ନିଜ ଗୀତ ନିଜେ ଶୁଣୁ ନ ଥିଲେ ଲତା
ବମ୍ବେ: ନାଁ କୋକିଳକଣ୍ଠୀ। ଗାଇଛନ୍ତି ତିନି ହଜାରରୁ ଅଧିକ ଗୀତ। ନାମରେ ଅଛି ଅନେକ ରେକର୍ଡ। ହେଲେ ନିଜେ ଗାଇଥିବା ଗୀତ ନିଜେ ଶୁଣନ୍ତି ନାହିଁ। ଆମେ କହୁଛୁ ଲତା ମଙ୍ଗେସରକଙ୍କ କଥା। ଅନେକଙ୍କୁ ଆଶ୍ଚର୍ଯ୍ୟ କଲେ ହେଁ କଥାଟି ଏକଦମ୍…
ଆଇପିଏଲ୍ ନିଲାମୀରେ କିଙ୍ଗ ଖାନଙ୍କ ପୁଅ, ୟୁଜର୍ସ କହିଲେ…
୨୦୨୧ ବଲିଉଡର କିଙ୍ଗ ଖାନ ତଥା ଶାହାରୁଖ ଖାନଙ୍କ ପାଇଁ ବହୁତ କଷ୍ଟକର ଦିନ ଥିଲା । ଡ୍ରଗ୍ସ ମାମଲାରେ ତାଙ୍କ ପୁଅ ଆର୍ୟନଙ୍କୁ ଗିରଫ କରାଯାଇ ଜେଲରେ ରଖାଯାଇଥିଲା। ଆର୍ୟନ ଜାମିନ ପାଇବା ପରେ ବାପା ଶାହାରୁଖ ଖୁସି ହୋଇଯାଇଥିଲେ।…
ଫେରୁଛନ୍ତି ରିଆ
ମୁମ୍ବାଇ: ଦୀର୍ଘ ପ୍ରାୟ ଦୁଇ ବର୍ଷ ପରେ ପୁଣିଥରେ ଗ୍ଲାମରସ ଦୁନିଆକୁ ଫେରିଛନ୍ତି ଅଭିନେତ୍ରୀ ରିୟା ଚକ୍ରବର୍ତ୍ତି । ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ଏହି ମାମଲାରେ ରିଆ ସମ୍ପୃକ୍ତ ଥିବା ଜଣାପଡିଥିଲା । ଏହାପରଠାରୁ ତାଙ୍କୁ ଆଉ…
ଭାରତୀୟ ସେନା ଉପରେ ନିର୍ମାଣ ହୋଇଥିବା ଏହି ଫିଲ୍ମକୁ ମିଳି ନ ଥିଲା ଏନ୍ଓସି: ଜାଣନ୍ତୁ କାହିଁକି
ନୂଆଦିଲ୍ଲୀ,୧୨।୨: ବଲିଉଡ୍ରେ ଦେଶର ସେନା ଓ ଯବାନଙ୍କୁ ନେଇ ଅନେକ ଫିଲ୍ମ ତିଆରି କରାଯାଇଛି। ଆଉ ଏଭଳି ଫିଲ୍ମଗୁଡ଼ିକୁ ବଲିଉଡ୍ ପ୍ରଥମେ ଆଗ୍ରାଧିକାର ଦେଉଥିବା ବେଳେ ଦର୍ଶକ ମଧ୍ୟ ଏହାକୁ ବେଶ୍ ପସନ୍ଦ କରିଥାନ୍ତି। କିନ୍ତୁ ଜାଣିଛନ୍ତି କି, ଚଳିତ ଥର…
ସମୁଦ୍ର କୂଳରେ ରୋମାଣ୍ଟିକ୍ ହେଲେ ଦୀପ୍ବୀର
ବଲିଉଡ୍ର ସୁନ୍ଦର ଯୋଡିଙ୍କ ମଧ୍ୟରୁ ରଣବୀର ସିଂ ଏବଂ ଦୀପିକା ପାଦୁକୋନ ଅନ୍ୟତମ। ଦୁହେଁ ଅନସ୍କ୍ରିନରେ ଅନେକ ଥର ରୋମାନ୍ସ କରୁଥିବା ଦେଖିବାକୁ ମିଳିଛି। ପ୍ରଶଂସକମାନେ ସେମାନଙ୍କ କେମେଷ୍ଟ୍ରିକୁ ଖୁବ୍ ପସନ୍ଦ କରନ୍ତି। ରଣବୀର ରିଅଲ ଲାଇଫରେ ସ୍ତ୍ରୀ ଦୀପିକାଙ୍କ ପ୍ରତି…
ନ୍ୟାଶନାଲ ଟେଲିଭିଜନରେ ପ୍ରଥମ ଥର ହେଲା ଗୋଦ ଭରାଇ ରସମ
ମୁମ୍ବାଇ: କମେଡି କୁଇନ୍ ଭାରତି ସିଂ ଏବେ ଗର୍ଭବତୀ । କିଛିଦିନ ତଳେ ଏମିତି ଏକ ଖବରକୁ ବେଶ ଖୁସିର ସହ ପ୍ରଶଂସକଙ୍କ ଉଦ୍ଦେଶ୍ୟରେ ଶେୟାର କରିଥିଲେ ଭାରତି ଓ ତାଙ୍କ ସ୍ୱାମୀ ହର୍ଷ ଲିମ୍ବାଚିଆ । ଏମାନଙ୍କୁ ସରପ୍ରାଇଜ ଦେବାକୁ…
‘ଦ ଫେମ ଗେମ’ରେ ମାଧୁରୀ
ବଲିଉଡ୍ର ସୁନ୍ଦରୀ ଅଭିନେତ୍ରୀ ମାଧୁରୀ ଦୀକ୍ଷିତ ଏବେ ଓଟିଟିରେ ଡେବ୍ୟୁ ପାଇଁ ପ୍ରସ୍ତୁତ ହୋଇ ସାରିଛନ୍ତି । ନେଟଫ୍ଲିକ୍ସର ୱେବ ସିରିଜ ‘ଦ ଫେମ ଗେମ’ରେ ମାଧୁରୀଙ୍କୁ ଦେଖିବାକୁ ମିଳିବ। ନେଟ୍ଫ୍ଲିକ୍ସରେ ପ୍ରସାରିତ ହେବାକୁ ଥିବା ତାଙ୍କର ଆଗାମୀ ୱେବ ସିରିଜ…
ଘରକୁ ଫେରିବା ପରେ ଏଭଳି ଟୁଇଟ୍ କଲେ ସୁନୀଲ
ବମ୍ବେ: ଅଭିନେତା ତଥା କମେଡିଆନ୍ ସୁନୀଲ ଗ୍ରୋଭର ନିକଟରେ ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କର ହାର୍ଟ ସର୍ଜରୀ କରାଯାଇଥିଲା। ଏବେ ସେ ଘରକୁ ଫେରିଥିବା ବେଳେ ନିଜର ସ୍ବାସ୍ଥ୍ୟାବସ୍ଥା ନେଇ ପ୍ରଶଂସକଙ୍କୁ ଟୁଇଟ୍ କରି ସୂଚନା ଦେଇଛନ୍ତି। ନିଜସ୍ବ ଶୈଳୀରେ ସୁନିଲ ଧନ୍ୟବାଦ…
ଦୁଃଖ ବଖାଣିଲେ ଅଭିନେତ୍ରୀ: ବିବାହ ଆଉ ମା’ ହେବା ପରେ…
ବମ୍ବେ: ଗ୍ଲାମର ଦୁନିଆ ଯେତିକି ଚାକଚକ୍ୟଭରା, ସେତିକି ସଂଘର୍ଷମୟ। ବିବାହ ପରେ ବି ଅଭିନେତାଟିଏ ପାଖରେ କାମର ଅଭାବ ନ ଥିବା ବେଳେ ଅଭିନେତ୍ରୀଟିଏ କିନ୍ତୁ କରିଥାଏ ସଂଘର୍ଷ। ସେଭଳି କିଛି ଘଟିଛି ଟେଲି ଅଭିନେତ୍ରୀ ଚାହତ ଖାନ୍ନାଙ୍କ କ୍ଷେତ୍ରରେ। ଏକଦା…
ବାନ୍ଦ୍ରା ସଡ଼କରେ ବୁଲେଟର ମଜା ନେଉଛନ୍ତି ଦବଙ୍ଗ ଗର୍ଲ
ମୁମ୍ବାଇ: ବଲିଉଡ ଦବଙ୍ଗଗର୍ଲ ଭାବେ ପରିଚିତ ସୋନାକ୍ଷୀ ସିହ୍ନାଙ୍କ ଭିନ୍ନରୂପ ଏବେ ଦେଖିବାକୁ ମିଳିଛି । ରୟାଲ ଏନଫିଲ୍ଡ ବୁଲେଟ ଚଢି ବାନ୍ଦ୍ରା ସଡ଼କ ଉପରେ ବୁଲୁଛନ୍ତି ଏହି ବଲିଉଡ୍ କୁଇନ୍ । ଭିନ୍ନ ଅନ୍ଦାଜରେ ତାଙ୍କୁ ଦେଖିବାକୁ ମିଳିଛି ।…
ପତ୍ନୀଙ୍କ ପାଦ ସେବା କଲେ ସଞ୍ଜୟ: ପ୍ରଂଶସକ କହିଲେ, ଲଗେ ରହୋ ମୁନ୍ନାଭାଇ
ମୁମ୍ବାଇ: ସଞ୍ଜୟ ଦତ୍ତ ଓ ପତ୍ନୀ ମାନ୍ୟତା ଦତ୍ତ ବଲିଉଡ୍ର କ୍ୟୁଟ କପଲ୍ସ ମଧ୍ୟରୁ ଅନ୍ୟତମ। ବଲିଉଡ୍ ଅଭିନେତା ସଞ୍ଜୟ ଦତ୍ତ କୌଣସି ନା କୌଣସି କାରଣରୁ ସବୁବେଳେ ଚର୍ଚ୍ଚାରେ ରହୁଥିବା ବେଳେ ମାନ୍ୟତା ମଧ୍ୟ ସୋସିଆଲ ମିଡିଆରେ ବେଶ୍ ଆକ୍ଟିଭ।…
ଅଭିନେତ୍ରୀ ରବିନାଙ୍କ ବାପା ରବି ଟଣ୍ଡନଙ୍କ ପରଲୋକ
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ରବିନା ଟଣ୍ଡନଙ୍କ ବାପା ତଥା ନିର୍ମାତା ରବି ଟଣ୍ଡନଙ୍କର ଶୁକ୍ରବାର ଦେହାନ୍ତ ହୋଇଛି। ଏ ନେଇ ରବିନା ଇନଷ୍ଟାଗ୍ରାମରେ ତାଙ୍କ ବାପାଙ୍କ ସହ ଏକ ଫଟୋ ଶେୟାର କରି ଏହାର ସୂଚନା ଦେଇଛନ୍ତି। ଶେୟାର କରି ଲେଖିଛନ୍ତି,…
Archives


