ମନୋରଞ୍ଜନ

ଆଲିଆ ରଣବୀରଙ୍କୁ ନେଇ ସୋସିଆଲ ମିଡିଆରେ ହଙ୍ଗାମା

ବଲିଉଡର କ୍ୟୁଟ ଲଭ୍‌ବାର୍ଡ ଆଲିଆ ଭଟ୍ଟ ଓ ରଣବୀର କପୁରଙ୍କ ଯୋଡିକୁ ଦର୍ଶକ ଖୁବ ପସନ୍ଦ କରନ୍ତି। ଉଭୟ ସର୍ବଦା ଫ୍ୟାନ୍ସଙ୍କୁ ଏଣ୍ଟରଟେନ୍‌ କରିଥାନ୍ତି। ସେମାନଙ୍କ ବିବାହକୁ ନେଇ ଚର୍ଚ୍ଚା ହେଉଥିବା ବେଳେ କେବେ ବି ଏହି ଯୋଡି ନିଜ ସମ୍ପର୍କକୁ…

ଆଲିଆଙ୍କୁ ପ୍ରଶଂସାରେ ପୋତି ପକାଇଲେ କରିନା

ମୁମ୍ବାଇ: ବଲିଉଡ୍‌ରେ ଆଗଧାଡିର ନାୟିକାଙ୍କ ଭିତରେ ଏବେ ଆଲିଆ ଭଟ୍ଟ ହେଉଛନ୍ତି ଅନ୍ୟତମ । ଆଲିଆଙ୍କ ଅଭିନୀତ ମଚ ଆୱେଟେଡ ଫିଲ୍ମ ‘ଗଙ୍ଗୁବାଇ କାଠିଆୱାଡି’ ର ଟ୍ରେଲର ଶୁକ୍ରବାର ରିଲିଜ୍ ହୋଇଥିବା ବେଳେ ଅଧିକାଂଶ ଦର୍ଶକ ଏହାକୁ ପସନ୍ଦ କରିବା ସହ…

ପୁଣି ଭେଣ୍ଟିଲେଟରରେ ଲତା

ବମ୍ବେ: ସୁଧୁରିବା ବଦଳରେ ପୁଣି ବିଗିଡ଼ିଲା ସ୍ବର ସାମ୍ରାଜ୍ଞୀ ଲତା ମଙ୍ଗେସକରଙ୍କ ସ୍ବାସ୍ଥ୍ୟାବସ୍ଥା। ସେ ଗୁରୁତର ହୋଇପଡ଼ିବାରୁ ତାଙ୍କୁ ତୁରନ୍ତ ଆଇସିୟୁକୁ ସ୍ଥାନାନ୍ତର କରାଯାଇଛି। ଭେଣ୍ଟିଲେଟରରେ ଥିବା ଯୋଗୁ ଡାକ୍ତରମାନେ ୨୪ ଘଣ୍ଟା ତାଙ୍କ ସ୍ବାସ୍ଥ୍ୟ ଉପରେ ନଜର ରଖିଛନ୍ତି। ବ୍ରିଚକାଣ୍ଡି…

ଆଶ୍ୱସ୍ତ ହେଲେ ନୋରା

ବମ୍ବେ: ସୋସିଆଲ ମିଡିଆରେ ବେଶ ଆକ୍ଟିଭ୍‌ ଥାନ୍ତି ଅଭିନେତ୍ରୀ ନୋରା ଫତେହୀ। ହେଲେ ଶୁକ୍ରବାର ତାଙ୍କ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟ ଡିଲିଟ୍‌ ହୋଇଯାଇଥିଲା। କ’ଣ ପାଇଁ ଏପରି ଘଟିଲା କେହି ଜାଣି ନ ଥିଲେ। ଏବେ କିନ୍ତୁ ପ୍ରଶଂସକଙ୍କ ସହ ନୋରାଙ୍କ ପାଇଁ…

ଦୂରବୀକ୍ଷଣ ଯନ୍ତ୍ର ଯୋଗେ ଐଶ୍‌ଙ୍କ ବିବାହ ଦେଖିଥିଲେ ଏହି ଅଭିନେତା

ବମ୍ବେ: ନୀଳନୟନା ଐଶ୍ୱର୍ଯ୍ୟା ରାୟ ଏବଂ ଅଭିନେତା ଅଭିଷେକ ବଚ୍ଚନଙ୍କ ବିବାହ ବଲିଉଡ୍‌ର ଚର୍ଚ୍ଚିତ ବିବାହ ମଧ୍ୟରୁ ଗୋଟିଏ। ଅନେକ ଏହି ବିବାହକୁ ଆଖିରେ ଦେଖିବାକୁ ଚାହୁଁଥିଲେ। ହେଲେ ସମସ୍ତଙ୍କ ପକ୍ଷେ ତାହା ସମ୍ଭବ ନ ଥିଲା। ସେଭଳି ଜଣେ ଥିଲେ…

ଆଜି ହାତକୁ ଦି’ହାତ ହେବେ କରିସ୍ମା

ମୁମ୍ବାଇ: ଆଜି ବିବାହ ବନ୍ଧନରେ ବାନ୍ଧି ହେବେ ଟେଲି ଅଭିନେତ୍ରୀ କରିସ୍ମା ତନ୍ନା। ସେ ତାଙ୍କ ଦୀର୍ଘ ଦିନର ବୟଫ୍ରେଣ୍ଡ ବରୁଣ ବଙ୍ଗେରାଙ୍କୁ ବିବାହ କରିବେ। ଏଥିଲାଗି ସମସ୍ତ ପ୍ରସ୍ତୁତି ସରିଯାଇଛି। ଗତ କାଲି ତାଙ୍କର ହଳଦୀ ରସମ୍‌ ହୋଇଥିଲା। ଯାହାର…

ଫିଲ୍ମ ଅପେକ୍ଷାରେ କ୍ୟାଟ୍ରିନା

ମୁମ୍ବାଇ: ବଲିଉଡ୍‌ର ଅଭିନେତ୍ରୀ ଆଲିଆ ଭଟ୍ଟ ଏବେ ଖୁବ୍‌ ଚର୍ଚ୍ଚାରେ। ତାଙ୍କ ଆଗାମୀ ଫିଲ୍ମ ‘ଗଙ୍ଗୁବାଇ କାଠିଆୱାଡି’ର ଟ୍ରେଲକୁ ସମସ୍ତେ ପସନ୍ଦ କରିଛନ୍ତି। ଫେବୃୟାରୀ ୪ରେ ଫିଲ୍ମର ଟ୍ରେଲର ରିଲିଜ୍‌ ହୋଇଥିଲା। ତେବେ ଫିଲ୍ମର ରିଲିଜ୍‌କୁ ସମସ୍ତେ ଚାହିଁ ରହିଛନ୍ତି। ଖାଲି…

ସୁନିଲଙ୍କ ପାଇଁ ସହଯୋଗର ହାତ ବଢାଇଲେ ସଲମାନ

ମୁମ୍ବାଇ: ଅଭିନେତା ତଥା କମେଡିଆନ ସୁନିଲ ଗ୍ରୋଭର ନିକଟରେ ତାଙ୍କ ସ୍ୱାସ୍ଥ୍ୟ ସମସ୍ୟାକୁ ନେଇ ଚର୍ଚ୍ଚାରେ ରହିଛନ୍ତି । ଏବେ ତାଙ୍କର ହାର୍ଟ ସଜରୀ ହୋଇଛି । ପୂର୍ବାପେକ୍ଷା ସେ ଏବେ ସୁସ୍ଥ ଥିବା ଜଣାପଡିଛି । ତାଙ୍କର ମୁମ୍ବାଇ ସ୍ଥିତ…

ଦାଦାଙ୍କ ସହ ଦାଦାଗିରି କରିବେ ଅନୁଭବ

ଭୁବନେଶ୍ୱର,୫।୨: ସାରା ବିଶ୍ୱରେ ଦାଦା ଭାବେ ବେଶ୍‌ ଲୋକପ୍ରିୟତା ହାସଲ କରିଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର ଅଧିନାୟକ ସୌରଭ ଗାଙ୍ଗୁଲି। ଶନିବାର ଜୀ ସାର୍ଥକରେ ପ୍ରସାରିତ ହେବାକୁ ଥିବା ସ୍ବତନ୍ତ୍ର ଅଧ୍ୟାୟରେ ଦାଦାଙ୍କ ସହ ଦାଦାଗିରି କରିବେ ଅନୁଭବ। ଏଥର ଓଡ଼ିଆ…

କାଲି ବିବାହ କରିବେ କରିସ୍ମା

ମୌନୀଙ୍କ ପରେ ଏବେ ଆଉ ଜଣେ ଟେଲି ଅଭିନେତ୍ରୀ ବିବାହ କରିବେ। ସେ କେହି ନୁହଁନ୍ତି ପ୍ରସିଦ୍ଧ ଅଭିନେତ୍ରୀ କରିସ୍ମା ତନ୍ନା। ଶନିବାର ସେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ସେ ତାଙ୍କର ଦୀର୍ଘ ଦିନର ବୟଫ୍ରେଣ୍ଡ ବରୁଣ ବଙ୍ଗେରାଙ୍କୁ…

ସୁନିଲଙ୍କ ବିଷୟରେ ଜାଣିବା ପରେ କପିଲଙ୍କୁ ଲାଗିଛି ଝଟ୍‌କା, କହିଲେ ଏମିତି

ବମ୍ବେ: ନିକଟରେ ସ୍ବାସ୍ଥ୍ୟ ଜନିତ ସମସ୍ୟାକୁ ନେଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ କମେଡିଆନ୍‌ ସୁନିଲ ଗ୍ରୋଭର। ତାଙ୍କର ହାର୍ଟ ବାଇପାସ୍‌ ସର୍ଜରୀ କରାଯାଇଛି। ଏବେ ସୁସ୍ଥ ଅନୁଭବ କରିବା ପରେ ସେ ଘରକୁ ଫେରିଛନ୍ତି। ତାଙ୍କର ସ୍ବାସ୍ଥ୍ୟାବସ୍ଥା ବିଷୟରେ ଜଣାପଡ଼ିବା ପରଠାରୁ…

ଫେରୁଛନ୍ତି କରିନା

ମୁମ୍ବାଇ: ବଲିଉଡ କୁଇନ୍ କରିନା କପୁର ଖାଁ ପୁଣିଥରେ ବଡ ପରଦାକୁ ଫେରିବାକୁ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ଦ୍ୱିତୀୟ ସନ୍ତାନର ଜନନୀ ହେବା ପରେ ସେ କିଛିଦିନ ପାଇଁ ବଡ ପରଦାଠାରୁ ଦୂରରେ ଥିଲେ । ଏବେ କିନ୍ତୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri