ଭଲ ମଣିଷ ହେବି, ଗରିବଙ୍କୁ ସାହାଯ୍ୟ କରିବି, ଏନ୍ସିବିକୁ କହିଲେ ଆର୍ୟନ…
ମୁମ୍ବାଇ,୧୭।୧୦: ଏବେ ମୁଁ ଗୁଡ୍ ବୟ ହେବି ବୋଲି କ୍ରୁଜ ଡ୍ରଗ୍ସ ପାର୍ଟି ମାମଲାରେ ଗିରଫ ହୋଇଥିବା ଶାହାରୁଖ ଖାଁଙ୍କ ପୁଅ ଆର୍ଯନ ଖାଁ ହେବା ଏନସିବିକୁ ପ୍ରତିଶ୍ରୁତି ଦେଇଛନ୍ତି। ମୁଁ ଜଣେ ଭଲ ମଣିଷ ହେବି, ଗରିବ ଲୋକଙ୍କୁ ସାହାଯ୍ୟ…
ଏହି ଲୋକପ୍ରିୟ ଅଭିନେତ୍ରୀଙ୍କୁ ବଲିଉଡ୍ର ଲେଡି ଅମିତାଭ ବଚ୍ଚନ କୁହାଯିବାପରେ , ରାଗିକି ବିଗ୍ ବି କହିଥିଲେ ଏମିତି
ବଲିଉଡ୍ ଅଭିନେତ୍ରୀ ଶ୍ରୀଦେବୀ ତାଙ୍କ ଅଭିନୟରେ କେବଳ ଅଭିନେତ୍ରୀମାନଙ୍କୁ ନୁହେଁ ବରଂ ବଡ଼ ବଡ଼ ଅଭିନେତାଙ୍କୁ ମଧ୍ୟ ପଛରେ ପକେଇ ଦେଉଥିଲେ। ସେ ବଲିଉଡର ପ୍ରଥମ ମହିଳା ସୁପରଷ୍ଟାର ଥିଲେ। ଏକ ସମୟରେ ସେ ବଡ଼ କଳାକାରଙ୍କଠାରୁ ଅଧିକ ଚାର୍ଜ କରୁଥିଲେ।…
୨୦୦କୋଟି ଠକେଇ ମାମଲାର ମୁଖ୍ୟ ଅଭିଯୁକ୍ତ ହେଲେ ଏହି ଅଭିନେତ୍ରୀ
ମୁମ୍ବାଇ: ମନିଲଣ୍ଡ୍ରିଂ ମାମଲାରେ ଦିନକୁ ଦିନ ଅଡ଼ୁଆ ବଢ଼ୁଛି। ନିକଟରେ ବଲିଉଡ୍ର ଅଭିନେତ୍ରୀ ଜ୍ୟାକଲିନ ଫର୍ନ୍ନାଣ୍ଡିଜ ଓ ନୋରା ଫତେହିଙ୍କୁ ଇଡି ସମନ ଜାରି କରିଥିଲେ। ଘଟଣାରେ ସମ୍ପୃକ୍ତ ଥିବା ଅଭିନେତ୍ରୀ ଲିନା ମାରିଆ ପଲ୍ ଓ ତାଙ୍କ ସ୍ବାମୀ ସୁକେଶ…
ଧଡକନ୍ରେ ତୁ
ସାଧାରଣତଃ ପ୍ରେମରେ ଉତ୍ଥାନ, ପତନ ଲାଗି ରହିଥାଏ। ହେଲେ ଯାହାଙ୍କୁ ପ୍ରେମର ନିଶା ଘାରିଥାଏ ଏବଂ ଯଦି ସେମାନଙ୍କର ସଚ୍ଚା ପ୍ରେମ ହୋଇଥାଏ ତେବେ ଏହାର ଶବ୍ଦ ଧଡକନ୍ରେ ମଧ୍ୟ ଶୁଣିବାକୁ ମିଳିଥାଏ। ହଁ, ଏଭଳି ଏକ ଭିନ୍ନ ଧରଣର କାହାଣୀକୁ…
ଅପେକ୍ଷା ଆସନ୍ତାବର୍ଷକୁ
ଏବର୍ଷ ତ ହେଲା ନାହିଁ, ତେଣୁ ଆସନ୍ତା ବର୍ଷ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିବ। ଏ ନେଇ ଆଦୌ ମନ ଦୁଃଖ କରୁନାହନ୍ତି ଆଲିୟା। ହେଲେ ଆସନ୍ତାବର୍ଷ ଏମିତି କେଉଁ ଘଟଣାକୁ ନେଇ ଆଲିୟା ଖୁସି ଅଛନ୍ତି? କେହି କେହି ହୁଏତ…
ଏହି ଛୋଟ ବାଳକଙ୍କ ନୃତ୍ୟ ଦେଖି ବୋଲ୍ଡ ହେଲେ କୋହଲି; ଅସାଧାରଣ କହିବା ସହ…
ବମ୍ବେ: ‘ସୁପର ଡ୍ୟାନ୍ସର-୪’ ପ୍ରତିଯୋଗୀ ସଞ୍ଚିତ ଚନାନାଙ୍କ ପ୍ରଶଂସାରେ ଶତମୁଖ ହେଲେ ଭାରତୀୟ କ୍ରିକେଟ ଟିମ୍ ଅଧିନାୟକ ବିରାଟ କୋହଲି। କ୍ରିକେଟର ସୋସିଆଲ ଆକାଉଣ୍ଟରେ ସଞ୍ଚିତଙ୍କ ଭିଡିଓ କ୍ଲିପ୍ ଶେୟାର କରିଛନ୍ତି। ଏଥିସହ ଏକ ନୋଟ୍ରେ କହିଛନ୍ତି, ସେ ଅତି ସହଜରେ…
ଭାଇଜାନଙ୍କୁ ନିଜଠାରୁ ଦୂରେଇ ରହିବାକୁ ଚେତାବନୀ ଦେଇଥିଲେ ଏହି ଲୋକପ୍ରିୟ ଅଭିନେତ୍ରୀ, ପୂରା ଘଟଣା ଜାଣିଲେ…
ବଲିଉଡ ଇଣ୍ଡଷ୍ଟ୍ରିରେ ଏପରି ଅନେକ ଚଳଚ୍ଚିତ୍ର ଅଛି ଯାହାକୁ ଦର୍ଶକ ବେଷ ପସନ୍ଦ କରନ୍ତି। ଏହି ତାଲିକାରେ ‘ମେନ ପ୍ୟାର କିୟା’ ମଧ୍ୟ ଅନ୍ତର୍ଭୁକ୍ତ। ୧୯୮୯ ମସିହାରେ ସୋରାଜ ବର୍ଜାତ୍ୟାଙ୍କ ଏହି ଚଳଚ୍ଚିତ୍ର ମୁକ୍ତିଲାଭ କରିଥିଲା, ଯେଉଁଥିରେ ସଲମାନ ଖାନ ଏବଂ…
ଦୁଇ-ତିନି ବର୍ଷରେ ପିଲା ହେବ, ଏବେ ମୁଁ ନାଁ ବାଛୁଛି: ରଣବୀର ସିଂହ
ବମ୍ବେ: ଫ୍ୟାଶନ ହେଉ ଅବା ଅଭିନୟ, ସବୁକିଛିକୁ ନେଇ ଚର୍ଚ୍ଚାରେ ଥାନ୍ତି ବଲିଉଡ୍ ଅଭିନେତା ରଣବୀର ସିଂହ। ଏବେ ସେ ନିଜର ପ୍ରଥମ ରିଆଲିଟି ଶୋ’ ହୋଷ୍ଟ କରିବାକୁ ଯାଉଛନ୍ତି, ଯାହାର ନାଁ ରହିଛି ‘ଦ ବିଗ୍ ପିକ୍ଚର’। ଅକ୍ଟୋବର ୧୬,…
ସୈଫ ଦୁନିଆର ସବୁଠୁ ସୁନ୍ଦରତମ ପୁରୁଷ: କରିନା
ମୁମ୍ବାଇ: ବଲିଉଡ୍ର ଲୋକପ୍ରିୟ ଯୋଡ଼ି କରିନା କପୁର ଓ ସୈଫ ଅଲ୍ଲୀ ଖାନ୍ଙ୍କ ଶନିବାର ନବମ ବିବାହ ବାର୍ଷିକୀ। ଏହି ଅବସରରେ ସ୍ବାମୀଙ୍କୁ ନିଆରା ଶୁଭେଚ୍ଛା ବାର୍ତ୍ତା ଦେଇଛନ୍ତି ଅଭିନେତ୍ରୀ। ସୈଫ ଦୁନିଆର ସବୁଠୁ ସୁନ୍ଦରତମ ପୁରୁଷ ବୋଲି ସେ କହିଛନ୍ତି।…
୮୦ ହଜାର ଟଙ୍କାର ଶାଢି ପିନ୍ଧି ଚର୍ଚ୍ଚାରେ କାଜଲ
ମୁମ୍ବାଇ: ବଲିଉଡ୍ରେ ଦୁର୍ଗାପୂଜା ଖୁବ୍ ଧୁମଧାମରେ ପାଳନ କରାଯାଇଥାଏ । ଚଳିତ ବର୍ଷ କରୋନା ମହାମାରୀ ପାଇଁ ଏହା ସାମାନ୍ୟ ଫିକା ପଡିଯାଇଛି । ହେଲେ ସେଲିବ୍ରିଟିମାନେ ନିଜ ନିଜ ଢଙ୍ଗରେ ଦୁର୍ଗାପୂଜା ପାଳନ କରିଛନ୍ତି । ଅଭିନେତ୍ରୀ କାଜଲ ନବମୀ…
ତଥାପି ଅଡ଼ୁଆ ତୁଟୁନି: ରାଜ୍ କୁନ୍ଦ୍ରାଙ୍କ ବିରୋଧରେ ପୁଣି ଏଫ୍ଆଇଆର୍ ରୁଜୁ କଲେ ଅଭିନେତ୍ରୀ
ମୁମ୍ବାଇ: ଅଶ୍ଳୀଳ ଭିଡିଓ ମାମଲାରେ ଜେଲ୍ରେ ଥିବା ବ୍ୟବସାୟୀ ତଥା ବଲିଉଡ୍ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ରାଜ କୁନ୍ଦ୍ରାଙ୍କୁ ନିକଟରେ ଜାମିନ ମିଳିଛି । ତାଙ୍କ ବିରୋଧରେ ପୁଣି ଏଫଆଇଆର୍ ରୁଜୁ କରିଛନ୍ତି ଅଭିନେତ୍ରୀ ତଥା ମଡେଲ ଶର୍ଲିନ୍ ଚୋପ୍ରା…
୭୩ରେ ପାଦ ରଖିଲେ ଡ୍ରିମ ଗର୍ଲ
ମୁମ୍ବାଇ: ଲକ୍ଷେ ଦିଲ କି ଧଡକନ ବଲିଉଡ୍ ଡ୍ରିମ ଗର୍ଲ ହେମା ମାଳିନୀ ୭୩ ବର୍ଷରେ ପଦାର୍ପଣ କରିଛନ୍ତି । ୧୬ ଅକ୍ଟୋବର ୧୯୪୮ରେ ତାମିଲନାଡୁର ଅମ୍ମକୁଦିରେ ତାଙ୍କର ଜନ୍ମ । ସାଉଥ୍ରେ ଜନ୍ମହୋଇ ବି ସେ ୮୦ ଦଶକରେ ବଲିଉଡରେ…
Archives


