ମନୋରଞ୍ଜନ

ପ୍ରୀତି ଜିଣ୍ଟାଙ୍କ ସମ୍ପତ୍ତି ମୂଲ୍ୟ କେତେ ଜାଣନ୍ତି

ବଲିଉଡର ସଫଳ ଅଭିନେତ୍ରୀମାନଙ୍କ ମଧ୍ୟରେ ପ୍ରୀତି ଜିଣ୍ଟା ଅନ୍ୟତମ। ଯଦିଓ ସେ କିଛି ଦିନ ହେବ ପାଇଁ ଫିଲ୍ମଠାରୁ ଦୂରରେ ଅଛନ୍ତି,ତଥାପି ତାଙ୍କ କ୍ରେଜ୍‌ କମିନି। ନିକଟରେ ଦୁଇଟି ଯାଆଁଳା ଶିଶୁର ମା’ ହୋଇଛନ୍ତି। ଆଜିକାଲି ସେ ନିଜ ପିଲା ଜୟ…

ଏକାସାଙ୍ଗରେ ୪ କାମ କରୁଛନ୍ତି ବିକି

ବଲିଉଡ୍‌ ଅଭିନେତା ବିକି କୌଶଲ ବିବାହ ପରେ ଫିଲ୍ମ ଶୁଟିଂରେ ବ୍ୟସ୍ତ ଅଛନ୍ତି। ସେ ଏବେ ଇନ୍ଦୋରରେ ଶୁଟିଂ କରୁଛନ୍ତି। ଶୁଟିଂ ପରେ ବିକି ସନ୍ଧ୍ୟାରେ ସୂର୍ଯ୍ୟାଦୋୟ ଉପଭୋଗ କରୁଥିବା ଦେଖିବାକୁ ମିଳିଛି। ବିକି ତାଙ୍କ ଅଫିସିଆଲ ସ୍‌ଇନଷ୍ଟା ଷ୍ଟୋରୀ ଫଟୋ…

ପ୍ରତିକ ବାବରଙ୍କ ଗର୍ଲ ଫ୍ରେଣ୍ଡ ଭାବେ ଚର୍ଚ୍ଚାରେ ଥିଲେ ଏମି

ମୁମ୍ବାଇ: ଏମି ଜ୍ୟାକସନ ୩୦ ବର୍ଷରେ ପଦାର୍ପଣ କରିଛନ୍ତି । ‘୨.୦ ଦ ଭିଲେନ’ ମୁଭିରେ ଏମିଙ୍କର ଅଭିନୟକୁ ଦର୍ଶକେ ବେଶ୍ ପସନ୍ଦ କରିଥିଲେ । ସେ ମୂଳ ବ୍ରିଟିଶ ବାସିନ୍ଦା । ଏମି ଅକ୍ଷୟ କୁମାରଙ୍କ ଫିଲ୍ମ ‘ସିଙ୍ଗ ଇଜ୍…

ବିଗ୍‌ ବସ୍‌ ଜିତିଲେ ତେଜସ୍ବୀ ପ୍ରକାଶ

ମୁମ୍ବାଇ: ଅଭିନେତ୍ରୀ ତେଜସ୍ବୀ ପ୍ରକାଶ ବିଗ୍‌ ବସ୍‌-୧୫ ସିଜିନ ବିଜୟିନୀ ହୋଇଛନ୍ତି। ୪ ମାସ ଧରି ଦର୍ଶକଙ୍କ ମନୋରଞ୍ଜନ କରିଥିବା ସଲମାନ୍‌ ଖାନ୍‌ଙ୍କ ରିଅଲିଟି ଶୋ’ ବିଗ୍‌ ବସ୍‌-୧୫ ସିଜିନର ସେ ଅନ୍ୟତମ ପ୍ରମୁଖ ପ୍ରତିଯୋଗୀ ଥିଲେ। ସିରିଏଲ ‘ସ୍ବରାଗିଣୀ’ର ଏହି…

କେଶ ଝଡିବା ରୋକିବାକୁ ନେଇ ଟିପ୍ସ ଦେଲ ମୀରା

ବଲିଉଡ୍‌ ଅଭିନେତା ଶାହିଦ କପୁରଙ୍କ ସ୍ତ୍ରୀ ମୀରା ରାଜପୁତ ସୋସିଆଲ ମିଡିଆରେ ବହୁତ ସକ୍ରିୟ। ସେ ପ୍ରାୟତଃ ନିଜର ଫଟୋ ଏବଂ ଭିଡିଓ ପୋଷ୍ଟ କରନ୍ତି। ଏହା ସହିତ ମୀରା ମଧ୍ୟ ନିଜର ବ୍ଲଗ ଚଲାନ୍ତି। ନିକଟରେ ସେ ତାଙ୍କ ଭିଡିଓ…

ବଲିଉଡ୍ ଷ୍ଟାଇଲରେ ବିବାହ କରିବେ ଫରହାନ-ଶିବାନୀ!

ମୁମ୍ବାଇ:ବଲିଉଡ୍ କପୁଲ ଫରହାନ ଅଖତର ଓ ଶିବାନି ଦାଣ୍ଡେକରଙ୍କର ବିବାହକୁ ସମସ୍ତେ ଉତ୍ସାହର ସହ ଅପେକ୍ଷା ରଖିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, ଏହି ଦମ୍ପତ୍ତି ଆସନ୍ତା ମାସରେ କୋର୍ଟ ମ୍ୟାରେଜ କରିନେବେ । ଫେବୃୟାରୀ ୨୧ରେ ଏମାନେ କୋର୍ଟ ମ୍ୟାରେଜ…

ବଲିଉଡ୍‌ର ସବୁଠୁ ସୁନ୍ଦରୀ ଅଭିନେତ୍ରୀ

ମୁମ୍ବାଇ: ଫିଲ୍ମ ଇଣ୍ଡଷ୍ଟ୍ରିର ସୁନ୍ଦରୀମାନଙ୍କ କଥା ଯଦି ଆସେ, ତେବେ ୫୦ ଦଶକର ସୁପରହିଟ୍‌ ବଲିଉଡ୍‌ ଅଭିନେତ୍ରୀ ମଧୁବାଲାଙ୍କ ନାମ ନିଶ୍ଚିତ ଆଗେ ଆସିବ। ମଧୁବାଲାଙ୍କ ଅସାମାନ୍ୟ ସୌନ୍ଦର୍ଯ୍ୟ ଆଗରେ ସବୁକିଛି ଫିକା ପଡ଼ିଯାଉଥିଲା। ଏହି ସୁନ୍ଦର ଅଭିନେତ୍ରୀଙ୍କ ଦ୍ୱାରା ଅଭିନୟ…

ପୁଣି ପ୍ରେମରେ ପଡିଛନ୍ତି ହ୍ରିତିକ ରୋଶନ,ଗର୍ଲଫ୍ରେଣ୍ଡଙ୍କ ସହ ଭିଡିଓ ଭାଇରାଲ

ବଲିଉଡ ଅଭିନେତା ହ୍ରିତିକ ରୋଶନ ପୁଣି ପ୍ରେମରେ ପଡିଛନ୍ତି। ନିକଟରେ ମୁମ୍ବାଇର ଏକ ରେଷ୍ଟୁରାଣ୍ଟରୁ ଜଣେ ଯୁବତୀଙ୍କ ହାତ ଧରି ବାହାରୁଥିବାର ସେ ନଜର ଆସିଥିଲେ। ଏବେ ସୋସିଆଲ ମିଡିଆରେ ଏହାର ଏକ ଭିଡିଓ ଭାଇରାଲ ହେଉଛି। ହ୍ରିତିକ ରୋଶନ ଏବଂ…

ଗୀତା ବାସ୍ରା-ହରଭଜନ ସିଂ କରୋନା ପଜିଟିଭ

ଚଣ୍ଡିଗଡ଼,୩୦ ।୧: ବଲିଉଡ୍ ଅଭିନେତ୍ରୀ ଗୀତା ବାସ୍ରା ଓ ତାଙ୍କ କ୍ରିକେଟର ପତି ହରଭଜନ ସିଂ କରୋନାରେ ସଂକ୍ରମିତ ହୋଇଛନ୍ତି । ଏବେ ଉଭୟ କ୍ୱାରାଣ୍ଟାଇନରେ ଥିବା ବେଳେ ଏହା ସେମାନଙ୍କ ପାଇଁ ଏକ ଖରାପ ସମୟ ବୋଲି ହରଭଜନ କହିଛନ୍ତି…

୧୨ ବର୍ଷ ପରେ ପୁଣି ଏକାଠି ନଜର ଆସିବେ ସଞ୍ଜୟ, ସୁନୀଲ

ବଲିଉଡ୍‌ ଅଭିନେତା ସଞ୍ଜୟ ଦତ୍ତ ଓ ସୁନୀଲ ସେଟ୍ଟୀଙ୍କ ପ୍ରଶଂସକଙ୍କ ପାଇଁ ଖୁସିଖବର। ଦୀର୍ଘବର୍ଷ ପରେ ଏହି ଦୁଇ ଅଭିନେତା ଫିଲ୍ମରେ ଏକାଠି ନଜର ଆସିବେ। ଦର୍ଶକମାନେ ୧୨ ବର୍ଷ ପରେ ଉଭୟଙ୍କୁ ଦେଖିବାକୁ ସୁଯୋଗ ପାଇବେ। ଶେଷଥର ପାଇଁ ୨୦୧୦ରେ…

କରୋନା ଆକ୍ରାନ୍ତ ହେଲେ କାଜଲ

ମୁମ୍ବାଇ: କରୋନା ସମଗ୍ର ବିଶ୍ୱରେ ହଇଚଇ ସୃଷ୍ଟି କରିଛି। ଫଳରେ ପ୍ରତ୍ୟେକ କ୍ଷେତ୍ରରେ ସାଧାରଣ ଜୀବନକୁ ଏହା ବିଚଳିତ କରିଛି। ଏଥିରୁ ବି ବାଦ୍‌ ପଡ଼ିବାହାନ୍ତି ବଲିଉଡ୍‌ର ବଡ଼ ବଡ଼ କଳାକାର। କରୋନା ସ୍ଥିତିରେ ଟିକେ ସୁଧାର ଆସୁଥିବା ବେଳେ ଅଭିନେତ୍ରୀ…

ଉର୍ବଶୀ ରୌତେଲା ପିନ୍ଧିଲେ ଏମିତି ଗାଉନ୍‌, ଯାହାର ଦାମ୍‌ ଜାଣିଲେ…

ମୁମ୍ବାଇ: ପୂର୍ବରୁ ମିସ୍‌ ୟୁନିଭର୍ସ ହୋଇଥିବା ଅଭିନେତ୍ରୀ ଉର୍ବଶୀ ରୌତେଲା ବିଶ୍ୱରେ ପୁଣି ଜଲ୍‌ଓ୍ବା ଦେଖାଇଛନ୍ତି। ଏବେ ଉର୍ବଶୀ ଏକ ଦାମୀ ଗାଉନ୍‌ ପିନ୍ଧି ଚର୍ଚ୍ଚାକୁ ଆସିଛନ୍ତି। ଫ୍ୟାଶନରେ ଉର୍ବଶୀ ସମସ୍ତଙ୍କୁ ପଛରେ ପକାଇ ଦେଇଛନ୍ତି। ଏହି ଫ୍ୟାଶନ ଉଇକ୍‌ରେ ସେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri