ପୁଅ ସହ ଖେଳୁଛନ୍ତି ସୈଫ୍, ଫଟୋ ଶେୟାର କଲେ କରୀନା
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ କରୀନା କପୁର ଖାନ୍ ଦୀପାବଳି ଅବସରରେ ସ୍ପେଶାଲ ଫଟୋ ଶେୟାର କରିଛନ୍ତି। ଏହି ଫଟୋରେ ସୈଫ୍ ଅଲ୍ଲୀ ଖାନ୍ ଛୋଟ ନବାବ ସହ ଖେଳୁଥିବା ନଜର ଆସିଛନ୍ତି। କରୀନା ଦୀପାବଳି ଅବସରରେ ପରିବାର ସହ ଫଟୋ ଶେୟାର…
ଅନୁଷ୍କା ବିବାହ କରନ୍ତୁ ବୋଲି ଚାହୁଁ ନ ଥିଲେ ପ୍ରଭାସ, କରିଥିଲେ ଏମିତି କାମ
ବମ୍ବେ: ମନୋରଞ୍ଜନ ଦୁନିଆର ସବୁଠାରୁ ଲୋକପ୍ରିୟ ଅନ୍ସ୍କ୍ରିନ୍ କପଲ୍ ହେଲେ ଅନୁଷ୍କା ସେଟ୍ଟୀ- ପ୍ରଭାସ। ଅନେକ ଫିଲ୍ମରେ ଏକାଠି କାମ କରିଛନ୍ତି ସେ। ଉଭୟଙ୍କ କେମିଷ୍ଟ୍ରି ଦର୍ଶକଙ୍କ ହୃଦୟ ଜିତୁଥିବାରୁ ବାସ୍ତବ ଜୀବନରେ ବି ସେମାନେ ବିବାହ କରନ୍ତୁ ବୋଲି ପ୍ରଶଂସକ…
ତବ୍ବୁଙ୍କ ମୋଟ ସମ୍ପତ୍ତି କେତେ ଜାଣନ୍ତି? ୫୧ ବର୍ଷରେ…
ବମ୍ବେ: ଜଣେ ଲୋକପ୍ରିୟ ଅଭିନେତ୍ରୀ, ପ୍ରଖ୍ୟାତ ନୃତ୍ୟଶିଳ୍ପୀ, ମହିଳା ଉଦ୍ୟୋଗୀ ଏବଂ ଫିଟ୍ନେସ୍ ଫ୍ରିକ୍ ଭାବେ ତବ୍ବୁ ଜଣାଶୁଣା। ଏହି ବଲିଉଡ୍ ଅଭିନେତ୍ରୀଙ୍କ କ୍ରେଜ୍ ଆଜି ବି ପୂର୍ବଭଳି ରହିଛି। ୫୧ ବର୍ଷରେ ବି ସେ ଅନ୍ୟ ଅଭିନେତ୍ରୀଙ୍କୁ ଟକ୍କର ଦେଉଛନ୍ତି।…
ଏହି ଅଭିନେତ୍ରୀଙ୍କ ଓ୍ବାର୍କଆଉଟ୍ ଭିଡିଓ ଭାଇରାଲ
ମୁମ୍ବାଇ: ପଶ୍ଚିମବଙ୍ଗର ଟିଏମ୍ସି ନେତ୍ରୀ ତଥା ବଙ୍ଗଳା ଫିଲ୍ମର ଜଣାଶୁଣା ଅଭିନେତ୍ରୀ ନୁସ୍ରତ ଜାହାଁ ସବୁବେଳେ କିଛି ନା କିଛି କାରଣକୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ଅତୀତରେ ସେ ତାଙ୍କ ବିବାହକୁ ନେଇ ଚର୍ଚ୍ଚାକୁ ଆସିଥିଲେ। ପରେ ତାଙ୍କର ମା’ ହେବା…
ଗର୍ଲଫ୍ରେଣ୍ଡଙ୍କୁ ବିବାହ କରିବେ ଏହି ହଲିଉଡ ଅଭିନେତ୍ରୀ
ଲଣ୍ଡନ: ହଲିଉଡର ପ୍ରସିଦ୍ଧ ଅଭିନେତ୍ରୀ କ୍ରିଷ୍ଟେନ ଷ୍ଟିଓ୍ବାର୍ଟ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ସେ ତାଙ୍କ ଗର୍ଲଫ୍ରେଣ୍ଡ ଡାୟଲନ ମେୟରଙ୍କୁ ବିବାହ କରିବେ। ତେବେ ଏମିତି ଘୋଷଣା କରି ନିକଟରେ ସମସ୍ତଙ୍କୁ ଚକିତ କରିଛନ୍ତି କ୍ରିଷ୍ଟେନ। ଦୁଇ ବର୍ଷ…
ବୈବାହିକ ଜୀବନର ଖୁସିରେ ରହିବା ପାଇଁ ଜୟା ବଚ୍ଚନ ନେଇଥିଲେ ଏମିତି ନିଷ୍ପତ୍ତି
ବଲିଉଡ୍ ମହାନାୟକ ଅମିତାଭ ବଚ୍ଚନ ଏବଂ ଜୟା ବଚ୍ଚନ ଇଣ୍ଡଷ୍ଟ୍ରିର ଜଣେ ଚର୍ଚ୍ଚିତ ଦମ୍ପତ୍ତି। ବିବାହର ଏବେ ବର୍ଷ ପରେ ଉଭୟ ନିଜ ସମ୍ପର୍କକୁ ମଜଭୁତ ରଖିଛନ୍ତି। ଯେତେ ଝଡଝଞ୍ଜା ଆସିଲେ ବି ଉଭୟ ସର୍ବଦା ପରସ୍ପରର ସାଥ୍ ଦେବାକୁ ଚେଷ୍ଟା…
୯ ମାସର ଝିଅକୁ ଦେଇଥିଲେ ବଳାତ୍କାର ଧମକ; ଜାଣିବା ପରେ ଅନୁଷ୍କା…
ବମ୍ବେ: ଭାରତୀୟ କ୍ରିକେଟର ମହମ୍ମଦ ଶାମୀଙ୍କୁ ସମର୍ଥନ କରିବାକୁ ନେଇ ଟ୍ରୋଲ ହୋଇଥିଲେ ଅଧିନାୟକ ବିରାଟ କୋହଲି। ଏପରିକି ତାଙ୍କର ୯ ମାସର ଝିଅ ଭାମିକାଙ୍କୁ କିଛି ଲୋକ ରାଗିଯାଇ ବଳାତ୍କାରର ଧମକ ଦେଇଥିଲେ। ଏପରି ଘଟଣାକୁ ନେଇ ଅନୁଷ୍କା ଭାଙ୍ଗି…
ବିଦେଶରେ ଥାଇ ବି ଦୀପାବଳିକୁ ଭୁଲିନାହାନ୍ତି ପ୍ରିୟଙ୍କା, ପ୍ରଶଂସକଙ୍କ ପାଇଁ ଲେଖିଲେ…
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ସ୍ବାମୀ ନିକ୍ ଜୋନାସଙ୍କ ସହ ଲସ୍ଏଞ୍ଜେଲସରେ ରହୁଛନ୍ତି। କିନ୍ତୁ ଏହି ଅଭିନେତ୍ରୀ ଭାରତୀୟ ସଂସ୍କୃତିକୁ ଆଦୌ ଭୁଲିନାହାନ୍ତି। ଅନେକ ଥର ପ୍ରିୟଙ୍କା ପ୍ରମାଣ କରିଛନ୍ତି ଦେଖାଇଛନ୍ତି, ସେ ହୁଏତ ବିଦେଶରେ ରହୁଥାଇପାରନ୍ତି ମାତ୍ର ତାଙ୍କ…
ପ୍ରେମ କରୁଛି ମାନେ ତୁମ ସହ ତୁମ ଅତୀତ ବି ମୋର…
ବମ୍ବେ: ମଡେଲିଂ ହେଉ ଅଥବା ଫିଟନେସ୍, ଆଜିର ଯୁବପିଢ଼ିଙ୍କୁ ପ୍ରେରଣା ଦେଇ ଆସୁଛନ୍ତି ଅଭିନେତା ମିଲିନ୍ଦ ସୋମେନ। ଆଜି ଅର୍ଥାତ ନଭେମ୍ବର ୪ରେ ସେ ନିଜର ଜନ୍ମଦିନ ପାଳନ କରୁଛନ୍ତି। ଏବେ ୫୫ ବର୍ଷର ହୋଇଛନ୍ତି ମିଲିନ୍ଦ। ଏହି ଅବସରରେ ତାଙ୍କ…
ପାରିଶ୍ରମିକ ପାଇଁ..
ଦକ୍ଷିଣ ଭାରତୀୟ ସିନେମା ଇଣ୍ଡଷ୍ଟ୍ରିର ଅନ୍ୟତମ ଆଗଧାଡିର ଅଭିନେତ୍ରୀ ଅନୁଷ୍କା ସେଟ୍ଟିଙ୍କୁ ନେଇ ଚର୍ଚ୍ଚା। ପୁଣି କାରଣ କ’ଣ ଜାଣନ୍ତି ? ନିକଟରେ ସେ କୁଆଡେ ତାଙ୍କର ପାରିଶ୍ରମିକ ବଢ଼ାଇ ଦେଇଛନ୍ତି। କିଛି ଦିନ ପୂର୍ବରୁ ତାଙ୍କୁ ଏକ ଅନ୍ଟାଇଟଲ୍ଡ ଫିଲ୍ମରେ…
ମିଳିଗଲା ରିଲିଜ ଡେଟ୍
ସଲମାନଙ୍କ ହୋମ୍ ବ୍ୟାନର ସଲମାନ ଖଁା ଫିଲ୍ମସରେ ନିର୍ମିତ ‘ଅନ୍ତିମ-ଦ ଫାଇନାଲ ଟ୍ରୁଥ୍’ର ରିଲିଜ ଡେଟ୍ ଘୋଷିତ ହୋଇଛି। ଏହି ଚିତ୍ରଟି ଚଳିତ ମାସ ୨୬ରେ ପରଦା ଉପରକୁ ଆସିବ। ପୁଣି ଏହି ଡେଟ୍ରେ ଜନ୍ ଆବ୍ରାହମ୍ଙ୍କ ‘ସତ୍ୟମେବ ଜୟତେ-୨’ ମଧ୍ୟ…
ମହେଶ ହିଁ ବେଷ୍ଟ
କିଆରା ଆଡଓ୍ବାନୀଙ୍କ ଆଇଡିଆକୁ ମାନିବାକୁ ପଡିବ। ନିକଟରେ ସେ ସାଇନ୍ କରିଥିବା ଏକ ସିନେମାରେ କିଏ ମେଲ୍ ଲିଡ୍ରେ ଆକ୍ଟିଂ କରିବ ସେ ନେଇ ତାଙ୍କର ମତ ନିଆଯାଇଥିଲା। କାରଣ ସେହି ଭୂମିକାରେ କେବଳ ରୋମାନ୍ସ ନୁହେଁ, ଆକ୍ସନ ମଧ୍ୟ ଥିଲା।…
Archives


