ମନୋରଞ୍ଜନ

୧୦ ବର୍ଷ ପରେ ସ୍ବାମୀଙ୍କ ସହ ପରଦାକୁ ଫେରୁଛନ୍ତି ଜେନେଲିଆ

ବଲିଉଡ ଅଭିନେତ୍ରୀ ଜେନେଲିଆ ଡି’ସୁଜା ଦୀର୍ଘ ସମୟ ପରେ ଅଭିନୟ ଜଗତକୁ ଫେରୁଛନ୍ତି। ପ୍ରାୟ ଦଶ ବର୍ଷ ପରେ ସ୍ବାମୀ ରିତେଶ ଦେଶମୁଖଙ୍କ ସହ ଏକ ଫିଲ୍ମକୁ ଫେରିଛନ୍ତି। ଉଭୟ ‘ମିଷ୍ଟର ମମି’ରେ ନଜର ଆସିବେ। ଫିଲ୍ମର ପୋଷ୍ଟର ରିଲିଜ୍‌ ହୋଇଯାଇଛି।…

ଫିଲ୍ମ ‘ମେଜର’ର ରିଲିଜ୍‌ ତାରିଖ ଘୋଷଣା

ମୁମ୍ବାଇ: ଫିଲ୍ମ ମେଜର ମେ ୨୭ରେ ପ୍ରେକ୍ଷାଳୟରେ ରିଲିଜ୍‌ ହେବା ନେଇ ଘୋଷଣା ହୋଇଛି। ଆସନ୍ତା ଫେବୃଆରୀ ୧୧ରେ ଏହି ଫିଲ୍ମଟି ବଡ ପରଦାରେ ଆସିବାର ଥିଲା। ଦେଶର ବିଭିନ୍ନ ସ୍ଥାନରେ ସାମ୍ପ୍ରତିକ ପରିସ୍ଥିତି ଏବଂ ପ୍ରତିବନ୍ଧକକୁ ଦୃଷ୍ଟିରେ ରଖି ରିଲିଜ୍‌କୁ…

ଶିଳ୍ପାଙ୍କ ନାଁରେ ୫ ଫ୍ଲାଟ୍‌ ଲେଖିଦେଲେ ସ୍ବାମୀ ରାଜ କୁନ୍ଦ୍ରା, ଦାମ୍‌ ଜାଣିଲେ…

ମୁମ୍ବାଇ: ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ରାଜ କୁନ୍ଦ୍ରା ଗତବର୍ଷ ଅଶ୍ଳୀଳ ଫିଲ୍ମ କରିବା ମାମଲାରେ ଗିରଫ ହୋଇ ଚର୍ଚ୍ଚାକୁ ଆସିଥିଲେ। ସେତେବେଳେ ଶିଳ୍ପା ସୋସିଆଲ ମିଡିଆରେ ଆବେଦନ କରିଥିଲେ କି, ତାଙ୍କ ଗୋପନୀୟତାକୁ ସମ୍ମାନ ଦିଆଯାଉ। କିନ୍ତୁ ବର୍ତ୍ତମାନ ଖବର…

ଐଶ୍ୱର୍ଯ୍ୟାଙ୍କ ସହ କାମ କରିଥିବା ଏହି ଶିଶୁ କଳାକାର ଏବେ ସୁପରଷ୍ଟାର

ମୁମ୍ବାଇ: ଛୋଟ ପରଦାର ଅଭିନେତ୍ରୀ ଜେନିଫର୍‌ ଓ୍ବିଙ୍ଗେଟ ବିଭିନ୍ନ ଭୂମିକାରେ ଅଭିନୟ କରି ଲୋକପ୍ରିୟ ହୋଇପାରିଛନ୍ତି। ଜେନିଫର୍‌ ଶିଶୁ କଳାକାର ଭାବରେ ବଲିଉଡ୍‌ ଫିଲ୍ମରେ ମଧ୍ୟ ଅଭିନୟ କରିଛନ୍ତି। ସେ ୧୦ବର୍ଷ ବୟସରେ ‘ଅକେଲେ ହମ୍‌ ଅକେଲେ ତୁମ୍‌’ ଫିଲ୍ମରୁ ଶିଶୁ…

ଜୁନିୟର ଏନ୍‌ଟିଆରଙ୍କ ସହ କାମ କରିବେ ଆଲିଆ

ମୁମ୍ବାଇ: ନିର୍ଦ୍ଦେଶକ ଏସ୍‌ ଏସ୍‌ ରାଜାମୌଲିଙ୍କ ଆଗାମୀ ଫିଲ୍ମ ‘ଆର୍‌ଆର୍‌୍‌ଆର’୍‌ ରିଲିଜକୁ ନେଇ ଆଲିଆ ଭଟ୍ଟ ବହୁତ ଖୁସି ଅଛନ୍ତି। ଏହି ଅଭିନେତ୍ରୀ ଏବେ ଆଉ ଏକ ତେଲୁଗୁ ଫିଲ୍ମରେ ଦସ୍ତଖତ କରିଛନ୍ତି। ତେବେ ଆଲିଆ ନିର୍ଦ୍ଦେଶକ କୋରାଟାଲା ସିବାଙ୍କ ଆଗାମୀ…

ଏହି ଅଭିନେତ୍ରୀଙ୍କ ପାଦ ଦେଖି ତାଙ୍କ ପ୍ରେମରେ ପଡିଥିଲେ ସଲମାନ

ଏକଦା ବଲିଉଡ୍‌ର ଭାଇଜାନ ସଲମାନ ଖାନ ଏବଂ ନୀଳନୟନା ଐଶ୍ୱର୍ଯ୍ୟା ରାୟଙ୍କ ପ୍ରେମ ସମ୍ପର୍କକୁ ନେଇ ଇଣ୍ଡଷ୍ଟ୍ରିରେ ଚର୍ଚ୍ଚା ହେଉଥିଲା। ଯଦିଓ ଏବେ ଉଭୟଙ୍କର ରାସ୍ତ ଭିନ୍ନ, କିନ୍ତୁ ଆଜିବି ଦୁହଁିକୁ ପ୍ରେମ କାହାଣୀକୁ ଦର୍ଶକ ଭୁଲିନାହାନ୍ତି। ଦୁହେଁ ଏକାଠି କେବଳ…

ରାମ ଗୋପାଳ ବର୍ମାଙ୍କ ପ୍ରେମରେ ପାଗଳ ହୋଇ ଉର୍ମିଳା ବିବାହ କରିଥିଲେ ୧୦ ବର୍ଷ ସାନ ଯୁବକଙ୍କୁ

ମୁମ୍ବାଇ: ବଲିଉଡ ରଙ୍ଗିଲା ଗର୍ଲ ଉର୍ମିଳା ମାତୋଣ୍ଡକର ୪୮ ବର୍ଷ ବୟସରେ ପଦାର୍ପଣ କରିଛନ୍ତି । ଫେବୃୟାରୀ ୪, ୧୯୭୪ରେ ମୁମ୍ବାଇରେ ଜନ୍ମ ନେଇଥିବା ଉର୍ମିଳା ଅଭିନୟ ସହ ରାଜନୀତିରେ ବି ନିଜର ଜଲୱା ଦେଖାଇ ଦେଇଛନ୍ତି । ଜଣେ ଶିଶୁ…

ଓଟିଟି ସ୍ପେଶରେ ଏଣ୍ଟ୍ରି କଲା ଟି ସିରିଜ

ମୁମ୍ବାଇ: ବର୍ଷ ବର୍ଷ ଧରି ନିର୍ବିବାଦରେ ସଙ୍ଗିତ ଦୁନିଆରେ ସଫଳତା ସହ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଭୁଷଣ କୁମାର ଏବେ ଟି ସିରିଜକୁ ଆଗକୁ ବଢାଇବାକୁ ଆଉ ଏକ ପ୍ରୟାସ କରିଛନ୍ତି । ଏବେ ସେ ୱେବ ସିରିଜ…

ଫସିଲେ ହନି ସିଂ

ମୁମ୍ବାଇ: ମହାରାଷ୍ଟ୍ରର ନାଗପୁରର ଏକ ଜିଲା ଅଦାଲତ ୟୋ ୟୋ ହନି ସିଂଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସେ ତାଙ୍କ ଭଏସ ସାମ୍ପଲ ଡିପୋଜିଟ କରିବେ । ଘଟଣା ହେଉଛି ଇଣ୍ଟରନେଟରେ ଅଶ୍ଳିଳ ଗୀତ ଅପଲୋଡ କରିବା ଘଟଣାକୁ ନେଇ ଅଦାଲତ ଏହି…

ରଜନୀକାନ୍ତଙ୍କୁ ପଛରେ ପକାଇଲେ ଅଲ୍ଲୁ ଅର୍ଜୁନ

ମୁମ୍ବାଇ: ସାଉଥ୍‌ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ କ୍ୟାରିୟର ଫିଲ୍ମ ‘ପୁଷ୍ପା’ ଚାର୍‌ଚାନ୍ଦ ଲଗାଇ ଦେଇଛି। ପୁଷ୍ପା ଯୋଗୁ ଅଲ୍ଲୁ ପ୍ୟାନ୍‌ ଇଣ୍ଡିଆ ଷ୍ଟାର ପାଲଟିଯାଇଛନ୍ତି। ଏହି ଅଭିନେତାଙ୍କ ଫ୍ୟାନ୍‌ ଫଲୋଅର୍ସ ମଧ୍ୟ ବହୁ ବଢ଼ିଯାଇଛନ୍ତି। ଟୁଇଟରରେ ଅର୍ଜୁନଙ୍କ ଫଲୋଅର୍ସ ବଢ଼ି ୬.୫…

ଏହି ଦୁଇ ଅଭିନେତ୍ରୀଙ୍କ ସହ କାମ କରିବାକୁ ଚାହୁଁଛନ୍ତି ଆହାନ

ମୁମ୍ବାଇ: ବଲିଉଡ୍‌ ଅଭିନେତା ଆହାନ ଶେଟ୍ଟୀଙ୍କ ଡେବ୍ୟୁ ଫିଲ୍ମ‘ ତଡପ’କୁ ନେଇ ଏବେ ସେ ଚର୍ଚ୍ଚାରେ। ସେ ଏହି ଫିଲ୍ମରେ ଅଭିନୟ ପାଇଁ ବହୁତ ଭଲ ରିଭିୟ୍ୟୁ ମଧ୍ୟ ପାଇଛନ୍ତି । ଆହାନ ନିର୍ମାତା ସାଜିଦ ନାଦିଆଡୱାଲାଙ୍କ ସହ ଚାରୋଟି ଫିଲ୍ମ…

ନିର୍ବନ୍ଧ ସରିଛି କହି ପ୍ରଶଂସକଙ୍କୁ ଭୁଆଁ ବୁଲାଇଲେ ଏହି ଅଭିନେତ୍ରୀ, ପରେ କହିଲେ…

ବମ୍ବେ: ନିର୍ବନ୍ଧ ହେବା କହି ଲୋକଙ୍କୁ ଭୁଆଁ ବୁଲାଇଲେ ଟେଲି ଅଭିନେତ୍ରୀ ଦେବୋଲିନା ଭଟ୍ଟାଚାର୍ଜୀ। ବୁଧବାର ସୋସିଆଲ ମିଡିଆ ଆକାଉଣ୍ଟରେ ସେ ଏବଂ ବିଶାଲ ସିଂହ ପ୍ରପୋଜ ସହ ନିର୍ବନ୍ଧର ଭିଡିଓ ଶେୟାର କରିଥିଲେ। ଏହା ବେଶ ଭାଇରାଲ ହୋଇଥିଲା। ପ୍ରଶଂସକଙ୍କ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri