ଦୀର୍ଘ ୪ ଘଣ୍ଟା ପରେ ଏନ୍ସିବି କାର୍ଯ୍ୟାଳୟରୁ ବାହାରିଲେ ଅନନ୍ୟା
ମୁମ୍ବାଇ,୨୨ ।୧୦: ଡ୍ରଗ୍ସ ମାମଲାରେ ପଚରା ଉଚରା ପାଇଁ ବଲିଉଡ୍ ଅଭିନେତ୍ରୀ ଅନନ୍ୟା ପାଣ୍ଡେ ଶୁକ୍ରବାର ଏନ୍ସିବି କାର୍ଯ୍ୟାଳୟରେ ପହଞ୍ଚିଥିଲେ । ପାଖାପାଖି ୨ଟା ୩୦ ମିନିଟରେ ସେ ତାଙ୍କ ପିତା ଚଙ୍କି ପାଣ୍ଡେଙ୍କ ସହ ଏନ୍ସିବି ଅଫିସ ପହଞ୍ଚିଥିଲେ ।…
ଡ୍ରଗ୍ସ ନେଇ ନାହାନ୍ତି ଅନନ୍ୟା!
ମୁମ୍ବାଇ,୨୨ ।୧୦: ମୁମ୍ବାଇ କ୍ରୁଜ ଡ୍ରଗ୍ସ ମାମଲାରେ ଗିରଫ ହୋଇଥିବା ଆର୍ଯ୍ୟନ ଖାଁଙ୍କ ସହ ହ୍ୱାଟଓ୍ ଆପ ଚାଟ ସାମ୍ନାକୁ ଆସିବା ପରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନ୍ସିବି) ବଲିଉଡ ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କୁ ଦ୍ୱିତୀୟ ଦିନ ବି ପଚରା ଉଚରା କରୁଛି…
ମୋଦିଙ୍କୁ ନିବେଦନ କଲେ ନୃତ୍ୟଶିଳ୍ପୀ ସୁଧା ଚନ୍ଦ୍ରନ୍, କହିଲେ…
ମୁମ୍ବାଇ: ଅଭିନେତ୍ରୀ ତଥା ପ୍ରଖ୍ୟାତ ଭାରତନାଟ୍ୟମ ନୃତ୍ୟଶିଳ୍ପୀ ସୁଧା ଚନ୍ଦ୍ରନ୍ ଇନଷ୍ଟାଗ୍ରାମର ଏକ ପୋଷ୍ଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟ୍ୟାଗ୍ କରିଛନ୍ତି। ପୋଷ୍ଟ ଯୋଗେ ସେ ନିବେଦନ କରି କହିଛନ୍ତି, ତାଙ୍କ ଭଳି ବରିଷ୍ଠ ନାଗରିକଙ୍କୁ ଏକ ନିର୍ଦ୍ଦିିଷ୍ଟ କାର୍ଡ ପ୍ରଦାନ…
ଆଇପିଏଲ୍ ଦଳ କିଣିବେ ଦୀପିକା-ରଣବୀର!
ବଲିଉଡ ତାରକା ଏବଂ କ୍ରିକେଟର ଅତି ଘନିଷ୍ଠ ସମ୍ପର୍କ ଅଛି। ଅନେକ ବଲିଉଡ୍ ସେଲିବ୍ରିଟି କ୍ରିକେଟ ଦେଖିବାକୁ ପସନ୍ଦ କରନ୍ତି। ଅନେକ ସେଲିବ୍ରିଟିଙ୍କ ମଧ୍ୟ ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) ର ଅଂଶଧନ ରହିଛି। ପ୍ରୀତି ଜିଣ୍ଟା, ଶାହରୁଖ ଖାନ ଏବଂ…
ଶାଢ଼ି ପିନ୍ଧି ଫଟୋ ଶୁଟ୍ କଲେ ଏହି ଅଭିନେତ୍ରୀ,ପ୍ରଶଂସକ କହିଲେ…
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ଶ୍ରଦ୍ଧା କପୁର ସୋସିଆଲ ମିଡିଆରେ ବେଶ୍ ଆକ୍ଟିଭ୍। ସେ ପ୍ରଶଂସକମାନଙ୍କ ସହ ଯୋଡ଼ି ହୋଇ ରହିବା ପାଇଁ ଅନେକ ସମୟରେ ଫଟୋ ଏବଂ ଭିଡିଓ ଶେୟାର କରିଥାନ୍ତି। ପ୍ରଶଂସକମାନେ ମଧ୍ୟ ଶ୍ରଦ୍ଧାଙ୍କ ସୌନ୍ଦର୍ଯ୍ୟରେ ପାଗଳ। ନିକଟରେ ସେ…
ସାମ୍ନାକୁ ଆସିଲା ‘ସତ୍ୟମେବ ଜୟତେ ୨’ର ରିଲିଜ ଡେଟ୍
ମୁମ୍ବାଇ: ବଲିଉଡ୍ ଅଭିନେତା ଜନ ଆବ୍ରାହମ ଏବଂ ଅଭିନେତ୍ରୀ ଦିବ୍ୟା ଖୋସଲା କୁମାରଙ୍କ ଅଭିନୀତ ଫିଲ୍ମ’ସତ୍ୟମେବ ଜୟତେ ୨’ର ରିଲିଜ ଡେଟ୍ ସାମ୍ନାକୁ ଆସିଛି। ନଭେମ୍ବର ୨୫ରେ ଏହି ଫିଲ୍ମଟି ସିନେମା ହଲରେ ରିଲିଜ ହେବ । ସତ୍ୟମେବ ଜୟତେର ସଫଳତାକୁ…
ଅମିତାଭଙ୍କ ଘରେ ଭଡ଼ାରେ ରହିବେ ଏହି ଅଭିନେତ୍ରୀ
ବମ୍ବେ: ଘର ଖୋଜୁଥିଲେ ବଲିଉଡ୍ ଅଭିନେତ୍ରୀ କ୍ରିତି ସେନନ। ଚାରିଆଡେ ଖୋଜି ଖୋଜି ଥକି ଯାଇଥିଲେ ହେଁ ମନଲାଖି ଘର ଖଣ୍ଡିଏ ମିଳୁ ନ ଥିଲା। ଶେଷରେ ମୁମ୍ବାଇର ଅନ୍ଧେରୀ ଅଞ୍ଚଳରେ ଏକ ନୂଆ ଡୁପ୍ଲେକ୍ସକୁ ଘରଭଡ଼ାରେ ନେଇଛନ୍ତି କ୍ରିତି। ଯେଉଁ…
୨୨ ବର୍ଷରେ ୭୨ କୋଟି ଟଙ୍କାର ମାଲିକାଣୀ ଅନନ୍ୟା
ଡ୍ରଗ୍ସ ମାମଲାରେ ବଲିଉଡ୍ ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କୁ ଅଢେଇ ଘଣ୍ଟା ପଚରାଉଚରା କରିବା ପରେ ଏନସିବି ଆଜି ତାଙ୍କୁ ପୁଣି ପଚରାଉଚରା ପାଇଁ ଡାକିଛି। ଅନନ୍ୟାଙ୍କୁ ସକାଳ ୧୧ ଟାରେ ଯାଞ୍ଚ୍ ଏଜେନ୍ସିରେ ହାଜର ହେବାକୁ ପଡିବ। ୨୨ ବର୍ଷୀୟ ଅନନ୍ୟା…
ଅଭିନେତା ନୁହେଁ ବରଂ ଜଣେ ଡାକ୍ତରଙ୍କୁ ଭଲପାଇ ବସିଥିଲେ ଏହି ଅଭିନେତ୍ରୀ, ପ୍ରଥମ ଡେଟ୍ରେ ଡରିଯାଇ…
ବମ୍ବେ: ବଲିଉଡ୍ର ଅନେକ ଅଭିନେତାଙ୍କ ସହ କାମ କରିଥିଲେ ସେ, ହେଲେ ମନ ଦେଇଥିଲେ ଜଣେ ଡାକ୍ତରଙ୍କୁ। ଆମେ କଥା ହେଉଛୁ ଚୁଲବୁଲି ମାଧୁରୀ ଦିକ୍ଷୀତଙ୍କ କଥା। ଯେତେବେଳେ ସେ ଜଣେ ଡାକ୍ତରଙ୍କ ପ୍ରେମରେ ପଡ଼ିଛନ୍ତି ବୋଲି ଜଣାପଡ଼ିଥିଲା, ପ୍ରଶଂସକ ଚକିତ…
ପୁଣି ଏକାଠି ନଜର ଆସିବେ ଏହି ଯୋଡି
ମୁମ୍ବାଇ: ବଲିଉଡ୍ର ଲୋକପ୍ରିୟ ଅଭିନେତା ସୈଫ ଅଲ୍ଲୀ ଖାନ ଏବଂ ଅଭିନେତ୍ରୀ ରାଣୀ ମୁଖାର୍ଜୀଙ୍କୁ ଦର୍ଶକ ଏକାଠି ଦେଖିବାକୁ ପାଇବେ। ଖୁବ୍ ଶୀଘ୍ର ସେମାନେ ଫିଲ୍ମ‘ବଣ୍ଟି ଔର ବବଲି ୨’ରେ ନଜର ଆସିବାକୁ ଯାଉଛନ୍ତି । ଫିଲ୍ମର ଷ୍ଟାରକାଷ୍ଟ ଏହାର ପ୍ରମୋଶନ…
ଅମିରଙ୍କ ବିଜ୍ଞାପନକୁ ବିରୋଧ କଲେ ଭାଜପା ନେତା
ମୁମ୍ବାଇ: ଟାୟାର ପ୍ରମୁଖ ସିଟ ଲିମିଟେଡର ଏକ ବିଜ୍ଞାପନରେ ଅଭିନେତା ଅମିର ଖାନ୍ ଲୋକମାନଙ୍କୁ ରାସ୍ତାରେ ବାଣ ନ ଫୁଟାଇବାକୁ ପରାମର୍ଶ ଦେଉଛନ୍ତି। ଏହି ବିଜ୍ଞାପନ ପରେ କର୍ନ୍ନାଟକ ଭାଜପା ଏମ୍ପି ଅନନ୍ତକୁମାର ହେଗଡେ କମ୍ପାନୀକୁ ଏକ ପତ୍ର ଲେଖିଛନ୍ତି। କେବଳ…
ଶୁଟିଂ ସେଟ୍ରେ ଗୁଳି ଚଳାଇଲେ ଏହି ଅଭିନେତା: ସିନେମାଟୋଗ୍ରାଫର୍ଙ୍କ ଜୀବନ ଗଲା
ନ୍ୟୁ ମେକ୍ସିକୋ,୨୨।୧୦: ନ୍ୟୁ ମେକ୍ସିକୋର ଏକ ଫିଲ୍କ ସେଟ୍ରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିଛି। ଆମେରିକୀୟ ଅଭିନେତା ଆଲେକ ବାଲ୍ଡୱିନଙ୍କ ଗୁଳିରେ ଜଣେ ମହିଳା ସିନେମାଟୋଗ୍ରାଫରଙ୍କଙ୍କ ମୃତ୍ୟୁ ଘଟିଛି। ଏହି ସମୟରେ ଫିଲ୍ମ ନିର୍ଦ୍ଦେଶକ ମଧ୍ୟ ଆହତ ହୋଇଥିବା କୁହାଯାଉଛି।…
Archives


