ଆୟୁଷ୍ମାନ କହିଦେଲେ ଗୁମର
ବମ୍ବେ: କଥାରେ ଅଛି ସତ କେବେ ଲୁଚି ରହେନା। ସେପରି କିଛି ଘଟିଛି ଅଭିନେତା ବିକ୍କି କୌଶଲଙ୍କ କ୍ଷେତ୍ରରେ। କିଛିଦିନ ଧରି ବିକ୍କିଙ୍କ ଅଭିନେତ୍ରୀ କଟ୍ରିନା କୈଫଙ୍କୁ ବିବାହ କରିବାକୁ ଯାଉଥିବା ନେଇ ଚର୍ଚ୍ଚା ହେଉଛି। ହେଲେ ଉଭୟ ଏ ନେଇ…
ସାମ୍ନାକୁ ଆସିଲା ଫିଲ୍ମ ‘ଭେଡିୟା’ର ପ୍ରଥମ ଲୁକ୍
ମୁମ୍ବାଇ: ବଲିଉଡ୍ ଅଭିନେତା ବରୁନ ଧାଓ୍ବନ ଏବଂ ଅଭିନେତ୍ରୀ କ୍ରୀତି ସାନନ ଖୁବ୍ଶୀଘ୍ର ତାଙ୍କର ଅପକମିଙ୍ଗ୍ ହରର କମେଡି ଫିଲ୍ମ‘ଭେଡିୟା’ ସହ ବଡ ପରଦାରେ ନଜର ଆସିବାକୁ ଯାଉଛନ୍ତି । ଏହି ଫିଲ୍ମକୁ ଅମର କୌଶିକଙ୍କ ନିର୍ଦ୍ଦେଶନା ଦେଇଛନ୍ତି। ତେବେ ଏହି…
କ୍ଷମା ମାଗିଲେ ଅମିର ଖାନ୍
ବଲିଉଡ୍ ଅଭିନେତା ଅମିର ଖାନ ଏବେ ନିଜ ବ୍ୟକ୍ତିଗତ ଜୀବନୀକୁ ନେଇ ଚର୍ଚ୍ଚାରେ ଅଛନ୍ତି। ସେ କୁଆଡେ ତୃତୀୟ ବିବାହ କରିବେ ବୋଲି କୁହାଯାଇଛି। ଏହା ମଧ୍ୟରେ ପ୍ରଶଂସକମାନେ ଅମିରଙ୍କ ଆଗାମୀ ଫିଲ୍ମ ‘ଲାଲ ସିଂ ଚଢା’ ରିଲିଜକୁ ଅପେକ୍ଷା କରି…
୧୧ କୋଟିର ବଙ୍ଗଳା ସାଙ୍ଗକୁ ଦାମୀ କାର୍ର ମାଲିକାଣୀ ଡ୍ରାମା କୁଇନ୍; ମୋଟ ସମ୍ପତ୍ତି ଜାଣିଲେ…
ବମ୍ବେ: ସବୁବେଳେ ବିବାଦରେ ରହିବାକୁ ପସନ୍ଦ କରନ୍ତି ଡ୍ରାମା କୁଇନ୍ ରାକ୍ଷୀ ସାଓ୍ବନ୍ତ। ବ୍ୟକ୍ତିଗତ ଜୀବନକୁ ନେଇ ସେ ରହିଥାନ୍ତି ଚର୍ଚ୍ଚାରେ। ବିଶେଷତଃ ଆଇଟମ୍ ଗର୍ଲ ଭାବେ ଖ୍ୟାତ ଏହି ଅଭିନେତ୍ରୀ ଚାକଚକ୍ୟ ଜୀବନ ବିତାଇଥାନ୍ତି। କିଛି ଦିନ ହେଲାଣି ବଡ଼…
ଛଅ ମାସ ପରେ…
କଥାରେ ଅଛି- ଅପେକ୍ଷାର ଫଳ ମିଠା। ସେଥିପାଇଁ ଧୈର୍ଯ୍ୟ ଦରକାର। ହେଲେ ଏବେ ଶୁଣିବାକୁ ମିଳୁଛି ପୁଣି ଛଅ ମାସ ପରେ ଯାହା ଚିନ୍ତା କରାଯିବ। କଥା କ’ଣ କି, ବରୁଣ ଧାଓ୍ବନ-କ୍ରିତି ସାନନ୍ଙ୍କ ଅଭିନୀତ ‘ଭେଡିୟା’ର ରିଲିଜ ଡେଟ୍ ଘୁଞ୍ଚତ୍…
ଅମିତାଭ ବଚ୍ଚନ ସାମ୍ନାରେ ଭୋ’ ଭୋ’ ହୋଇ କାନ୍ଦିଲେ ଜନ୍ ଆବ୍ରାହମ
ବଲିଉଡ ଅଭିନେତା ଜନ ଆବ୍ରାହମ ତାଙ୍କ ଚଳଚ୍ଚିତ୍ର ‘ସତ୍ୟମେବ ଜୟତେ ୨’କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଏହି ଫିଲ୍ମଟି ଆଜି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି। ଏହି ଫିଲ୍ମରେ ଜନଙ୍କ ସହ ଅଭିନେତ୍ରୀ ଦିବ୍ୟା ଖୋସଲା ନଜର ଆସିଛନ୍ତି। ଉଭୟ ଫିଲ୍ମ ପ୍ରମୋସନରେ…
ଆଉ ପାଦେ ଆଗକୁ
ବମ୍ବେ: ବିଗ୍ବସ୍ ଘରେ ଗଢ଼ି ଉଠିଛି ଅନେକ ପ୍ରେମକାହାଣୀ। ସେଥିରୁ କିଛି ସଫଳ ହୋଇଛି ଏବଂ କିଛି ବିଫଳ ମଧ୍ୟ। ଚଳିତ ସିଜନରେ ମଧ୍ୟ ଗୋଟିଏ କିମ୍ବା ଦୁଇଟି ନୁହେଁ ବରଂ ତିନି ତିନୋଟି ପ୍ରେମକାହାଣୀ ଚର୍ଚ୍ଚାରେ ରହିଛି। ଅଭିନେତ୍ରୀ ସମିତା…
ଖୋଜାଖୋଜିରେ ବ୍ୟସ୍ତ
କଥାରେ ଅଛି- ବସିବାଠାରୁ କାଶିବା ଭଲ। ତେଣୁ ଘରେ ବସିବା ଅପେକ୍ଷା ଜାହ୍ନବୀ କପୁର ଏକ ନୂଆ କାମରେ ମନୋନିବେଶ କରିଛନ୍ତି। ତାହା ହେଲା କାହାଣୀ ଖୋଜିବା। କଥା କ’ଣ କି, ଜଣେ ଗାଉଁଲି ନାରୀର ଜୀବନୀକୁ ନେଇ ବୋନି କପୁର…
ଅଭିନେତ୍ରୀଙ୍କ ପିଲାଦିନର ଫଟୋ ଭାଇରାଲ
ମୁମ୍ବାଇ: ଅଭିନେତ୍ରୀ ଆଲିଆ ଭଟ୍ଟ ସବୁବେଳେ କିଛି ନା କିଛି କାରଣକୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ଆଲିଆ ଅଧିକାଂଶ ସମୟ ଫ୍ୟାନମାନଙ୍କ ସହ ଯୋଡ଼ି ହୋଇ ରହିବା ପାଇଁ ସୋସିଆଲ ମିଡିଆରେ ଫଟୋ ଏବଂ ଭିଡିଓ ଶେୟାର କରିଥାନ୍ତି। ଏବେ ଆଲିଆଙ୍କର…
ଫିଲ୍ମ ‘ଅତରଙ୍ଗି ରେ’ର ଟ୍ରେଲର ରିଲିଜ୍
ମୁମ୍ବାଇ: ବଲିଉଡ ଅଭିନେତା ଅକ୍ଷୟ କୁମାର ଏବଂ ଅଭିନେତ୍ରୀ ସାରା ଅଲ୍ଲୀ ଖାନଙ୍କ ଅଭିନୀତ ଫିଲ୍ମ ‘ଅତରଙ୍ଗି ରେ’ର ଟ୍ରେଲର ରିଲିଜ୍ ହୋଇଯାଇଛି। ତେବେ ଏହି ଯୋଡିଙ୍କୁ ପ୍ରଥମ ଥର ପାଇଁ ଦର୍ଶକ ଦେଖିବାକୁ ପାଇବେ। ମଙ୍ଗଳବାର ଦିନ ଏହି ଫିଲ୍ମର…
ଅନ୍ତରଙ୍ଗ ଫଟୋ ଭାଇରାଲ ପରେ, ଏହି ଅଭିନେତ୍ରୀଙ୍କ ପୂର୍ବତନ ପ୍ରେମିକ ଆସିଥିଲେ ସନ୍ଦେହ ଘେରକୁ…
ସାଉଥ ତଥା ବଲିଉଡ ତାରକା କମଲ ହାସନଙ୍କ ଝିଅ ଅକ୍ଷରା ସାଉଥ ସିନେମାରେ କାମ କରିବା ସହିତ ‘ଶମିତାଭ’ ଭଳି ବଲିଉଡ ଫିଲ୍ମରେ କାମ କରିଛନ୍ତି। ବୃତ୍ତିଗତ ଜୀବନ ବ୍ୟତୀତ ସେ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ଥରେ…
ଦିନ ଗଣୁଛନ୍ତି ମୌନି
ମୌନି ରୟ ଏବେଠାରୁ ଦିନ ଗଣିବା ଆରମ୍ଭ କରିଦେଲେଣି। କାରଣ ଆସନ୍ତାବର୍ଷ ପ୍ରାରମ୍ଭରେ ସେ ନୂଆ ଦୁନିଆରେ ପାଦ ଦେଉଛନ୍ତି। ଅର୍ଥାତ୍ ଖୁବ୍ଶୀଘ୍ର ସେ ଘରସଂସାର କରିବାକୁ ଯାଉଛନ୍ତି। ତା’ସହ ସେ ସାଇନ୍ କରିଥିବା ଦୁଇଟି ଫିଲ୍ମ (ଯାହାର ଟାଇଟଲ ଫାଇନାଲ…
Archives


