ଗାୟକ ରାହୁଲ ବୈଦ୍ୟଙ୍କୁ ହତ୍ୟା ଧମକ

ମୁମ୍ବାଇ: ଗାୟକ ତଥା ବିଗବସ୍‌ର ପୂର୍ବ ପ୍ରତିଯୋଗୀ ରାହୁଲ ବୈଦ୍ୟଙ୍କୁ ହତ୍ୟା ଧମକ ମିଳିଛି। ନିକଟରେ ରିଲିଜ ହୋଇଥିବା ତାଙ୍କ ଗୀତ ‘ଗର୍‌ବେ କି ରାତ୍‌’ରେ ଦେବତ୍ୱ ଭାବନାକୁ ଆଘାତ କରିଥିବା ନେଇ ତାଙ୍କୁ ଏହି ଧମକ ମିଳିଥିବା ସୂଚନା ମିଳିଛି। ଗୁଜୁରାଟର ହିନ୍ଦୁ ଦେବୀ ଶ୍ରୀ ମୋଗଲ ମା’ଙ୍କୁ ନେଇ ଗୀତରେ କିଛି ତ୍ରୁଟି ରହିଥିଲା।
ଗୀତ ରିଲିଜ ହେବା ପରେ ରାହୁଲଙ୍କ ଫୋନ୍‌କୁ କଲ୍‌ ଓ ମେସେଜ ମାଧ୍ୟମରେ ହତ୍ୟା ଧମକ ମିଳୁଛି। ଫଳରେ ସମାଧାନ ପାଇଁ ଏହି ଟିମ୍‌ କିଛି ଦିନ ମଧ୍ୟରେ ଗୀତଟିକୁ ସଂଶୋଧନ କରିବାକୁ ଚେଷ୍ଟା କରୁଥିବା ମତ ଦେଇଛନ୍ତି। ସେମାନେ କହିଛନ୍ତି, କୌଣସି ଧାର୍ମିକ ଭାବନାକୁ ଆଘାତ ଦେବା ଆମର ଉଦ୍ଦେଶ୍ୟ ନୁହେଁ। ସବୁ ଧର୍ମକୁ ସମ୍ମାନ ଦେଉଛୁ। ଆଗାମୀ ଦିନରେ ଗୀତଟିକୁ ସଂଶୋଧନ କରାଯାଇ ପୁଣିଥରେ ଛଡ଼ାଯିବ ବୋଲି ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ନାସିକରେ ବିସର୍ଜନ ହେଲା ସୁର ସାମ୍ରାଜ୍ଞୀଙ୍କ ଅସ୍ଥି

ମୁମ୍ବାଇ,୧୦।୨: ମହାରାଷ୍ଟ୍ର ନାସିକ ଜିଲାର ଗୋଦାବରୀ ନଦୀକୂଳ ସ୍ଥିତ ରାମକୁଣ୍ଡରେ ଭାରତ ରତ୍ନ ତଥା ସୁର ସାମ୍ରାଜ୍ଞୀ ଲତା ମଙ୍ଗେସକରଙ୍କ ଅସ୍ଥି ବିସର୍ଜନ କରାଯାଇଛି। ଗୁରୁବାର...

ବିନା ଶାର୍ଟରେ କ୍ୟାଟ୍‌ଙ୍କ ସହ ପାର୍ଟିକୁ ଯାଇଥିଲେ ଭାଇଜାନ : ସୋସିଆଲ ମିଡିଆରେ ଫଟୋ ଭାଇରାଲ

ଦବଙ୍ଗ ଖାନ୍‌ ସଲମାନ ଶାର୍ଟଲେସ୍‌ ଆକ୍ଟର ଭାବେ ବଲିଉଡ୍‌ରେ ଜଣାଶୁଣା। ତାଙ୍କର ଅଧିକାଂଶ ଫିଲ୍ମରେ ଯେମିତି ହେଲେ ଗୋଟିଏ ଶାର୍ଟ ଖୋଲା ସିନ୍‌ ଥିବ। ବଡି...

ନାଟକ ମୋର ପ୍ରଥମ ପ୍ରେମ

ଜାତୀୟ ପୁରସ୍କାରପ୍ରାପ୍ତ ରଜିତ କପୁର ବଲିଉଡ୍‌ର ଜଣେ ଜଣାଶୁଣା ଅଭିନେତା। ଅଭିନୟ ଛଡ଼ା ସେ ପ୍ରଯୋଜନା, ନିର୍ଦ୍ଦେଶନା ତଥା କାହାଣୀ ମଧ୍ୟ ଲେଖିଥାନ୍ତି। ୧୯୯୩ର ବ୍ୟୋମକେଶ...

ଦ କପିଲ ଶର୍ମା ଶୋ’ରେ ନେହା କକ୍କର, ‘କାଣ୍ଟା ଲଗା’ ଗୀତରେ କଲେ ଜବରଦସ୍ତ ଡ୍ୟାନ୍ସ

ମୁମ୍ବାଇ: ବଲିଉଡ୍‌ ଗାୟିକା ନେହା କକ୍କର ନିଜ ଗୀତ ‘କାଣ୍ଟା ଲଗା’ର ପ୍ରମୋଶନ କରିବାରେ ଲାଗିଛନ୍ତି। ଏବେ ନେହା କପିଲ ଶର୍ମାଙ୍କ ଶୋ’ରେ ନଜର ଆସିଛନ୍ତି।...

ଐଶ୍ୱର୍ଯ୍ୟା ରାୟଙ୍କ ମୋଟ ସମ୍ପତ୍ତି କେତେ ଜାଣନ୍ତି

ବଲିଉଡ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଆଜି ୪୯ ବର୍ଷରେ ପାଦ ଥାପିଛନ୍ତି। ବଚ୍ଚନ ପରିବାରର ବୋହୂ ତଥା ନୀଳନୟନା ଐଶ୍ୱର୍ଯ୍ୟା ତାଙ୍କ ଅଭିନୟ ସହିତ...

ପୋଲ୍‌ ଡ୍ୟାନ୍ସ କୁଇନ୍‌, ଭାଇରାଲ ହେଉଛି ଫଟୋ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀମାନେ ନିଜର ଫିଟ୍‌ନେସକୁ ନେଇ ବେଶ୍‌ ସତର୍କ ରହୁଥିବାର ଦେଖାଯାଏ। ତାଙ୍କର ଏମିତି ପ୍ରଫେଶନ ଯେ ସବୁବେଳେ ଫିଟ୍‌ନେସର ଡିମାଣ୍ଡ ବା ଚାହିଦା...

ରବିବାରଟା ଖରାପ କରିଦେଲା ବିଲେଇ, ଫଟୋ ଶେୟାର କରି ଆଲିଆ କହିଲେ…

ମୁମ୍ବାଇ: ବଲିଉଡ୍‌ର ସୁନ୍ଦର ମା’ ତଥା ଅଭିନେତ୍ରୀ ଆଲିଆ ଭଟ୍ଟ ଆଜିକାଲି ତାଙ୍କ ମାତୃତ୍ୱ ସମୟ ବିତାଉଛନ୍ତି। ଯଦିଓ ସେ ଏପର୍ଯ୍ୟନ୍ତ ତାଙ୍କ ଝିଅ ରାହାଙ୍କ...

ନିଆରା ଖଳନାୟକ ଶୁଭେନ୍ଦୁ

ଓଡ଼ିଆ ଯାତ୍ରାଜଗତର ଜଣେ ନିଆରା ଖଳନାୟକ ଭାବରେ ଶୁଭେନ୍ଦୁ ଚୌଧୁରୀ ବେଶ୍‌ ଜଣାଶୁଣା। ତାଙ୍କର ଗେଟ୍‌ଅପ୍‌, ଚାହାଣି ପୁଣି ଗମ୍ଭୀର ଗଳାର ଆଓ୍ବାଜ୍‌ ତାଙ୍କର ଖଳନାୟକୀକୁ...

Advertisement
Archives

Model This Week