିଥିବା…
ଭିଡିଓ କଲରେ ମା’ବାପାଙ୍କ ସହ କଥା ହେଲେ ଆର୍ୟନ
ମୁମ୍ବାଇ: ବଲିଉଡ୍ ଅଭିନେତା କିଙ୍ଗଖାନଙ୍କ ପୁଅ ଆର୍ୟନ ଶୁକ୍ରବାର ମାବାପାଙ୍କ ସହ ଭିଡିଓ କଲ୍ରେ କଥା ହୋଇଛନ୍ତି। କୋଭିଡ୍ -୧୯ ଗାଇଡଲାଇନ୍ ଅନୁସାରେ ଜେଲରେ ଥିବା ସମସ୍ତ କଏଦୀ ସପ୍ତାହକୁ ଦୁଇଥର ତାଙ୍କ ପରିବାର ସହ କଥା ହୋଇପାରିବେ। ଏଣୁ ଜେଲ୍…
ହାଜର ହେଲେନି ଅଭିନେତ୍ରୀ
ମୁମ୍ବାଇ: ମନିଲଣ୍ଡ୍ରିଂ ମାମଲାରେ ଦିନକୁ ଦିନ ଅଡ଼ୁଆ ବଢ଼ୁଛି। ଗୁରୁବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ବଲିଉଡ୍ ଅଭିନେତ୍ରୀ ଜ୍ୟାକଲିନ ଫର୍ନ୍ନାଣ୍ଡିଜ ଓ ନୋରା ଫତେହୀଙ୍କୁ ହାଜର ହେବାକୁ ସମନ ଜାରି କରାଯାଇଥିଲା। ହେଲେ ଘଟଣାର ଅଧିକ ପଚରାଉଚୁରା ପାଇଁ ନୋଟିସ ଜାରି…
ରୋମାଣ୍ଟିକ ହେଲେ ପଓ୍ବନଦୀପ୍-ଅରୁଣିତା
ମୁମ୍ବାଇ: ଇଣ୍ଡିଆନ ଆଇଡଲ୍ର ବିଜେତା ପଓ୍ବନଦୀପ୍ ରାଜନ ଏବଂ ଅରୁଣିତା କାଞ୍ଜିଲାଲ କିଛି ନା କିଛି କଥାକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଆସୁଛନ୍ତି। ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିବା ନେଇ ଚର୍ଚ୍ଚା ହେଉଥିଲା। ହେଲେ ସେମାନଙ୍କ ଭିତରେ କେବଳ ବନ୍ଧୁତା…
ଏପିସୋଡ ପିଛା ମୋଟା ଅଙ୍କର ପାଉଣା ନେଇଥାନ୍ତି ‘ଅନୁପମା’; ବନରାଜ-ଅନୁଜଙ୍କଠାରୁ ବି ଢେର ଅଧିକ…
ବମ୍ବେ: ଷ୍ଟାର ପ୍ଲସରେ ପ୍ରସାରିତ ‘ଅନୁପମା’ ଧାରାବାହିକ ବେଶ ଲୋକପ୍ରିୟ। ଏଥିରେ ମୁଖ୍ୟ ଚରିତ୍ର ଅନୁପମା ଭୂମିକାରେ ନଜର ଆସୁଛନ୍ତି ରୁପାଲୀ ଗାଙ୍ଗୁଲୀ। ରୁପାଲୀଙ୍କ ଚରିତ୍ର ଦର୍ଶକଙ୍କୁ ବେଶ ପସନ୍ଦ ଆସୁଥିବା ବେଳେ ଧାରାବାହିକଟି ଟିଆର୍ପି ତାଲିକା ଶୀର୍ଷରେ ରହିଆସୁଛି। ଏଣୁ…
ଗାୟକ ରାହୁଲ ବୈଦ୍ୟଙ୍କୁ ହତ୍ୟା ଧମକ
ମୁମ୍ବାଇ: ଗାୟକ ତଥା ବିଗବସ୍ର ପୂର୍ବ ପ୍ରତିଯୋଗୀ ରାହୁଲ ବୈଦ୍ୟଙ୍କୁ ହତ୍ୟା ଧମକ ମିଳିଛି। ନିକଟରେ ରିଲିଜ ହୋଇଥିବା ତାଙ୍କ ଗୀତ ‘ଗର୍ବେ କି ରାତ୍’ରେ ଦେବତ୍ୱ ଭାବନାକୁ ଆଘାତ କରିଥିବା ନେଇ ତାଙ୍କୁ ଏହି ଧମକ ମିଳିଥିବା ସୂଚନା ମିଳିଛି।…
ଅନ୍ତରଙ୍ଗ ସିନ୍ ବେଳେ ନିୟନ୍ତ୍ରଣ ହରାନ୍ତି ଏହି ଲୋକପ୍ରିୟ ଅଭିନେତା: କଟ୍ କହିଲା ପରେ ବି ଦେଇଚାଲନ୍ତି ଚୁମ୍ବନ
ଅନେକ ବଲିଉଡ୍ ଅଭିନେତା ଚୁମ୍ବନ ଦୃଶ୍ୟ କିମ୍ବା ଅନ୍ତରଙ୍ଗ ଦୃଶ୍ୟ କରିବା ସମୟରେ ଅନିୟନ୍ତ୍ରିତ ହୋଇଯା’ନ୍ତି। ଏଥିମଧ୍ୟରୁ ବିନୋଦ ଖାନ୍ନା ଅନ୍ୟତମ, ଯିଏ ଏହିପରି ଅନ୍ତରଙ୍ଗ ଦୃଶ୍ୟ କରିବା ସମୟରେ ଅନେକ ଥର ନିୟନ୍ତ୍ରଣ ବାହାରକୁ ଚାଲିଯାନ୍ତି। ମାଧୁରୀ ଦୀକ୍ଷିତଙ୍କ ସହ…
ସଡ଼କରେ ବୋତଲ ଧରି ବୁଲୁଛନ୍ତି ପ୍ରିୟଙ୍କା!
ମୁମ୍ବାଇ: ବଲିଉଡ ଦେଶି ଗର୍ଲ ପ୍ରିୟଙ୍କା ଚୋପ୍ରା କିଛି ନା କିଛି କାରଣକୁ ନେଇ ଅଧିକାଂଶ ସମୟରେ ସୋସିଆଲ ମିଡିଆର ଚର୍ଚ୍ଚାରେ ଆସି ଯାଇଥାଆନ୍ତି । ଏବେ ଏହି ଅଭିନେତ୍ରୀ ସ୍ପେନରେ ତାଙ୍କର ଆଗାମୀ ୱେବ ସିରିଜ ‘ସିଟାଡେଲ’ର ଶୁଟିଂରେ ବ୍ୟସ୍ତ…
ଡ୍ରଗ୍ସ ମାମଲା: ଅକ୍ଟୋବର ୨୦ ପର୍ଯ୍ୟନ୍ତ ଜେଲରେ ରହିବେ ଆର୍ଯ୍ୟନ
ମମ୍ବାଇ,୧୪ ।୧୦: କ୍ରୁଜ ଡ୍ରଗ୍ସ ମାମଲାରେ ଗିରଫ ହୋଇଥିବା ବଲିଉଡ୍ ବାଦଶାହା ଶାହାରୁଖ ଖାଁଙ୍କ ପୁଅ ଆର୍ଯ୍ୟନ ଖାଁଙ୍କୁ ୨୦ ଅକ୍ଟୋବର ପର୍ଯ୍ୟନ୍ତ ଜେଲରେ ରହିବାକୁ ପଡିବ । ଗୁରୁବାର ସେସନ୍ସ କୋର୍ଟ ଜାମିନ ଆବେଦନର ଳମ୍ବା ଶୁଣାଣି ପରେ ରାୟକୁ…
ଖୁବ୍ଶୀଘ୍ର ରିଲିଜ୍ ହେବ ସିଡ୍ନାଜଙ୍କ ଅସମାପ୍ତ ମ୍ୟୁଜିକ୍ ଭିଡିଓ ‘ଅଧୁରା’
ସିଦ୍ଧାର୍ଥ ଶୁକ୍ଳା ଏବଂ ଶେହନାଜ ଗିଲଙ୍କ ପ୍ରଶଂସକଙ୍କ ଦୀର୍ଘ ଦିନର ଅନୁରୋଧ ଶୀଘ୍ର ପୂରଣ ହେବାକୁ ଯାଉଛି। ‘ସାରେଗାମା’ ଏହି ଦୁଇ କଳାକାରଙ୍କୁ ନେଇ ଏକ ମ୍ୟୁଜିକ୍ ଭିଡିଓ ରିଲିଜ୍ କରିବ, ଯାହାକି ସାରେଗାମା ମ୍ୟୁଜିକ୍, ୟୁଟ୍ୟୁବ୍ ଓ ଅନ୍ୟ ପ୍ରମୁଖ…
ଟପ୍ଲେସ୍ ହେଲେ ଇଶା
ମୁମ୍ବାଇ : ବଲିଉଡ୍ ଅଭିନେତ୍ରୀ ଇଶା ଗୁପ୍ତା ସୋସିଆଲ ମିଡିଆରେ ବେଶ ଆକ୍ଟିଭ୍। ସେ ୨୦୦୭ରେ ଫେମିନା ମିସ୍ ଇଣ୍ଡିଆ ପ୍ରତିଯୋଗିତାରେ ଭାଗ ନେଇଥିଲେ। ଏଥିରେ ସେ ତୃତୀୟ ସ୍ଥାନ ଅଧିକାର କରିଥିଲେ । ମିସ୍ ଇଣ୍ଡିଆ ଅନ୍ତର୍ଜାତୀୟ ଟାଇଟଲ ମଧ୍ୟ…
Archives


